October 22, 2024

Odia Express

Leading Odia News Portal of Odisha

୧ ଅଗଷ୍ଟ ଅମାବାସ୍ୟା ଦିନ ଏହି ଶନିଦେବ କରିବେ କ୍ରୋଧ – ଏହି ୪ଟି ରାଶି ସାବଧାନ ରହିବେ ନଚେତ..

ବ୍ୟକ୍ତିର ଜୀବନରେ ରାଶିମାନଙ୍କର ବହୁତ ମହତ୍ତ୍ୱ ଅଛି , ଏହି ରାଶିମାନଙ୍କର ଆଧାରରେ ଆମେ ଆସୁଥିବା ସମୟ ବିଷୟରେ ସୂଚନା ପାଇଥାଉ , କେଉଁ ଗ୍ରହରେ କିଛି ପରିବର୍ତ୍ତନ ହେଲେ ଏହାର ପ୍ରଭାବ ୧୨ ଟି ରାଶି ଉପରେ ପଡିଥାଏ , ଗ୍ରହର ସ୍ଥିତି ଓ ଦଶା ଠିକ୍ ଦିଗରେ ରହିଲେ ବ୍ୟକ୍ତିକୁ ସୁଖପ୍ରାପ୍ତି ହୋଇଥାଏ , ଓ ତା ଜୀବନରେ ଚାଲୁଥିବା ସମସ୍ୟା ଗୁଡିକ ଅନ୍ତ ହୋଇଥାଏ , କିଛି ଗ୍ରହର ସ୍ଥିତି ଠିକ୍ ଦିଗରେ ନ ରହିଲେ ବହୁତ ସମସ୍ୟା ସାମନା କରିବାକୁ ପଡିଥାଏ , ସବୁ ଦିଗରେ ନିରାଶା ଲାଗିଥାଏ , ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ ୧ ଅଗଷ୍ଟ ୨୦୧୯ ରୁ ଶନିଦେବ ଙ୍କ କ୍ରୋଧ ଦୃଷ୍ଟି ରହିବ | ସେଥିପାଇଁ ଏହି ରାଶିମାନେ ସତର୍କ ରହିବ ନିହାତି ଦରକାର

ତେବେ ଏହି ଅମାବାସ୍ୟା ରେ କିଛି ରାଶି ଉପରେ ଖରାପ ପ୍ରଭାବ ପଡିପାରେ | ତେବେ ସେହି ରାଶି ଗୁଡିକ ହେଲା – ବୃଷ,କର୍କଟ ,ତୁଳା ଓ ମୀନ ରାଶି | ଏହି ୪ଟି ରାଶିର ଲୋକ ଏହିଦିନ ସାବଧାନ ରୁହନ୍ତୁ ,ନଚେତ ବହୁତ ଅଘଟଣ ଘଟିପାରେ ଆପଣଙ୍କ ସହ

 

ବୃଷ ରାଶି : ବୃଷ ରାଶିର ବ୍ୟକ୍ତିମାନଙ୍କର ପାଇଁ ୧ ଅଗଷ୍ଟରୁ ଦିନ ଅଶୁଭ କଟିବାର ଅଛି , ଏହି ରାଶିର ବ୍ୟକ୍ତିମାନେ ସାଙ୍ଗ ମାନଙ୍କ ଠାରୁ ସତର୍କ ରୁହନ୍ତୁ , ଆପଣ ଯଦି କିଛି ନୂଆ କାମ ଆରମ୍ଭ କରିବାକୁ ଯାଉଛନ୍ତି ତେବେ ସେ କାମ କୁ ରଖିଦିୟନ୍ତୁ , ଆପଣଙ୍କ ଧନ ସଂମ୍ପତ୍ତିରେ ଖୟା ଘଟିବ , ଯଦି କେଉଁ କାର୍ଯ୍ୟର ଯୋଜନା କରୁଛନ୍ତି ତେବେ ଟିକେ ଅଧିକ ଭାବନ୍ତୁ | ସକାଳୁ ଶନି ଦେବ ଙ୍କ ନାମ ଜପ କରନ୍ତୁ

 

କର୍କଟ ରାଶି : ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ୧ ଅଗଷ୍ଟ ଦିନ ଦୁଃଖରେ କାଟିବାର ଆଶଙ୍କା ଅଛି , ଆପଣଙ୍କ ଉପରେ କୌଣସି ବଡ ବିପଦ ଆସିପରେ , କେଉଁ ବ୍ୟବସାୟ କିମ୍ବା ବେପାରରେ ଫାଇନାଲ୍ ଡିଲ୍ କରିବା ଆଗରୁ ଭାବନ୍ତୁ , ଦିନ ସାରା ଚିନ୍ତା ରେ ରହିବେ । ତେବେ କାମ ଆର,ଭା କରିବା ଆଗରୁ ଶନି ଦେବ ଙ୍କ ନାମ ସ୍ମରଣ କରନ୍ତୁ

ତୁଳା ରାଶି : ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଆସୁଥିବା ସମୟ ଅତି ଖରାପ ରହିବ , ଆର୍ଥିକ ସ୍ଥିତିରେ ଅସୁବିଧା ଆସିବ , ଆପଣଙ୍କ ମନ କାର୍ଯ୍ୟରେ ଲାଗିବ ନାହିଁ , ଆପଣଙ୍କୁ ଧନ କ୍ଷତି ହେବାର ଅଛି , ସଫଳତାର ବହୁତ ଅବସର ପାଇପାରିବେ , ଆସୁଥିବା ସମୟରେ ଆପଣଙ୍କ ଜୀବନରେ ବହୁ ପରିବର୍ତ୍ତନ ଦେଖା ଦେବ ,

ମୀନ ରାଶି – ଆପଣ ଗାଧୋଇକରି ନିଜ ଓଜନ ବରାବର ଚାଉଳ କେଉଁ ଗରିବ ଦୁଃଖିରଙ୍କୀଙ୍କୁ ଦାନ ଆକାରରେ ଦେଲେ ପୂଣ୍ୟ ହେବ , କଲି କିଛି ନୂଆ ଆରମ୍ଭ କରିବା ସମୟରେ ଘରେ ଓମ ନମୋ ଭଗବତେ ବାସୁଦେବାୟ ନମଃ ଜପ କରିବା ଉଚିତ୍ , ବାସୁଦେବାୟ ମନ୍ତ୍ର ସହ ମହାମୃତ୍ୟୁଞ୍ଜୟ ମନ୍ତ୍ର ବି ପଠନ କରିବା ବିଧେୟ ,ସତର୍କ ରହିବ ପାଇଁ ଅନୁରୋଧ

Leave a Reply

Your email address will not be published. Required fields are marked *