July 12, 2025

Odia Express

Leading Odia News Portal of Odisha

ଶିବପୁରାଣ ଅନୁଯାୟୀ ଏହି ଗୋଟିଏ ଜିନିଷ ଦାନ କଲେ ମିଳିଥାଏ ଭଗବାନ ଶିବଙ୍କ କୃପା, ତାପରେ ଯମରାଜ ମଧ୍ୟ ଛୁଇଁ ପାରିବେ ନାହିଁ ଆପଣଙ୍କୁ …

ଆମର ହିନ୍ଦୁ ଧରମରେ ଦାନଧର୍ମର ବହୁତ ମହତ୍ଵ ରହିଛି । ଏହା କୁହାଯାଏ ଯେ ଦାନ କରିବା ଦ୍ଵାରା ଦେବତା ଆପଣଙ୍କ ଉପରେ ବହୁତ ପ୍ରସନ୍ନ ହୋଇଥାନ୍ତି ଓ ଏହାଦ୍ବାରା ଆପଣଙ୍କୁ ସୁଖ ସମୃଦ୍ଧିର ଆଶୀର୍ବାଦ ମଧ୍ୟ ମିଳିଥାଏ । ଏହି କାରଣରୁ ବହୁତ ଲୋକ ନିଜର ଇଷ୍ଟ ଦେବତା ଓ ଭଗବାନଙ୍କୁ ପ୍ରସନ୍ନ କରିବା ପାଇଁ ଗରିବଙ୍କୁ ଦାନରେ କିଛି ନା କିଛି ଦେଇଥାନ୍ତି । ଏହାଦ୍ୱାରା ଗରିବଙ୍କର ମଧ୍ୟ ଭଲ ହୋଇଥାଏ ଓ ଭକ୍ତମାନଙ୍କୁ ନିଜର ଆସ୍ଥା ଦେଖାଇବାର ସୁଯୋଗ ମିଳିଥାଏ । ଏବେ ସମସ୍ତେ ନିଜର କ୍ଷମତା ଅନୁଯାୟୀ ଦାନ କରନ୍ତି, କିନ୍ତୁ ଶିବ ପୁରାଣରେ ଏକ ଏପରି ଜିନିଷର ଉଲ୍ଲେଖ ରହିଛି , ଯାହାକୁ ଦାନ କରିବା ଦ୍ଵାରା ଆପଣଙ୍କୁ ଭଗବାନ ଶିବଙ୍କର କୃପା ମିଳିଥାଏ ।

ଏହି ଜିନିଷକୁ ଦାନ କରିବା ଦ୍ଵାରା ଆପଣଙ୍କ ଉପରେ ସବୁବେଳେ ଶିବଙ୍କର ଆଶୀର୍ବାଦ ରହିଥାଏ । ଏମିତିରେ ହିନ୍ଦୁ ଧର୍ମରେ ଅନେକ ଏଭଳି ସ୍ଵତନ୍ତ୍ର ତିଥି ବିଷୟରେ ବର୍ଣନା କରାଯାଇଛି , ଦେଉଁଦିନ ଦାନ କରିବା ଦ୍ଵାରା ଅମଙ୍କୁ ବହୁତ ପୁର୍ନି ମିଳିଥାଏ । ତେଣୁ ତ ଆପଣ ପ୍ରାୟତଃ ଲୋକଙ୍କୁ ପୂର୍ଣ୍ଣିମା ଓ ଅମାବାସ୍ୟା ଦିନ ବହୁତ ଦାନ କରିବାର ଦେଖିଥିବେ । ତେବେ ଆସନ୍ତୁ ଆଜି ଆପଣଙ୍କୁ କହିବୁ ଯେ ଶିବ ପୁରାଣ ଅନୁଯାୟୀ ଦାନ କରିବାର କଣ ମହତ୍ଵ ମିଳିଥାଏ ।

ଶିବ ପୁରାଣ ଅନୁଯାୟୀ ସେହି ବ୍ୟକ୍ତି ଯାହାର ଖରାପ ସମୟ ଚାଲୁଅଛି , ଯଦି ସେ ଲୁଣ ଦାନ କରନ୍ତି ତେବେ ତାଙ୍କର ଖରାପ ସମୟ ସତରେ ଟଳିଯିବ। ଆପଣ ତ ସେହି କଥା ଶୁଣିଥିବେ ଯେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିଜର ଲବଣର କରଜ ଏହିଠାରେ ସୁଝିବାକୁ ହୋଇଥାଏ । ବୋଧହୁଏ ଏହି କାରଣ ଅଟେ ଯେ ଶିବ ପୁରାଣରେ ମଧ୍ୟ ଲବଣଦାନ କରିବାକୁ କୁହାଯାଇଛି ।

ଏହାଛଡା ଶିବ ପୁରାଣ ଅନୁଯାୟୀ ଯେଉଁ ବ୍ୟକ୍ତି ରୋଗରେ ପୀଡିତ ଅଟନ୍ତି , ତାଙ୍କୁ ଘିଅର ଦାନ କରିବା ଉଚିତ । ଘିଅ ଦାନ କରିବା ତାଙ୍କ ନିମନ୍ତେ ବହୁତ ଲାଭଜନକ ହୋଇଥାଏ । ଏଥିପାଇଁ ଯଦି ସମ୍ଭବ , ତେବେ କୌଣସି ବ୍ୟକ୍ତିଙ୍କୁ ଘିଅ ଦାନ କରନ୍ତୁ , ଯାହାଙ୍କୁ ଏହାର ଆବଶ୍ୟକତା ରହିଛି ।

ଶିବ ପୁରାଣ ଅନୁଯାୟୀ ଯେଉଁ ବ୍ୟକ୍ତିଙ୍କୁ ମୃତ୍ୟୁ ଭୟ ଉପରେ ବିଜୟପ୍ରାପ୍ତ କରିବାର ଅଛି , ତାଙ୍କୁ ରାଶି ଦାନ କରିବା ଉଚିତ । ଜଣେଇଦେବୁ ଯେ ଏହା ସେହି ଜିନିଷ ଅଟେ ଯାହାକୁ ଦାନ କରିବା ଦ୍ଵାରା ବ୍ୟକ୍ତିଙ୍କୁ ଭଗବାନ ଶିବ ଙ୍କ କୃପା ପ୍ରାପ୍ତ ହୋଇଥାଏ । ଏବେ ଏହା ପ୍ରମାଣିତ ଅଟେ ଯେ ଯେଉଁ ବ୍ୟକ୍ତିଙ୍କୁ ଶିବଙ୍କ କୃପା ମିଳିଯିବ, ତାଙ୍କର ଭଲା ଡର କଣ କରିପାରିବ । ଭଗବାନ ଶିବଙ୍କ କୃପା ମିଳିଲେ ମୃତରେ ମଧ୍ୟ ଜୀବନ ସଞ୍ଚରି ଯିବ ,ତେଣୁ ଯଦି ଆମେ ମନୁଷ୍ୟଙ୍କୁ ତାଙ୍କର କୃପା ମିଳିଯିବ , ତେବେ ଜାଣନ୍ତୁ ଆମକୁ ସବୁକିଛି ମିଳିଯିବ । ଏହାଦ୍ୱାରା ବ୍ୟକ୍ତିଙ୍କ ଠାରେ କେବଳ ଏକ ନୂତନ ଶକ୍ତି ସୃଷ୍ଟି ହୋଇଥାଏ ତାସହ ତାଙ୍କର ଭୟ ଶେଷ ହୋଇଯାଏ ।

ଏହାସହ ଶିବ ପୁରାଣ ଅନୁଯାୟୀ ଯେଉଁ ବ୍ୟକ୍ତି ଶସ୍ୟର ଦାନ କରନ୍ତି , ତାଙ୍କ ଗୃହରେ କେବେ ଅନ୍ନର ଅଭାବ ହୋଇନଥାଏ । ଜଣେଇଦେବୁ କି ଗୁଡ ଦାନ କରିବା ମଧ୍ୟ ବହୁତ ଶୁଭ ହୋଇଥାଏ । ଏହାଦ୍ୱାରା ବ୍ୟକ୍ତିଙ୍କର ନିଜର ମନପସନ୍ଦ ଭୋଜନ ପ୍ରାପ୍ତ ହୋଇଥାଏ । ଆମେ ଆଶା କରୁଛୁ ଯେ ଆପଣଙ୍କୁ ଯେବେ ମଧ୍ୟ ସୁଯୋଗ ମିଳିବ ତ ଆପଣ ଜରୁରତମନ୍ଦ ଲୋକଙ୍କୁ ଦାନ ନିଶ୍ଚିତ କରିବା ମଧ୍ୟ ଆପଣଙ୍କ କର୍ମର ଏକ ଅଂଶ ଅଟେ ଓ ଏହାଦ୍ୱାରା ଆପଣାକୁ ଭଗବାନ ଶିବଙ୍କ କୃପା ପ୍ରାପ୍ତ ହେବ ।

ତେଣୁ ଯଦି ଆପଣ ନିଜର ଭଗବାନଙ୍କୁ ଖୁସି କରିବାକୁ ଚାହାନ୍ତି, ତେବେ କେବେ ମଧ୍ୟ ଦାନ କରିବାକୁ କୁଣ୍ଠିତ ହେବେ ନାହିଁ ।

Leave a Reply

Your email address will not be published. Required fields are marked *