October 26, 2024

Odia Express

Leading Odia News Portal of Odisha

ଭାରତ ରତ୍ନ ମିଳିସାରିବା ପରେ ସଚିନ୍ ତେନ୍ଦୁଲକର୍ ଙ୍କୁ ଏକ ରାଜାଙ୍କ ଭଳି ଏହି ସବୁ ସୁବିଧା ମିଳୁଛି ମାଗଣାରେ – ଦେଖନ୍ତୁ ଆପଣ

ଏହି ଖେଳର ଦୁନିଆଁରେ ଏମିତି ବହୁତ ମହାନ୍ ଖେଳାଳୀ ଅଛନ୍ତି ,ଯିଏକି ନିଜର ଉନ୍ନତ ଖେଳ ପ୍ରଦର୍ଶନ କରି ମହତ୍ତ୍ୱପୂର୍ଣ୍ଣ ରେକର୍ଡ କରିପାରିଛନ୍ତି , ସେହି ମଧ୍ୟରୁ ଜଣେ ହେଲେ ସଚିନ୍ ତେନ୍ଦୁଲକର୍ । ଯିଏକି କ୍ରିକେଟ୍ ରେ ବହୁତ ବଢିଆ ଖେଳ ପ୍ରଦର୍ଶନ କରି ନିଜର ଏକ ଅଲଗା ପରିଚୟ ସୃଷ୍ଟି କରିପାରିଛନ୍ତି , ସେଥିପାଇଁ ତାଙ୍କୁ କ୍ରିକେଟ୍ ର ଭଗବାନ କୁହାଯାଏ , ଆପଣଙ୍କ ଜାଣିକରି ଆଶ୍ଚର୍ଯ୍ୟ ଲାଗିବ କି ତେନ୍ଦୁଲକରଙ୍କୁ ଭାରତ ରତ୍ନ ଆୱାର୍ଡ ମିଳିବା ପରେ କଣ କଣ ଫ୍ରୀରେ ସୁବିଧା ମିଳିଥାଏ , ତାହା ଆମେ ଜଣାଇବୁ ।କ୍ରିକେଟ୍ ର ଭଗବାନ କୁହାଯାଉଥିବା ସଚିନ୍ ତେନ୍ଦୁଲକର୍ ନିଜ ବଢିଆ ଖେଳର ପ୍ରଦର୍ଶନ କରି କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ବହୁତ ସମ୍ମାନର ଅଧିକାରୀ ହୋଇପାରିଛନ୍ତି , ସେଥିପାଇଁ ଭାରତ ସରକାର ତାଙ୍କୁ ଭାରତ ରତ୍ନରେ ସମ୍ମାନିତ କରିଛନ୍ତି ,

 

ଆଜି ସଚିନ୍ ତେନ୍ଦୁଲକର୍ ଯେଉଁ ଜାଗାରେ ଅଛନ୍ତି , ସେଠି ଅନ୍ୟ ଖେଳାଳୀ ପହଞ୍ଚିପାରିବା ଏକ ଅସମ୍ଭବ କଥା ଅଟେ , ଆପଣଙ୍କ ମନରେ ଏହି ପ୍ରଶ୍ନ ଉଠୁଥିବ କି ଭାରତ ରତ୍ନ ପୁରସ୍କାର କଣ ପାଇଁ ଦିଆଯାଇଥାଏ , ଯାହାକି ପୁରା ଦେଶ ଦ୍ୱାରା ଓ ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥାନ୍ତି , ଏବେ ଆପଣ ଭାବୁଥିବେ କି ଏହି ପୁରସ୍କାର ଦେବା ସମୟରେ କେତେ ଟଙ୍କା ଦିଆହୋଇଥାଏ ।ଆପଣଙ୍କୁ କହିଦେବୁ କି ଏହି ପୁରସ୍କାର ଦେଲା ସମୟରେ କେଉଁ ଟଙ୍କା ଦିଆହୁଏ ନାହିଁ କାରଣ ଯେଉଁ ବ୍ୟକ୍ତିଙ୍କୁ ଭାରତ ରତ୍ନ ଦିଆଯାଈଥାଏ , ତାହାର ମୂଲ୍ୟ ଅମୁଲ୍ୟ ହୋଇଥାଏ , ସଚିନ୍ ତେନ୍ଦୁଲକର୍ ଏମିତି ଜଣେ ଭାରତର ଅମୁଲ୍ୟ ରତ୍ନ ଅଟନ୍ତି , ଭାରତ ରତ୍ନ ଦେଉଥିବା ସମୟରେ ଏକ ମେଡାଲ୍ ଓ ଏକ ସାର୍ଟିଫିକେଟ୍ ଦିଆଯାଇଥାଏ , ଭାରତ ରତ୍ନ ପାଇଥିବା ବ୍ୟକ୍ତିକୁ କେବେ ବି ଟ୍ୟାକ୍ସ ଭରିବାକୁ ପଡିନଥାଏ

 

ଜୀବନସାରା ପ୍ରଥମ ଶ୍ରେଣୀରେ ଉଡାଯାହାଜ ଓ ଟ୍ରେନ୍ ରେ ଯାତ୍ରା ମାଗଣାରେ କରିପାରିବେ , ବିଦେଶ ଯାତ୍ରା ସମୟରେ ୪ ଟି ଦେଶ ପାଇଁ ଭିଆଇପି ସୁବିଧା ଉପଲ୍ଲବ୍ଧ କରାଯାଈଥାଏ ,ଓ ତାହା ସହ z ସୁରକ୍ଷା ବି ଦିଆଯାଈଥାଏ । ଯାହାକି କ୍ୟାବିନେଟ୍ ରାଙ୍କ୍ ରେ ସମାନ ଯୋଗ୍ୟତା ମିଳିଥାଏ ।

Leave a Reply

Your email address will not be published. Required fields are marked *