November 2, 2024

Odia Express

Leading Odia News Portal of Odisha

ଆପଣଙ୍କ ଘରେ ରହିବ ନାହିଁ ଗୋଟିଏ ବି ପିମ୍ପୁଡି , ମାଛି ଓ ମୁଷା କରନ୍ତୁ ଏହି ଅଦଭୁତ ଉପାୟ – ଏବେ ସଂଗେ ସଂଗେ ଜାଣିନିଅନ୍ତୁ ଏହି ବିଷୟରେ…

ସାଧାରଣତଃ ଘରଗୁଡିକରେ ଦେଖାଯାଏ କି ବହୁତ ସାରା କୋଣରେ ଜନ୍ଦା, ପିମ୍ପୁଡି ଓ ମାଛି ନିଜର ଅଲଗା ଘର ବନାଇନିଅନ୍ତି , ଏହା ଛଡା ଘରେ ମୁଷା ମାନଙ୍କର ପାଦ୍ରୁଭାବ ଅଲଗା ଅଟେ , ଏମିତିରେ ଆପଣ ଯଦି ମୁଷା, ମାଛି , ପିମ୍ପୁଡିଙ୍କ ପାଇଁ ଚିନ୍ତିତ ହୋଇଛନ୍ତି , ତେବେ ଏହି ଘରୋଇ ଉପାୟ ଆପଣାନ୍ତୁ , ଏହି ଉପାୟଗୁଡିକ ନା କେବଳ ଜୀବ ଜନ୍ତୁଙ୍କୁ ଘରୁ ବାହାର କରିବ , ବରଂ ଆପଣଙ୍କ ଘର ମଧ୍ୟରୁ ବହୁତ ଗୁଡିଏ ରୋଗରୁ ସୁରକ୍ଷିତ ରଖିବ , ତେବେ ଆସନ୍ତୁ ଜାଣିବା ଏହି ବିଷୟରେ ।ଏହା ଜାଣିବା ପରେ ଆପଣ ନିଶ୍ଚୟ ଖୁସି ହେବେ

ଆପଣ ବହୁତଥର ଦେଖିଥିବେ କି ରୋଷେଇ ଘରେ ଇତ୍ୟାଦିରେ ଜନ୍ଦା କିମ୍ବା ପିମ୍ପୁଡି ବେଶୀ ଆସିଯାଆନ୍ତି , ସେଠାରେ ପାଦ ରଖିବା ପ୍ରାୟ ମୁସକିଲ୍ ହୋଇଯାଏ , ଏଥିପାଇଁ ଯଦି ଆପଣଙ୍କ ରୋଷେଇ ଘରେ ଜନ୍ଦା ପିମ୍ପୁଡିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି ତେବେ ତାଙ୍କ ବସା ରାସ୍ତାରେ ସେଠାରେ କ୍ଷୀରା କିମ୍ବା କାକୁଡି କିଛି ଛୋଟ ଖଣ୍ତ କାଟିକରି ରଖିଦିଅନ୍ତୁ , କହିଦେବୁ କି ଏହି ପ୍ରକିୟା ଦ୍ୱାରା କିଛି ଘଣ୍ଟାରେ ଜନ୍ଦା ପିମ୍ପୁଡି ଗାୟବ ହୋଇଯିବେ ।

ଏହା ପରେ ସବୁଠାରୁ ବଡ ସମସ୍ୟା ଅଟେ କି ଘରୁ ମୁଷା ବାହାର କରିବାର , ହଁ ଆଜ୍ଞା କାରଣ ଏମାନଙ୍କ ସ୍ପିଡ୍ ଏତେ ଅଧିକା ହୋଇଥାଏ କି ଏମାନଙ୍କୁ ଧରିପାରିବା ଅସମ୍ଭବ ପ୍ରାୟ ଅଟେ,  ଏଥିପାଇଁ ମୁଷାର ଗାତରେ କଳା ଲଙ୍କା ଦାନା ପକାଇଦିଅନ୍ତୁ , ଏହି ପ୍ରକିୟାକୁ ୨୪ ଘଣ୍ଟା ମଧ୍ୟରେ ମୁଷା ସବୁ ବାହାରିଯିବେ , ଏହା ଛଡା ଘରେ ଯେଉଁଠି ଅଧିକା ମାଛି ରହୁଛନ୍ତି ସେଠାରେ ଚାହାପତିକୁ ଭଲ ଭାବରେ ରଗଡିଦିଅନ୍ତୁ , ଓ ସେହି ସ୍ଥାନରେ ଚାହାପତିକୁ ସିଝାପାଣିରେ ଧୋଇ ପାରିବେ , ଏହା ସହ ଏହି କଥାକୁ ଧ୍ୟାନ ରଖିବେ କି ରୋଷେଇରେ ମିଠା କିମ୍ବା ଖାଇବାର ଜିନିଷ ଖୋଲା ରଖିବା ଅନୁଚିତ୍ , ଏଥିରେ ପିମ୍ପୁଡି, ମାଛି , ଓ ମୁଷାଙ୍କ ଆସିବାର ଆଶଙ୍କା ଅଧିକା ହୋଇଯାଏ ।

Leave a Reply

Your email address will not be published. Required fields are marked *