March 13, 2025

Odia Express

Leading Odia News Portal of Odisha

ପାନ ମହୁରୀ ପାଣିରେ ମାତ୍ର ୫ ଦିନରେ ୧୦ କିଲୋ ଓଜନ କମାନ୍ତୁ – ଉପାୟ ଜାଣିରଖନ୍ତୁ…

ଆମ ଘର ମାନଙ୍କରେ ପାନ ମହୁରୀ ର ପ୍ରୟୋଗ ଆବହମାନ କାଳରୁ ଏକ ମସଲା ଭାବେ କରା ଯାଉଛି। ମାତ୍ର ଏହାର ବୀଜ ଓଜନ କମେଇବାରେ ସହାୟକ ହେଇଥାଏ। ଏହାର ବୀଜ ଦେଖିବାରେ ଛୋଟ ହେଲେ ବି ତାହା ଭିତରେ ଖାଦ୍ୟସାର ର ମାତ୍ରା ଅଧିକ ଥାଏ। ଏହା କ୍ୟାଲସିଆମ, ମ୍ୟାଗ୍ନେସିଅମ, ଫୋସଫରସ ଆଦି ରେ ଭରା ଥାଏ। ଏଥିରେ ଫାଇବର ର ମାତ୍ରା ଅଧିକ ଥାଏ ଯାହା କି ଆମର ଭୋକ ମାରି ଦେଇଥାଏ। ଆଉ ଏହା ଆମର ମେଟାବୋଲିଜିମ ରେଟ କୁ ବଢାଏ , ଏହାଦ୍ୱାରା ଆମ ଶରୀର ରେ ହଜମ ଅଧିକ ହୁଏ ଆଉ ଫ୍ୟାଟ କମିଯାଏ।

ଆଉ ଏକ ସ୍ଟଡି ରୁ ଜଣା ପଡ଼ିଛି କି ପାନ ମହୁରୀ ର ବୀଜ ରେ ଡିୟୁରିକ ପ୍ରପର୍ଟି ଥାଏ ଯାହା କି ଆମ ଶରୀର ରେ ମେଟାବୋଲିଯିମ ର ମାତ୍ରା ଅଧିକ କରାଏ ଆଉ ଆମ ଶରୀର ପୂର୍ବରୁ ଅଧିକ ପାଣି ଶୋଷଣ କରେ। ଯେତେବେଳେ ଆମ ଶରୀର ର ପାଣି ଶୋଷିତ ନଥାଏ ତାହା ଆମ ଶରୀର ରେ ରହିଥାଏ ଆଉ ଆମ ଶରୀର ବାସ୍ତବିକତା ଠାରୁ ଅଧିକ ଓଜନଦାର ଲାଗେ। ଆଉ ଏହାଦ୍ୱାରା ଆମ ଶରୀର ନିଦର ଅଭାବ ଅନୁଭବ କରେ। ତାହାଦ୍ୱାରା ଆମ ଶରୀର ରେ ଓଜନ ବଢିଯାଏ।

ମାତ୍ର ପାନ ମହୁରୀ ର ପାଣି ଦ୍ୱାରା ଆମ ଶରୀର ରେ ନିଦ ଅଧିକ ହୁଏ ଆଉ ତାହାଦ୍ୱାରା ଶରୀରର ଓଜନ କମିଯାଏ। ତ ଆପଣ ଯଦି ଓଜନ କମ କରିବାକୁ ଚାହୁଁଛନ୍ତି ତ ଆପଣ ପାନ ମହୁରୀ ର ଜଳ ସେବନ କରନ୍ତୁ।ଏହା ବ୍ୟତୀତ ଆପଣ ଖାଇବା ପରେ ପାନ ମହୁରୀ ର ମଞ୍ଜି କୁ ଚୋବେଇ ପାରିବେ ଯାହାଦ୍ୱାରା କି ଆପଣଙ୍କ ହଜମ କ୍ରିୟା ରେ ସୁଧାର ଆସିବ।

ଆପଣ ରାତିରେ ଗୋଟେ ଲିଟର ପାଣିରେ ଦୁଇ ଚାମଚ ପାନମହୁରୀ ର ମଞ୍ଜି କୁ ଭିଜେଇ ଦିଅନ୍ତୁ ଆଉ ସକାଳୁ ଉଠି ଆପଣ ଦେଖିବେ କି ପାଣିର ରଙ୍ଗ କିଛି ପରିବର୍ତ୍ତିତ ହେଇଯାଇଛି। ତା ପରେ ଆପଣ ସେହି ପାଣିକୁ ଛାଣି ଦିଅନ୍ତୁ ଆଉ ତାର ପାଣିକୁ ଆପଣ ସକାଳୁ ଖାଲି ପେଟରେ ଗୋଟେ ଗ୍ଲାସ ପିଅନ୍ତୁ। ତା ପରେ ଆପଣ ଖାଇବା ପରେ ପିଇ ପାରିବେ। ଆପଣ ତାହା ସହିତ ସେହି ପାନ ମହୁରୀ ର ମଞ୍ଜି କୁ ଚୋବେଇ କି ବି ଖାଇ ପାରିବେ।

ତେଣୁ ଆପଣ ଏହାର ସମସ୍ତ ପୋଷକ ତତ୍ତ୍ୱ ର ଭଲ ବ୍ୟବହାର କରିପାରିବେ। ସକାଳୁ ଉଠି ଆପଣ ବ୍ୟାୟାମ କରନ୍ତୁ ଆଉ ଆପଣଙ୍କ ଡାଏଟ ରେ ଆପଣ ପାନମହୁରୀ କୁ ସାମିଲ କରନ୍ତୁ। ଏହାଦ୍ୱାରା ଆପଣଙ୍କ ଫାଇବର ମାତ୍ରା ବଢିଯିବ ଆଉ ଫ୍ୟାଟ କମିଜୀବ। ଏହା ବହୁତ ପ୍ରଭାବିଶାଳୀ ତେଣୁ ଆପଣଙ୍କୁ ଏହାକୁ ନିୟମିତ ଭାବେ କରିବାକୁ ହେବ।

Leave a Reply

Your email address will not be published. Required fields are marked *