ଜାଣନ୍ତୁ ପାରାଲିସିସ୍ କାହିଁକି ହୋଇଥାଏ ? କଣ ଅଟେ ଏହାର ଲକ୍ଷଣ , କାରଣ କଣ ଓ ପାରାଲିସିସ୍ ହେବା ମାତ୍ରେ ଏହି ଉପାୟ ନିଶ୍ଚୟ କରନ୍ତୁ…

ପାରାଲିସିସ୍ କୁ ଅଧିକାଂଶ ଲୋକେ ଜାଣିଛନ୍ତି ଓ ସାଧାରଣତଃ ଏମିତି ଦେଖିବାକୁ ମିଳେ କି ଶରିରର କେଉଁ ଅଙ୍ଗକୁ ଏହା ପ୍ରଭାବିତ ହୋଇଥାଏ , ଓ ସେହି ଅଙ୍ଗର ଶାରରୀକ ପ୍ରତିକ୍ରିୟା , କହିବା ଓ ଅନୁଭବ କରିବା ଶେଷ ହୋଇଯାଏ , ଦେଖାଯାଏ କି ସେହି ଲୋକଙ୍କ ଅଧିକା ହେବାର ସମ୍ଭାବନା ଅଧିକା ହୋଇଥାଏ , ଯୁବାବସ୍ଥାରେ ଅତ୍ୟାଧିକ ନିଶାର ସେବନ କାରଣରୁ ଏହି କାମ କରିବାକୁ ଭୟ ମନା କରୁ , ଓ ଅଧିକା ଆଳସ ଆଦି କରିଥାଉ , ଏହାର କାରଣରୁ ସ୍ନାୟବିକ ତନ୍ତ୍ର ଧିରେ ଧୀରେ ଦୁର୍ବଳ ହୋଇଯାଏ , ଯାହା ଦ୍ୱାରା ବଢୁଥିବା ଆୟୁରେ ଏହି ରୋଗ ଆକ୍ରମଣ ଧିରେ ଧିରେ ବଢିବାକୁ ଲାଗେ , କହିବାକୁ ଗଲେ ପ୍ରଭାବୀ କ୍ଷେତ୍ରର ଭାଗକୁ ଯେପରି ଉଠିବା,ବୁଲିବା ଚାଲିବା ଆଦି ପ୍ରାୟ ଅସମ୍ଭବ ହେବାକୁ ଲାଗେ , ଏହା କହିଦେବୁ କି କେବଳ ଆଳସ ଜୀବନରେ ନୁହେଁ ବରଂ ଏହା ଉଲଟ ଆଦି କର୍ମବ୍ୟସ୍ତ କ୍ଷମତା ଅଧିକା ପରିଶ୍ରମ କରିବା , ଅତି ଆହାର , ଆଦି କାରଣରୁ ପାରାଲିସିସ୍ ହୋଇଥାଏ,
ଏହା ଛଡା କହିଦେବୁ କି ଦିମାଗର ଏକ ବିଶେଷ ଜାଗାରେ ରକ୍ତ ପ୍ରବାହ ଅଟକିଯାଏ , ତେବେ ଦିମାଗ ସେହି ଭାଗକୁ କ୍ଷତି ପହଞ୍ଚାଇଥାଏ , ଯାହାକୁ ପାରାଲିସିସ୍ କହନ୍ତି , ସୁଚନା ପାଇଁ କହିଦେବୁ କି ପ୍ରାୟ ୮୫ ପ୍ରତିଶତ ଲୋକଙ୍କ ଦିମାଗର ରକ୍ତର ନଳୀ ଅବରୁଦ୍ଧ ହେବାରେ ୧୫ ପ୍ରତିଶତ ଲୋକଙ୍କ ମସ୍ତିଷ୍କ ରକ୍ତର ଶିରା ଫାଟିବା କାରଣରୁ ପାରାଲିସିସ୍ ହୋଈଯାଏ , କୁହାଯାଏ କି ଦିମାଗରେ ରକ୍ତ ପହଞ୍ଚାଇବାପାଇଁ ରକ୍ତର ନଳିର ଭିତର ଭାଗରେ କୋଲେଷ୍ଟ୍ରୋଲ୍ ଜମିବା କାରଣରୁ ମାର୍ଗ ବାଧିତ ହୋଇଥାଏ , କିମ୍ବା ରକ୍ତର ଥକ୍କା , ହୃଦୟରୁ କିମ୍ବା ଗଳାରୁ ଧମନୀରୁ ବାହାର କରି ରକ୍ତ ପ୍ରବାହ ଦ୍ୱାରା ପହଞ୍ଚିକରି ଅବରୁଦ୍ଧ କରିଦେବା ଯାହାର କାରଣରୁ ପାରାଲିସିସ୍ ବିପଦ ହୋଇଯାଏ ।
ଲକ୍ଷଣ : ଯଦି ଆପଣଙ୍କୁ ଲାଗିଥାଏ କି ଯେଉଁ ବ୍ୟକ୍ତି ସାମ୍ନାରେ ତାହା ସହ ଏପରି ଘଟଣା ହୋଇଛି , ତେବେ ତାକୁ ପାରାଲିସିସ୍ ହୋଇନି , ତେବେ ନିମ୍ନ ଲିଖିତ ଜିନିଷ ଯାଞ୍ଚ କରିନିଅନ୍ତୁ , ଏହାଦ୍ୱାରା ସ୍ପଷ୍ଟ ହୋଇଯିବ ,
୧) ଚେହେରା : କଣ ରୋଗୀ ଠିକ୍ ଭାବେ ହସି ପାରୁଛି , କଣ ତାର ଗୋଟେ ପଟ ଚେହେରା ଆଖିର ଲଟକ ନାହିଁ ତ
୨) ହାତ କଣ ରୋଗୀର ଦୁଇ ହାତ ସହଜରେ ଉପରକୁ ଉଠାଇପାରୁଛି ।
୩) କହିବା : କଣ ରୋଗୀ ସ୍ପଷ୍ଟଭାବେ କହିପାରୁଛି , ଓ ଆପଣଙ୍କ କହୁଥିବା ଶବ୍ଦ କୁ ବୁଝିପାରୁଛି , ଆପଣଙ୍କୁ କହିଦେବୁ କି ଯଦି ରୋଗୀର ଏହି ଲକ୍ଷଣ ଦେଖାଦିଏ ତେବେ ୮୫ ପ୍ରତିଶତ ଭାବିନେବେ କି ତାକୁ ପାରାଲିସିସ୍ ହୋଇଛି , ଏମିତି ଅବସ୍ଥାରେ ତାକୁ ତୁରନ୍ତ ମେଡିକାଲ୍ ସହାୟତାରେ ଉପଲ୍ଲବ୍ଧ କରାନ୍ତୁ ଓ ନ୍ୟୁରୋଲୋଜିଷ୍ଟଙ୍କୁ ଦେଖାନ୍ତୁ ।
ଆପଣଙ୍କୁ ଜାଣିଲେ ଏହା ଭଲ ଲାଗିବ କି ପ୍ରାୟ ୮୦ ପ୍ରତିଶତ ମାମଲାରେ ପାରାଲିସିସ୍ ରୁ ବଞ୍ଚିପାରିବେ , ୫୦ ପ୍ରତିଶତ ରୁ ଅଧିକା ପାରାଲିସିସ୍ ଅନିୟନ୍ତ୍ରିତ ରକ୍ତଚାପ କିମ୍ବା ଉଚ୍ଚ ରକ୍ତଚାପ କାରଣରୁ ହୋଇଥାଏ , ଏହା ସହ ଧୁମ୍ରପାନ ତ୍ୟାଗ, ବୁଲିବାକୁ ଯିବା , ନିୟମିତ ବ୍ୟାୟାମ୍ , ଏଟ୍ରିୟଲ୍ ଫେବ୍ରିଲେଶନ୍ , ଯେଉଁଥିରେ ହୃଦୟର ଗତି ଅନିୟନ୍ତ୍ରିତ ହୋଈଯାଏ , ଏହି ସବୁ ତରିକା ତାହାର ଉପଚାର ଜରୁରୀ ଅଟେ , ଏମିତି ଦେଖାଯାଇଛି କି ବହୁତ ରୋଗୀଙ୍କୁ ପାରାଲିସିସ୍ ହେବାର କିଛି ସପ୍ତାହ ମଧ୍ୟରେ ଟିକିଏ ସୁଧାର ଦେଖିବାକୁ ମିଳେ , ଏହା ସଂମ୍ଭବ ନୁହେଁ କି ଏମିତି କାହା ସହ୍ ହେଉ ରୋଗୀର୍ ମଧ୍ୟରେ ପାରାଲିସିସ୍ ଗୋଟେ କିମ୍ବା ଦେଢ ବର୍ଷ ମଧ୍ୟରେ କେବେ ସୁଧାର ଆସିପାରିବ , କେବଳ କିଛି ରୋଗୀଙ୍କର ଅଧିକା ସମୟ ରହିଥାଏ ।