March 22, 2025

Odia Express

Leading Odia News Portal of Odisha

ସ୍ତ୍ରୀର ଗୁଣ କିପରି ହେଲେ ସ୍ୱାମୀର ବିକାଶ ହେବ – ଏବେ ଜାଣିରଖନ୍ତୁ ସେ ବିଷୟରେ…

ସାଙ୍ଗମାନେ ଏଥିରେ କୌଣସିବି ସନ୍ଦେହ ନାହିଁକି ଯେତେବେଳେ କୌଣସି ଝିଅର ବାହାଘର ହୋଇଥାଏ ତ ବାହାଘର ପରେ ତାର ଭାଗ୍ୟ ଓ ତାର ଭବିଷ୍ୟ ନିଜ ସ୍ୱାମୀ ସହ ଯୋଡି ହୋଇଥାଏ ଆଜ୍ଞା ହଁ ବାହାଘର ପରେ ପତ୍ନୀ ଯାହାବି କାର୍ଯ୍ୟ କରିଥାଏ ବା ଯାହାବି କହିଥାଏ ତାର ଭଲ ବା ଖରାପ ପ୍ରଭାବ ସ୍ୱାମୀର ଜୀବନ ଶୈଳୀ ଉପରେ ପଡିଥାଏ। ମାନେ ଆମେ ସୀଧା ଶବ୍ଦରେ କହିବାତ ବାହାଘର ପରେ ଝିଅର ଜୀବନ ନିଜ ସ୍ୱାମୀ ଶହ ଜଡିତ ହୋଇଥାଏ ସାଙ୍ଗମାନେ କହିବାକୁ ଗଲେ ବାହାଘର ଗୋଟେ ଏମିତି ବନ୍ଧନ ଅଟେ ଯାହା ଦୁଇଟି ମନକୁ ପରସ୍ପର ଭାବେ ଯୋଡ଼ିଥାଏ ଯଦି ଏମିତିରେ କାହାର ଗୋଟେ ଜୀବନରେ କିଛି ଭଲ କିମ୍ବା କିଛି ଖରାପ ହୋଇଥାଏ ତ ତାର ଜଣଙ୍କର ପ୍ରଭାବ ଅନ୍ୟଜଙ୍କ ଉପରେ ପ୍ରଭାବ ପଡିଥାଏ ।

କହିବାକୁ ଗଲେ ସ୍ତ୍ରୀ ଏମିତି ହୋଇଥାନ୍ତି ଯେଉଁ ମାନେ ବାହାଘର ପରେ ସ୍ୱାମୀ ମାନଙ୍କ ପାଇଁ ତାଙ୍କ ସ୍ତ୍ରୀ ସ୍ୱଭାଗ୍ୟ ଆଣିଥାନ୍ତି।ସେଠି କିଛି ଏମିତିବି ହୋଇଥାଏ କି ଯିଏ ନିଜର ପତିର ଜୀବନ ଦୁଃଖ ଦାଇ ବନେଇ ଥାଏ।ଯେଉଁ ସ୍ତ୍ରୀ ମାନେ ନିଜ ସ୍ୱାମୀ ଜୀବନରେ ସୁଖ ଓ ସଂବୃଦ୍ଧି ଆଣିଥାନ୍ତି ତାଙ୍କୁ ଭାଗ୍ୟଶାଳୀ ପତ୍ନୀ ବୋଲି କୁହାଯାଏ।

ଯେଉଁଠି କହିବାକୁ ଗଲେ ଗୁଣବାନ ସ୍ତ୍ରୀ ଥାଆନ୍ତି ତାର ବିପରିତରେ ଗୁଣହିନ ସ୍ତ୍ରୀ ମାନେ ଥାଆନ୍ତି।ଏମିତି ସ୍ତ୍ରୀ ତାଙ୍କ ସ୍ୱାମୀ ଜୀବନରେ କେବଳ ଦୁଃଖ ଓ ପୀଡା ଆଣିଥାନ୍ତି।କହିବାକୁ ଗଲେ କିଛି ଅଛନ୍ତି ଏମିତି ଅଟନ୍ତିକି ଯିଏ ନିଜର ସ୍ୱାମୀର ଭାଗ୍ୟ ସମ୍ପୂର୍ଣ୍ଣ ଭାବେ ବଦଳିକି ରଖିଦିଅନ୍ତି।ଆଜି ଆମେ ଆପଣଙ୍କୁ ସେ ଗୁଣ ବିଷୟରେ କହିବୁ ଯାହା ଗୋଟେ ସ୍ତ୍ରୀ ଭିତରେ ଅବସ୍ତିତ ଥାଏ ତ ତାର ସ୍ୱାମୀର ଭାଗ୍ୟ ଉଜ୍ଜ୍ୱଳତାରୁ କେହି ଅଟକେଇ ପାରିବେନି।

ପ୍ରଥମେ ଗୁଣ କୁହା ଯାଏକି ଯେଉଁ ସ୍ତ୍ରୀ ସଚୋଟ ମନ ଓ ହୃଦୟ ରୁ ଭଗବାନଙ୍କ ପୂଜା କରିଥାଏ ତାର ସ୍ୱାମୀ ସବୁବେଳେ ଧନବାନ ରହିଥାଏ।ସେମିତିରେବି ଭଗବାନଙ୍କ ସଚୋଟ ହୃଦୟରୁ ଆରାଧନା କରିଥାଏ ତ ସେ ଘରେ ଲକ୍ଷ୍ମୀଙ୍କ ବାସ ନିଶ୍ଚିନ୍ତ ହୋଇଥାଏ ଓ ଏହା ବ୍ୟତୀତ ଘରର ବାତାବରଣରେ ସକରାତ୍ମକ ଭାବ ରହିଥାଏ।

ଦ୍ଵିତୀୟରେ ଯେଉଁ ସ୍ତ୍ରୀ ଘରର ଧ୍ୟାନ ରଖିଥାଏ ଓ ଘରର ସବୁ କାମ ଶାନ୍ତିର ଶହ କରିଥାଏ ଓ ତା ସହିତ ରାତିରେ ସ୍ୱାମୀର ସେବା କରିଥାଏ ସେ ସ୍ତ୍ରୀ ପାଖରେ ଲକ୍ଷ୍ମୀ ବହୁତ ପ୍ରସନ୍ନ ରହିଥାନ୍ତି ଆପଣଙ୍କୁ କହିଦେବୁ କି ତାଙ୍କ ଉପରେ କୃପା ଦୃଷ୍ଟି ବର୍ଷା କରିଥାନ୍ତି।ଏମାନଙ୍କ ସ୍ୱାମୀ ଉପରେ ପଇସାର ବର୍ଷା ହୋଇଥାଏ।

ତିନି ନମ୍ବରରେ ଯେଉଁ ସ୍ତ୍ରୀ କୌଣସି ଗରିବକୁ ଦାନରେ କିଛିନା କିଛି ଦେଇଥାଏ ସେ ସ୍ତ୍ରୀର ଘର ସବୁବେଳେ ଧନ ଓ ଧାନ୍ୟରେ ପୁରୀ ରହିଥାଏ। ସେମିତିରେ ବି କହିଥାନ୍ତି କୌଣସିବି ଗରିବକୁ ଦାନ ଦିଆ ଗଲେ ମା ଲକ୍ଷ୍ମୀ ଆପଣଙ୍କୁ ଫଳ ଦେଇଥାନ୍ତି। ଯେଉଁ ଘରେ ଏମିତି ସ୍ତ୍ରୀ ରହିଥାଏ ସେ ଘରକୁ କେବେ ଦାରିଦ୍ର୍ୟ ଆସି ନଥାଏ ତାର ସ୍ୱାମୀ ପାଖରେ ପଇସାର କମି ହୁଏ ନାହିଁ କି ସେ କେବେ କରଜ,ଧାର ଓ ଅନ୍ୟ ଆଗରେ କେବେ ହାତ ପତେଇବାକୁ ପଡେ ନାହିଁ।ଯଦି ଆପଣଙ୍କ ସ୍ତ୍ରୀ ପାଖରେ ଏ ଗୁଣ ଅଛି ଆପଣ ବାସ୍ତବରେ ବହୁତ ଭାଗ୍ୟଶାଳୀ ଅଟନ୍ତି।

Leave a Reply

Your email address will not be published. Required fields are marked *