October 23, 2024

Odia Express

Leading Odia News Portal of Odisha

ପ୍ରେମ ପାଇଁ ପାକିସ୍ଥାନ ଛାଡି ଭାରତ ଆସି ପହଞ୍ଚିଲେ ପାକିସ୍ଥାନୀ ଝିଅ – କହିଲେ ଭାରତ କେଉଁ ସ୍ୱର୍ଗରୁ ଠାରୁ କମ୍ ନୁହେଁ, ଏଠାକାର ଲୋକ ଭଗବାନ ସଦୃଶ..

କହନ୍ତି ନା ଯେଉଁଠି ପ୍ରେମ ଥାଏ ସେଠାରେ କୌଣସି ବି ସୀମା ନଥାଏ , ଏମିତି କିଛି ହୋଇଥିଲା କରାଚୀର ଏକ ଯୁବତୀଙ୍କ ସହ , ସେ ମୁମ୍ବାଇର ଏକ ପୁଅ ସହ ପ୍ରେମ ହୋଇଥିଲା , ଏବେ ସୋସିଆଲ୍ ମିଡିଆରେ ଫାତିମା ହୁସେନ୍ ଙ୍କ୍ ଲଭ୍ ଷ୍ଟୋରୀ ଭାଇରାଲ୍ ହେଲା , ପ୍ରେମ ରୋମାନ୍ସ, ଓ ବିବାହ ଆଇଡିଆ ଫେସବୁକ୍ ରେ ଲୋକଙ୍କ ହୃଦୟ ଜିତି ନେଇଛି , ପୋଷ୍ଟରେ ସାରାହ୍ କହିଲେ କି କିପରି ତାଙ୍କ ନିଜ ସାଣ୍ଗ ମୁସ୍ତଫା ଦାଉଦ୍ ବାହା ହୋଇଥିଲେ , ଓ ମୁମ୍ବାଇରେ ଯାଇ ରହିବାକୁ ଲାଗିଲେ | କହିଦେବୁ କି ବାହାଘର ପରେ ସାରାହ ଓ ମୁସ୍ତଫାଙ୍କ ଜୀବନରେ ବହୁତ ବାଧାବିଘ୍ନ ଆସିଛି , ଭାରତ ଆସୁଆସୁ ତାଙ୍କୁ ଘଣ୍ଟାଏ ଯାଏଁ କଷ୍ଟମ୍ ଓ ସିକ୍ୟୁରିଟି ଚେକ୍ କରିବାକୁ ପଡିଥିଲା , ତାଙ୍କୁ ଲାଗିଥିଲା କି ତାଙ୍କର ହନିମୁନ୍ ସରକାରୀ ଅଫିସ୍ ରେ ହିଁ ହେବ , ବାହାଘରର ଦୁଇ ମାସ ପରେ ସ୍ୱାମୀଙ୍କର ମୁମ୍ବାଇ ସିଫ୍ଟ ହୋଇଗଲା , ଓ ତାଙ୍କ ସ୍ୱାମୀଙ୍କ ଜବ୍ ଚାଲିଗଲା , ଏହି ଘଟଣା ପରେ ତାଙ୍କ ସାଥ୍ ମିଳିଲା ନାହିଁ

 

ଯାହାପରେ ସାରାହା ଓ ମୁସ୍ତଫାଙ୍କ ଜୀବନ ପୁରା ବଦଳି ଯାଇଥିଲା , ଦୁହେଁ ଛୋଟ ଚାକିରି ଖୋଜିବାକୁ ଲାଗିଲେ , ବହୁତ ଚେଷ୍ଟା କଲେ କିନ୍ତୁ କିଛି ହୋଇପାରିଲା ନାହିଁ , ଯାହାପରେ ତିନି ମାସ ପରେ ସାରା ଡିପ୍ରେସନ୍ ରେ ରହିଥିଲେ ସେ ନିଜ ଘରକୁ ଏହି ବିଷୟରେ କିଛି କହିନଥିଲେ , ସେ ରାତି ସାରା କାନ୍ଦୁଥିଲେ , ମୁସ୍ତାଫା ବି ବହୁତ ଚିନ୍ତିତ ରହୁଥିଲେ , ସେ କହିଲେ ଆମ ପାଖରେ ଖାଇବାକୁ ବି ପଇସା ନଥିଲା , ଆମେ ରାତିରେ ଚାଲିଚାଲିଯାଉଥିଲୁ ଓ ଗୋଟେ ହିଁ ଆଇସ୍କ୍ରିମ୍ ସେୟାର୍ କରିଖାଉଥିଲୁ , ତାପରେ ମୁଁ ଭାବିଲି କି ଆଜି ଯିଏ ବି ଅଛନ୍ତି ମୁସ୍ତାଫା ଅଛନ୍ତି , ମୁଁ ସର୍ବଦା ମୁସ୍ତାଫାଙ୍କ ସାଥ୍ ଦେବି , ଯାହା ପରେ ତାଙ୍କ ପାଖରେ ଏକ ଆଇଡିଆ ଆସିଲା କି ପାକିସ୍ଥାନରେ ଯେଉଁ ମେକ୍ ଅପ୍ ଆର୍ଟିଷ୍ଟ ଅଛନ୍ତି , ଏଠାରେ ଆଣି କାମ କରାଯାଉ

 

ତାପରେ ମୋ ସ୍ୱାମୀ ମୋ ସାଥ୍ ଦେଲେ , ଓ ମାର୍କେଟିଙ୍ଗ୍ କରିବା ଆରମ୍ଭ କରିଦେଇଥିଲି , ଯାହା ପରେ ସେ ଭଲ କ୍ଲାଇନ୍ସ ପାଇଥିଲେ , ଯାହା ପରେ ମୁସ୍ତାଫାଙ୍କୁ ସବୁ ମଉକାରେ ସାଥ୍ ମିଳିଲା , ଓ ଦୁହିଁଙ୍କର ଜୀବନ ପୁଣି ସୁଧୁରିବାକୁ ଲାଗିଲା , ଏବେ ସାରା ମେକ୍ ଅପ୍ ଆର୍ଟିଷ୍ଟ କାମ କରୁଛନ୍ତି , ଓ ମୁସ୍ତାଫା ତାଙ୍କୁ ବିଜନେସ୍ ରେ ସାହାଯ୍ୟ କରୁଛନ୍ତି

Leave a Reply

Your email address will not be published. Required fields are marked *