March 17, 2025

Odia Express

Leading Odia News Portal of Odisha

ଏହି ଫୁଲ ଆପଣଙ୍କ ଭାଗ୍ୟ ବଦଳେଇଦେଵ ? ନିଶ୍ଚୟ ଏହାର ଲାଭ ଗୁଡିକ ବିଷୟରେ ଜାଣି ରଖନ୍ତୁ

ସାଙ୍ଗ ମାନେ ଆପଣ ସମସ୍ତଙ୍କୁ ସ୍ୱାଗତ।ସବୁଥର ଭଳି ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ଲେଖା ନେଇକି ଆସିଛୁ ଏହାକୁ ଭଲସେ ପଢନ୍ତୁ।ସାଙ୍ଗମାନେ ଆଜି ଆମେ ଜାଣିବା ସେହି ଫୁଲ ବିଷୟରେ ଯାହା ଆପଣଙ୍କ ଭାଗ୍ୟ ବଡ଼ଲେଇଦେଇଥାଏ।ଏହାକୁ ସଦାଶିବ ଫୁଲ କୁହାଯାଏ।ଯଦି ଏହି ଫୁଲ ଗଛ ଆପଣଙ୍କ ବାଡ଼ିରେ ଅଛି କିମ୍ବା କୌଣସି ସ୍ଥାନରେ ଆପଣ ଏହି ଫୁଲକୁ ଦେଖିଥାନ୍ତି ଏହାର ମହତ୍ତ୍ୱ ଅଧିକ ରହିଥାଏ।ଏହା ଆପଣଙ୍କର ଦେହ ପାଇଁ ବହୁତ ଭଲ ହୋଇଥାଏ।ଏହି ଗଛ ଆମ କେଶକୁ କଳା କରିଥାଏ ଓ ଚେହେରାକୁ ଚମକାଇଥାଏ।ଏହା ଶରୀରକୁ ଭଲ ରଖିବା ପାଇଁ ମଧ୍ୟ ଅନେକ ସାହାଯ୍ୟ କରିଥାଏ।ଏହି ଫୁଲ ଆପଣଙ୍କୁ ସର୍ବଦା ଯବାନ ରଖିଥାଏ।ଏହାକୁ ସଦାବିହାରି ଲୋକ ମଧ୍ୟ କୁହାଯାଏ।ତେବେ ଆସନ୍ତୁ ଜାଣିବା ଏହି ଫୁଲର ଚମତକାରୀତା ଗୁଣ ବିଷୟରେ।


ପ୍ରଥମ ହେଉଛି ମଧୁମେହ ବା ଡାଇବେଟିସ ଯେମିତି ଆପଣ ଜାଣିଥିବେ ଆଜିକାଲି ସମସ୍ତଙ୍କ ଏହି ରୋଗ ହେଉଛି।ଏହି ଫୁଲ ମଧୁମେହ ଲୋକଙ୍କ ପାଇଁ ସଂଜୀବନି ଭଳି କାମ କରିଥାଏ।ଏଥିପାଇଁ ଆପଣଙ୍କୁ ସଦାବିହାରି ଗଛର ତିନିଟି ବା ଚାରିଟି ଗଛର ପତ୍ରକୁ ଚୋବାଇ ତାର ରସକୁ ସୋସି ନିଅନ୍ତୁ ଓ ଏହା ପରେ ଅଳ୍ପ ପାଣି ପିନିଅନ୍ତୁ।ଏହିପରି ଲଗାତର ୭-୮ ଦିନ କରିବା ଦ୍ଵାରା ଆପଣଙ୍କର ଡାଇବେଟିସ କଣ୍ଟ୍ରୋଲ ହୋଇଯାଇଥାଏ।ଯଦି ଆପଣ ଏହାର ପତ୍ରକୁ ଚୋବାଇ ଖାଇପାରିବେ ନାହିତ ତେବେ ଏହାର ଫୁଲକୁ କିଛି ସମୟ ପାଣିରେ ଭିଯାଇ ରଖନ୍ତୁ ଏହା ପରେ ସେହି ଫୁଲକୁ କାଢି ପାଣିକି ପିଅନ୍ତୁ।ଦେଖିବେ ଆପଣଙ୍କୁ ୧୦ ଦିନରେ ଏହାର ଫାଇଦା ମିଳିବ।

ଦ୍ୱିତୀୟରେ କାଛୁକୁଣ୍ଡିଆ -ଯଦି ଆପଣଙ୍କୁ କାଛୁକୁଣ୍ଡିଆ ହେଉଛି ଏହି ଫୁଲ ଚିଣ୍ଡାଇବା ପରେ ଯେଉଁ ଫୁଲ ବାହାରିବ ତାହାକୁ ସେହି କାଛୁକୁଣ୍ଡିଆ ସ୍ଥାନରେ ଲଗାନ୍ତୁ।ଦେଖିବେ ଆପଣଙ୍କର ସମସ୍ତ କାଛୁକୁଣ୍ଡିଆ ଦୂର ହୋଇଯିବ।

ତୃତୀୟ ହେଉଛି ବ୍ରଣ- ଯଦି ଆପଣଙ୍କର ମୁହଁରେ ବ୍ରଣ ହେଉଛି ତେବେ ଏହି ଗଛର ଫୁଲକୁ ବାଟୀ ଏହାକୁ ଦିନକୁ ଦୁଇଥର ବ୍ରଣ ସ୍ଥାନରେ ଲଗାନ୍ତୁ ଦେଖିବେ ସମସ୍ତ ବ୍ରଣ ଭଲ ହୋଇଯିବ।

ଚତୁର୍ଥରେ କେସ କଳା କରିବା- ଯଦି ଏହି ଗଛର ଫୁଲକୁ ପ୍ରତି ଦିନ ସକାଳେ ଚୋବାଇ ଖାଇବେ ଏହା ଆପଣଙ୍କର କେଶକୁ ଲମ୍ବା ସମୟ ପର୍ଯ୍ୟନ୍ତ କଳା ରଖିଥାଏ।

ପଞ୍ଚମରେ ରୋଗପ୍ରତିରୋଧକ ଶକ୍ତି ବଢ଼ାଇଥାଏ-ଯଦି ଆପଣଙ୍କର ରୋଗପ୍ରତିରୋଧକ ଶକ୍ତି କମ ଥାଏ।ତେବେ ପ୍ରତି ଦିନ ସକାଳେ ଏହାର ଫୁଲକୁ ଚୋବାଇ ଖାଇବା ଦ୍ବାରା ରୋଗପ୍ରତିରୋଧକ ଶକ୍ତି ବଢିଥାଏ।ଓ ଏହା ଆପଣଙ୍କୁ ସବୁ ରୋଗ ସହିତ ଲଢ଼ିବାକୁ ଶକ୍ତି ସମର୍ଥ କରାଇଥାଏ।

ଷଷ୍ଠ ରେ ଯବାନ ରଖିଥାଏ-ଯଦି ଆପଣ ଅନେକ ଦିନ ପର୍ଯ୍ୟନ୍ତ ଯବାନ ରହିବାକୁ ଚାହୁଁଛନ୍ତି ଏହି ଗଛର ପତ୍ର ବା ଫୁଲକୁ ପ୍ରତ୍ୟକ ଦିନ ଖାଇବା ଦ୍ବାରା ଲମ୍ବା ସମୟ ପର୍ଯ୍ୟନ୍ତ ଆପଣ ଯବାନ ରହିବେ।

ସପ୍ତମରେ ମୋଟା ପଣ-ଯଦି ଆପଣ ଅଧିକ ମୋଟା ହେଉଛନ୍ତି ଏହାର ପତ୍ରକୁ ଚାହା ଭଳି କରି ପ୍ରତ୍ୟକ ଦିନ ପିଇବା ଦ୍ବାରା ମୋଟାପଣ ଦୂର ହୋଇଥା।

ଏହି ଫୁଲ ଅନେକ ରଙ୍ଗର ହୋଇଥାଏ କିନ୍ତୁ ଆପଣ ବେସିକରି ଗୋଲାପୀ ଫୁଲର ବ୍ୟବହାର କରନ୍ତୁ।ଯଦି ଆପଣଙ୍କୁ ଏହି ଲେଖା ଭଲ ଲାଗୁଛି ଏହାକୁ ଲାଇଲ ଓ ସେୟାର କରନ୍ତୁ,ଧନ୍ୟବାଦ।

Leave a Reply

Your email address will not be published. Required fields are marked *