October 17, 2024

Odia Express

Leading Odia News Portal of Odisha

ମାତ୍ର ୧୦ ଟଙ୍କାରେ ଏହି ଜିନିଷ ଆପଣଙ୍କ ଶରୀରର ସବୁ ଅଙ୍ଗକୁ ରାତାରାତି ଗୋରା କରିଦେବ , ଆଜି ହିଁ ଜାଣିନିଅନ୍ତୁ ଏହି ଅଦ୍ଭୁତ ଉପାୟ ବିଷୟରେ…

ଏହି ଦୁନିଆଁରେ ନାନା ପ୍ରକାରର ଲୋକ ରହିଥାନ୍ତି , କିନ୍ତୁ ଗୋଟେ ରଙ୍ଗ ଅଛି ଯାହା ସମସ୍ତଙ୍କୁ ନିଜ ଆଡକୁ ଆକର୍ଷିତ କରିଥାଏ , ଏହି ରଙ୍ଗ ହେଲା ଗୋରା , ଚେହେରାକୁ ଗୋରା କରିବାପାଇଁ ଲୋକେ ନାନାପ୍ରକାରର ଉପାୟ କରିବାକୁ ଲାଗନ୍ତି , ବର୍ତ୍ତମାନର ସମୟରେ ବଦଳୁଥିବା ଜୀବନଶୈଳୀ, ପ୍ରଦୁଷଣ, ଓ ତାପମାନ ବୃଦ୍ଧିକୁ ନେଇ ମଣିଷ ଶରୀର ଶ୍ୟାମଳ ବର୍ଣ୍ଣ ହୋଇଯାଇଛି, ଏହା ଆମର ଶରୀରକୁ ରୁଖାପଣ, ବୟସ ଦାଗ , କଳା ଦାଗ, ପରି ସମସ୍ୟା ଉତ୍ପନ୍ନ କରିଥାଏ । ଲୋକଙ୍କର ନାନା ପ୍ରକାରର ସ୍କ୍ରିନ୍ ପ୍ରୋବ୍ଲେମ୍ ଆସିଯାଏ , ବହୁତ ଲୋକଙ୍କର ଚେହେରାକୁ ଗୋରା କରିବାକୁ ଧ୍ୟାନ ଦିଅନ୍ତି , ଶରୀରରେ ନୁହେଁ , ଯଦି ଆମର ଶରୀର ବି ସୁନ୍ଦର ଓ ଗୋରା ହୋଇଯିବ ତେବେ ଆମର ବ୍ୟକ୍ତିତ୍ୱ ଆହୁରି ବଢିଯିବ , ଆଜି ଆମେ ଆପଣଙ୍କୁ ଏକ ଘରୋଇ ଉପାୟ କହିବୁ , ଯାହା ୩ ଦିନରେ ପୁରା ଶରୀରକୁ କଳାପଣ ଦୁର କରିଦେବ ।

 

ଏହି ପ୍ରକିୟାକୁ କରିବାକୁ ହେଲେ ପ୍ରଥମତଃ ଏକ ଚାମଚ ଆଲୋବେରା ଜେଲ୍ , ଏକ ଲେମ୍ବୁ, ଦୁଇ ଚାମଚ ଦହି, ଏକ ଚାମଚ କ୍ଷୀର, ଏକ ଚାମଚ ମହୁର ଆବଶ୍ୟକତା ପଡିବ , ଚିନି ର ସ୍କ୍ରବ୍ କରିଲେ ଶରୀରରେ ମୃତ କୋଷିକାଗୁଡିକ ଠିକ୍ ହୋଇଯାଏ , ତ୍ୱଚାରେ ଗୋରାପଣ ଆସିଯାଏ , କ୍ଷୀରରେ ବହୁତ ସାରା ଫ୍ୟାଟି ଏସିଡ୍ ଥାଏ , ଯାହା ତ୍ୱଚାକୁ ପୋଷଣ ପ୍ରଦାନ କରିଥାଏ,  ଯାହା ଦ୍ୱାରା ତ୍ୱଚା ଗୋରା ହୋଇଯାଏ , ଲେମ୍ବୁରେ ଏକ ପ୍ରାକୃତିକ ବ୍ଲିଚ୍ ଅଛି , ଆଲୋବେରା ପୁରୁଣା କୋଷିକାକୁ ରିପେୟାର୍ କରିଥାଏ ।

 

ଚିନି ଓ ଆଲୋବେରା ମିଶ୍ରଣ କରି ଏହାକୁ ଲେମ୍ବୁର ସହାୟତାରେ ନିଜ ଶରୀରରେ ଲଗାନ୍ତୁ , ଓ ସୁଖିଲାପରେ ଏହାକୁ ଥଣ୍ତା ପାଣିରେ ଧୋଇଦିଅନ୍ତୁ , ଏକ ଚାମଚ ଦହି , ଏକ ଚାମଚ କ୍ଷୀର, ଏକ ଚାମଚ ମହୁ, ଓ ଲେମ୍ବୁର ରସ ମିଶାଇକରି ଲଗାନ୍ତୁ , ୧୦ ମିନିଟ୍ ପରେ ପାଣିରେ ଧୋଇଦିଅନ୍ତୁ , ଏହା ଦ୍ୱାରା ଆପଣଙ୍କ ତ୍ୱଚାରୁ ସବୁ ମଇଳା ସଫା ହୋଇଯିବ , ଓ ତ୍ୱଚା ଗୋରା ହେବ , ଏହାର ପ୍ରୟୋଗରେ ଆପଣଙ୍କୁ ଗୋଟେ ରାତିରେ ଫରକ ନଜର ଆସିବ ।

Leave a Reply

Your email address will not be published. Required fields are marked *