October 20, 2024

Odia Express

Leading Odia News Portal of Odisha

ରାତିରେ ଦୁଇଟି ଭେଣ୍ଡି ପାଣିରେ ଭିଜାଇ ରଖି ୫ ଦିନ ପର୍ଯ୍ୟନ୍ତ ସେହି ପାଣି କୁ ପିଇଲେ ଯାହା ହେବ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ଭେଣ୍ଡି ଏପରି ଏକ ପରିବା ଏଥିରେ ବହୁତ ଭିଟାମିନ ରହିଛି ,ଏହା ଆମ ସବୁ ଆବଶ୍ୟକ ପୁରା ହୋଇଥାଏ |ଭେଣ୍ଡିକୁ ପ୍ରାୟ ଆମେ ସମସ୍ତେ ଭଲ ପାଉ | ମାତ୍ର ଆପଣ ଜାଣିଛନ୍ତି କି ଭେଣ୍ଡି ରେ ମଧ୍ୟ ଔଷଧୀୟ ଗୁଣ ଭାରି ରହିଛି ,ଯାହା ଜାଣିଲେ ଆପଣ ମଧ୍ୟ ଆଚାର୍ଯ୍ୟ ହେବେ ନିଶ୍ଚୟ । ଆଜି ଆମେ ଏହି ପୋଷ୍ଟ ରେ୨ଟି ଭେଣ୍ଡି କୁ ରାତି ସାରା ଭିଜାଇ ସେହି ପାଣି ପିଇଲେ ତାହାର ଫାଇଦା କଥା କହିବୁ ମଧୁମେୟ ରୋଗ ପାଇଁ ଭେଣ୍ଡି ର ପାଣି ବହୁତ ଫାଇଦା ଅଟେ ।୨ଟି ଭେଣ୍ଡି କୁ କାଟି ଏକ ଗ୍ଲାସ ପାଣିରେ ରାତି ସାରା ଭିଜାଇ ରଖିଲେ ,ଏବଂ ସକାଳୁ ଏହି ପାଣିକୁ ପିଇଲେ ମଧୁମେୟ ରୋଗ କଣ୍ଟ୍ରୋଲ ହେବ ।

ଆଖି ର ପାୱାର ବଢାଇବା ପାଇଁ ଏହି ଉପାୟ ବହୁତ ଭଲ ଅଟେ ।କାରଣ ଭେଣ୍ଡି ଭିତରେ ଭିଟାମିନ -A ରହିଥାଏ ।ଯାହା ଆମ ଆଖି ପାଇଁ ବହୁତ ଫାଇଦା ଅଟେ ,ଏବଂ ଯେତେବେଳେ। ଆମେ ଭେଣ୍ଡି କୁ ପାଣି ଭିତରେ କଟିକି ରଖିଥାଉ ଏହାର ସବୁ ତତ୍ୱ ପାଣିରେ ମିଶିଥାଏ ।ଏହା ଆମ ଶରୀର ପାଇଁ ବହୁତ ଉପକାରୀ ଅଟେ।

 

ସେହିପରି ଏହା କିଡ଼ିନୀ ରୋଗ ପାଇଁ ଏହି ପାଣି ବହୁତ ଉପକାରୀ ଅଟେ ।ଏହି ପାଣି ସବୁଦିନ ପିଇଲେ କିଡିନୀ ଯୁକ୍ତ ସମସ୍ୟା ଦୂର ହୋଇଯିବ । ସେଥି ପାଇଁ ଆପଣ ଭେଣ୍ଡି ଖାଇବା ଉଚିତ | ଯାହା କି ଆମ ସୁସ୍ଥ ରଖିବାରେ ମଧ୍ୟ ସାହାଯ୍ୟ କରେ

Leave a Reply

Your email address will not be published. Required fields are marked *