November 3, 2024

Odia Express

Leading Odia News Portal of Odisha

ଚାଣକ୍ୟଙ୍କ ଅନୁସାରେ ଏମିତି ପୁରୁଷ ହୋଇଥାନ୍ତି କାମ ବାସନାର ଅଧିକତା – ଏଭଳି ପୁରୁଷ ଠାରୁ ସର୍ବଦା ଦୁରେଇ ରୁହନ୍ତୁ ନଚେତ..

ଚାଣକ୍ୟ ନୀତି ଭାରତୀୟ ଇତିହାସ ଓ ସଂସ୍କୃତିରେ ଏମିତି ଦୁର୍ଲ୍ଲଭ ନିଧି ଅଟେ , ଯାହା ଉପରେ ଆମେ ଭାରତର ନାଗରିକ ଗର୍ବ ମସ୍ତକ ଉଚ୍ଚା କରିକି ଏହି କଥା କହିପାରିବା କି ଭାରତୀୟ ଦାର୍ଶନିକ ଚିନ୍ତକ, ବିଚାରକ, ଓ ଲେଖକ ୟୁନାନ ଙ୍କ ବିଦ୍ୱାନଙ୍କ ଠାରୁ କମ୍ ନୁହନ୍ତି , ପ୍ରାୟ ଦୁଇ ହଜାର ଚାରି ଶହ ବର୍ଷ ପୂର୍ବରୁ ନାଳନ୍ଦା ବିଶ୍ୱବିଦ୍ୟାଳୟର ଆଚାର୍ଯ୍ୟ ଚାଣକ୍ୟ ସେହି କାଳର ବ୍ୟବସ୍ଥା ବର୍ଣ୍ଣନ ନିଜ ଚାଣକ୍ୟ ନୀତିରେ କରିଥିଲେ , ଯାହା ଦ୍ୱାରା ମିତ୍ରଭେଦ ରୁ ନେଇକରି ପରିଚୟ, ପତି ପରାୟଣ ତଥା ଚରିତ୍ରହୀନ ସ୍ତ୍ରୀଙ୍କ ବିଭେଦ, ରାଜାଙ୍କ କର୍ତ୍ତବ୍ୟ ଓ ଜନତାଙ୍କ ଅଧିକାରଗୁଡୀକ ତଥା ବର୍ଣ୍ଣ ବ୍ୟବସ୍ଥା ଉଚିତ ନିଦାନ ହୋଇଥାଏ ।

ସେମିତି ସେ କହିଛନ୍ତି କି କେଉଁ ପ୍ରକାରର ପୁରୁଷଙ୍କ କାମନା ବାସ ଅଧିକା ଦେଖିବାକୁ ମିଳେ , ସେମିତି ଆଚାର୍ଯ୍ୟ ଚାଣକ୍ୟଙ୍କ କହିବା ଅଥା କି ଯେଉଁ ପୁରୁଷ ସବୁବେଳେ ଏହି ଆଶାରେ ରହିଥାଏ କି କେବେ ତାକୁ କେଉଁ ମହିଳାକୁ ଆକର୍ଷଣ ଲାଗିବ , ଏହାର ସଠିକ୍ ମକସଦ ଏହା ହୋଇଥାଏ କି ସେ ସବୁ ସମୟରେ ମହିଳାଙ୍କ ସହ ଯୋଡି ହୋଇ ରହୁ  । ଏମିତି ବ୍ୟକ୍ତି ନିଜକୁ ସୁନ୍ଦର ଦେଖାଯିବାପାଇଁ ସବୁ ପ୍ରକାର ଶୃଙ୍ଗାର କରିଥାଏ , ଓ ଯେବେ ତାଙ୍କୁ ସେ ସ୍ତ୍ରୀ ମିଳିଯାଏ ସେ ତାକୁ ତ୍ୟାଗ କରିଦିଅନ୍ତି ,  ଏଥିପାଇଁ ଧ୍ୟାନ ରଖନ୍ତୁ କି ଏମିତି ପୁରୁଷ ମହିଳାଙ୍କ ଠାରୁ ଦୂରେଇ ରହିବା ଉଚିତ୍ , ଠିକ୍ ଏହାର୍ ବିପରିତ ଯେଉଁ ପୁରୁଷ ଭଲ ବସ୍ତ୍ର ଆଭୁଷଣ ଆଦି ସଉକିନ୍ ରଖନ୍ତି ନାହିଁ , କେବେ ଏହି ପ୍ରକାରର ବିଚାର କରନ୍ତି ନାହିଁ । ଚାଣକ୍ୟ ନୀତିରେ ଏକ ଶ୍ଲୋକ କୁହାଯାଇଛି , ନି ସ୍ପୃହୋ ନାଧିକାରୀ ସ୍ୟୋନ୍ନାକାମୋ ମଣ୍ତନପ୍ରିୟଃ । ନବିଦଗ୍ଧ ପ୍ରିୟଂବ୍ରୁୟାତ୍ ସ୍ପଷ୍ଟବକ୍ତା ନ ବଚକଃ ॥

ଏହି ଶ୍ଳୋକରେ କୁହାଯାଇଛି କି ଯେଉଁ ପୁରୁଷ ବଡ ହେବାର ଲକ୍ଷ୍ୟ ନିର୍ଦ୍ଧାରଣ କରେ ଓ ଏମିତି କାମ କରିଥାଏ ଯାହା ଦ୍ୱାରା ତାକୁ ସମାଜରେ ମାନ ସମ୍ମାନ ପ୍ରାପ୍ତି ହେଉ ସେ ଏହି ଅଧିକାର ପ୍ରାପ୍ତି କରିଥାଏ । ଆଚାର୍ଯ୍ୟଙ୍କ ଅନୁସାରେ ଯେଉଁ ବ୍ୟକ୍ତି ମିଠା ମିଠା କଥା କୁହନ୍ତି ନାହିଁ , ଓ ସେମାନେ ମୂର୍ଖ ହୋଇଥାନ୍ତି , କାରଣ ମୁର୍ଖ୍ୟ ବ୍ୟକ୍ତି ସବୁବେଳେ କଡା ବଚନ ପ୍ରୟୋଗ କରିଥାଏ , ସେମିତି ମୁର୍ଖ ବ୍ୟକ୍ତି କେଉଁ ପରିସ୍ଥିତିରେ ସୁଖ ଦେଇନଥାଏ , ଓ ସବୁବେଳେ ଅସୁବିଧାର କାରଣ ହୋଇଯାଏ , ସଫା ସଫା କହିବାକୁ ଗଲେ ବିନା ବୁଲାଇକରି କଥା କହୁଥିବା ବ୍ୟକ୍ତି କେବେ ଧୋକା ଦେଇପାରିବ ନାହିଁ , କାରଣ ତା ମନ ବିଲକୁଲ୍ ସଫା ହୋଇଥାଏ , ଆଚାର୍ଯ୍ୟ ସ୍ତ୍ରୀ ଓ ପୁରୁଷଙ୍କ  ବିଷୟରେ ବହୁତ ବିଚାର ରଖିଛନ୍ତି , ଯାହା ଆଜିର ଜୀବନରେ ବହୁତ ଉପଯୋଗୀ ସିଦ୍ଧ ହୋଇଛି ।

Leave a Reply

Your email address will not be published. Required fields are marked *