ଘରେ ଲଗାଉଛନ୍ତି ଯଦି ତୁଳସୀ ଗଛ ତେବେ ଏହି କଥାର ଧ୍ୟାନ ରଖନ୍ତୁ , ସର୍ବଦା ରହିବ ଭଗବାନ ବିଷ୍ଣୁ ଓ ମା ଲକ୍ଷ୍ମୀଙ୍କର ଆଶିର୍ବାଦ – ମିଳିବ ଅପାର କରୁଣା..
ହିନ୍ଦୁ ଧର୍ମରେ ତୁଳସୀର ଗଛକୁ ପବିତ୍ର ବୃକ୍ଷ ବୋଲି ମାନାଯାଏ , ହିନ୍ଦୁ ଧର୍ମକୁ ମାନୁଥିବା ଲୋକେ ନିଜ ଘରର ଅଗଣାରେ ତୁଳସୀର ଗଛ ଲଗାଇଥାନ୍ତି , ଯାହାର ପୁଜା ସକାଳ ସଂନ୍ଧ୍ୟରେ କରାଯାଏ , ତୁଲସୀର ଗଛକୁ ଭଗବାନ ବିଷ୍ଣୁଙ୍କର ସବୁଠାରୁ ପ୍ରିୟ ଗଛ ବୋଲି ମାନାଯାଏ , ଏମିତି ମାନାଯାଏ କି ଯେଉଁ ଘରେ ତୁଳସୀର ଘଛ ଲାଗିଥାଏ , ସେଠାରେ ଭଗବାନ ବିଷ୍ଣୁ ଓ ମା ଲକ୍ଷ୍ମୀଙ୍କର ଆବାସ ହୋଇଥାଏ, ଶାସ୍ତ୍ରର ଭିତରେ ତୁଲସୀ ଘଛ ଓ ତାହାର ପୁଜାର ମହତ୍ତ୍ୱ ବିଷୟରେ ଆଲୋଚନା କରାଯାଇଛି , ତୁଲସୀର ଗଛରେ ସବୁ ଦେବାଦେବୀଙ୍କର ବାସ ହେଉଥିବାର ମାନାଯାଇହି, ଯଦି ଆପଣ ଏହାର ପୁଜା କରୁଛନ୍ତି ତେବେ ଏଥିରେ ଦେବି ଦେବତାଙ୍କ ଅସୀମ କୃପା ପ୍ରାପ୍ତି ହେବ , ଏହା ନିଜ ଘର ଲଗାଇଲେ ନକରାତ୍ମକ ଉର୍ଜା ବି ଦୂର ହୋଇଯିବ , ଓ ଘରର ସବୁ ବାସ୍ତୁ ଦୋଷ ଶେଷ ହୋଇଯିବ , ଏହାର ଅତିରିକ୍ତ ତୁଲସୀର ଗଛରେ କିଛି ଔଷଧୀୟ ଗୁଣ ଅଛି , ଯଦି ଆପଣ ତୁଲସୀର ପତ୍ରକୁ ସବୁଦିନ ସେବନ କରିବେ , ତେବେ ନାନାଦି ରୋଗରୁ ମୁକ୍ତିପାଇପାରିବେ ।
ଆପଣ ଏପରି ବି କହିପାରିବେ କି ତୁଳସୀର ଗଛରେ ଅନେକ ଗୁଣର ଖଜଣା ଅଛି , ଏହା ପ୍ରକୃତିର ଦ୍ୱାରା ଦିଆଯାଇଥିବା ଏକ ବରଦାନ ଅଟେ , ଯଦି ଆପଣଙ୍କ ଘରେ ତୁଳସୀର ଗଛ ଲାଗିଛି ତେବେ ଆପଣ ବହୁତ ବିପଦରୁ ରକ୍ଷାପାଇପାରିବେ, ପୁରାଣ ଅନୁସାରେ ଏମିତି କୁହାଯାଈଛି କି ତୁଳସୀର ଘଛ ଖରାପ ସମୟ ପୁର୍ବରୁ ସଙ୍କେତ ଦେଇଥଏ , ଏହା ସବୁ ପ୍ରକାରର ଖରାପ ପରିସ୍ଥିତିରେ ରକ୍ଷା କରିଥାଏ , ଯଦି ଆପଣଙ୍କ ଘରେ କେଉଁ ପ୍ରକାରର ବିପଦ କିମ୍ବା ଅସୁବିଧା ଦେଖାଦିଏ ତେବେ ତୁଳସୀର ଗଛ ସୁଖିବାକୁ ଲାଗେ, ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ ତୁଳସୀର ଗଛ ରେ ବୁଧ ଗ୍ରହ ସଂବନ୍ଧରଖିଥାଏ , ଯଦି ବୁଧ ଗ୍ରହ ଅଶୁଭ ଅଛି ତେବେ ତେବେ ଘରେ ଲାଗିଥିବା ତୁଳସୀର ଗଛ ଶୁଖିବାକୁ ଲାଗିବ , ଆଜି ଆମେ ଆପଣଙ୍କୁ ଏହି ପୋଷ୍ଟ ମାଧ୍ୟମରେ ତୁଳସୀର ସହ ଯୋଡି ହୋଇଥିବା କିଛି ଜରୁରୀ କଥା ବିଷୟରେ ସୁଚନା ଦେବୁ , ଯଦି ଆପଣ ଏହି କଥାକୁ ଧ୍ୟାନ ଦେବେ ତେବେ ଆପଣଙ୍କ ସୌଭାଗ୍ୟ ବୃଦ୍ଧି ହେବ ।
୧) ଏମିତି କୁହାଯାଏ କି ଘରେ ଲଗା ହୋଇଥିବା ତୁଳସୀର ଗଛ ଯେତେ ବଡ ହେବ ସେତେ ଘର ମଧ୍ୟରେ ସକରାତ୍ମକ ଉର୍ଜାର ପ୍ରବେଶ ହେବ , ଏଥିପାଇଁ ଆପଣ ତୁଳସୀର ଗଛକୁ ନିୟମିତ ଦେଖାଶୁଣା କରନ୍ତୁ ,
୨) ଆପଣଙ୍କୁ ଏହି କଥାର ବିଶେଷ ଧ୍ୟାନ ଦେବାର ଅଛି କି ତୁଳସୀର ଗଛକୁ ଘରର ଦକ୍ଷିଣ ଦିଗରେ ଭୁଲ୍ ରେ ବି ନଲଗାନ୍ତୁ , ଏହାର କାରଣରୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ ,
୩) ଯଦି ଆପଣଙ୍କ ଘରର ଅଗଣାରେ ତୁଳସୀର ଗଛ ଲାଗିଛି ତେବେ ଆପଣ ତୁଳସୀର ଗଛ ପାଖରେ ସବୁଦିନ ସକାଳ ସଂନ୍ଧ୍ୟାରେ ନିୟମିତ ରୁପେ ଶୁଦ୍ଧ ଦେଶୀ ଘିଅ ଦିପକ ଲଗାନ୍ତୁ , ଏମିତି କଲେ ମା ଲକ୍ଷ୍ମୀଙ୍କର ସହ ଭଗବାନ ବିଷ୍ଣୁଙ୍କ ଅପାର କରୁଣା ଲାଭ ହେବ ।
୪) ଯଦି ତୁଳସୀ ପତ୍ରକୁ ରବିବାର, ଏକାଦଶୀ, ସୁର୍ଯ୍ୟଗ୍ରହଣ, ଓ ଚନ୍ଦ୍ର ଗ୍ରହଣ ଦିନ ତୋଳିଛନ୍ତି , ତେବେ ଏହା କରିବା ପୂର୍ବରୁ ନିଜକୁ ଅଟକାନ୍ତୁ , କାରଣ ଏହି ଦିନ ମାନଙ୍କରେ ତୁଳସୀ ଗଛରୁ ପତ୍ର ତୋଳିବା ବାରଣ କରାଯାଈଛି,
୫) ଯଦି ଆପଣ ତୁଳସୀର ପତ୍ରକୁ ସେବନ କରୁଛନ୍ତି ତେବେ ଏହି ପତ୍ରକୁ ଚୋବାନ୍ତୁ ନାହିଂମ୍ , କାରଣ ଏଥିରେ ପାରା ମିଳିଥାଏ , ଯାହା ଆପଣଙ୍କ ଦାନ୍ତକୁ କ୍ଷତି ପହଞ୍ଚାଇପାରେ , ଏହି କାରଣରୁ ତୁଲସୀର ପତ୍ରକୁ ପାଣିର ସହ ଗିଳିଦିଅନ୍ତୁ ।