୧୬ ଡିସେମ୍ବର ୨୦୧୯ ରାଶିଫଳ – ଏହି ୪ ରାଶି ପାଇଁ ବହୁତ ଖାସ ହେବ ଆଜି ପୌଷ ମାସର ପ୍ରଥମ ସୋମବାର,ଫୁଲ ପରି ଭାଗ୍ୟ ଚମକି ଉଠିବ
ରାଶିଫଳ ଆମର ଜୀବନରେ ବହୁତ ବଡ ମହତ୍ତ୍ୱ ରଖିଥାଏ । ରାଶିଫଳ ଜରିଆରେ ଆମେ ଭବିଷ୍ୟରେ ହେବାକୁ ଥିବା ଘଟଣା ବିଷୟରେ ପତ୍ତା କରିପାରୁ । ରାଶିଫଳର ନିର୍ମାଣ ଗ୍ରହର ଗୋଚର ଓ ନକ୍ଷତ୍ରର ଚାଲିଚଳଣରୁ କରାଯାଇଥାଏ , ସବୁ ଦିନ ଗ୍ରହର ସ୍ଥିତି ଆମର ଭବିଷ୍ୟତକୁ ପ୍ରଭାବିତ କରିଥାଏ , ଏହି ରାଶିଫଳରେ ଆପଣଙ୍କୁ ଚାକିରି, ବେପାର , ସ୍ୱାସ୍ଥ୍ୟ ଶିକ୍ଷା ,ଓ ବୈବାହିକ ଜୀବନ, ପ୍ରେମ ଜୀବନ ବିଷୟରେ ସୁଚନା ମିଳିପାରିବ , ଯଦି ଆପଣ ଜାଣିବାକୁ ଚାହୁଁଛନ୍ତି ଆଜିର ଦିନ କିପରି କଟିବ ତେବେ ନିମ୍ନ ଲିଖିତ ରାଶିଗୁଡିକର ବିଷୟରେ ଜାଣିନିଅନ୍ତୁ । ସେହିଥିରେ ଆପଣଙ୍କ ରାଶି ବି ଥାଇପାରେ ।
ମେଷ ରାଶି : ଆଜିର ଦିନ ଆପଣଙ୍କ ପାଇଁ ସକରାତ୍ମକ ଉର୍ଜାର ଭଣ୍ତାର ନେଇ ଆସିବ , ଭାଇ ଭଉଣୀଙ୍କ ସହ କିଛି ମତାନ୍ତର ଯୋଗୁଁ ମନ ଉଦାସ ରହିପାରେ , କେଉଁ ଜାଗା ବାଡି ମାମଲାରେ ଆପଣଙ୍କୁ ଚିନ୍ତା ଲାଗିପାରେ , କାର୍ଯ୍ୟକ୍ଷେତ୍ରରେ ଲୋକପ୍ରିୟତା ବୃଦ୍ଧି ପାଇବ , ମନ ଲଗାଇ କାର୍ଯ୍ୟ କରନ୍ତୁ , ମହତ୍ତ୍ୱପୁର୍ଣ୍ଣ ବିଷୟରେ ନିର୍ଣ୍ଣୟ ନେବାରେ ବ୍ୟସ୍ତ ହୁଅନ୍ତୁ ନାହିଁ , ଆଘାତ ଲାଗିପାରେ , ଭୌତିକତା ଆଧାରରେ ଟିକିଏ ଅସନ୍ତୋଷ ହୋଇପାରେ ।
ବୃଷ ରାଶି : ରୋଜଗାରରେ ବୃଦ୍ଧି ହେବ , ଘର ବାହାର ପ୍ରସନ୍ନତା ବୃଦ୍ଧି ହେବ , ଆପଣଙ୍କୁ ଆପଣଙ୍କ ଜୀବନସାଥୀଙ୍କ ସହ ଅତୁଟ ପ୍ରେମର ପ୍ରାପ୍ତି ହେବ , ବେପାରିକ ଓ ବ୍ୟବସାୟିକ କ୍ଷେତ୍ରରେ ଆପଣ ଅଧିକାରିଙ୍କ ପୂର୍ଣ୍ଣ ସହଯୋଗ ପ୍ରାପ୍ତି କରିବେ , ଆତ୍ମସମ୍ମାନରେ ବୃଦ୍ଧି ହେବ , ବିବାଦରେ ଭାଗ ନିଅନ୍ତୁ ନାହିଁ । ଆପଣ ଲୋକଙ୍କ ଭଲ ପାଇଁ କିଛି କାର୍ଯ୍ୟ କରିପାରନ୍ତି , ଆଜି କାହାଠାରୁ ଆଶା ରଖନ୍ତୁ ନାହିଁ , ସଂମ୍ପର୍କରୁ ଅଧିକା ଅପେକ୍ଷା କଷ୍ଟକାରୀ ହୋଇପାରେ ।
ମିଥୁନ ରାଶି : ଆପଣଙ୍କ ଦୃଷ୍ଟିକୋଣରୁ କିଛି ଛୋଟ୍ କାର୍ଯ୍ୟ ଆପଣଙ୍କ ମନରେ ସକରାତ୍ମକ ଉର୍ଜା ପ୍ରବାହ କରିବ , ଆପଣ ଭୌତିକ ସୁଖରେ ଖର୍ଚ୍ଚ କରାଇବେ , ବସ୍ତୁଗୁଡିକ କ୍ରୟ କରିବା ପାଇଁ ମନ ବ୍ୟାକୁଳ ହେବ , ବାଦ ବିବାଦରୁ ବଞ୍ଚିବାପାଇଁ ଚେଷ୍ଟା କରନ୍ତୁ , ଲେଣଦେଣରେ ଭୁଲ୍ କରନ୍ତୁ ନାହିଁ , ଆଜି ଆପଣଙ୍କ ଛୁଆ କେଉଁ ଆଡେ ବୁଲିବାକୁ ଯାଈପାରନ୍ତି ଆପଣଙ୍କ ସହ , ପରିବାରରେ ସୁଖମୟ ତାଳମେଳ ରହିବ , ଭାବନାରେ ବହିକରି ନିର୍ଣ୍ଣୟ ନିଅନ୍ତୁ ନାହିଁ , ଚାକିରି କାର୍ଯ୍ୟଭାର ରହିବ ।
କର୍କଟ ରାଶି : ଆଜି ଆପଣଙ୍କ ମାନସିକ ଚିନ୍ତା ରହିବ , ନୁଆ ପରିଯୋଜନା ଆରମ୍ଭ କରାଯିବ , ଓ ବିତ୍ତିୟ ଲାଭ ପ୍ରାପ୍ତି ପ୍ରବଳ ସଙ୍କେତ୍ ଅଛି । ବେପାରରେ ଆପଣଙ୍କୁ ଦୁଇ ଗୁଣା ଲାଭ ହୋଇପାରିବ , ଘରେ ବସିଥିବା ଲୋକ ରୋଜଗାର ଅବସର ମିଳିପାରିବ । ଆପଣ ପରିବାର ଚିନ୍ତା ମାହୋଲ୍ ଠିକ୍ ହେବ , କେଉଁ ପୁରୁଣା କାମ ବିଷୟରେ କଥା ହେବାର ସୁଚି ରହିବ ନାହିଁ । କିନ୍ତୁ ଲମ୍ବା ସଫଳତା ପାଇଁ ଆବଶ୍ୟକ ପଦକ୍ଷେପ ହେବ
ସିଂହ ରାଶି : ଚାକିରି କରୁଥିବା ବ୍ୟବସାୟୀ କିଛି ନୁଆ ଯୋଜନା ପ୍ରୋଜେକ୍ଟ ସାମିଲ୍ ହୋଇପାରିବେ ଭବିଷ୍ୟରେ ଯୋଜନାପାଇଁ ଆପଣଙ୍କୁ ନୁଆ ସଂମ୍ପର୍କ କରିବାର ଦରକାର ଅଛି । ଆପଣଙ୍କ କ୍ୟାରିୟର ଉନ୍ନତି ବହୁତ ହିତକାରୀ ରହିବ । ଆଜି ଆପଣଙ୍କୁ ଜଟିଳ ସମସ୍ୟାରେ ଫସି ପାରନ୍ତି , ଯାହା ବି ନୁଆ କାମ ଆରମ୍ଭ କରିବେ , ସେଥିରେ ସଫଳତା ମିଳିପାରିବ ।
କନ୍ୟା ରାଶି : ଆଜି ଜୀବନରେ କିଛି ନୁଆ ପରିବର୍ତ୍ତନ ହେବ , ସନ୍ତାନଙ୍କ ଶିକ୍ଷାକୁ ନେଇକରି କିଛି ପ୍ରୟାସ କରୁଥିଲେ ସଫଳତା ମିଳିବ , ଆଜି ଆପଣ ଭାବନାତ୍ମକ ରୁପରେ ମଜବୁତ୍ ହେବେ , ଆଜି ଆପଣଙ୍କୁ ବଡ କାମ ମିଳିପାରିବ ॥
ତୁଳା ରାଶି : ଆଜି ଆପଣଙ୍କ ଅଧୁରା କାମ ପୁରା ହେବ ବିଦେଶ ଯାତ୍ରା ବିଷୟରେ ଭାବିପାରନ୍ତି । ଘରୋଇ ଜୀବନରେ କିଛି ଚିନ୍ତାର ସାମ୍ନା କରିବାକୁ ପଡିପାରେ । ଚାକିରିରେ ମନମୁତାବିକ ସ୍ଥିତି ହୋଇପାରିବ ।
ଧନୁ ରାଶି : ସେୟାର ବଜାରରେ ନିବେଶ କରିଥିବା ଲୋକଙ୍କୁ ଭଲ ଫାଈଦା ମିଳିପାରିବ , ଆପଣ ନିଜ ଭାଇ ଭଉଣୀ ଙ୍କ ସମର୍ଥନରେ ପ୍ରଗତି କରିବେ ନିଜକୁ ମଜବୁତ୍ ଅନୁଭବ କରିବେ । ଆପଣ ଇଚ୍ଛା ଶକ୍ତିରେ ବୃଦ୍ଧି ଘଟିବ । ଅପରଚିତଙ୍କ ଉପରେ ଅନ୍ଧବିଶ୍ୱାସ କରନ୍ତୁ ନାହିଁ ।
ମକର ରାଶି : ଦିନ ହସଖୁସିରେ କଟିବ , ଆପଣଙ୍କ ସ୍ୱସ୍ଥ୍ୟ ଓ ବ୍ୟକ୍ତିତ୍ୱରେ ସୁଧାର ଆସିବ , ଆପଣଙ୍କ ବ୍ୟବସାୟିକ ଯାତ୍ରାର କାରଣରୁ କଳହ ହେବାର ସମ୍ଭାବନା ଅଛି , ଯାହା ଦ୍ୱାରା ଟିକିଏ ଚିନ୍ତା ଆସିପାରେ , କ୍ୟାରିୟର ଯୋଗୁଁ ଆସୁଥିବା ସମୟରେ ମନେ ରହିବ ,
କୁମ୍ଭ ରାଶି : ବିବାହିତ ଲୋକଙ୍କ ପାଇଁ ରୋମାନ୍ସ କରିବାର ସୁଯୋଗ ରହିବ , ଖର୍ଚ୍ଚରେ ବୃଦ୍ଧି ହେବ , ଯାହା ଯୋଗୁଁ ଚିନ୍ତାର୍ କାରଣ ହୋଇପାରେ , ଅବିବାହିତ ଯୁବକଙ୍କ ଜୀବନରେ ପ୍ରେମର ପ୍ରବେଶ ହୋଇପାରେ , ସାମାଜିକ କ୍ଷେତ୍ରରେ ଆପଣ ନିରନ୍ତର ସଫଳତା ହାସିଲ୍ କରିବେ ,
ମୀନ ରାଶି : ଆଜି ନୁଆ ପ୍ରେମ ପ୍ରସଂଙ୍ଗ ଆରମ୍ଭ ହୋଇପାରେ , ପରିବାର ସଦସ୍ୟଙ୍କ ସହ ତିର୍ଥ ଯାତ୍ରାରେ ଯାଇପାରନ୍ତି , ଗତ କିଛି ସମୟରୁ ଯେଉଁ ଭୁଲ୍ କାରାଣରୁ ସଂମ୍ପର୍କ ଠିକ୍ ଚାଳୁନାହିଁ , ସେ ଆଜି ଦୂର ହୋଇପାରେ , ଆପଣଙ୍କ ବାପା ଆପଣଙ୍କ ଉପରେ ଗର୍ବ କରିବେ । ଛାତ୍ରଙ୍କ ପାଇଁ ଆଜିର ଦିନ ସାମାନ୍ୟ ରହିବ , ଆପଣ କେଉଁ ନୁଆ କୋର୍ସ ବିଷୟରେ ଭାବିବେ , ଆଜି ଅସୁରକ୍ଷିତ ଭାବନାରେ ଚିନ୍ତିତ ରହିପାରନ୍ତି ।