ଝିଅ ବାପଘରେ ଏମିତି କେଉଁ ସଂମ୍ପର୍କକୁ ଛାଡିଦେଇଆସେ ଯାହାର ବଦଳରେ ସେ ସ୍ୱାମୀ ପାଇଥାଏ – ୯୯ ପ୍ରତିଶତ ଲୋକ ଦେଇପାରିନାହାନ୍ତି ଏହାର ଉତ୍ତର…

ବନ୍ଧୁଗଣ , ବିବାହ ଏପରି ଏକ ଜିନିଷ ଅଟେ ଯାହା ଯେ କୌଣସି ଜୀବନରେ ଏକ ଗୁରୁତ୍ୱପୁର୍ଣ୍ଣ ଭାଗ ହୋଇଥାଏ । ଏହି ବିବାହ ପରେ ଆମର ଜୀବନରେ ବହୁତ ପରିବର୍ତ୍ତନ ଦେଖିବାକୁ ପାଇଥାଏ । ପରିବାରକୁ ନେଇକରି ବହୁତ ଦାୟିତ୍ୱ ବଢିଯାଇଥାଏ , ଗୋଟେ ପକ୍ଷରୁ ବିବାହ ପରେ ପୁରା ଦୁନିଆଁ ବଦଳିଯାଏ । ଯଦି ଆମେ ବର ଓ କନ୍ୟାର ବିଷୟରେ ତୁଳନା କରିବା ତେବେ ବରର ଜୀବନରେ ସେମିତି କିଛି ଖାସ୍ ପରିବର୍ତ୍ତନ ନହେଲେ ବି କନ୍ୟାର ଜୀବନରେ ବହୁତ ବଡ ପରିବର୍ତ୍ତନ ଦେଖିବାକୁ ମିଳିଯାଏ । ଏହି କାରଣରୁ ଭାରତୀୟ ସଂସ୍କୃତି ଅନୁସାରେ କନ୍ୟା ନିଜ ବାପଘର ଛାଡି ନିଜ ସ୍ୱାମୀ ସହ ଶଶୁରଘର ଚାଲିଆସେ
ଗୋଟେ ଝିଅ ଯିଏ କି ଛୋଟ ବେଳରୁ ନିଜ ବାପ ମାଙ୍କ ସହ ରହିଆସୁଥିଲା ସେ ଅଚାନକ ନିଜ ଘର ଛାଡି ଏକ ଅଜଣା ବ୍ୟକ୍ତି ସହ ତାହାର ଘର ଯାଈକରି ପୁରା ଜୀବନ କଟାଇଥାଏ । ଏହା ସବୁ ଝିଅଙ୍କ ଜୀବନରେ ଏକ ମୁସକିଲ୍ ସମୟ ହୋଇଥାଏ ।ଯେବେ କେଉଁ ଝିଅ ଶଶୁରଘର ଯାଇଥାଏ ତେବେ ନିଜ ବାପଘର ପ୍ରତି ଦାୟିତ୍ୱ ଭାବ କମ୍ ହୋଈଯାଏ , ଓ ଶଶୁରଘର ସଂମ୍ପର୍କକୁ ଅଧିକା ଦାୟିତ୍ୱ ଦେବାକୁ ପଡେ , ଶଶୁରଘରେ ବହୁତ ସାରା ସଂମ୍ପର୍କ ତିଆରି ହୋଈଯାଏ , ଓ ତାହା ସହ ସାମଞ୍ଜସ୍ୟ ରଖି ଆଗକୁ ଜୀବନ ବଢାଇବାକୁ ପଡୀଥାଏ ,
ଏମିତି ଏକ ଘଟଣା ଉପରେ ଆଇଏଏସ୍ ପରୀକ୍ଷାରେ ମଜାଦାର୍ ପ୍ରଶ୍ନ ପଚାଯାଇଥିଲା , ଏହି ପ୍ରଶ୍ନ ଏହା ଥିଲା କି ଏମିତି କେଉଁ ସଂମ୍ପର୍କ ଅଛି ଯାହା ଝିଅ ନିଜ ବାପଘରେ ଛାଡିଆସେ ଓ ଶଶୁରଘରେ ତା ବଦଳରେ ପାଇଥାଏ ? ଏହି ପ୍ରଶ୍ନ ଟିକିଏ ଅଡୁଆ ଅଛି କିନ୍ତୁ ଏହାର ଉତ୍ତର ବହୁତ ସରଳ ଅଛି , ଆପଣଙ୍କୁ ଜଣେଇଦେବୁ କି ଆଇଏଏସ୍ ପରୀକ୍ଷା ଭାରତରେ ସବୁଠାରୁ କଠିନ ପରୀକ୍ଷାରେ ଆସିଥାଏ , ଏଠାରେ ପ୍ରତିଯୋଗୀର ବୁଦ୍ଧିର ପରୀକ୍ଷାପାଇଁ ଏପରି ଟ୍ରିକି ପ୍ରଶ୍ନ ପଚାରାଯାଇଥାଏ , ତେବେ ଆସନ୍ତୁ ଏହାର ଉତ୍ତର କହିଦେବୁ ,
ଯେବେ ଏକ ଝିଅ ନିଜ ବାପଘର ଛାଡି ଶଶୁର ଘର ଆସେ ତେବେ ନୁଆ ସଂମ୍ପର୍କରେ ଯୋଡି ହୋଇଯାଏ , ମା ରୁପରେ ଶାଶୁ, ବାପାଙ୍କ ରୁପରେ ଶଶୁର , ଭାଇ ରୁପରେ ଦିଅର , ଭଉଣୀ ରୁପରେ ନଣନ୍ଦ ଇତ୍ୟାଦି , କିନ୍ତୁ ଏବେ ଏହା ପ୍ରଶ୍ନ ଅଛି କି ଶଶୁରଘରେ ଯେବେ କନ୍ୟା ଆସେ ତେବେ ସେ ନିଜ ସ୍ୱାମୀଠାରୁ କେଉଁ ସଂମ୍ପର୍କ ପାଏ ଯାହା କି ନିଜ ବାପଘର ବଦଳରେ ମିଳିଥାଏ । ଏହାର ଉତ୍ତର ଏକ ଆଶ୍ଚର୍ଯ୍ୟଜନକ ହୋଇଯିବ । ଏହି ପ୍ରଶ୍ନର ଉତ୍ତର ହେଲା ନିଜସ୍ୱ ସଂମ୍ପର୍କ , ଏହା ଟିକିଏ ଦ୍ୱନ୍ଦ ଯୁକ୍ତ ଥିଲା , ଯଦି ଏକ ଝିଅ ବିବାହ ପରେ ଅର୍ଦ୍ଧାଙ୍ଗିନୀ ହୋଇଯାଏ , ତେବେ ଏହାର ମତଲବ ହୋଇଥାଏ କି ଝିଅ ବିବାହ ପରେ ସ୍ୱାମୀ ସହ ସେହି ସଂମ୍ପର୍କ ହେବା ଦରକାର ଯାହା ବିବାହ ପୁର୍ବରୁ ହେଉଥିଲା । ଏହି ପରି ବିବାହ ପରେ ବାପଘରେ ନିଜ ସଂମ୍ପର୍କର ବଦଳରେ ଶଶୁରଘରେ ସେ ସ୍ୱାମୀ ପାଇଥାଏ ।