IPL 2020 – ଏହି ୪ ଟି କାରଣରୁ ମୁମ୍ବାଇ ଇଣ୍ତିଆନ୍ ପୁଣି ଥରେ ଜିତିପାରିବ କି IPL 2020 ର ଟ୍ରଫି – ଦେଖନ୍ତୁ ଏହାର ଅସଲ କାରଣ କଣ…

ମୁମ୍ବାଇ ଇଣ୍ତିଆନ୍ସ ଆଇପିଏଲ୍ ୨୦୨୦ ରେ ସବୁଠାରୁ ମଜବୁତ୍ ଟିମ୍ ମଧ୍ୟରୁ ଗୋଟିଏ ଅଟେ, ମୁମ୍ବାଇ ଇଣ୍ତିଆନ୍ସର ପ୍ରଦର୍ଶନ ଗତ କିଛି ବର୍ଷରୁ ଶାନଦାର୍ ରହିଚି ,ସେ ଏବେ ପର୍ଯ୍ୟନ୍ତ ଆଇପିଏଲ୍ ର ୪ ଟି ବିଜୟ ନିଜ ନାଁରେ କରିଛନ୍ତି , ମୁମ୍ବାଇ ଇଣ୍ତିଆନ୍ସର ଟିମ୍ ଗତ ସଂସ୍କରଣରେ ନିଜ ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ଓ ଅଧିନାୟକ ରୋହିତ୍ ଶର୍ମାଙ୍କ ଅନୁବାଇରେ ଚତୁର୍ଥ ଆଇପିଏଲ୍ ନିଜ ନାଁରେ କରିଥିଲା , ଟିମ୍ ଅଧିନାୟକ ରୋହିତ୍ ଶର୍ମା ଥିଲେ ତାଙ୍କର ବଢିଆ ଅଧିନାୟକତ୍ୱ ତଥା ବଢିଆ ଟିମ୍ ପ୍ରଦର୍ଶନ କାରଣରୁ ହାଇଦ୍ରାବାଦ ଫାଇନାଲରେ ପହଞ୍ଚିବାରେ ସଫଳ ହେଲା , ଯେଉଁଠି ମୁମ୍ବାଇ ଟିମ୍ ଚେନ୍ନାଇ ସୁପର କିଙ୍ଗ୍ ପାଖରେ ମୁକାବଲା ହାରିଥିଲା,
ସେମିତି ଏହି ସତ୍ରରେ କମିଙ୍ଗ୍ସ ଙ୍କ ଉପସ୍ଥିତିରେ ଟିମ୍ କୁ ବେଜୋଡ୍ ବନାଈଦେବ , ଏଇ ସବୁ ପ୍ରଥମ ଧ୍ୟାନକୁ ରକି ଆଜି ଆପଣଙ୍କୁ କହିବୁ ଏମିତି କେଉଁ ୪ ଟି କାରଣ ଅଛି ଯାହାର ଦମରେ ମୁମ୍ବାଇ ଇଣ୍ତିଆନ୍ସ ଟିମ୍ ଆଇପିଏଲ୍ ୨୦୨୦ ରେ ନିଜ ୫ମ ବିଜୟ ଲାଭ କରିପାରିବ ।
ମୁମ୍ବାଇ ଇଣ୍ତିଆନ୍ସ ପାଖରେ ସବୁଠାରୁ ଖତରନାକ ବୋଲିଙ୍ଗ୍ ଆକ୍ରମଣ ଅଛି , ସେମିତି ଆଇପିଏଲ୍ ର ସବୁ ସଂସ୍କରଣରେ ମୁମ୍ବାଇ ଇଣ୍ତିଆନ୍ସର ବୋଲର୍ ଭଲ ପ୍ରଦର୍ଶନ କରିଛନ୍ତି , କିନ୍ତୁ ମୁମ୍ବାଇ ଇଣ୍ତିଆନ୍ସର କମାଣ ରୋହିତ୍ ଶର୍ମାଙ୍କୁ ମିଳିଛି , ମୁମ୍ବାଇର ପ୍ରଦର୍ଶନ ଲଗାତାର ଭଲ ହେବାରେ ଲାଗିଛି , ରୋହିତ୍ ଶର୍ମା ମୁମ୍ବାଈର କମାଣ ୨୦୧୩ ରେ ପାଇଥିଲେ, ମୁମ୍ବାଇ ୨୦୧୩ ରୁ ୨୦୧୯ ମଧ୍ୟରେ ୪ ଥର ଆଇପିଏଲ୍ ବିଜେତା ହୋଇଛି ,
ଯେଉଁଥିରେ ସବୁଠାରୁ ବଡ ଯୋଗଦାନ ବୋଲିଙ୍ଗ୍ ରେ ହୋଇଛି । ସେହି ପରି ମୁମ୍ବାଇ ଇଣ୍ତିଆନ୍ସଙ୍କ ପାଖରେ ଶାନଦାର୍ ବୋଲର୍ ଅଛନ୍ତି , ଓ ଖାସକରି ଦ୍ରୁତ ବୋଲର୍ ଯୋଗୁଁ ସେମାନେ ମ୍ୟାଚରେ ଭଲ ପ୍ରଦର୍ଶନ କରୁଛନ୍ତି , ମୁମ୍ବାଇ ପାଖରେ ୨୦୨୦ ରେ ଜଶପ୍ରୀତ ବୁମରାହ , ଲସିଥ୍ ମାଲିଙ୍ଗା, କୁଲଟର ନାଇଲସ , ପେଟ୍ କମିଙ୍ଗ୍ସ ତଥା ମିଚେଲ୍ ମେକ୍ଲେନାଥନ ପରି ଭଲ ବୋଲର୍ ଫୌଜ ଅହି , ଏହିଥର ମୁମ୍ବାଇ ଇଣ୍ତିଆନ୍ସ ଆଇପିଏଲ୍ ରେ ଚ୍ୟାମ୍ପିୟନ୍ ହୋଇପାରିବେ ।
ତେବେ ସେହି ପରି ଭାବେ ଭାରତୀୟ ଦଳର ସବୁଠୁ ଭଲ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ମୁମ୍ବାଇ ର ଓ଼ପିନିଙ୍ଗ କରୁଛନ୍ତି |ତାଙ୍କର ଉଚ୍ଚକୋଟୀର ପ୍ରଦର୍ଶନ ପାଇଁ ସେ ସେ ଦଳକୁ ବିଜୟୀ କରି ପାରନ୍ତି |ସେହି ପରି ମୁମ୍ବାଇ ଦଳରେ ଅନେକ ନାମୀ ଦାମୀ ବ୍ୟାଟ୍ସମ୍ୟାନ ମଧ୍ୟ ସାମିଲ ଅଛନ୍ତି ଯାହାକି ଏଥର ମଧ୍ୟ IPL ଜିତିବାରେ ତାଙ୍କୁ ସାହାଯ୍ୟ କରିପାରେ | ତେବେ ସବୁ ଆଡକୁ ଦୃଷ୍ଟି ରେ ଦେଖିଲେ ଏପରି ଲାଗୁଚି ଏଥର ମଧ୍ୟ ମୁମ୍ବାଇ ଜିତିପାରେ IPL ର ଆଉ ଗୋଟିଏ ଚମ୍ପିୟାନ
ଯେତେବେଳେ ଆପଣ ଜାଣିଥିବେ ମୁମ୍ବାଇ ୪ ଥର ଜିତିସାରିଛି ଓ ବର୍ତମାନ ୫ଥର ଯିବା ଆଶାରେ ଅଛି ଦଳ | ତେବେ ଏଥିରେ ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ଓ କୁର୍ଣ୍ଣଲ ପାଣ୍ଡ୍ୟା ଙ୍କ ଭୂମିକା ମଧ୍ୟ ଜୋର ରହିବ ବୋଲି ଆଶା କରାଯାଉଛି | ତେବେ ଆପଣଙ୍କ ମତରେ ଏଥର IPL ମୁମ୍ବାଇ ଜିତିପାରିବ କି ? ଅଥବା କେଉଁଦଳ ଏଥର IPL ଜିତିପାରେ ଆପଣଙ୍କ ମତାମତ କମେନ୍ଟ କରନ୍ତୁ