November 1, 2024

Odia Express

Leading Odia News Portal of Odisha

IAS ଇଣ୍ଟରଭିୟୁ ରେ ଏଭଳି ଚତୁର ପ୍ରଶ୍ନ : ଯଦି ପ୍ରତି ବଲରେ ଜଣେ ଖେଳାଳି ଆଉଟ ହେବେ ତେବେ କେତେ ନମ୍ବର ଖେଳାଳି ଆଉଟ ହେବେ ନାହିଁ? କେବଳ ବୁଦ୍ଧିମାନ ଲୋକ ଉତ୍ତର ଦେଇ ପାରିବେ…

ବନ୍ଧୁଗଣ, ଆଇଏଏସ ର ପରୀକ୍ଷାକୁ ସବୁବେଳେ କଠିନ ପରୀକ୍ଷା ମଧ୍ୟରୁ ଗୋଟିଏ ବୋଲି କୁହାଯାଏ । ଆଇଏଏସର ପରୀକ୍ଷା ପାସ କରିବା ପରେ ପ୍ରାର୍ଥୀଙ୍କୁ ଆଇଏଏସର ଇଣ୍ଟରଭିୟୁ ପାସ କରିବାକୁ ହୋଇଥାଏ । ଆଇଏଏସଇଣ୍ଟରଭିୟୁରେ ପ୍ରଶ୍ନକର୍ତ୍ତା ପ୍ରାର୍ଥୀଙ୍କୁ ଏଭଳି ଅଦ୍ଭୁତ ପ୍ରଶ୍ନ ପଚାରନ୍ତି ଯାହାକୁ ଶୁଣି ଅନେକ ପ୍ରାର୍ଥୀଙ୍କର ମୁଣ୍ଡ ଘୂରିଯାଏ । ଆଜି ମଧ୍ୟ ଆମେ ଆଇଏଏସ ଇଣ୍ଟରଭିୟୁରେ ପଚରାଯାଇଥିବା ପ୍ରଶ୍ନ ବିଷୟରେ କଥା କହିବୁ ତେଣୁ ଆସନ୍ତୁ ଜାଣିବା

ପ୍ରଶ୍ନ: ଯଦି କ୍ରିକେଟରେ ଜଣେ ଖେଳାଳି ପ୍ରତି ବଲରେ ଆଉଟ ହୁଅନ୍ତି ତେବେ କୁହନ୍ତୁ କେତେ ନମ୍ବର ବ୍ୟାଟ୍ସମ୍ୟାନ ନଟଆଉଟ ରହିବେ?

ଉତ୍ତର: 8 ନମ୍ବର, କାରଣ ପ୍ରଥମ ଓଭରର 6 ବଲରେ ପ୍ରଥମ, ଦ୍ଵିତୀୟ, ତୃତୀୟ, ଚତୁର୍ଥ, ପଞ୍ଚମ, ଷଷ୍ଠ ଓ ସପ୍ତମ  ଖେଳାଳି ଆଉଟ ହେବେ। ଓଭର ସମାପ୍ତ ହେବାପରେ ଦ୍ଵିତୀୟ ବୋଲର ସାଇଡ ଓ ଅଷ୍ଟମ ଖେଳାଳି ବ୍ୟାଟିଂ ସାଇଡରେ ରହିବେ। କିନ୍ତୁ ଦ୍ଵିତୀୟ ଓଭରର ପ୍ରାରମ୍ଭରେ ଦ୍ଵିତୀୟ ଖେଳାଳି ବ୍ୟାଟିଂ କରିବାକୁ ଆସିବେ ଓ ଅଷ୍ଟମ ଖେଳାଳି ବୋଲିଂ ସାଇଡରେ ରହିବେ। ଦ୍ଵିତୀୟ ଓଭରରେ ଦ୍ଵିତୀୟ, ନବମ ଓ ଦଶମ ଓ ଏଗାରତମ ଖେଳାଳି ଆଉଟ ହୋଇଯିବେ ଓ ଅଷ୍ଟମ ଖେଳାଳି ବୋଲିଂ ସାଇଡରେ ନଟଆଉଟ ରହିବେ ।

୨) ଆପଣ ମନେ କରନ୍ତୁ ସକାଳୁ ଉଠିଲେ ଓ ଜାଣିଲେ କି ଆପଣ ମା ହେବାକୁ ଯାଉଛନ୍ତି , ତେବେ ଆପଣ କଣ କରିବେ ?

ଉତ୍ତର : ମୁଁ ବହୁତ ଖୁସି ହେବି ଓ ସର୍ବପ୍ରଥମେ ଏହି ଖବର ନିଜ ସ୍ୱାମୀଙ୍କୁ ଜଣାଇବି ।

୩  – ବିବାହିତ କନ୍ୟା ବିବାହ ସମୟରେ ହାତରେ ମେହେନ୍ଦୀ ଲଗାଏ କାହିଁକି ?

ଉତ୍ତର : ଭାରତୀୟ ପରମ୍ପରାରେ ମେହେନ୍ଦୀର ପ୍ରଚଳନ ବହୁତ ଯୁଗରୁ ହୋଇଆସୁଛି , ମେହେନ୍ଦୀ ନାରୀର ଏକ ଅଭିନ୍ନ ଅଙ୍ଗ ଅଟେ , ଯାହା ବିନା କିଛି ବି ରୀତିନୀତି ସଂପର୍ଣ୍ଣ ହୁଏ ନାହିଁ , ଏଥିପାଇଁ ବିବାହ ସମୟରେ କନ୍ୟାର ହାତରେ ମେହେନ୍ଦୀ ଲଗାଯାଏ ।

ଆମେ ଆଶା କରୁଚୁ କି ଏହି ପ୍ରଶ୍ନ ଓ ଉତ୍ତର ଆପଣାକୁ ଭଲ ଲାଗିଥିବା ନିଶ୍ଚୟ | ତେବେ ଯଦି ଆପଣାକୁ ଏହା ଭଲ ଲାଗିଛି ସାଙ୍ଗମାନଙ୍କ ସହ ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *