March 22, 2025

Odia Express

Leading Odia News Portal of Odisha

ଜାଣନ୍ତୁ କେଉଁ ଚାରୋଟି ଗୁଣ ଥିବା ବ୍ୟକ୍ତି ବହୁତ ଚାଲାଖ ଅଟନ୍ତି – ଦେଖନ୍ତୁ ଆପଣଙ୍କ ଭିତରେ ଏହି ଗୁଣ ଅଛି କି …

ନମସ୍କାର ବନ୍ଧୁଗଣ ଆମେ ଆପନମାନଙ୍କୁ ସ୍ୱାଗତ ଜଣାଉଛୁ,ସାଙ୍ଗମାନେ ଆଜିକାଲି ସମସ୍ତେ ନିଜର ବୁଦ୍ଧିମାନି ପରିପ୍ରକାଶ କରିବା ପାଇଁ ଚାହାନ୍ତି।ଜାହାପାଇଁ ସେ ଭିନ୍ନ ଭିନ୍ନ ପ୍ରକାରର ଉପାୟ ଆପଣେଇ ଥାଏ,ନିଜ ବ୍ୟବହାର ବଦଳେଇ ଥାଏ।ସାଙ୍ଗମାନେ ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ କେବଳ ବୁଦ୍ଧିମାନ ମନୁଷ୍ୟ ଭିତରେ ଏହି ଚାରଟି ଅଭ୍ୟାସ ମିଳିଥାଏ।ଯଦି ଆପଣ ନିଜେ ନିଜକୁ ବୁଦ୍ଧି ମାନ ବୋଲି ବିବେଚିତ କରିବାକୁ ଚାହୁଁଛନ୍ତି ତାହେଲେ ଆପଣଙ୍କ ଭିତରେ ଏ ଚାରୋଟି ଗୁଣ ରହିବା ଆଵଶ୍ୟକ।ଆଜି ଆମେ ଏଠି କହିବୁକି ଏମିତି କିଛି କଥା ବିଷୟରେ ଯାହା ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତିକି କୌଣସି ବୁଦ୍ଧିମାନ ବ୍ୟକ୍ତି ଭିତରେ ଯେଉଁ ଚାରୋଟି ଗୁଣ ଆମେ ପାଇଥାଉ।ଆପଣ ମନରଖିବେ କି ଆପଣ କାହା ଆଗରେ କିଛି କହିବା ଆଗରୁ ବହୁତ ଥର ଭାବନ୍ତୁ ଚିନ୍ତାକରନ୍ତୁ ତାପରେ କୌଣସି କଥା କୁହନ୍ତୁ।ବହୁତ ଲୋକ ଥାଆନ୍ତି ଯେଉଁମାନେ କିଛିନ ଭାବି ନ ଚିନ୍ତା କରି ସେମାନେ କିଛିବି କହିଦିଅନ୍ତି ଜାହାଫଳରେ ଆପଣଙ୍କ ଆଗରେ ଥିବା ବ୍ୟକ୍ତି ଜାଣି ପାରେକି ଆପଣ କେଉଁ କାଟାଗୋରିର ଅଟନ୍ତି।

ତାବ୍ୟତୀତ ଆପଣ ଯଦି କାହାର କଥା ଶୁଣି ଭଲ ଭାବରେ କାହାର କଥା ଶୁଣି ମନ ଧ୍ୟାନ ଦେଇ ତାର ଜବାବ ବା ଉତ୍ତର ଦେବା ଦ୍ୱାରା ଆପଣଙ୍କ ବିଶୟରେ ଆଗରେ ଥିବା ବ୍ୟକ୍ତି ଭଲ ବୋଲି ବିବେଚନା କରିଥାଏ।କଥା ହେଲା ବେଳେ ଆପଣଙ୍କ ଆଗରେ ଥିବା ବ୍ୟକ୍ତିଙ୍କୁ ନୀଚ୍ଚ ଦେଖେଇବା ପାଇଁ ଚେଷ୍ଟା କରିବେ ନାହିଁ।ଏମିତି କରିବା ଦ୍ୱାରା ଆପଣଙ୍କ ଆଗରେ ଥିବା ବ୍ୟକ୍ତି ଆପଣଙ୍କ ସନ୍ନମାନ କରିବା ବଦଳରେ ଆପଣଙ୍କ ଠାରୁ ଦୁରେଇ ଯିବେ।

କାହାକୁ କଥା କଥାରେ ଅପମାନିତ କରିବେନି କଥା କଥାରେ ଟେକିବେନି।ଦ୍ୱିତୀୟ ଅଭ୍ୟାସ ହେଉଛି ବିନା ତର୍କ ଜୀବନରେ କୌଣସି କଥା କରିବା ଆଵଶ୍ୟକ ନୁହେଁ।ଆପଣ ଆଧାର ହୀନ ବ୍ୟକ୍ତିତ୍ୱ ବିଷୟରେ କଥା ହେବା ଉଚିତ ନୁହେଁ।ଆପଣ ଯେଉଁ କଥା ଅନ୍ୟ ଆଗରେ ରଖିବେ ତାହାର ସିଧ୍ୟତା ପୃଷ୍ଟି କରିବା ଆଵଶ୍ୟକ ଆଲତୁ ଫାଲତୁ କଥା କାହା ଆଗରେ କୁହନ୍ତୁ ନାହିଁ।ଆପଣଙ୍କ ଯେଉଁ କଥା ବିଷୟରେ ଆପଣ ଜାଣି ନାହାନ୍ତି ସେ ବିଷୟରେ ତର୍କ ସ୍ଥାପନ କରିବେ ନାହିଁ।

ତୃତୀୟ କଥା ହେଉଛି କହିବେ କମ ଓ ଶୁଣିବେ ବେଶି,ନିଜର ବୁଦ୍ଧିମାନି ସିଦ୍ଧ କରିବାର ଅଛି ତାହେଲେ ଆପଣ କମରୁ କମ ଶଦ୍ଧ ନିଜ ପାଟିରୁ କଥା ବାହାର କରିବାର ଅଛି ଓ ଅନ୍ୟର କଥା ସୁଣିବାର ଅଛି।କାହିଁକିନା ଆପଣ ଅନ୍ୟର ମାନସିକତା ବୁଝି ପାରିବା ଦରକାର ଓ ତାର ପ୍ରତିରୂପ ହିସାବରେ ଜବାବ ଦେବା ଉଚିତ।ପଛ ପଟେନ ଗପିବା,ଆମେ ଦେଖିଥିବା ଲୋକମାନେ ଅନ୍ୟ ପଛରେ ଲୁଚି ଛପି ଖରାପ କଥା ଗପିବା ତାଙ୍କୁ ଭଲ ଲାଗେ।

ଆପଣ ଯାହା ଆଗରେ ଖରାପ ଗପୁଥିବେ ଆପଣଙ୍କ ଖରାପ ମାନସିକତା ବିଷୟରେ ଜଣା ପଡିଯିବ।ବୁଦ୍ଧିମାନ ବ୍ୟକ୍ତି କେବଳ କାମର କଥା କରିବ ଓ ମୂର୍ଖ ବ୍ୟକ୍ତି ଆତା ବିଷୟରେ ଖରାପ କଥା କହୁଛନ୍ତି।ଆପଣ ଯଦି ଆତା ବିଷୟରେ ଖରାପ କଥା କହିବା ଓ ତାହେଲେ ଆପଣଙ୍କ ଶହ ମିଶୁଥିବା ଲୋକ ଆପଣଙ୍କୁ ଖରାପ ଭାଵନ୍ତି ଓ ଆପଣଙ୍କ ଶହ ମିଶୁଥିବା ବ୍ୟକ୍ତି ଆପଣଙ୍କୁ କୌଣସିବି କଥା କହିବାକୁ ଲୁଚେଇଥାଆନ୍ତି।

Leave a Reply

Your email address will not be published. Required fields are marked *