March 17, 2025

Odia Express

Leading Odia News Portal of Odisha

ଆସନ୍ତୁ ଜାଣିବା ମହାଭାରତରେ ଧୃତରାଷ୍ଟ୍ର କାହିଁକି ଅନ୍ଧ ଥିଲେ – ପ୍ରାୟ ଲୋକ ଏହାର ସତ୍ୟତା ଜାଣି ନଥିବେ..

ଯେବେଯେବେ ମହାଭାରତର କାହାଣିକୁ ମନ ପକାଯାଏ,ସେତେବେଳେ ବହୁତ ଏମିତି କଥାର ବର୍ଣ୍ଣନ କରାଯାଇଛି ଯାହା ଆପଣଙ୍କୁ ଜ୍ଞାନର ପ୍ରାପ୍ତି ହେବ ବୋଲି।ଆଜି ଏହି ପ୍ରହରରେ ଆମେ କଥା ହେବୁକି ଧୃତରାଷ୍ଟ୍ର କାହିଁକି ଅନ୍ଧ ଥିଲେ,ଆଜି ଆମେ ସବୁ ରହସ୍ୟ ଉପରୁ ପର୍ଦ୍ଧା କାଢ଼ିବା।ଆପଣ ଜାଣିଥିବେ ମହାଭାରତ ଭଳି ଗ୍ରଂଥରେ ବହୁତ ରହସ୍ୟ ଲୁଚି ରହିଅଛି।ମହାଭାରତ ଅନୁସାରେ ଧୃତରାଷ୍ଟ୍ର ଜନ୍ମରୁହିଁ ଅନ୍ଧଥିଲେ କିନ୍ତୁ ତାଙ୍କୁ ଏହି ଅନ୍ଧପଣ ଜନ୍ମରୁ ମିଳିଥାଏ।

ଏମିତି ବହୁତ କମ ଲୋକ ଥିବେ ଯାହା ଜାଣିଥିବେ କି କେଉଁ କାରଣରୁ ଧ୍ରୁତରାଷ୍ଟ୍ର ଅନ୍ଧ ଥିଲେ ବା କାହିଁକି ତାଙ୍କୁ ଏ ଖାସ ଅଭିଶାପ ମିଳିଥିଲା।ଧୃତରାଷ୍ଟ୍ର ଗାନ୍ଧାରୀଙ୍କ ସମସ୍ତ ପରିବାରକୁ ମରେଇ ଦେଇଥିଲେ।ମହାଭାରତ ଯୁଦ୍ଧରେ ଲଢ଼ିବା ସମୟରେ ଭିମ ବହୁତ ନିର୍ଦ୍ଧୟତାର ଶହ ତାଙ୍କ ପୁତ୍ର ଦୁର୍ଯ୍ୟୋଧନ ଓ ଦୁଃଶାସନ ଙ୍କୁ ନିର୍ଦ୍ଧୟତାର ସହ ମାରିଦେଇଥିଲେ।ଏହି କାରଣରୁ ରାଜା ଧୃତରାଷ୍ଟ୍ର ଭୀମଙ୍କୁ ମାରି ଦେବାକୁ ଚାହୁଁ ଥିଲେ।

ଯେତେବେଳେ ମହାଭାରତର ଯୁଦ୍ଧ ଶେଷ ହେଲା ତାପରେ ଭଗବାନ ଶ୍ରୀ କୃଷ୍ଣ ଙ୍କ ସମେତ ସମସ୍ତ ପଞ୍ଚୁ ପାଣ୍ଡବ ଧୃତରାଷ୍ଟ୍ର ଓ ଗାନ୍ଧାରୀଙ୍କ ଦର୍ଶନ କରିବାକୁ ଗଲେ।ସମସ୍ତେ ଜଣ ଜଣ କରି ନିଜ ନାମ କହିଲେ ଯେତେବେଳେ ସମସ୍ତଙ୍କ ନାମ ଶୁଣିଲା ପରେ ତାଙ୍କ ମନରେ ଭୀମଙ୍କ ପ୍ରତି ଚାଲୁଥିବା ଘୃଣା ଭାବ ଜାଣି ପାରିଲେ।ତାପରେ ମହାରାଜ ଧୃତରାଷ୍ଟ୍ର ଭୀମଙ୍କୁ କୋଳମର୍ଦ୍ଧନ କରିବା ପାଇଁ ଇଛା ପ୍ରକାଶ କଲେ।ତେଣୁ ସାଙ୍ଗେସାଙ୍ଗେ ଭୀମଙ୍କ ବଦଳରେ ତାଙ୍କ ଲୁହା ପ୍ରତିମା ଆଗକୁ ବଢ଼େଇ ଦେଲେ।

ମହାରାଜ ଧୃତରାଷ୍ଟ୍ର ଜନ୍ମରୁହିଁ ବହୁତ ଶକ୍ତିସାଳି ଥିଲେ।ସେ ରାଗରେ ଆସି ନିଜ ଦୁଇ ହାତରେ ସେ ଲୁହାର ମୂର୍ତ୍ତିକୁ ଚାପିକି ଭାଙ୍ଗି ଦେଲେ।ମୁର୍ତ୍ତୀ ଭାଙ୍ଗିବା କାରଣରୁ ତାଙ୍କ ମୁହଁରୁ ରକ୍ତ ବାହାରିବାକୁ ଲାଗିଲା ଓ ସେ ମାଟି ଉପରେ ଗଳିପଡିଲେ।ଯେତେବେଳେ ମହାରାଜ ଧୃତରାଷ୍ଟ୍ରଙ୍କ ରାଗ ଶାନ୍ତ ହେଲା ସେ ଜୋରରେ କାନ୍ଦି ବାକୁ ଲାଗିଲେ।ତାଙ୍କୁ ନିଜ ଭିତରେ ପଶ୍ଚାତାପ ହେବାକୁ ଲାଗିଲା ଓ ତାପରେ ଭଗବାନ ଶ୍ରୀକୃଷ୍ଣ କହିଲେ ମହାରାଜ ଭିମ ବଞ୍ଚିଛନ୍ତି।

ଏହିପରି ଭଗବାନ ଶ୍ରୀକୃଷ୍ଣ ପାଣ୍ଡବଙ୍କ ଭିତରୁ ଭୀମଙ୍କୁ ବଞ୍ଚେଇ ନେଇଥିଲେ।ସାଙ୍ଗମାନେ ଆପଣମାନେ ଯଦି ମହାଭାରତ ପଢିଥିବେ,ଆପଣ ଜାଣିଥିବେ ମହାରାଜା ଶାନ୍ତନୁ ଓ ତାଙ୍କ ପତ୍ନୀଙ୍କ ଦୁଇଟି ପୁତ୍ର ହୋଇଥିଲେ।ଯାହାଙ୍କର ନାମ ଥିଲା ବିଚିତ୍ରବିର ଓ ଚିତ୍ରାଙ୍ଗଦ,ଚିତ୍ରାଙ୍ଗଦ ବହୁତ କମ ବୟସରେ ଯୁଦ୍ଧ ଲଢୁ ଲଢୁ ମୃତ୍ୟୁ ବରଣ କରିଥିଲେ।ପିତାମହ ଭୀଷ୍ମ ବୀଚିତ୍ରବିରଙ୍କ ବିବାହ କାଶିର ରାଜ କୁମାରୀ ଅମ୍ବାଳିକା ଓ ଅମ୍ବିକାଙ୍କ ସହ କରେଇଥିଲେ।

ତାପରେ ବିଚିତ୍ରବିର ଙ୍କ ମୃତ୍ୟୁ ପରେ ସେ ଅମ୍ବିକା ଓ ଅମ୍ବାଳିକାଙ୍କ କୌଣସି ସନ୍ତାନ ନଥିଲେ।ମାତା ସତ୍ୟାବତୀଙ୍କ ମନରେ ବହୁତ ଚିନ୍ତା ଉତତ୍ପନ୍ନ ହେଲା।ତାପରର ମାତା ସତ୍ୟବତୀ ନିଜ ପୁତ୍ର ବେଦବ୍ୟାସଙ୍କୁ ନିୟନ୍ତ୍ରଣ କଲେ।ତାପରେ ସେ ବେଦବ୍ୟାସଙ୍କୁ ନିଜ କୌରବ ଵଂଶ ବଢ଼େଇବା ପାଇଁ ଉପାୟ ଖୋଜିବାକୁ କହିଲେ।ମହର୍ଷି ବେଦବ୍ୟାସ ସେଠାରେ ନିଜ ଦିବ୍ୟ ଶକ୍ତି ବଳରେ ତାଙ୍କର ଛୁଆ କରେଇବେ।ଅମ୍ବିକା ଋଶି ବେଦ ବ୍ୟାସଙ୍କ ତେଜ ଦେଖି ସେ ନିଜ ଆଖୀ ବନ୍ଦ କରିଦେଲେ।

ସେହି କାରଣରୁ ଧୃତରାଷ୍ଟ୍ର ଅନ୍ଧ ହୋଇ ଜନ୍ମ ହେଲେ।ଦ୍ୱିତୀୟ ରାଣୀ ଅମ୍ବାଳିକା ମହର୍ଷିଙ୍କୁ ଡରିଯାଇ ଥିଲେ।ତେଣୁ ତାଙ୍କ ଶରୀର ହଳଦିଆ ପଡି ଯାଇଥିଲା ତେଣୁ ତାଙ୍କ ଗର୍ଭରୁ ପାଣ୍ଡୁଙ୍କ ଜନ୍ମ ହୋଇଥିଲା।ପାଣ୍ଡୁ ଜନ୍ମରୁ ଦୁର୍ବଳ ଥିଲେ,ମହର୍ଷି ବେଦବ୍ୟାସ ନିଜ ଶକ୍ତି ବଳରେ ବିଦୁରଙ୍କୁ ଜନ୍ମ ଦେଲେ।ମହାଭାରତ କଥା ଅନୁସାରେ ଧୃତରାଷ୍ଟ୍ର ବହୁତ କୃର ରାଜା ଥିଲେ।ଗୋଟେ ନଦୀରେ ହଂସ ଖେଲୁଥିଲେ ସେ ସରରେ ମାରିବାକୁ ଚେଷ୍ଟା କଲେ ସେ ହଂସ ଅଭିଶାପ ଦେଲା ତମେ ଆର ଜନ୍ମରେ ଅନ୍ଧ ହେବ ଓ ଆପଣଙ୍କ ଛୁଆ ମୃତ୍ୟୁ ବରଣ କରିବେ

Leave a Reply

Your email address will not be published. Required fields are marked *