March 24, 2025

Odia Express

Leading Odia News Portal of Odisha

ଆସନ୍ତୁ ଜାଣିବା ଏପରି ଜିନିଷ ଯାହାକୁ ଗ୍ରହଣ କରିବା ଦ୍ୱାରା ଶରିରରେ କ୍ୟାଲସିୟମ ର ଅଭାବ ରହିବ ନାହିଁ – ନିଶ୍ଚୟ ଜାଣି ରଖନ୍ତୁ…

ସାଙ୍ଗମାନେ,ଆସନ୍ତୁ ଜାଣିବା କିପରି ଆମ ଶରୀରରୁଦୁର୍ବଳତା,ଥକାପଣ,କ୍ୟାଲସିୟମ କମ,ହାଡ଼ରେ କମଜୋରି କିପରି କମେଇବା।ଆପଣ କିପରି ୫୦ ବର୍ଷ ବୟସରେ ୨୦ ବର୍ଷ ଲୋକଙ୍କର ଶକ୍ତି ଆପଣଇ ପାରିବେ।ଆମେ କୌଣସି କାର୍ଯ୍ୟ କରିବା ପୂର୍ବରୁ ଆମକୁ ଥକାପଣ ଓ ଦୁର୍ବଳତା ଅନୁଭବ ହୋଇଥାଏ।ଏହା ଆମ ଶରିରରେ ଥିବା କ୍ୟାଲସିୟମ ଅଭାବରେ ହୋଇଥାଏ।କ୍ୟାଲସିୟମ ଆମ ଶରୀରର ଗୋଟେ ଗୋଟେ କୋଶିକା ପାଇଁ ଜରୁରୀ ହୋଇଥାଏ।କ୍ୟାଲସିୟମ ଅଭାବରେ ଆମ ଦାନ୍ତ,ହାଡ଼,ପିଠି ହାଡ଼ ଓ ଆଣ୍ଠୁ,ଗଣ୍ଠିରେ ବିନ୍ଧା ବିନ୍ଧି ହୋଇଥାଏ।କ୍ୟାଲସିୟମ କମି ଦ୍ୱାରା ଆମ ଶରୀରରେ ଥିବା ହାଡ଼ରେ ସାନ୍ଧ୍ରତା କମିଯାଏ।ଆପଣଙ୍କ ଛୁଆ ଠାରୁ ଆରମ୍ଭ କରି ବୁଢ଼ାଯାଏଁ ସମସ୍ତଙ୍କର ଭରପୁର କ୍ୟାଲସିୟମର ଦରକାର ହୋଇଥାଏ।ସାଙ୍ଗମାନେ ଆୟୁର୍ବେଦ ଅନୁସାରେ ଏମିତି କିଛି ଜିନିଷ ଅଛି ଯାହାକୁ ଖାଇବା ଦ୍ୱାରା ଆମ ଶରିରରେ କ୍ୟାଲସିୟମର ଅଭାବ ପୂରଣ ହୋଇଯାଇଥାଏ।

ଆଜି ଆମେ ଏଠି ସେ ତିନୋଟି ଜିନିଷ ବିଷୟରେ କହିବୁ ଓ କହିବୁକି ଆପଣ କିପରି ସେ ତିନୋଟି ଜିନିଷର ବ୍ୟବହାର କରିପାରିବେ।ପ୍ରଥମ ଜିନିଷ ଯାହା ଆମ ଶରୀରରେ ଶୀଘ୍ର ରୁ ଅତି ଶିଘ୍ର ଆମ ଶରୀରରେ କ୍ୟାଲସିୟମର ଅଭାବକୁ ପୁର୍ଣ୍ଣ କରେ ସେ ହେଉଛି ଖସା।ଆପଣ ସବୁଦିନ ଗୋଟେ ଚାମୁଚ ଧଳା ରାଶିର ସେବନ କରିବା ଉଚିତ।ଏହା ସହିତ ମ୍ୟାଗ୍ନିସିୟ,ଫସଫେଟ ଆଦି ଥାଏ ଯାହା ଆମ ଚୁଟି,ହାଡ଼,ଦାନ୍ତ ପାଇଁ ବହୁତ ଲାଭ କାରୀ ଅଟେ।

ତାସହିତ ଆପଣଙ୍କ ଚେହେରା,ହୃଦୟ ମାଂସପେଷି ପାଇଁ ବହୁତ ଲାଭଦାଇ ଅଟେ।ଏହାକୁ ଖାଇବା ଦ୍ୱାରା ପେଟ ସଫା ରଖିଥାଏ।ଦ୍ୱିତୀୟ ଜିନିଷ ଯାହା ଆମକୁ ସବୁଦିନ ନବାର ଅଛି ତାହା ହେଉଛି ପପି ମଞ୍ଜି।ଏଥିରେ ଓମେଗା-୩,ଫ୍ୟାଟି ଏସିଡ ଓ ଫାଇବର ବହୁତ ମାତ୍ରରେ ଥାଏ।ଆପଣଙ୍କୁ ଯଦି ସୋଇବାରେ କୌଣସି ଅସୁବିଧା ରହୁଛି ଆପଣ ସବୁଦିନ ଶୋଇବା ପୂର୍ବରୁ କ୍ଷୀର ଶହ ମିଶେଇ ପପି ମଞ୍ଜି ନେବା ଉଚିତ।ଏହା ଅସ୍ତମା ରୋଗୀଙ୍କ ପାଇଁ ବହୁତ ଲାଭ ଦାଇ ଅଟେ।

ପପି ମଞ୍ଜି ଆପଣଙ୍କ ଶରିରରେ କପର,ଜୀଙ୍କ,କ୍ୟାଲସିୟମ ଭଳି ତତ୍ୱକୁ ବଢ଼େଇ ଥାଏ। ଏହା ଆପଣଙ୍କ ମଧୁମେହ,ଥାଇରଏଡ଼,ଉଚ୍ଚରକ୍ତଚାପ ଆଦିର ଉପଚାର କରିବାରେ ସାହାର୍ଯ୍ୟ କରେ।ସାଙ୍ଗମାନେ ତୃତୀୟ ଜିନିଷ ଯାହା ଆପଣଙ୍କୁ ସବୁଦିନ ନବାର ଅଛି ସେ ହଉଛି ପେସ୍ତାବାଦାମ।ଏଥିରେ ଭିଟାମିନ-ଇ ବହୁତ ମାତ୍ରାରେ ଥାଏ।ଏହା ଆପଣଙ୍କ ଆଖି,ମସ୍ତିସ୍କ,ହୃଦୟ ପାଇଁ ବହୁତ ଲାଭ ଜନକ ଅଟେ।ଏଥିରେ ଅଧିକ ଫାଇବର ଥିବାରୁ ପେଟ ଶହ ଜଡିତ ସମସ୍ୟା ଭଲ କରେ।

କୋଷ୍ଟକାଠିନ୍ୟ,ଲିଭରରେ ଅସୁବିଧା,ହଜମ କ୍ରିୟା ଭଳି ପେଟ ସମସ୍ୟା ଭଲ କରିଥାଏ।ଏହା ଆପଣଙ୍କ ଚୁଟି ପାଇଁ ବହୁତ ଭଲ ଅଟେ,ଆପଣଙ୍କ ଦୁର୍ବଳତା ଓ ହାଡ଼ ଶକ୍ତ ପାଇଁ ବହୁତ ଭଲ ଜିନିଷ ଅଟେ।ଶରୀରରେ ଗୋଟେ ନୂଆ ଫୁର୍ତୀ ଦେଇଥାଏ।ଆସନ୍ତୁ ବନ୍ଧୁଗଣ ଜାଣିନେବା କି ଏ ତିନୋଟି ଜିନିଷକୁ ଆମେ କିପରି ସେବନ କରିବା ଓ କେଉଁ ସମୟରେ ସେବନ କରିବା ?

ପ୍ରଥମେ ଆପଣଙ୍କୁ ଗୋଟେ ସଫା ଗିନାରେ ଗୋଟେ ଚାମୁଚ ଧଳା ରାସି ନବାର ଅଛି।ତାପରେ ଆପଣଙ୍କୁ ସେଥିରେ ମିସେଇବାର ଅଛି ଗୋଟେ ଚାମୁଚ ପପି ମଞ୍ଜି।ତାପରେ ପୁନର୍ବାର ସେଥିରେ ମିସେଇବାର ଅଛି ପାଞ୍ଚରୁ ଛଅ ପେସ୍ତାବାଦାମ।ଏହାପରେ ଆପଣଙ୍କୁ ଏ ତିନୋଟି ଜିନିଷ ଏକା ସାଙ୍ଗରେ ନେଇ ରାତିରେ ଶୋଇବା ଆଗରୁ ପାଣିରେ ଭଲ ଭାବରେ ଭିଜେଇ ରଖିବା ଉଚିତ।ଆପଣ ସକାଳୁ ନିତ୍ୟକର୍ମ ସାରି ଖାଲି ପେଟରେ ଏହାର ସେବନ କରିବେ।

ବାଦାମର ଚୋପା ଛଡେ଼ଇ ଆଉ ସବୁ ଜିନିଷକୁ ଭଲ ଭାବରେ ଚୋବେଇ ଖାଇବା ଉଚିତ ଓ ତାସହିତ ଏହାର ପାଣି ଆପଣଙ୍କୁ ପିବାର ଅଛି।ଏହିଭଳି ଆପଣ ଏ ତିନୋଟି ଜିନିଷକୁ ଆପଣଙ୍କୁ ନବାର ଅଛି।ସେଭଳି ଏହାକୁ ସେବନର ଅନ୍ୟ ଉପାୟ ଅଛି ସେ ହେଉଛି ଆପଣ ଧଳା ରାଶି,ପିପି ମଞ୍ଜି,ପେସ୍ତାବାଦାମ ଆଦିକୁ ନେଇ ଭଲ ଭାବରେ ପେଷି ଦେବା ଓ ତାର ପାଉଡର ବନେଇଦେବା।ତାପରେ ଗୋଟେ କପ କ୍ଷୀରକୁ ଗରମ କରିବେ ଓ ତାଭିତରେ ସେ ପାଉଡ଼ରକୁ ମିସେଇଦେବେ।ଆପଣ ଏହାକୁ ଭଲଭାବରେ ଫୁଟେଇ ଦେବେ ଓ ରାତିରେ ଶୋଇବା ଆଗରୁ ଏହାକୁ ସେବନ କରି ଶୋଇବା ଉଚିତ।ଏହାକୁ ଶୋଇବାର ଅଧଘଣ୍ଟା ପୂର୍ବରୁ ପିବା ଉଚିତ ଓ ଖାଇବାର ୨ ଘଣ୍ଟା ପରେ ପିବେ।

Leave a Reply

Your email address will not be published. Required fields are marked *