ନବାଜୁଉଦ୍ଧିନ୍ ସିଦ୍ଧିକୀଙ୍କ ନୂଆ ଫିଲ୍ମର ଡାଇରେକ୍ଟର ଓଡ଼ିଆ ଝିଅ ଦେବସ୍ମିତା ବିଶ୍ୱାଳ ନିଜ ଫିଲ୍ମ ଦେଖିବାକୁ ଲୋକଙ୍କୁ ମନା କରିଲେ , ଆସନ୍ତୁ ଜାଣିବା ଏହାର କାରଣ …
ନବାଜଉଦ୍ଧିନ୍ ସିଦ୍ଧିକି ଓ ଆଥିଆ ସେଟ୍ଟିଙ୍କ କମେଡି ଫିଲ୍ମ ମୋତିଚୁର୍ ଚକନାଚୁର୍ ଦର୍ଶକଙ୍କ ମହଲରେ ଭଲ ପ୍ରଦର୍ଶନ କରିପାରିଲା ନାହିଁ , ଫଳାଫଳ ଏହା ହେଲା କି ପ୍ରଥମ ସପ୍ତାହରେ ଫିଲ୍ମ ୧୫ କୋଟି ଆୟ କଲା , କ୍ରିଟିକ୍ସଙ୍କୁ ଏହି ଫିଲ୍ମ ଏତେ ଖାସ୍ ପସନ୍ଦ ଆସିଲା ନାହିଁ , ସବୁ ମିଶାଇକରି ଫିଲ୍ମ ବହୁତ ଖରାପ ଭାବେ ପ୍ଲପ୍ ହେଲା । କିନ୍ତୁ ଏହି ଫିଲ୍ମର ଡାଇରେକ୍ଟର ଦେବମିତ୍ରା ବିଶ୍ୱାଳ ନିଜେ ଲୋକଙ୍କୁ ଏହି ଫିଲ୍ମ ନ ଦେଖିବାକୁ ଅପିଲ୍ କରିଛନ୍ତି , ସେ ନିଜର ଫେସବୁକ୍ ଏକାଉଣ୍ଟରେ ଏକ ବଡ ପୋଷ୍ଟ କଲେ , ସେ ଲେଖିଲେ କି ରିଲିଜ୍ ହୋଇଥିବା ଫିଲ୍ମ ସେମିତି ନୁହେଁ ଯେପରି ସେ ଚାହୁଁଥିଲେ ।ଦେବମିତ୍ରାଙ୍କ କହିବା କଥା କି ଫିଲ୍ମକୁ ଭଲ ତରିକାରେ ଏଡିଟ୍ କରାଗଲା ନାହିଁ , ଯେପରି ସେ ଚାହୁଁଥିଲେ , ଏଥିପାଇଁ ଥିଏଟର୍ ରେ ରିଲିଜ୍ ହୋଇଥିବା ଫିଲ୍ମ ପରି ଅଟେ, ତେବେ ଏଠାରେ କହିରଖିବୁ ଦେବସ୍ମିତା ବିଶ୍ୱାଳ ହେଉଛନ୍ତି ଓଡ଼ିଆ ଝିଅ | ଯିଏକି ନିଜର ଦକ୍ଷତା ବଳରେ ବଲିଉଡ୍ର ଆଗଧାଡିର ଫିଲ୍ମ କରିବାରେ ସମର୍ଥ ହେଇପାରିଛନ୍ତି |
ଫିଲ୍ମରେ କିଛି ଦମଦାର୍ ସିନ୍ ସୁଟ୍ କରାଯାଇଥିଲା , ଯାହା ଗାୟବ ଅଛି, ତାଙ୍କର କହିବା କଥା କି ପ୍ରଡୁସର୍ ନା କେବଳ ଫିଲ୍ମ ବରଂ ତାଙ୍କର କ୍ୟାରିୟର୍ ବର୍ବାଦ୍ କରିଥିଲେ , ସେ ଚାହଁନ୍ତି କି ଡାଇରେକ୍ଟର କ୍ରେଡିଟ୍ ତାଙ୍କ ନାଁ ରୁ ହଟାଇଦିଅନ୍ତୁ , ତାଙ୍କ ପୋଷ୍ଟର ପରିଶେଷରେ ଲେଖିଥିଲେ କି ଯଦି ଆପଣ ନିଜ ରିକ୍ସରେ ଦେଖିବାକୁ ଚାହୁଁଛନ୍ତି ତେବେ ଠିକ୍ ଅଛି , ଯଦି ଆପଣଙ୍କ ଭେଜା ଫ୍ରାଇ ହେଉଛି , ତେବେ ମୁଁ ସେଥିପାଇଁ ଦାୟୀ ରହିବି ନାହିଁ । ପୋଷ୍ଟର ଶେଷରେ ସେ ଲେଖିଲେ କି ଅନୁଭବ ମୋତିଚୁର୍ ପରି ବହୁତ ମିଠା ଅଛି , କିନ୍ତୁ ଯାହା ହେଇକରି ପ୍ରସ୍ତୁତ ହେଲା , ତାହା ଚକନାଚୁର୍ ଅଛି । ମୋତିଚୁର୍ ଚକନାଚୁର୍ ରିଲିଜ୍ ପୁର୍ବରୁ ପ୍ରଡୁସର୍ ଓ ଡାଇରେକ୍ଟର ପରସ୍ପର ମଧ୍ୟରେ ପାଟିତୁଣ୍ତ ହୋଇସାରିଛନ୍ତି , ଡାଇରେକ୍ଟର ଦେବମିତ୍ରା ଙ୍କ କହିବା କଥା କି ପ୍ରଡୁସର୍ସ ତାଙ୍କର ଡ୍ୟୁଜ୍ କ୍ଲିୟର୍ କରିନାହାନ୍ତି , ଫିଲ୍ମ ରିଲିଜ୍ କରିବାର ପ୍ରସ୍ତୁତିରେ ଲାଗିଗଲେ , ଦେବମିତ୍ରା କୋର୍ଟରେ ପହଞ୍ଚିଯାଇଥିଲେ , ଫିଲ୍ମରେ ଷ୍ଟେ ଲଗାଇଦେଲେ
ତେବେ ତାଙ୍କ ଓକିଲ ଧ୍ରୁତି କପାଡିଆ କହିଲେ କି ଦେବମିତ୍ରା ପାଞ୍ଚ ବର୍ଷରୁ ସ୍କ୍ରିପ୍ଟରେ କାମ କରୁଛନ୍ତି , ସେ ଏହି ପ୍ରଡୁସର୍ ଙ୍କୁ କାହାଣୀ ଦେଖାଇଥିଲେ , ତାଙ୍କୁ ପସନ୍ଦ ଆସିଥିଲା , ପ୍ରଡୁସର୍ ଓ ଦେବମିତ୍ରାଙ୍କ ମଧ୍ୟର୍ ତିନୋଟି ଫିଲ୍ମ କରିବାର କଣ୍ଟ୍ରାକ୍ଟ ହେଲା । ଏଥିରେ ମୋତିଚୁର୍ ଚକନାଚୁର୍ ପ୍ରଥମ ଫିଲ୍ମ ଥିଲା , ପ୍ରଥମ ଫିଲ୍ମ ପାଇଂ ଦେବମିତ୍ରାଙ୍କୁ ୧୧ ଲକ୍ଷ ଟଙ୍କା ମିଳିବାର ଥିଲା ଯାହାକି ମିଳିଲା ତାଙ୍କୁ ୬ ଲକ୍ଷ ଟଙ୍କା ଏହାପରେ ସେ ଏକ ମେଲ୍ ପାଇଥିଲେ , ଓ ସେଥିରେ ପ୍ରଡୁସର୍ କଣ୍ଟ୍ରାକ୍ଟ ଶେଷ କରିବାକୁ କହିଥିଲେ , ଯେବେ ସେ କଲ୍ କଲେ ତେବେ କିଛି ଉତ୍ତର ମିଳିଲା ନାହିଁ ଲେଣଦେଣ ପରେ ମାମଲା ନିପଟି ଗଲା କିନ୍ତୁ ଏବେ ବିବାଦ୍ ଆରମ୍ଭ ହୋଇସାରିଛି , ଦେଖିବା ମେକର୍ସଙ୍କ କଣ କହୁଛନ୍ତି , କିନ୍ତୁ ଫିଲ୍ମ ସହ ଯୋଡି ହୋଇଥିବା ଆଉ ଏକ ଖରାପ ଖବର ଅଛି, ସୋମବାରକୁ ଏହି ଫିଲ୍ମ ଅନ୍ ଲାଇନ୍ ଲିକ୍ ହୋଇଗଲା , ଏହାପରେ ଫିଲ୍ମର କମାଇ ଆହୁରି କମିଯିବାର ଆଶା ଅଛି