July 19, 2024

Odia Express

Here, There and Everywhere

ଜାଣନ୍ତୁ ଯେଉଁ ଶିଶୁ ଅଗଷ୍ଟ ମାସରେ ଜନ୍ମ ନେଇଥାନ୍ତି କିପରି ହୋଇଥାଏ ସେହି ବ୍ୟକ୍ତିଙ୍କର ସ୍ୱଭାବ – ଠାରେ ପଢିଲେ ଆପଣ ମଧ୍ୟ କହିବେ ବିଶ୍ୱାସ କରିପାରିବେନି..

ଏହି ସବୁ କଥାରେ ଆପଣ ପରିଚିତ ଥିବେ କି ଆମର ଜନ୍ମ ତାରିଖ, ସମୟ ଦିନ ତଥା ମାସର ସିଧା ପ୍ରଭାବ ଆମର ବ୍ୟକ୍ତିତ୍ୱ ଉପରେ ପଡିଥାଏ , କେଉଁ ବ୍ୟକ୍ତିର ଜନ୍ମ ସମୟ ସେହି ବ୍ୟକ୍ତିର ଜୀବନର ସବୁ ସୁଚନା ପ୍ରଦାନ କରିଥାଏ , ଆପଣ କେବେ କେଉଁ ଜ୍ୟୋତିଷ୍ୟଙ୍କ ପାଖକୁ ଯାଊଛନ୍ତି ତେବେ ଆପଣଙ୍କୁ ଗୋଟିଏ ପ୍ରଶ୍ନ କରିଥାନ୍ତି , କି ଆପଣଙ୍କ ଜନ୍ମ ତାରିଖ, ମାସ ଓ ଦିନ କଣ ବୋଲି, ଏହି ସବୁ ସୁଚନା ପାଇବାପରେ ହିଁ ସେ ଆପଣଙ୍କ ଜୀବନ ସହ ଯୋଡିହୋଇଥିବା ସବୁ ତଥ୍ୟ ଦେଇଥାଏ ।ଏହାର ସିଧା ତାର୍ପଯ୍ୟ ଏହାକି ବ୍ୟକ୍ତିର ଜନ୍ମ ସମୟରୁ ବ୍ୟକ୍ତିର ଜୀବନରେ ସିଧା ପ୍ରଭାବ ପକାଇଥାଏ , ଏହା ସହ ଜନ୍ମ ସମୟ ଆଧାରରେ ଲୋକଙ୍କର ସ୍ୱଭାବ ବିଷୟରେ ଜଣାପଡିପାରେ , ଆଜି ଆମେ ଆପଣଙ୍କୁ କହିବାକୁ ଯାଊଛୁ ବ୍ୟକ୍ତିର ଜନ୍ମ ଯଦି ଡିସେମ୍ବର ମାସରେ ହୋଇଥାଏ ତେବେ କିପରି ହୋଇଥାଏ , ଏହା ସହ ଅଗଷ୍ଟ ମାସରେ ଜନ୍ମ ନେଇଥିବା ବ୍ୟକ୍ତି ଜୀବନରେ କିଛି ଖାସ୍ କଥା କହିବାକୁ ଯାଊଛୁ ।

 

ଅଗଷ୍ଟ  ମାସରେ ଜନ୍ମ ନେଇଥିବା ବ୍ୟକ୍ତି ବିଶେଷ ବହୁତ ସ୍ପଷ୍ଟବାଦୀ ବ୍ୟକ୍ତି ବିଶେଷ ହୋଇଥାନ୍ତି , ସେ ଯେଉଁ କଥା କହିବାକୁ ଚାହଁନ୍ତି ସେମାନେ ସମସ୍ତଙ୍କ ସମ୍ମୁଖରେ କହିଥାନ୍ତି , କାହା ପଛରେ କାହାର ଖରାପ ଚିନ୍ତାଧାରା ରଖନ୍ତି ନାହିଁ , ଏହି ସ୍ପଷ୍ଟବାଦୀ ହେବା କାରଣରୁ କେବେ କେବେ ଲୋକେ ତାଙ୍କୁ ନାରାଜ୍ ହୋଇଥାନ୍ତି , ଓ ଏହି ବ୍ୟକ୍ତି ନିଜ କାମ ପ୍ରତି ଅଧିକା ସମର୍ପିତ ରୁହନ୍ତି , ଏମିତି ବ୍ୟକ୍ତି ନିଜ ଜୀବନରେ ପୁରା ନିଷ୍ଠାର ସହ କାର୍ଯ୍ୟ କରିଥାନ୍ତି ।

 

ଏମାନଙ୍କର ଏହା ଗୋଟିଏ ଅଭ୍ୟାସ ଥାଏ କି ଏମାନେ ଲୋକଙ୍କର ବାର୍ତ୍ତାଳପରେ ସାମିଲ୍ ହେବାକୁ ଚେଷ୍ଟିତ ରୁହନ୍ତି , ଡିସେମ୍ବର ମାସରେ ଜନ୍ମିତ ଲୋକେ ସତ୍ୟବାଦୀ ବ୍ୟକ୍ତିତ୍ୱର ହୋଇଥାନ୍ତି , ସେ ଅନ୍ୟ ମାନଙ୍କଠାରୁ ଏହି ଇଚ୍ଛା ରଖିଥାନ୍ତି , ସେମିତି ଏହି ବ୍ୟକ୍ତିଙ୍କୁ ବିଲକୁଲ୍ ପସନ୍ଦ ଆସନ୍ତି ନାହିଁ ଯେଉଁମାନେ ଏମାନଙ୍କର ଖରାପ ଚିନ୍ତାଧାରା ରଖନ୍ତି ।

 

ସେ ନିଜ ଭୁଲ୍ କୁ କେବେ ମାନିନଥାନ୍ତି , କିନ୍ତୁ ଯେବେ ଏମାନଙ୍କୁ ଅନୁଭବ ହୋଇଯାଏ କି କିଛି ଭୁଲ୍ ହୋଇଛି, ତେବେ ସେ ନିଜକୁ କ୍ଷମା କରିପାରନ୍ତି ନାହିଁ , ଅଗଷ୍ଟ ମାସରେ ଜନ୍ମିତ ବ୍ୟକ୍ତିଙ୍କ ମଧ୍ୟରେ ଭାବନାଗୁଡିକ ଭରି ରହିଥାଏ , ସେହି ନିଜର ଏହି ଭାବନାଗୁଡିକ ସକାଶେ କେବେ ଭୁଲ୍ ନିର୍ଣ୍ଣୟ ନିଅନ୍ତି ନାହିଁ , ଯାହାଙ୍କର ଜନ୍ମ ଅଗଷ୍ଟ ମାସରେ ହୋଇଥାନ୍ତି , ସେମାନେ ନିଅୟର ପକ୍କା ହୋଇଥାନ୍ତି , ସେ ନିଜର ଦାୟିତ୍ୱବୋଧକୁ କେବେ ପଛରେ ପକାନ୍ତି ନାହିଁ , ଏହି ଲୋକ ଧାର୍ମିକ ପ୍ରବୃତିର ହୋଇଥାନ୍ତି , ଓ ଭଗବାନଙ୍କ ଉପରେ ବହୁତ ଆସ୍ଥାପ୍ରକଟ କରନ୍ତି ,

 

ଅଗଷ୍ଟ ମାସରେ ଜନ୍ମିତ ମହିଳାମାନେ ନିଜ ପରିବାରକୁ ବହୁତ ଦାୟିତ୍ୱ ନେଇଥାନ୍ତି , ଏମାନଙ୍କ ଦୁନିଆଁରେ ଛୁଆ ଓ ସ୍ୱାମୀ ହିଁ ରୁହନ୍ତି , ଏମାନଙ୍କୁ ସଂଗୀତ ଓ ସାହିତ୍ୟରେ ପ୍ରତି ବହୁତ ଆକର୍ଷଣ ଥାଏ । ଅଗଷ୍ଟ ମାସରେ ଜନ୍ମିତ ଲୋକେ ବହୁତ ବୁଲାବୁଲି କରିବାକୁ ପସନ୍ଦ କରନ୍ତି , ଏମାନେ ନିଜର ଯୋଜନା ମୁତାବିକ କାର୍ଯ୍ୟ କରିଥାନ୍ତି , ଏମାନଙ୍କୁ ବିଲକୁଲ୍ ପସନ୍ଦ ଲାଗେ ନାହିଁ କି ଏମାନଙ୍କ କାର୍ଯ୍ୟରେ କିଏ ଦଖଲ ଦେଉ ।

Leave a Reply

Your email address will not be published. Required fields are marked *