February 14, 2025

Odia Express

Leading Odia News Portal of Odisha

ସବୁଠୁ ବଡ ଦୁଃଖ ଖବର – ଡେଙ୍ଗୁ ଜ୍ୱର ରେ ପଡିକି ପ୍ରସିଦ୍ଧ ଶିଶୁ କଳାକାରଙ୍କର ହେଇଗଲା ଅଚାନକ ମୃତ୍ୟୁ, ଶୋକରେ ବୁଡି ରହିଲା ପୁରା ଫିଲ୍ମ ଇଣ୍ତଷ୍ଟ୍ରି…

ଏହି ଦୁନିଆଁରେ ଯିଏ ଥରେ ଜନ୍ମ ନିଏ ସିଏ ଦିନେ ନା ଦିନେ ନିଶ୍ଚିତ ଯିବାକୁ ପଡିଥାଏ , ଏହା ପ୍ରକୃତିର ନିୟମ ଅଛି , ଏହି କଥା ସମସ୍ତେ ଜାଣିଛନ୍ତି ଆମେ ସମସ୍ତେ ଏହା ଭାବିଥାନ୍ତି କି ଯେବେ ମଣିଷ ବୁଢା ହୋଇଯାଏ , ତେବେ ଦୁନିଆଁକୁ ସେ ଛାଡିଚାଲିଯାଇଥାଏ , ଏମିତିରେ ଯଦି ଛୋଟ ବୟସରେ ଦୁନିଆଁ ଛାଡିଚାଲିଯାଏ , ତେବେ ସେ ତାର ଜୀବନରେ ବହୁତ କିଛି କରିବାର ଆକାଂକ୍ଷା କରିବାର ବାକି ରହିଯାଏ , ଓ ବାପା ମାଙ୍କର ବହୁତ ସାରା ସ୍ୱପ୍ନ ରହିଥାଏ , ଏମିତିରେ ତାଙ୍କ ମନ ଅଧାରେ ଭାଙ୍ଗିଯାଏ , ଏବେ କିଛି ଦିନ ହେବ ଜଣେ ପ୍ରସିଦ୍ଧ ଶିଶୁ କଳାକାର ଗୋକୁଳ ସାଇ କ୍ରିଷ୍ଣାଙ୍କ ଡେଙ୍ଗୁ ଜନିତ ରୋଗର କାରଣରୁ ନିଧନ ହୋଇଯାଇଥିଲା , ଗୋକୁଳ ୧୭ ଅକ୍ଟୋବରକୁ ଅନ୍ତିମ ନିଶ୍ୱାସ ନେଇଥିଲେ ।

କହିଦେବୁ କି ଗୋକୁଳ ଫେମସ୍ ସାଉଥ୍ ଷ୍ଟାର୍ ବାଳାକୃଷ୍ଣାଙ୍କ ମିମିକ୍ରି ବହୁତ ଭଲ ଭାବେ କରନ୍ତି , ତାଙ୍କୁ ଲୋକେ ଜୁନିୟର ବାଳାକୃଷ୍ଣା କହୁଥିଲେ , ଏହା ଛଡା ଗୋକୁଳା ଲୋକପ୍ରିୟ ଟିଭିସିରିଆଲ୍ ଶୋରେ ବି  ବହୁତ ଲୋକପ୍ରିୟତା ହାସିଲ୍ କରିଥିଲେ,  ଜଣାଯାଏ ଯେ କିଛି ଦିନ ହେବ ଗୋକୁଳଙ୍କୁ ବହୁତ ଜ୍ୱର ଆସିଥିଲା , ଗୋକୁଳଙ୍କ ବାପା ଯୋଗେନ୍ଦ୍ର ଏକ ପ୍ରାଇଭେଟ୍ ମେଡିକାଲ୍ ରେ ଭର୍ତି କରାଇଥିଲେ , ଏହା ପୂର୍ବରୁ ତାଙ୍କୁ ବାଙ୍ଗାଲୋର ପହଞ୍ଚାଇପାରନ୍ତେ , ସେ ଜୀବନର ସଂଘର୍ଷରେ ହାର୍ ମାନିଯାଇଥିଲେ , କହିଦେବୁ କି ଗୋକୁଳ ଚିତ୍ତୁର ଜିଲ୍ଲାର ମଦାନାପାଲ୍ଲୀର ବାସିନ୍ଦା ଥିଲେ ।

ସେପଟେ ଲୋକଙ୍କୁ ଏହି ବିଷୟରେ ଯେପରି ଜଣାପଡିଲା ତେବେ ସେ ଉଦାସ ହୋଇଗଲେ , ପୁରା ସାଉଥ୍ ଫିଲ୍ମ ଇଣ୍ତଷ୍ଟ୍ରି ତାଙ୍କର ଶୋକରେ ବୁଡି ରହିଛନ୍ତି , ଖାସ୍ କରି ଅଭିନେତା ବାଳାକୃଷ୍ଣା ସୁଚନା ପାଇବା କ୍ଷଣି ଶୋକ ପ୍ରକଟ କଲେ , ଏହା ସହ ସେ ତାଙ୍କ ପରିବାରଙ୍କୁ ସ୍ୱାନ୍ତନା ଦେଇଥିଲେ , ଗୋକୁଳଙ୍କ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରିଥିଲେ , ଏହା ସହ ସେ ଏକ ଟ୍ୱିଟ୍ କରିଥିଲେ କି ଯେଉଁଥିରେ ଲେଖାଥିଲା କି ମୋର ଫ୍ୟାନ୍ସଙ୍କ ଠାରୁ ବଳିକରି ଆଉ କିଛି ନାହିଁ , ଗୋକୁଳ ତାଙ୍କ ମଧ୍ୟରୁ ଜଣେ ଥିଲା , ତାର୍ ଅଚାନକ ନିଧନ ହେବା ମୋତେ ବହୁତ ଖରାପ ଲାଗିଛି , ଗୋକୁଳ ମୋର ବହୁତ ପ୍ରଶଂସା କରିଛି , ଓ ତାର ଯାହା ଡାଇଲଗ୍ ଥିଲା , ତାହା ମୋତେ ବହୁତ ଚକିତ କରିଦେଉଥିଲା ,

ଏହା  ସହ ଗୋକୁଳ ଯେଉଁ ରିଆଲିଟି ଶୋରେ ଭାଗ ନେଇଥିଲେ,  ତାର ହୋଷ୍ଟ ଅନୁଶୟା ଭରତ୍ୱାଜ ବି ଶିଶୁ କଳାକାରର ନିଧନରେ ଶୋକ ପ୍ରକଟ କଲେ , ସେ ଟ୍ୱିଟ୍  କରିକହିଲେ କି ସବୁଦିନ ଗୋକୁଳ ଆମକୁ ବହୁତ ଭଲ ଲାଗୁଥିଲା  ଗୋକୁଳ କୁ ମୁଁ ବହୁତ ମିସ୍ କରିବି , ଏହା ସହ ଅନୁସୟା ତାଙ୍କ ପରିବାର ଲୋକଙ୍କ ସହ କଥା ହୋଇ କହିଥିଲେ କି ଆପଣ ମାନେ ତାର ରୋଲ୍ ମଡେଲ୍ ଥିଲେ , ଆପଣ ତାର ସବୁ ସ୍ୱପ୍ନକୁ ପୁରା କରିବାକୁ ଚେଷ୍ଟା କରିଥିଲେ,  ଏହା ଛଡା ଫିଲ୍ମ ଇଣ୍ତଷ୍ଟ୍ରିରେ ଆହୁରି ଲୋକେ ଗୋକୁଳର ନିଧନରେ ଶୋକ ବ୍ୟକ୍ତ କଲେ , ଗୋକୁଳ ଆମ ହୃଦୟରେ ସବୁଦିନ ପାଇଁ ଏମିତି ରହିଥିବ , ଭଗବାନ ତାର ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ ।

Leave a Reply

Your email address will not be published. Required fields are marked *