March 22, 2025

Odia Express

Leading Odia News Portal of Odisha

ଭଗବାନ ଶ୍ରୀ ଜଗନ୍ନାଥ ଙ୍କ ଶହ ଜଡିତ ୨୦ଟି ପ୍ରଶ୍ନ ଓ ଉତ୍ତର – ସିଂହ ଦ୍ୱାର ଆଗରେ ଥିବା ସ୍ତମ୍ଭର ନାମ କଣ ? ବଳଭଦ୍ରଙ୍କ ରଥର ନାମ କଣ ? ସଠିକ ଉତ୍ତର ଏବେ ଦେଖନ୍ତୁ..

ନମସ୍କାର ବନ୍ଧୁଗଣ ଆପଣାକୁ ସ୍ୱାଗତ | ତେବେ ଆମ ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥ ଙ୍କ ମହିମା ସାରା ବିଶ୍ୱରେ ପରିଚିତ | ତେବେ କାଳିଆ ସାଆନ୍ତ ଙ୍କ ରଥଯାତ୍ରା ହେବାକୁ ଯାଉଛି କିଛି ଦିନରେ ତେବେ ଜଗନ୍ନାଥ ଙ୍କ ବିଷୟରେ ଆଜି ଆମେ କିଛି ପ୍ରଶ୍ନ ଓ ଉତ୍ତର ନେଇ ଅଶିଚୁ ଯାହାକି ହୁଏତ କମ ଲୋକ ଜାଣିଥିବେ | ଆଜି ଆମେ ଆପଣାକୁ ସେ ବିଷୟରେ କହିବା ପାଇଁ ଯାଉଛୁ |ତେବେ ଯଦି ଆପଣାକୁ ଏହି ପ୍ରଶ୍ନ ଓ ଉତ୍ତର ଭଲ ଲାଗେ ତେବେ ନିଶ୍ଚୟ ସାଙ୍ଗ ମାନକ ସହ ସେୟାର କରିବେ |ଆସନ୍ତୁ ଜାଣିବା ଆମ ଓଡ଼ିଆ ଘରର ବଡ଼ ଠାକୁର ଶ୍ରୀ ଜଗନ୍ନାଥ ବିଷୟରେ ୨୦ ଟି ପ୍ରଶ୍ନ | ଆସନ୍ତୁ ଜାଣିବା ପ୍ରଥମ ପ୍ରଶ୍ନ।

ପ୍ରଶ୍ନ ନମ୍ବର୍ ୦୧:-ସିଂହ ଦ୍ୱାର ଆଗରେ ଥିବା ସ୍ତମ୍ଭର ନାମ କଣ ?
ଉତ୍ତର:-ଏହାର ଉତ୍ତର ହେଲା ଅରୁଣ ସ୍ତମ୍ଭ।

ଆସନ୍ତୁ ଜାଣିବା ଦ୍ୱିତୀୟ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୨:-ଶ୍ରୀ ଜଗନ୍ନାଥ ମନ୍ଦିର କେଉଁ ନାମରେ ପରିଚିତ ?
ଉତ୍ତର:-ସଠିକ ଉତ୍ତର ହେଲା ବଡ଼ ଦେଉଳ।

ଆସନ୍ତୁ ଜାଣିବା ତୃତୀୟ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୩:-ଶ୍ରୀ ଜଗନ୍ନାଥ କେଉଁ ତତ୍ତ୍ୱର ପ୍ରତୀକ ?
ଉତ୍ତର:-ସଠିକ ଉତ୍ତର ଆତ୍ମ ତତ୍ତ୍ୱର ପ୍ରତୀକ।

ଆସନ୍ତୁ ଜାଣିବା ଚତୁର୍ଥ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୪:-ଏଥି ମଧ୍ୟରେ କେଉଁଠି ଚାରୀଧାମ ନୁହେଁ ?
(କ)ବଦ୍ରିନାଥ,(ଖ)ଶ୍ରୀକ୍ଷେତ୍ର,(ଗ)ରାମେଶ୍ୱର,(ଘ)ଶିରିଡି
ଉତ୍ତର:-ଶିରିଡି

ଆସନ୍ତୁ ଜାଣିବା ପଞ୍ଚମ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୫:-ଚାରିଧାମ ମଧ୍ୟରେ କେଉଁଠି ଶ୍ରେଷ୍ଠ ?
ଉତ୍ତର:-ଜଗନ୍ନାଥ

ଆସନ୍ତୁ ଜାଣିବା ଛଅ ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୬:-ପୁରୀର ଅନ୍ୟନାମ କଣ ?
ଉତ୍ତର:-ନିଳାଚଳ

ଆସନ୍ତୁ ଜାଣିବା ସାତ ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୭:-ବଡ଼ ଦେଉଳରେ ପୂର୍ବ ଦ୍ୱାରରେ ଥିବା ଦ୍ୱାରର ନାମ କଣ ?
ଉତ୍ତର:-ସିଂହ ଦ୍ୱାର।

ଆସନ୍ତୁ ଜାଣିବା ଆଠ ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୮:-ବଳଭଦ୍ର କେଉଁ ତତ୍ତ୍ୱର ପ୍ରତୀକ ?
ଉତ୍ତର:-ଶିବ ତତ୍ତ୍ୱ।

ଆସନ୍ତୁ ଜାଣିବା ନଅ ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୯:-ପୁରୁଷୋତ୍ତମ କ୍ଷେତ୍ର କାହାକୁ କୁହାଯାଏ ?
ଉତ୍ତର:-ପୁରୀ।

ଆସନ୍ତୁ ଜାଣିବା ଦଶ ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୧୦:-ଜଗନ୍ନାଥଙ୍କ ରଥର ନାମ କଣ ?
ଉତ୍ତର:-ନନ୍ଦିଘୋଷ।

ଆସନ୍ତୁ ଜାଣିବା ଏଗାର ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୧୧:-ନନ୍ଦିଘୋଷ ରଥର ଚକ ସଂଖ୍ୟା କେତେ ?
ଉତ୍ତର:-୧୬ ଟି ଚକ ନନ୍ଦିଘୋଷରେ ଥାଏ।

ଆସନ୍ତୁ ଜାଣିବା ତେର ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୧୩:-ଜଗନ୍ନାଥଙ୍କ ରଥର ଉଚ୍ଚତା କେତେ ?
ଉତ୍ତର:-୩୩ ହାତ ପାଞ୍ଚ ଆଙ୍ଗୁଳି।

ଆସନ୍ତୁ ଜାଣିବା ଚଉଦ ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୧୪:-ନନ୍ଦିଘୋଷ ରଥରେ କେତେ ଖଣ୍ଡ କାଠ ଲାଗେ ?
ଉତ୍ତର:-ଏହାର ଉତ୍ତର ହେଲା ୮୩୨ ଖଣ୍ଡ।

ଆସନ୍ତୁ ଜାଣିବା ପନ୍ଦର ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୧୫:-ତିନି ରଥ କିଏ ନିର୍ମାଣ କରିଥିଲେ ?
ଉତ୍ତର:-ବିଶ୍ଵକର୍ମା।

ଆସନ୍ତୁ ଜାଣିବା ଷୋହଳ ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୧୬:-ନନ୍ଦିଘୋଷ ରଥର ନାମ କରଣ କିଏ କରିଥିଲେ ?
ଉତ୍ତର:- ଇନ୍ଦ୍ରଦେଵ।

ଆସନ୍ତୁ ଜାଣିବା ସତର ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୧୭:-ନନ୍ଦିଘୋଷର ସାରଥୀ କିଏ ?
ଉତ୍ତର:-ଦାରୁକ।

ଆସନ୍ତୁ ଜାଣିବା ଅଠର ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୧୮:-ନନ୍ଦିଘୋଷ ପତାକାରେ କାହାର ଚିନ୍ହ ଥାଏ ?
ଉତ୍ତର:-ଗରୁଡ଼।

ଆସନ୍ତୁ ଜାଣିବା ଉଣେଇସି ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୧୯:-ବଳଭଦ୍ରଙ୍କ ରଥର ନାମ କଣ ?
ଉତ୍ତର:-ତାଳଧ୍ଵଜ।

ଆସନ୍ତୁ ଜାଣିବା କୋଡିଏ ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୨୦:-ସୁଭଦ୍ରାଙ୍କ ରଥର ନାମ କଣ ?
ଉତ୍ତର-ଦର୍ପ ଦଲନ। ଏହାଥିଲା ଓଡ଼ିଆ ସଂସ୍କୃତି ସହ ଜଡିତ କିଛି ପ୍ରଶ୍ନ ଓ ଉତ୍ତର।

Leave a Reply

Your email address will not be published. Required fields are marked *