October 16, 2024

Odia Express

Leading Odia News Portal of Odisha

ସବୁଦିନ କପଡା ସୁଖାଇବା ବେଳେ ମେସିନ୍ ରେ ୩ ଖଣ୍ତ ବରଫ ପକାଉଥିଲେ ଏହି ମହିଳା , କାରଣ ଥିଲା ବଡ ଅଜୀବ – ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ…

ଜଣେ ମହିଳା ଗତ କିଛି ଦିନ ହେବ ନିଜ ପଡୋଶୀଙ୍କ ସହ ଯୋଡି ହୋଇଥିବା ଏକ ଘଟଣା ସୋସିଆଲ୍ ମିଡିଆରେ ସେୟାର୍ କରିଥିଲେ । ଷ୍ଟେଲା ନାମକ ଜଣେ ମହିଳା କହିଲେ କି ତାଙ୍କର ପଡୋଶୀ ଦିନେ ୱାଶ୍ ଏରିଆରେ ୱାସିଙ୍ଗ୍ ମେସିନ୍ ରେ କପଡା ଧୋଉଥିଲେ । ତାପରେ କପଡା ସୁଖାଇବା ପାଇଁ ସେ ଡ୍ରାଏର୍ କପଡା ସହ ବରଫର ତିନି ଖଣ୍ତ ପକାଇଥିଲେ ।, ପଡୋଶୀଙ୍କୁ ଏହି କଥା କିଛି ବୁଝାପଡିନଥିଲା । ତାପରେ ସେହି ମହିଳା ତାଙ୍କ ପଡୋଶୀଙ୍କର ଏହି କାମ ବାରମ୍ବାର କରୁଥିବାର ଦେଖିଥିଲେ , ତାପରେ ଦିନେ ଏହାର କାରଣ ପଚାରିଲେ , ଓ ତାଙ୍କର ଉତ୍ତର ଶୁଣିକରି ତାଙ୍କୁ ବିଶ୍ୱାସ ହେଲା ନାହିଁ , ପଡୋଶୀ ମହିଳା କହିଲେ ଆମେ ମହିଳାମାନେ ଦିନ ସାରା ବହୁତ ସାରା କପଡାକୁ ଧୋଇଥାଉ , ଏହାପରେ ଆମେ ତାକୁ ସୁଖାଇଥାଉ , ଆଇରନ୍ କରିବାପରେ ଆମେ ତାକୁ ୱାର୍ଡରୋବ ରେ ରଖିଥାଉ , ଏହି ପୁରା ପ୍ରୋସେସ୍ କରିବା ପାଇଁ ଆମକୁ ପୁରା ଦିନ ଲାଗିଯାଏ

 

କିନ୍ତୁ ଏହି ବରଫ ଖଣ୍ତ ପକାଇଲେ ଆଇରନ୍ ନ କରିବାର ସେ ଉପଦେଶ ଦେଇଥିଲେ , ପଡୋଶୀ ମହିଳା ଆଗକୁ କହିଲେ କି କପଡା ଧୋଇବା ପରେ ୱାସିଙ୍ଗ୍ ମେସିନ୍ ରେ କପଡାକୁ ଡ୍ରାଇ କରିବା ପାଇଁ ଛଡାଯାଏ , ଓ ପରେ ସୁଖିଲା କପଡାକୁ ଆଇରନ୍ କରିବାକୁ ପଡିଥାଏ , କିନ୍ତୁ ବରଫ କାରଣରୁ କପଡା ଲୁଚାକୁଚା ହୁଏ ନାହିଁ , ମହିଳା ଏହା ବି କହିଲେ କି ଡ୍ରାଏର୍ ରେ ସୁଖିଲା କପଡା ମଧ୍ୟରେ ବହୁତ ସାରା ବରଫ ପକାଇଦେବା ଉଚିତ୍ ।

 

ଯେବେ ଡ୍ରାଏର୍ ରୁ ଗରମ ହାୱା ବାହାରିଥାଏ । ତେବେ ବରଫ ତରଳିବାକୁ ଲାଗିଥାଏ , କିନ୍ତୁ ବରଫ ତରଳିଲେ ଷ୍ଟିମ୍ ଆରମ୍ଭ ହୋଇଯାଏ , ଷ୍ଟିମ୍ କାରଣରୁ କପଡା ଲୁଚା କୁଚା ଠିକ୍ ହୋଇପାରିଥାଏ , ଓ କପଡା ସୁଖିବା ପରେ ବିନା ଲୁଚା କୁଚାରେ ଆମେ ତାହାକୁ ବାହାରକୁ ବାହାର କରିପାରିବା , ଏହା ଦ୍ୱାରା ଆମକୁ ଆଇରନ୍ କରିବାକୁ ପଡିନଥାଏ ।

Leave a Reply

Your email address will not be published. Required fields are marked *