March 24, 2025

Odia Express

Leading Odia News Portal of Odisha

ଆସନ୍ତୁ ଜାଣିବା ଅଣ୍ଡାର ସେବନ କେମିତି, କିପରି ଓ କେତେ ପରିମାଣରେ କରିବା – ନଚେତ ଆପଣ ହଇରାଣରେ ପଡିପାରନ୍ତି

ସାଙ୍ଗମାନେ ଲୋକମାନେ ପେଆୟ ସମୟ ନିଜ ଖାଇବାରେ ଅଣ୍ଡା ଆଦିର ସେବନ କରିଥାନ୍ତି। ଯେମିତି ଅଣ୍ଡାର ନାମ ଆସିଥାଏ ଲୋକଙ୍କ ମନରେ ଗୋଟେ ଭାବନା ଚାଲିଆସେ ଏ ଭାବନା ଦୁନିଆରେ ୯୦% ଲୋକଙ୍କ ମନରେ ଆସିଥାଏ କି ଅଣ୍ଡା ଖାଇବା ଦ୍ୱାରା ଆମ ଶରୀରକୁ ଗରମ କରିଥାଏ ଓ ମୁହଁରେ ବ୍ରଣ ଉଠିଥାଏ।ଲୋକଙ୍କ ପାଖରେ ଏହାର ପର୍ଯ୍ୟାପ୍ତ ଜ୍ଞାନ ନଥାଏକି ସେମାନେ ଏହାକୁ କିପରି,କେତେବେଳେ,ଆଉ କେଉଁ ସମୟରେ ଓ କେତେ ମାତ୍ରାରେ ଅଣ୍ଡା ଖାଇବା ଦରକାର।ଅଣ୍ଡାର ବ୍ୟବହାର ଉଭୟ ଓଜନ ବଢ଼େଇବା ଓ ଓଜନ କମେଇବା ପାଇଁ ହୋଇଥାଏ କିନ୍ତୁ ଏହାର ବ୍ୟବହାର ଶୈଳୀ ଜାଣିଥିବା ଦରକାର।

ଅଣ୍ଡା ପୋଷକ ତତ୍ୱରେ ଭରି ରହିଥାଏ ସେଥିପାଇଁ ଏହା ଓଜନ ବଢ଼େଇବା ବା ଓଜନ କମେଇବାରେ ସାହାର୍ଯ୍ୟ କରିଥାଏ।କିଛି ଲୋକ ଅଣ୍ଡାର କେବଳ ଧଳା ଅଂଶର ବ୍ୟବହାର କରିଥାନ୍ତି ଆଉ କେତେକ ଲୋକ ଅଣ୍ଡାର କେବଳ ହଳଦିଆ ଅଂଶର ବ୍ୟବହାର କରିଥାନ୍ତି।ଅଣ୍ଡାରେ ପ୍ରୋଟିନ,ହେଲଦୀ ଫ୍ୟାଟି,ଗୁଡ଼ କୋଲେଷ୍ଟ୍ରୋଲ ଆଦି ଥାଏ।କେବଳ ପ୍ୟାଂଟ ଅଣ୍ଡାର ହଳଦିଆ ଅଂଶରେ ଥାଏ ଏହାକୁ ସେତିକି ଖାଇବା ଯେତିକି ଆମ ଶରିରକୁ ଦରକାର ପଡିଥାଏ।

ଆମ ଶରୀରକୁ ଦିନ ସାରା ୩୦୦ ଗ୍ରାମ ଏଚଡିଏଲ କୋଲେଷ୍ଟ୍ରୋଲ ଦରକାର ପଡିଥାଏ ଓ ଗୋଟେ ଅଣ୍ଡାରେ ୧୮୭ ମିଲିଗ୍ରାମ ଏଚ.ଡ଼ି.ଏଲ ଥାଏ।ସେହି ମାତ୍ରାକୁ ଦେଖିବାକୁ ଗଲେ ଆପଣ ସମ୍ପୂର୍ଣ୍ଣ ଦିନରେ ୨-୩ ଟାରୁ ଅଧିକ ବ୍ୟବହାର କରିବେ ନାହିଁ।ମଧୁମେହ ରୋଗ ଥିବା ଲୋକମାନଙ୍କୁ ଗୋଟେ ଦିନରେ ବେସି ଅଣ୍ଡା ସେବନ କରିବା ଉଚିତ ନୁହେଁ ନହେଲେ ଆପଣ ନିଜ ଡାକ୍ତରର ଉପଦେଶ ଅନୁସାରେ ସେବନ କରିବା ଉଚିତ।

ଅଧିକ ଅଣ୍ଡାର ସେବନ ଦ୍ୱାରା ଆପଣ ମାନଙ୍କୁ ହଜମ ପ୍ରକ୍ରିୟାରେ ଅସୁବିଧା,ହୃଦୟ ରୋଗ ଆଦି ହବାର ସମ୍ବାବନା ଅଧିକ ଥାଏ।ଗୋଟେ ପରୀକ୍ଷାରୁ ଜଣାପଡ଼ିଛିକି ଅଣ୍ଡାର ଆବଶ୍ୟକତାଠାରୁ ଅଧିକ ବ୍ୟବହାର ଶରୀରରେ ଖରାପ କୋଲେଷ୍ଟ୍ରୋଲର ମାତ୍ରାକୁ ବଢ଼େଇଥାଏ।ଯାହାଦ୍ୱାରା ଆମର ଆଟ୍ରେରି ବନ୍ଦ ହବାର ସମ୍ବାବନା ବହୁତ ଅଧିକ ଥାଏ ଯାହା ହୃଦଘାତର କାରଣ ହୋଇଥାଏ।ଅଣ୍ଡାର ବ୍ୟବହାର କେତେବେଳେବି କରି ପାରିବ କିନ୍ତୁ ଦରକାର ଅନୁସାରେ ଆମୟ ସାପେକ୍ଷରେ ଏହାର ବ୍ୟବହାର କରିବା ଉଚିତ।

ଯଦି ଆପଣ ଓଜନ କମେଇବା କିମ୍ବା ବଢ଼େଇବା ପାଇଁ ଅଣ୍ଡାର ବ୍ୟବହାର କରିବାକୁ ଚାହୁଁଛନ୍ତି ବା ଆପଣ ଅଣ୍ଡାକୁ ହଳଦିଆ ଅଂଶ ଶହ ଖାଇବାକୁ ଚାହୁଁଛନ୍ତି ତ ସକାଳ ସମୟ ସବୁଠାରୁ ପରଫେକ୍ଟ ସମୟ ହୋଇଥାଏ।ଏହାକୁ ସକାଳ ଖାଇବା ସମୟରେ ଖାଇବା ଦ୍ୱାରା ଅପଣଙ୍କୁ ଲମ୍ବା ସମୟ ପର୍ଯ୍ୟନ୍ତ ଆପଣଙ୍କୁ ବହୁତ ଶକ୍ତିଶାଳୀ ଅନୁଭବ ହୁଏ।ଯଦି ଆପଣ ଓଜନ କମେଇବା ପାଇଁ ଡ଼ାଇଟ ଅନୁସରଣ କରୁଛନ୍ତି ଆପଣ ଗୋଟେ ଅଣ୍ଡାର ହଳଦିଆ ଅଂଶ ଅପେକ୍ଷା ଅଧିକ ଖାଇବା ଅନୁଚିତ।

ଅଣ୍ଡାର ଧଳା ପଣ ଉଭୟ ଓଜନ ବଢ଼େଇବା ଓ ଓଜନ କମେଇବାରେ ସାହାର୍ଯ୍ୟ କରିଥାଏ।ବଡି ବିଲ୍ଡିଂ ପାଇଁ ଆପଣ ଅଣ୍ଡାର ଧଳା ଅଂଶକୁ ୧୦-୧୨ ଟି ଖାଇ ପାରିବା ଯଦି ଆପଣ ଏହାର ବ୍ୟବହାର ଆପଣ ଶାରୀରିକ ପରିଶ୍ରମର ୩୦ ମିନିଟ ପୂର୍ବରୁ କିମ୍ବା ୩୦ ମିନିଟ ପରେ କରିବେ ଆପଣଙ୍କୁ ବହୁତ ଶକ୍ତି ମିଳିବ।ଯଦି ଆପଣ ଓଜନ କମେଇବାକୁ ଚାହିଁ ଛନ୍ତି ଆପଣ ଗୋଟେ ଦିନରେ ୫-୬ ଅଣ୍ଡାର ଧଳା ଅଂଶକୁ ଖାଇବେ।ବ୍ରଣ ହେବା ସମୟରେ ଅଣ୍ଡାର ବ୍ୟବହାର କମରୁ କମ କରିବା ଉଚିତ।

Leave a Reply

Your email address will not be published. Required fields are marked *