November 30, 2024

Odia Express

Leading Odia News Portal of Odisha

ଏବେ ପର୍ଯ୍ୟନ୍ତ ଭୁଲ୍ ତରିକାରେ ଖାଉଥିଲେ କିସମିସ୍ , ଏହା ହେଲା ସଠିକ୍ ତରିକା – ଏଭଳି ଖାଇଲେ ଦୁଇଗୁଣା ଫାଇଦା ମିଳିବ..

କିସମିସ୍ ଖାଇବା ସ୍ୱାସ୍ଥ୍ୟ ପାଇଁ ଭଲ ହୋଇଥାଏ , ଏଥିରେ ବହୁତ ପ୍ରକାରର ପୋଷକ ତତ୍ତ୍ୱ ଭରି ରହିଥାଏ , ଯାହା ଆପଣଙ୍କ ଶରୀରକୁ ଫାଇଦା ଯୋଗାଇଥାଏ , ଯେବେ ବି କିସମିସ୍ ଖାଇବା ହୋଇଥାଏ , ତେବେ କେଉଁ ଜିନିଷ ମିଶାଇକରି ଖାଇନିଅନ୍ତି , ଏହି ତରିକାରେ କିସମିସ୍ ଖାଇବା ଲାଭକାରୀ ହୋଇଥାଏ , କିନ୍ତୁ ଯଦି କିସମିସ୍ ସବୁ ପୋଷକ ତତ୍ତ୍ୱ ନିଜ ଶରୀର ମଧ୍ୟରେ ପହଞ୍ଚାଇବାକୁ ଚାହଁନ୍ତି , ତେବେ ଆପଣଙ୍କୁ ଏକ ଖାସ୍ ତରିକାରେ ଏହାକୁ ଖାଇବାକୁ ହେବ , ଏହା ଦ୍ୱାରା ଫାଇଦା ଦୁଇ ଗୁଣା ବଢିଯିବ ।ସବୁଠାରୁ ପ୍ରଥମେ ରାତିରେ ଏକ ଗିନାରେ ପାଣିନେଇ ୮ ରୁ ୧୦ ଟି କିସମିସ୍ ପକାଇଦିଅନ୍ତୁ , ଏବେ ସକାଳୁ ବତୁରାଇ ଥିବା କିସମିସ୍ କୁ ପେଷିଦିଅନ୍ତୁ , ଓ ଖାଲିପେଟରେ ଖାଇନିଅନ୍ତୁ , ଏହାପରେ ଆପଣ ଚାହିଁଲେ ଗୋଟେ ଗିଲାସ କ୍ଷୀର ବି ପିଇପାରିବେ , ଓ ଏହାକୁ ସବୁଦିନ କରିବାକୁ ହେବ,  କିଛି ଦିନ ଆପଣଙ୍କୁ ଏହାର ଫାଇଦା ନଜର ଆସିବ ।

 

୧) ପାଚନ ତନ୍ତ୍ର : କିସମିସ୍ ମଧ୍ୟରେ ଫାଇବର ମହଜୁତ ହୋଇଥାଏ, ଏମିତିରେ ଯଦି ଆପଣ ସବୁଦିନ ଏହାର ସେବନ କରୁଛନ୍ତି , ତେବେ ଆପଣଙ୍କୁ ପାଚନରେ ହେଉଥିବା ସବୁ ଅସୁବିଧା ଦ୍ୱାରା ପେଟ ସଫା ହୋଇଯିବ , ପେଟ କାମୁଡି ହେବା ଦ୍ୱାରା ମୁକ୍ତି ମିଳିପାରିବ ।

୨) ରୋଗଗୁଡିକରୁ ରକ୍ଷା : ଥଣ୍ତା ଦିନରେ କିସମିସ୍ ଖାଇବା ବହୁତ ଫାଇଦା ଯୋଗାଇଥାଏ , ଏହା ମଧ୍ୟରେ ଉପସ୍ଥିତ ପୋଷକ ତତ୍ତ ଆମ ଶରୀରରେ ଇମ୍ୟୁନୋ ସିଷ୍ଟମ ରୋଗ ପ୍ରତିରୋଧକ କ୍ଷମତା ବଢାଇଥାଏ , ଏହାକୁ ସବୁଦିନ ଖାଇଲେ ରୋଗରୁ ମୁକ୍ତି ମିଳିପାରିବ ।

 

୩) ମୁହଁରୁ ଦୁର୍ଗନ୍ଧ : ଯଦି ଆପଣଙ୍କ ପ୍ରଶ୍ୱାସ ନେଲା ବେଳକୁ ଦୁର୍ଗନ୍ଧ କାରଣରୁ ଲୋକଙ୍କ ଆଗରେ ଲଜ୍ଜିତ ହେବାକୁ ପଡୁଛି , ତେବେ ଆଜି ଠାରୁ କିସମିସ୍ କୁ ବତୁରାଇ ଖାଇବା ଆରମ୍ଭ କରିଦେବ , ଏହା ମଧ୍ୟରେ ଥିବା ଆଣ୍ଟି ବ୍ୟାକ୍ଟେରିଆଲ୍ ଗୁଣ ମୁହଁର ଦୁର୍ଗନ୍ଧ ଦୂର କରିଦେବ , ଏହା ମଧ୍ୟରେ ଥିବା ଆଣ୍ଟି ବ୍ୟାକ୍ଟେରିଆଲ୍ ଗୁଣ ମୁହଁରୁ ବାହାରୁଥିବା ଦୁର୍ଗନ୍ଧକୁ ଦୁର କରିପାରେ ।

୪) ହାଡ ଗୁଡିକ ମଜବୁତ କରିବାରେ : କିସମିସରେ ଭରପୁର ପରିମାଣରେ କ୍ୟାଲସିୟମ ଓ ନ୍ୟୁଟ୍ରିସନ୍ ଉପସ୍ଥିତ ହୋଇଥାଏ , ଯାହା ଆମର ହାଡକୁ ମଜବୁତ କରିଥାଏ , ଖାସକରି ବତୁରାଇଥିବା କିସମିସ୍ କ୍ଷୀର ସହ ଖାଇଲେ ହାଡଗୁଡିକ ମଜବୁତ ହୋଇଥାଏ ।

 

୫) ଏନିମିଆ : କିସମିସ୍ ଶରୀର ମଧ୍ୟରେ ଥିବା ରକ୍ତ ହୀନତାକୁ ଦୁର କରିଥାଏ , ଏଥିପାଇଁ ଏନିମିଆ ରୋଗୀଙ୍କ୍ ପାଇଁ କିସମିସ୍ ବହୁତ ଫାଇଦାଦାୟକ ହୋଇଥାଏ ,

୬) ହୃଦ ରୋଗୀଙ୍କ ପାଇଁ : କିସମିସ୍ ଖାଇଲେ ଶରୀରର କୋଲୋଷ୍ଟ୍ରୋଲ୍ ବି ନିୟନ୍ତ୍ରିତ କରିଥାଏ , ଯାହା ଏକ ହେଲଦି ହୃଦୟ ବନାଇବାରେ ସାହାଯ୍ୟ କରେ ।

୭) କିଡନି ଓ ଲିଭର : କିଶମିସ୍ ଆମ ଶରୀରରୁ ସବୁ ବିଷାକ୍ତ ପଦାର୍ଥକୁ ବାହାର କରି କାମ କରିଥାଏ , ଯାହା ଦ୍ୱାରା ଲିଭର ଓ କିଡନି ସୁସ୍ଥ୍ୟ ରହିଥାଏ ।

Leave a Reply

Your email address will not be published. Required fields are marked *