November 1, 2024

Odia Express

Leading Odia News Portal of Odisha

ଆଇପିଏଲ୍ ୨୦୨୦ ରେ ଏହି ୫ ଜଣ ଖେଳାଳୀଙ୍କୁ ଅନ୍ତରାଷ୍ଟ୍ରିୟ କ୍ରିକେଟ୍ ରେ ଫେରିବାର ଶେଷ ସୁଯୋଗ ଅଛି – ଦେଖନ୍ତୁ କେଉଁ ଖେଳାଳି ସାମିଲ ଅଛନ୍ତି…

ଇଣ୍ତିଆନ୍ ପ୍ରିମିୟର୍ ଲିଙ୍ଗ୍ ର ୧୩ ତମ ସିଜିନ୍ ବହୁତ ଜବରଦସ୍ତ ହେବାକୁ ଯାଊଛି , ଏହି ବର୍ଷ ହେବାକୁ ଥିବା ଆଇପିଏଲ୍ ର ୧୩ ତମ ସିଜିନ୍ ରେ ଫ୍ୟାନ୍ସ୍ ବହୁତ ପ୍ରତିକ୍ଷିତ ଭାବେ ଅପେକ୍ଷା କରିଛନ୍ତି ସେମିତି ଆଇପିଏଲ୍ ୧୩ ଆଗାଜ୍ କିଛି ମାସରୁ ସମୟ ବଞ୍ଚିଛି , କିନ୍ତୁ ଯେଉଁ ଭଳି ଏହି ଦିନରେ ମାହୋଲ୍ ହୋଇଛି , ତାହା ପୁରା ଆଇପିଏଲ୍ ମୟ ହୋଇସାରିଛି , ଏବେ କଥା ହେବା ଆଇପିଏଲ୍ ଖେଳିବାକୁ ଥିବା ଖେଳାଳିଙ୍କର,  ଏହି ସିଜିନ୍ ରେ ଏମିତି ଖେଳାଳୀ ଖେଳିବାର ନଜର ଆସିବେ , ଯିଏ ନିଜ ଇଣ୍ଟରନ୍ୟାଶାନାଲ୍ ଟିମ୍ ରେ ଯାଗା ବନାଇବାପାଇଁ ଚେଷ୍ଟା କରିବେ , ଏଥିରୁ କିଛି ଖେଳାଳୀ ଅଛନ୍ତି ଯାହାଙ୍କ ପାଖରେ ଆଇପିଏଲ୍ ରେ ଖେଳିବାର ଅନ୍ତିମ ଜରିଆ ହୋଇପାରେ । ଆଜି ଆମେ ସେହି ପାଞ୍ଚ ଜଣ ଖେଳାଳୀଙ୍କ ନାଁ କହିବୁ ଯିଏକି ଆଇପିଏଲ୍ ୨୦୨୦ ଖେଳିପାରିବେ , କିନ୍ତୁ ଏହା ତାଙ୍କ ପାଇଁ ହୋଇପାରେ ଶେଷ ମଉକା ।

୧) ସୁରେଶ ରାଇନା : ଭାରତୀୟ କ୍ରିକେଟ୍ ଟିମ୍ ରେ ସୁରେଶ ରାଇନା ବିସ୍ପୋରକ ବ୍ୟାଟିଙ୍ଗ୍ କରନ୍ତି , ସୁରେଶ୍ ରାଇନା ଘରୋଇ କ୍ରିକେଟ୍ ରୁ ନେଇକରି ଆଇପିଏଲ୍ ପୁରା ଚେଷ୍ଟା କରୁଛନ୍ତି , ତାପରେ ତାଙ୍କର ଟିମ୍ ରେ ଫେରିଲେ ମହଜୁଦା ସମୟରେ ଯେପରି ପରିସ୍ଥିତି ଅଛି ତାହାକୁ ଦେଖିଲେ ଲାଗୁଛି କି ସୁରେଶ ରୈନା ଆଉ ଦଳକୁ ଫେରିପାରିବେ ନାହିଁ । ଆଈପିଏଲ୍ ଇତିହାସରେ ସବୁଠାରୁ ସଫଳତମ ନିରନ୍ତରା ପ୍ରଦର୍ଶନ କରିଥିବା ସୁରେଶ ରାଇନାଙ୍କ ଉପରେ ବହୁତ ଆଶା ରହିବ,  ଚେନ୍ନାଇ ସୁପର୍ କିଙ୍ଗ୍ ପାଇଁ ଖେଳୁଥିବା ସୁରେଶ ରାଇନ୍ ଫ୍ୟାନ୍ସଙ୍କ ଆଖି ରହିବ କି ତାହା ସହ ଭାରତୀୟ ଟିମ୍ ରେ ଫେରିବାର ଏବେ ଅପେକ୍ଷା ଅଛି , ଏହା ତାଙ୍କ ପାଇଁ ଶେଷ ମଉକା ହୋଇପାରେ ।

୨) ମହେନ୍ଦ୍ର ସିଂ ଧୋନୀ : ଭାରତୀୟ ପୂର୍ବ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଗତ କିଛି ମାସରୁ ଲଗାତାର ଟୀମ୍ ରୁ ଦୁରେଇ ରହିଛନିତ୍ , ମହେନ୍ଦ୍ର ସିଂ ଧୋନୀ ବାହାର ରହିବାର କାରଣରୁ କିଛି ଖାସ୍ ନଜର ଆସୁନାହିଁ , କିନ୍ତୁ ଯେଉଁ କାରଣରୁ ତାଙ୍କ ବିଷୟରେ କଥା ଚାଲିଛି , ତାଙ୍କର ଦଳକୁ ଫେରିବା ଓ ଆଇପିଏଲ୍ ସିଜିନ୍ ବହୁତ ମହତ୍ତ୍ୱପୁର୍ଣ୍ଣ ହେବାକୁ ଯାଉଛି  । ଏମିତି ଦଳକୁ ଫେରିବା ସହ ଆଗାମୀ ଟି ଟ୍ୱେଣ୍ଟି ବିଶ୍ୱକପ୍ ରେ ଖେଲିବାର ଇଚ୍ଛା ତାଙ୍କ ଫ୍ୟାନ୍ସଙ୍କୁ ରହିବ,  ଭଲ କ୍ରିକେଟ୍ ଖେଳ୍ ପ୍ରଦର୍ଶନ କରି ସେ ଇଣ୍ଟରନ୍ୟାଶାନାଲ୍ କ୍ରିକେଟ୍ ରେ ଜାଗା ବନାଇପାରିବେ , ଏହା ତାଙ୍କର ଶେଷ ମଉକା ହୋଇପାରେ ।

୩) କ୍ରିସ୍ ଗେଲ୍ : ୱେଷ୍ଟଇଣ୍ତିଜ୍ ଦିଗଜ୍ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲ୍ କ୍ରିକେଟ୍ ଜଗତରେ ବିସ୍ପୋରକ ବ୍ୟାଟ୍ସମ୍ୟାନ୍ ରୁ ଜଣେ ଜଣାଯାନ୍ତି ,, କ୍ରିଶ୍ ଗେଲ୍ ୱେଷ୍ଟଇଣ୍ତିଜ୍ ଟୀ ମ୍ ରେ ଭିତରୁ ବାହାରୁ ଖେଳ ଚାଲିଥାଏ  କ୍ରିସ୍ ଗେଲ୍ ଏବେ ଟୀମ୍ ରୁ ଦୁରେଇ ରହିଛନ୍ତି , କ୍ରିସ୍ ଗେଲ୍ ଏବେ ନିଜ କ୍ୟାରିୟରର ଶେଷ ପର୍ଯ୍ୟାୟ ରେ ମହଜୁ ତ୍ ଅଛନ୍ତି , ସେ ଚାହିଁବେ କି ଆଉଥରେ ଇଣ୍ଟରନ୍ୟାଶାନାଲ୍ କ୍ରିକେଟ୍ ରେ ଫେରିବାପାଇଁ । ଯଦି ସେ ଆଇପିଏଲ୍ ୧୩ ରେ ଭଲ ପ୍ରଦର୍ଶନ କରନ୍ତି ତେବେ ତାଙ୍କୁ ଟି ଟ୍ୱେଣ୍ଟୀ ବିଶ୍ୱକପ୍ ରେ ସ୍ଥାନ ମିଲିବାର ଆଶଙ୍କା ଅଛି  ,

୪) ମିଚେଲ୍ ମ୍ୟାକ୍ଲେନାନ୍ : ନ୍ୟୁଜିଲାଣ୍ତର କ୍ରିକେଟ୍ ଟୀମ୍ ରେ ଦ୍ରୁତ୍ ବୋଲର୍ ମିଚେଲ୍ ମ୍ୟାକ୍ଲନେନ୍ ଏକ ସମୟରେ ଟୀମ୍ ରେ ଇଣ୍ଟରନ୍ୟାଶାନାଳ୍ କ୍ରିକେଟ୍ ରେ ନିଜର ଖାସ୍ ପରିଚୟ ବନାଇଛନ୍ତି , ସବୁଠାରୁ ଭଲ ୱ୍ରିକେଟ୍ କିପର୍ ରୁ ଜଣେ ମିଚେଲ୍  ନିଜ ୱିକେଟ୍ ନେବାର କ୍ଷମତା ସେ ଦେଖାଇଛନ୍ତି , ମିଚେଲ୍ ବିଶ୍ୱକପ୍ ଟି ଟ୍ୱେଣ୍ଟିରେ ବହୁତ ମ୍ୟଚ୍ ଖେଲିଛନିତ୍ , ଯେଉଁଥିରେ ସେ ଇଣ୍ଟରନ୍ୟାଶାନାଲ୍ କ୍ରିକେଟ୍ ରେ ଫେରିବାର ଆଶା ଅଛି,  ଏବେ ଆଇପିଏଲ୍ ତାଙ୍କ ଶେଷ ଚ୍ୟାନ୍ସ ଅଛି  ଏହି ସିଜିନ୍ ରେ ମୁମ୍ବାଇ ଇଣ୍ତିଆନ୍ ପାଇଁ ଭଲ ପ୍ରଦର୍ଶନ କରି ସଫଳ ରହିଲେ ସେ ଇଣ୍ଟରନ୍ୟାଶାନାଲ୍ କ୍ରିକେଟ୍ ରେ ଜାଗା ପକ୍କା ହୋଇପାରିବ , ୫) ଆଣ୍ତ୍ରୁ ଟାଇ : ଅଷ୍ଟ୍ରେଲିଆ ଟୀ ଟ୍ୱେଣ୍ଟୀ କ୍ରିକେଟ୍ ରେ ସ୍ପେସାଲିଷ୍ଟ ବୋଲର୍ ହିସାବରେ ଖାସ୍ ପରିଚୟ ସୃଷ୍ଟୀ କରିଥିବା ଆଣ୍ତ୍ରୁ ଟାଇ ଅଷ୍ଟ୍ରେଲିଆ ଟୀମ୍ ରୁ ପୁରା ଦୁରେଇଯାଇଛନିତ୍ , ସେମିତି ଟାଇ ବିଶ୍ୱକପ୍ ରେ ଅଲଗା ଅଲଗା ଦେଶରେ ଖେଳାଯାଉଥିବା ଟୀ ଟ୍ୱେଣ୍ଟୀ ରେ ନିଜ ବୋଲିଙ୍ଗ୍ ଜଲୱା ଦେଖାଇଛନ୍ତି ,

କିନ୍ତୁ ତାଙ୍କର ଇଣ୍ଟରନ୍ୟାଶାନାଲ୍ କ୍ରିକେଟ୍ ରେ ବାପସି ହୋଇପାରିନାହିଁ  ଏହି ଥର ଆଇପିଏଲ୍ ରେ କିଙ୍ଗ୍ ଇଲେଭେନ୍ ପଞ୍ଜାବ ରିଲିଜ୍ କରିବାପରେ ସେ ରାଜସ୍ଥାନ ରୋୟାଲ୍ ଟୀମ୍ ରେ ଭାଗ ହେବେ , ଟାଇଙ୍କ ପାଈଁ ବଡ ଓ ଅନ୍ତିମ ମଉକା ଏବେ ଅଛି  , ଯାହାକି ଅଷ୍ଟ୍ରେଲିଆରେ ହେବାକୁ ଥିବା ବିଶ୍ୱକପ୍ ପାଇଁ ଏକ ମୁଖ୍ୟ ଆକର୍ଷଣ ହେବ , ଏମିତିରେ ଟାଇଙ୍କ ପାଇଁ ଆଇପିଏଲ୍ ର ଏହି ସିଜିନ୍ ବହୁତ ଗୁରୁତ୍ୱପୁର୍ଣ୍ଣ ହୋଇପାରେ ।

Leave a Reply

Your email address will not be published. Required fields are marked *