ପାଞ୍ଚଟି ଏମିତି ମହାଉପାୟ ଯାହା ବଦଳାଇଦେବ ଆପଣଙ୍କ ଜୀବନ – ଏବେ ଜାଣିରଖନ୍ତୁ …

ଜ୍ୟୋତିଷ୍ୟ ଶାସ୍ତ୍ର ଓ ତନ୍ତ୍ର ଶାସ୍ତ୍ରରେ ଅନେକ ଛୋଟ ଓ ସହଜ ଉପାୟ କୁହାଯାଇଛି , ଯାହାର ପ୍ରୟୋଗ କରି କିଛି ବି ଜୀବନରେ ଚାଲୁଥିବା ଅସୁବିଧାକୁ ଦୂର କରାଯାଈପାରିବ , ବହୁତ ଲୋକ ଏହି ଉପାୟ ବିଷୟରେ ଜାଣିନାହାନ୍ତି , ଯଦି ଆପଣ ଜାଣିଛନ୍ତି ତେବେ ବିଶ୍ୱାସ କରନ୍ତି ନାହିଁ , ଏହି ଉପାୟ ବିଶ୍ୱାସ କରିବା ପୁର୍ବରୁ ଅଛି କି ନିଜ ଉପରେ ବିଶ୍ୱାସ କରିବା , ଜ୍ୟୋତିଷ୍ୟଶାସ୍ତ୍ରରେ ଓ ତନ୍ତ୍ର ଶାସ୍ତ୍ରର ଅନୁସାରେ ଯଦି ଏହି ଉପାୟକୁ ସତ ମାନିନିଆଯାଏ ତେବେ ଶିଘ୍ର ଏହାର ସକାରାତ୍ମକ ପ୍ରଭାବ ଦେଖିବାକୁ ପାଇଯିବେ , କିଛି ଏମିତି ଉପାୟ ବହୁତ କାରଗର ହୋଇଥାଏ , ଯାହାକୁ କରିଲେ ଆପଣଙ୍କର ଓ ନିଜ ପରିବାରର ଜୀବନରେ ସବୁ ସମସ୍ୟା ଦୁର ହୋଇଯିବ ।
ପାଠପଢାପାଇଁ ଏକାଗ୍ରତା : ଯଦି ଛୁଆଙ୍କର ପାଠପଢାର୍ ମନ ଲାଗୁନାହିଁ ତେବେ ରବିବାର ଦିନ ତେନ୍ତୁଳିର ୨୨ ପତ୍ର ନିଅନ୍ତୁ , କିନ୍ତୁ ଧ୍ୟାନ ରଖିବେ କି ଏହି ପତ୍ରକୁ ଛିଡାନ୍ତୁ ନାହିଁ , ଯାହା ତଳେ ପଡିଥିବ ତାହାକୁ ଉଠାଇକରି ଆଣନ୍ତୁ , ଏଥିରେ ୧୧ ଟି ପତ୍ରକୁ ସୁର୍ଯ୍ୟଦେବଙ୍କୁ ଓଁ ସୁର୍ଯ୍ୟାୟ ନମଃ କରି ଅର୍ପଣ କରନ୍ତୁ , ଏବଂ ଶେଷ ପତ୍ରକୁ କେଉଁ ବହିରେ ରଖିନିଅନ୍ତୁ , ଏହି ଉପାୟ କରିବାପରେ ଆପଣଙ୍କ ମନ ପାଠପଢାରେ ଆସିଯିବ , ଓ ମନ ଲଗାଇ ଅଧ୍ୟୟନ କରିବେ ।
ପରୀକ୍ଷାରେ ସଫଳତା ଅର୍ଜନ କରିବା ପାଇଁ ଉପାୟ : ପରୀକ୍ଷାରେ ସଫଳତା ଓ ଏକାଗ୍ରତା ହେତୁ ଗଣେଷଙ୍କ ରୁଦ୍ରାକ୍ଷ ଧାରଣ କରିନିଅନ୍ତୁ , ତଥା ପ୍ରତ୍ୟେକ ବୁଧବାରକୁ ଗଣେଷଙ୍କ ମନ୍ଦିରରେ ମୁଗରେ ତିଆରି ୧୧ କିମ୍ବା ୨୧ ଟି ଲଡୁର ଭୋଗ ଚଢାନ୍ତୁ , ଭଗବାନ ଗଣେଷଙ୍କ ପୁଜା ଅର୍ଚ୍ଚନା କରିବା ସହ ଏହି କଥାକୁ ବିଶେଷ ଧ୍ୟାନ ରଖନ୍ତୁ କି ଯଦି ଏହି ଉପାୟ ଭରସା ରେ ରହିଲେ କିଛି ଫଳପ୍ରଦ ହେବ ନାହିଁ ସବୁ ଠାରୁ ଜରୁରୀ ହୋଇଥାଏ କି ସଫଳତା ପ୍ରାପ୍ତି ପାଇଁ କଠିନ ପରିଶ୍ରମର ଆବଶ୍ୟକତ, ଏଥିପାଇଁ ପରିଶ୍ରମ କରନ୍ତୁ ପରୀକ୍ଷାରେ ନିଶ୍ଚିତ ଭଲ ଫଳ ପାଇପାରିବେ ।
୩) ପଦୋନ୍ନତି ପାଇଁ କରନ୍ତୁ ଏହି ଉପାୟ : ଚାକିରି ପେଶା ସହ୍ ଯୋଡି ହୋଇଥିବା ଲୋକ ସବୁ ବର୍ଷ ପଦୋନ୍ନତିକୁ ନେଇ ଓ ବେତନ ଅପେକ୍ଷା କରିଥାନ୍ତି , ବର୍ଷସାରା ପରିଶ୍ରମକରିବାପରେ ତାଙ୍କ ସ୍ୟାଲେରି ବଢିଥାଏ , ଚାକିରି କରୁଥିବା ଲୋକ ସବୁବେଳେ ଖୁସି ରହିଥାଏ , କିନ୍ତୁ ବହୁତଥର ଏପରି ହୁଏ କି ପରିଶ୍ରମର ଫଳ ମିଳିପାରେ ନାହିଁ , ତାଙ୍କର୍ ପ୍ରମୋଶନରେ କେଉଁ ନା କେଉଁ ପ୍ରକାରର ବାଧା ଉପୁଜିଯାଏ , ଏମିତିରେ ବୈଦିକ ଶାସ୍ତ୍ର ରେ ଚାକିରି ପାଇଁ କିଛି ଉପାୟ କୁହାଯାଇଛି , ଏହି ଉପାୟର ମାଧ୍ୟମରେ ଚାକିରି କରୁଥିବା ଜାତକଙ୍କୁ ଭଲ ଚାକିରି ପାଇବେ , ନିଜ ପରିଶ୍ରମର ଫଳ ପ୍ରମୋଶନ୍ ଓ ପଦୋନ୍ନତି ଭାବେ ଦେଖାଦେବ ।
୪) ବ୍ୟବସାୟରେ ଲାଭ ହେତୁ କରନ୍ତୁ ଏହି ଉପାୟ : ଯଦି ଆପଣ କେଉଁ ବିଜନେସ୍ ଆରମ୍ଭ କରିବାକୁ ଇଚ୍ଛୁକ ଅଛନ୍ତି ତେବେ ଅମାବାସ୍ୟା ଦିନ ହଳଦିଆ ରଙ୍ଗର ପତକା ତିଆରି କରି ଶ୍ରୀ ହରି ବିଷ୍ଣୂଙ୍କ ମନ୍ଦିର ଯାଈକରି ଲଗାଇଦିଅନ୍ତୁ , ଏଥିରେ ଆପଣଙ୍କର କାମରେ ଆସୁଥିବା ସବୁ ଅସୁବିଧା ଦୁର ହୋଇଯିବ , ଓ ବିଷ୍ଣୁଙ୍କର ଆଶିର୍ବାଦ ପ୍ରାପ୍ତି ହେବ , କିନ୍ତୁ ଏହା ଜରୁରୀ ଅଟେ , ସଠିକ୍ ଭାବେ କରିବେ , କାରଣ ଭୁଲ୍ କାମ ପାଇଁ ଇଶ୍ୱର ବି ଆପଣଙ୍କ ସାଥ୍ ଦିଅନ୍ତି ନାହିଁ ।
୫) ଅଟକିରହିଥିବା ସରକାରୀ କାମରେ ସଫଳତା ହେତୁ : ଯାଦି ଆପଣଙ୍କର କେଉଁ ସରକାରୀ କାମ ଅଟକି ରହିଛି ସଫଳତା ମିଳିପାରୁନାହୀଁ ତେବେ ନିଜ ପାଖରେ ୫ ଟି ଗୋମତୀ ଚକ୍ର ରଖନ୍ତୁ , ଯଦି କେଉଁ ସରକାରୀ କାର୍ଯ୍ୟ ଅଟକିରହିଥିବ ତେବେ ଏହା ଦ୍ୱାରା ଲାଭବାନ ହେବେ , ଓ ଫଇସଲା ଆପଣଙ୍କର ହିତରେ ହେବ ।