July 24, 2024

Odia Express

Here, There and Everywhere

ପ୍ରକୁତରେ ଶରୀରରେ କଣ ପାଇଁ ଭାତୁଡି ହେଇଥାଏ , କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ..

1 min read

୨୧ତମ ଶତାଦ୍ଦୀରେ କର୍ମ ବ୍ୟସ୍ତ ଜୀବନରେ ଜଣା ପଡେ ନାହିଁ ଆମର ଶରୀରର ଯତ୍ନ କେବେ ନେବାର ଅଛି , ଆମେ ପୁରା ଦିନ କାମ ହିଁ କାମ କରିଥାଉ । ବହୁତଥର ଦେଖାଯାଏ କି ଏହି କର୍ମବ୍ୟସ୍ତ ଜୀବନରେ ଆମେ ନିଜ ଶରୀରକୁ କେବେ ବି ଧ୍ୟାନ ଦେଇନଥାଉ , ଯାହା କାରଣରୁ ଆମ ଶରୀର ଧିରେ ଧିରେ ବିଗଡିଯାଇଥାଏ , ଆମ ଶରୀରକୁ ଯେତେ ଆହାର ମିଳିବା ଦରକାର ତାହା ଆମକୁ ମିଳିପାରେ ନାହିଁ , ଯାହାର ସିଧା ପ୍ରଭାବ ଆମ ସ୍ୱାସ୍ଥ୍ୟ ଉପରେ ପଡିଥାଏ , ଓ ଏହା ଚେହେରାରେ ଜଣାପଡିଯାଏ ।ଯାହା ଦ୍ୱାରା ଆମ ଚେହେରାରେ ନାନା ପ୍ରକାରର ଦାଗ, ଭାତୁଡି ଆଦି ହେବାକୁ ଲାଗେ , ଯଦି ଏହା ଅଧିକା ମାତ୍ରାରେ ହୋଇଯାଏ ତେବେ ପୁରା ଚେହେରାକୁ ବିଗାଡିଦେଇଥାଏ , କୁହାଯାଏ କି ଭାତୁଡି ଅଧିକା ଅଧ୍ୟୟନ ଇସଲାମିକ୍ ଦେଶରେ ହୋଇଛି , ପ୍ରାଚୀନ ଆରବ ଗ୍ରନ୍ଥରେ ଏହା ବିଦ୍ୟାର ସୁତ୍ର ମିଳିଥାଏ , କୁହାଯାଏ କି ଏହା ଶରୀରର ପ୍ରତ୍ୟେକ ଅଙ୍ଗରେ ଭାତୁଡି ହେବା ବିଭିନ୍ନ ଅର୍ଥ ହୋଇଥାଏ

କୁହାଯାଏ କି ଯଦି ଲଲାଟରେ ଭାତୁଡି ଅଛି , ତେବେ ଆପଣ ଧନବାନ ହେବେ , ଯଦି ଆପଣଙ୍କ ମୁଣ୍ତର ଉପରିଭାଗରେ ଭାତୁଡି ଅଛି ତେବେ ପ୍ରଚୁର ଧନ ପ୍ରାପ୍ତି କରିବେ ,କିନ୍ତୁ ଏପରି ଭାତୁଡି ହେଲେ ଆମକୁ ବିଲକୁଲ୍ ଭଲ ଲାଗେ ନାହିଁ , ଆସନ୍ତୁ କଥା ହେବା ଏହି ଭାତୁଡିକୁ କିପରି ହଟାଇପାରିବା , ଭାତୁଡି ବିଷାଣୁ ସଂକ୍ରମଣ କାରଣରୁ ହୋଇଥାଏ , ପ୍ରାୟଃ ମାନବ ପେପିଲୋମେବିରସ୍ ନାମକ ବିଷାଣୁ ବହୁତ ପ୍ରଜାତିର କାରଣ ହୋଇଥାଏ , ଏହି ଭାତୁଡି ୧୦-୧୨ ପ୍ରକାରର ହୋଇଥାନ୍ତି , ଓ କଳା ରଙ୍ଗର ଓ କିଛି ମାଟିଆ ରଙ୍ଗର । ଆପଣଙ୍କୁ କହିଦେବୁ କି ଯଦି ଭାତୁଡିକୁ ଛିଡାଇବା କିମ୍ବା କାଟିବା ପ୍ରୟୋଗ କରାଯାଏ , ତେବେ ଏହା ପୁରା ଶରୀର ମଧ୍ୟରେ ଭାଇରସ୍ ବ୍ୟାପିଯିବାର ସଂମ୍ଭାବନା ହୋଇଯାଏ ।

କେବେ କେବେ ଏମିତି ହୋଇଥାଏ କି ଭାତୁଡି ଭାଇରସ୍ ଏକ ବ୍ୟକ୍ତିରୁ ଅନ୍ୟ ବ୍ୟକ୍ତିର ଶରୀରକୁ ଚାଲିଯାଇପାରେ , କିଛି ଭାତୁଡି ଆପେ ଆପେ ଶେଷ ହୋଇଯାଆନ୍ତି , ଓ କିଛି ଭାତୁଡି ଚିକିତ୍ସା କରିବାକୁ ପଡୀଥାଏ , ଯଦି ତ୍ୱଚାରେ ପୋପିଲାମା ନାମକ ଭାଇରସ୍ ଅଛି , ତେବେ ଏହା ଛୋଟ କିମ୍ବା ବଡ, ଆକାରରୁ ବଡ ଆକାରର ହୋଇପାରେ , ଯାହାକି ଏକ ବଡ ଭାତୁଡିର ଆକାରର ହୋଇପାରେ ।

 

 

Leave a Reply

Your email address will not be published. Required fields are marked *