November 1, 2024

Odia Express

Leading Odia News Portal of Odisha

ସିରିଜ୍ ଆରମ୍ଭ ହେବା ପୁର୍ବରୁ ରବି ଶାସ୍ତ୍ରୀ କରିଲେ ସଫା – କହିଲେ ଏହି ଖେଳାଳି ନିଉଜିଲ୍ୟାଣ୍ଡ ରେ ହେବେ ୱିକେଟ୍ କିପର୍ ଓ ବ୍ୟାଟ୍ସମ୍ୟାନ୍…

ଭାରତୀୟ କ୍ରିକେଟ୍ ଟିମ୍ ହେଡ୍ କୋଚ୍ ରବି ଶାସ୍ତ୍ରୀ ନ୍ୟୁଜିଲାଣ୍ତ ବିପକ୍ଷରେ ହେବାକୁ ଥିବା ପ୍ରଥମ ଟି ଟ୍ୱେଣ୍ଟି ମ୍ୟାଚ୍ ପୁର୍ବରୁ କେଏଲ୍ ରାହୁଲ୍ ଙ୍କୁ ନେଇକରି ଏକ ବଡ ବୟାନ୍ କରିଛନ୍ତି , ଶାସ୍ତ୍ରୀ କେଏଲ୍ ରାହୁଲ୍ ୱିକେଟ୍ କିପିଙ୍ଗ୍ ବିକଳ୍ପ ଟୀମ୍ ପାଇଁ ଶାନଦାର୍ କହିଛନ୍ତି , ଅଷ୍ଟ୍ରେଲିଆ ବିପକ୍ଷରେ ୩ ଟି ମ୍ୟାଚରୁ ୱାନ୍ ଡେ ସିରିଜ୍ ରେ କେଏଲ୍ ରାହୁଲ୍ ବାଧ୍ୟ ହୋଇ ୱିକେଟ୍ କିପିଙ୍ଗ୍ ସମ୍ଭାଳିଥିଲେ , କାରଣ ମ୍ୟାଚରେ ନିୟମିତ ୱିକେଟ୍ କିପର ରିଷଭ ପନ୍ଥ ଆହାତ ହୋଇଯାଇଥିଲେ, ସେମିତି ଏହାର ତୃତୀୟ ମ୍ୟାଚରେ ରିଷଭ ପନ୍ଥ ଥିଲେ , କିନ୍ତୁ ଭାରତୀୟ ଅଧିନାୟକ ବିରାଟକୋହଲି ୱିକେଟ୍ କିପର୍ ହିସାବରେ କେଏଲ୍ ରାହୁଲ୍ ଙ୍କ ସାଙ୍ଗରେ ଗଲେ , ଓ ସିରିଜ୍ ପରେ ଅଧିନାୟକ ବିରାଟକୋହଲି ୱିକେଟ୍ କିପର୍ ହିସାବରେ କେଏଲ୍ ରାହୁଲଙ୍କ ପ୍ରଶଂସା ବି କରିଥିଲେ,  ଏହି କଡିରେ ଏବେ ଭାରତୀୟ ଟୀମ୍ ହେଡ୍ କୋ ରବି ଶାସ୍ତ୍ରୀ ଙ୍କ ନାଁ ସାମିଲ୍ ଅଛି , ଯିଏ କି ଲୋକେଶ ରାହୁଲ୍ ୱିକେଟ୍ କିପିଙ୍ଗ୍ ର ପ୍ରଶଂସା କରିଛନ୍ତି ।

ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ନ୍ୟୁଜିଲାଣ୍ତ ଗ୍ରସ୍ତ ପୁର୍ବରୁ କହିଲେ କି ଏହି ଟୀମ୍ ବର୍ତ୍ତମାନ ଅଛି , ଗତ କିଛି ସମୟରୁ କଣ ହେଲା ଏହା ଇତିହାସ ଅଛି , ଆମେ କେବଳ ସେହି ଜିନୀଷକୁ ଭୁତକାଳ ଓ ଭବିଷ୍ୟକାଳରେ ଦେଖୁଛେ , ଯାହାକୁ ଆମେ ଭଲ କରିଛୁ , କିମ୍ବା କରିବାର ଅଛି , ସେମିତି ଅଧିନାୟକ ବିରାଟଙ୍କ ଦ୍ୱାରା ରାହୁଲ୍ ଙ୍କ ପ୍ରଶଂସା କରିବାପରେ ରବି ଶାସ୍ତ୍ରୀ ସ୍ୱିକାର କଲେ କି କେଏଲ୍ ରାହୁଲ୍ ପରି ଖେଳାଳୀ ଟିମ୍ ରେ ହେବା ଦ୍ୱାରା ଟିମ୍ କୁ ମଜବୁତି ମିଳେ , କେଏଲ୍ ରାହୁଲ୍ କେଉଁ କ୍ରମରେ ବ୍ୟାଟିଙ୍ଗ୍ କରନ୍ତି , ତାହା ପାଇଁ ୱିକେଟ୍ କିପିଙ୍ଗ୍ ଏକ ବିକଳ୍ପ ଅଟେ,

ସେମିତି ରବିଶାସ୍ତ୍ରୀ ଭାରତୀୟ ଟିମ୍ ଓପନର୍ ଧବନଙ୍କ ଆଘାତ ଲାଗିବାକୁ ନେଇ ଦୁଃଖପ୍ରକାଶ କରିଛନ୍ତି , ଶାସ୍ତ୍ରୀ କହିଲେ କି ଶିଖର ଧବନ ଆଘାତ ଲାଗିବାଯୋଗୁଁ ସେ ଦୁଃଖି ହୋଇଛନ୍ତି , କାରଣ ସେ ଶିଖର ଧବନଙ୍କୁ ଏକ ସିନିୟର୍ ଖେଳାଳୀ ମାନନ୍ତି , ସେ ମ୍ୟାଚ୍ ୱିନର୍ ଅଟନ୍ତି , ଯେବେ କେଉଂ ଖେଳାଳୀ ଆଘାତ ଲାଗେ ତେବେ ପୁରା ଟିମ୍ ଦୁଃଖୀ ହୋଇଯାଏ ।ଏହା ଛଡା କେଦାର ଯାଦବ ଙ୍କୁ ନେଇକରି ରବି ଶାସ୍ତ୍ରୀ କହିଲେ କି ସେ ଟିମ୍ ରେ ଅଛନ୍ତି , ଓ ନ୍ୟୁଜିଲାଣ୍ତ ବିପକ୍ଷରେ ସେ ଖେଳିବେ ।

Leave a Reply

Your email address will not be published. Required fields are marked *