March 11, 2025

Odia Express

Leading Odia News Portal of Odisha

ଏହି ଉପାୟ ଦ୍ବାରା ଆପଣ କେବଳ ୨ ମିନିଟରେ ନିଜ ଦାନ୍ତକୁ ମୋତି ଭଳି କରିପାରିବେ..

ସାଙ୍ଗମାନେ ଆପଣ ସମସ୍ତଙ୍କୁ ସ୍ୱାଗତ।ସବୁଥର ଭଳି ଆଜି ବି ଆମେ ଆପଣଙ୍କ ପାଇଁ ଏକ ଲେଖା ନେଇକି ଆସିଛି ଏହାକୁ ଭଲ ଭାବରେ ପଢନ୍ତୁ।ସାଙ୍ଗମାନେ ଦାନ୍ତ ହଳଦିଆ ହେବା,ଦାନ୍ତରୁ ଗନ୍ଧ ବାହାରିବା କୌଣସି ବଡ ସମସ୍ୟା ନୁହେଁ।କିଛି ଲୋକ ଗୁଟକା ,ଖଇନି ,ପାନ ଆଦି ଅନେକ ମାତ୍ରାରେ ଖାଇ ନିଜ ଦାନ୍ତକୁ ଖାରାପ କରିଦେଇଥାନ୍ତି।ତାଙ୍କ ଦାନ୍ତରେ ହଳଦିଆ ହୋଇଯାଇଥାଏ ଓ ଗନ୍ଧ ବି ବାହାରିଥାଏ।ଏଭଳି ଲୋକଙ୍କ ଦାନ୍ତରେ ଆଗକୁ ଅନେକ ଦରଜ ହୁଏ ଯାହା ପରେ ତାଙ୍କ ଦାନ୍ତ ଓପାଡିବାକୁ ପଡିଥାଏ।ଏହି ସମସ୍ୟା ସାଧାରଣ ଲୋକଙ୍କୁ ବି ହୋଇଥାଏ ଯେଉଁମାମେ ନିଜ ଦାନ୍ତର ଧ୍ୟାନ ରଖିନଥାନ୍ତି।ତାଙ୍କ ଦାନ୍ତରେ ବି ପୋକ ଲାଗିଯାଇଥାନ୍ତି ଓ ଶେଷରେ ଓପାଡିବାକୁ ପଡିଥାଏ।

ଆଜି ଆମେ ଆପଣଙ୍କ ପାଇଁ ଏକ ଏପରି ଉପାୟ ନେଇକି ଆସିଛୁ ଯାହା ଆପଣଙ୍କ ଦାନ୍ତ କୁ ସଫା କରିଦେବ।ଆପଣଙ୍କୁ କେବଳ ଏହି ଉପାୟ କିପରି କରିବେ ଏହାର ଭଲସେ ଧ୍ୟାନ ରଖିବାକୁ ପଡିବ।ଏଥିପାଇଁ ଆପଣଙ୍କୁ ଆବଶ୍ୟକ ପଡିବ ଲୁଣ, ସୋରିସ ତେଲ, ଓ କିଛି ରସୁଣ ର।ଏବେ ଆସନ୍ତୁ ଜାଣିବା କିପରି ଏହାର ବ୍ୟବହାର କରିବେ।ଆପଣଙ୍କୁ ଅଧା ଚାମଚ ଲୁଣ ନେବାକୁ ହେବ ଏହାପରେ ଏକ ଚାମଚ ସୋରିସ ତେଲ ନିଅନ୍ତୁ।ଏହା ପରେ ରସୁଣ କୁ ବାଟି ତାର ପେଷ୍ଟ ତିଆରି କରି ରଖନ୍ତୁ।ଏହା ପରେ ଏହି ସବୁକୁ ମିଶାଇ ଦିଅନ୍ତୁ ଏହା ଏକ ପେଷ୍ଟ ଭଳି ହେଇଯିବ।ଏହାକୁ ଆପଣ ନିଜ ଦାନ୍ତରେ ଧୀରେ ଧୀରେ ଘସନ୍ତୁ।ଏହା ଆପଣଙ୍କ ପୁରୁଣା ହଳଦିଆ ଦାନ୍ତ କୁ ସଫା କରିଥାଏ।

ସାଙ୍ଗ ମାନେ ଆମେ ଏଥିରେ ବ୍ୟବହାର କରିଛୁ ଲୁଣ ଯାହା ଆପଣଙ୍କ ପୁରୁଣା ମଇଳା ସଫା କରିଥାଏ ଓ ଆପଣଙ୍କ ଦାନ୍ତ କୁ ଧଳା କରିବାରେ ସାହାଯ୍ୟ କରିଥାଏ।ଏହା ପରେ ବ୍ୟବହାର ହୋଇଛି ସୋରିସ ତେଲ ଯାହା ଦାନ୍ତକୁ ପଲିସ କରିଥାଏ ଓ ଦାନ୍ତର ଚମକ ରଖିଥାଏ।ଏହା ସହିତ ଆମେ ବ୍ୟବହାର କରିଛୁ ରସୁଣର ଯାହା ଅନେକ ଫାଇଦା ଦେଇଥାଏ।ଯେଉଁମାନଙ୍କୁ ଦାନ୍ତରେ ପୋକ ଲାଗିବା ସମସ୍ୟା ଥାଏ ବା କୌଣସି ଗରମ ବା ଥଣ୍ଡା ଖାଇବା ଦ୍ବାରା ଦାନ୍ତରେ କଷ୍ଟ ଅନୁଭବ ହୋଇଥାଏ ଏହା ସେହି ସବୁରୁ ଆରାମ ଦେଇଥାଏ।

ଆପଣ ଅନେକ ବୃଦ୍ଧ ଲୋକଙ୍କୁ କହିବାର ଶୁଣିଥିବେ ଯେବେ ଦାନ୍ତରେ କୌଣସି ଯନ୍ତ୍ରଣା ହେଉଛି ଦାନ୍ତରେ ଏକ ରସୁଣ ଜାକି ଦିଅନ୍ତୁ। ଜେବେବି ଆପଣ ଖଦ୍ୟା ଖାଉଛନ୍ତି ଖାଇବା ପରେ ଭଲସେ ଗରମ ପାଣିରେ ପାଟିକୁ ସଫା କରନ୍ତୁ ବା ପାଟି ଧୁଅନ୍ତୁ।ଦିନରେ ଦୁଇଥର ବ୍ରସ କରନ୍ତୁ ସକାଳେ ଓ ରାତିରେ ଶୋଇବା ପୂର୍ବରୁ ଭଲସେ ବ୍ରଶ କରନ୍ତୁ ଏହା ଆପଣଙ୍କ ଦାନ୍ତରେ ଥିବା ସବୁ ଜୀବାଣୁ ଙ୍କୁ ସଫା କରିଥାଏ।ତେବେ ସାଙ୍ଗ ମାନେ ଏହି ସବୁ ଉପାୟ କରି ଆପଣ ନିଜ ଦାନ୍ତକୁ ମୋତି ଭଳି କରିପାରିବେ ।ଯଦି ଏହି ଲେଖା ଭଲ ଲାଗୁଛି ଏହାକୁ ଲାଇକ ଓ ସେୟାର କରନ୍ତୁ, ଧନ୍ୟବାଦ।

Leave a Reply

Your email address will not be published. Required fields are marked *