March 16, 2025

Odia Express

Leading Odia News Portal of Odisha

ଆସନ୍ତୁ ଜାଣିବା କିପରି ଗରିବ ଛୁଆ ହେଲା ରୁଷିଆର ରାଷ୍ଟ୍ରପତି ଆସନ୍ତୁ ସେ ବିଷୟରେ ଜାଣିବା ?ଜାଣିଲେ ଆପଣ ମଧ୍ୟ ଖୁସି ହେବେ…

ଯାହାର କହିବାର ଥିଲା ସବୁକିଛି ସବୁବେଳେ ଭଲ ହୋଇନଥାଏ ଓ ତାକୁ ଭଲ କରିବା ପାଇଁ ଆମକୁ ନିଶ୍ଚିତ ପ୍ରୟାସ କରିବାକୁ ପଡିବ।ଏହି କଥା ହେଉଛି ଦୁନିଆର ସବୁଠାରୁ ଶକ୍ତିସାଳି ନେତାଙ୍କ ବିଷୟରେ।ଏହା ହେଉଛି ଭାରତର ସବୁଠାରୁ ଭଲ ସାଥି ଦେଶ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ଉଦ୍ଦୀନଙ୍କ ବିଷୟରେ।ସୋଭିଏତ ସଂଘ ଭାଙ୍ଗିବା ପରେ ରୁଷିଆକୁ ଗୋଟେ ଶକ୍ତିଶାଳୀ ଦେଶ ଭାବେ ଗଢି ତୋଳିବା ପାଇଁ ତାଙ୍କର ପ୍ରମୁଖ ଭୂମିକା ଗ୍ରହଣ କରିଥାଏ।ଏ ହେଉଛନ୍ତି ସବୁଠାରୁ ଶକ୍ତି ସାଳି ଦେଶ।ଆଜି ଆମେ କଥା ହେବା ଦେଶର ସବୁଠାରୁ ଶକ୍ତିଶାଳୀ ଦେଶ ଭ୍ଲାଦିମିର ଉଦ୍ଦୀନଙ୍କ ବିଷୟରେ।

ତାଙ୍କର ପୁରାନାମ ଭ୍ଲାଦିମିର ଭ୍ଲାଦିମିରୋଭିଚ ପୁଟିନ ଅଟେ।ତାଙ୍କର ଜନ୍ମ ୭ ଅକ୍ଟୋବର ୧୯୫୨ ରେ ହୋଇଥିଲା,ସେ ଲେନିନଗ୍ରାଦ ସହରରେ ଯାହାକୁ ବର୍ତ୍ତମାନ ସେନପିଟର ବର୍ଗ ନାମରେ ଲୋକ ଜାଣିଛନ୍ତି।ତାଙ୍କର ଜନ୍ମ ଗୋଟେ ଗରିବ ପରିବାରରେ ହୋଇଥିଲା।ସେ ନିଜ ବାପା ମାଙ୍କ ତୃତୀୟ ସନ୍ତାନ ଅଟନ୍ତି ଓ ତାଙ୍କ ଦୁଇ ଭାଇଙ୍କ ନାମ ଭିକ୍ଟର ଓ ଆଲବର୍ଟ ଥିଲା।ତାଙ୍କର ମୃତ୍ୟୁ ହୋଇଯାଇଥିଲା।ତାଙ୍କ ପିତା ନ୍ୟାଭି ଅଫିସର ଥିଲେ ଓ ତାଙ୍କ ମା କାରଖାନାରେ କାମ କରୁଥିଲେ।ସେ ଜୁଡୋ ଶିଖିଥିଲେ।

ସେ ସେନପିଟର ବର୍ଗ ମହାବିଦ୍ୟାଳୟରୁ ଆଇନ ପଢ଼ା ସମାପ୍ତ କରିଥିଲେ।ତାପରେ ସେ ୧୯୭୫ ରେ ସେ କେଜିବି ଯୋଗ କଲେ।ତାଙ୍କ ଭଲ କାମ ପଦର୍ଶନ ପାଇଁ ସେ କାଉଣ୍ଟର ଡିପାର୍ଟମେଣ୍ଟ କୁ ପଠେଇ ଦେଲେ।ତାପରେ ସେ ୧୯୮୫ ରୁ ୧୯୯୦ ପର୍ଯ୍ୟନ୍ତ ପୁଟିନ ଜର୍ମାନୀରେ ଭିତିରିଆ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ।ତାପରେ ୧୯୯୧ ରେ ସୋଭିଏତ ସଂଘ ଭାଙ୍ଗି ଗଲା ସେ କେଜିବି ଛାଡିଲା ପରେ ସେ ପଲିଟିକାଲ ବ୍ୟୁରୋରେ ମିସିଗଲେ।ସେ ଡେପୁଟି ଚେୟାରମ୍ୟାନ ଭାବେ ନିଯୁକ୍ତି ନେଲେ।

ତାପରେ ସେ ନିଜ ପରିବାର ସହ ମସ୍କୋକୁ ସ୍ଥାନାନ୍ତରିତ ହୋଇଗଲେ।ଯେଉଁଠାରେ ସେ ପ୍ରସିଡେଣ୍ଟାଲ ପ୍ରପଟି ଅଫ ଡେପୁଟି ଚେୟାରମ୍ୟାନ ଭାବେ ନିଯୁକ୍ତି ହେଲେ ଓ ସେହି ବର୍ଷ ସେ ଚିଫ ଅଫ ମେନ କଣ୍ଟ୍ରୋଲ ଡ଼ାଇରେକ୍ଟର ହକିଗଲେ।ତାପରେ ସେ ସିକ୍ୟୁରୀଟି କାଉନସିଲ ଅଫ ଦି ରୁଷିଆନ ଫେଡେରେସନ ଭାବେ ନିଯୁକ୍ତି କରାଗଲା।ସେ ୧୯୯୯ ରେ ରୁଷିଆର ୩ ଟି ଭାଇସ ମିନିଷ୍ଟର ଭିତରୁ ଜଣେ ଭାବରେ ନିଯୁକ୍ତି ଦିଆଗଲା।ତାପରେ ତାଙ୍କୁ ରୁଷିଆର ରାଷ୍ଟ୍ରପତି ଘୋଷଣା କରାଗଲା।

ଏହା ପଛରେ ଦୁଇଟି କାରଣ ଥିଲା ପ୍ରଥମ ଥିଲା ସେ ଲୋକଙ୍କ ପାଇଁ ବହୁତ ଭଲ କାମ କରିଥିଲେ ଓ ଦ୍ୱିତୀୟ ଥିଲା ଚେଚେନ ରିପବ୍ଲିକ ବିରୁଦ୍ଧରେ ଯୁଦ୍ଧ ଜିତିଗଲେ।୧୯୯୯ ରେ ପୁଟିନ ସ୍ଥାୟି ଭାବେ ରାଷ୍ଟ୍ରପତି ଭାବେ ନିଯୁକ୍ତି ହେଲେ।୨୦୦୦ ମସିହାର ଇଲେକ୍ସନରେ ୫୩% ଭୋଟରେ ଜିତିଗଲେ।ସେ ତାପରେ ଲଗାତାର ଆଠ ବର୍ଷ ପର୍ଯ୍ୟନ୍ତ ରାଷ୍ଟ୍ରପତି ହୋଇରହିଲେ। ସେଠାରେ ପାଠପଢ଼ା,ଚାଷବାସ ଓ ସ୍ବାସ୍ଥ୍ୟ ପାଇଁ ବହୁତ କିଛି ଉନ୍ନତି କରିଥିଲେ।ରୁଷିଆର ନିୟମ ଅନୁସାରେ ସେଠାରେ ୨ ଥରରରୁ ଅଧିକ ଥର କେହି ରାଷ୍ଟ୍ରପତି ହୋଇପାରିବେ ନାହିଁ।

ତାପରେ ସେ ରାଷ୍ଟ୍ରପତି ପଦ ତ୍ୟାଗ କରି ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ ଭାର ଗ୍ରହଣ କଲେ।୨୦୧୧ ରେ ସେ ନିୟମ ପରିବର୍ତ୍ତନ କରି ରାଷ୍ଟ୍ରପତି ପଦର କାର୍ଯ୍ୟ ଭାରକୁ ବଢ଼େଇ ୪ ବର୍ଷରୁ-୬ ବର୍ଷ କରିଦେଲେ।୨୦୧୨ ରେ ସେ ପୁନର୍ବାର ରାଷ୍ଟ୍ରପତି ପଦ ପାଇଁ ଠିଆ ହେଲେ ଓ ସେ ଏବେ ୬୪% ଭୋଟରେ ଜିତିଲେ।ତାପରେ ଆସିଲା ୨୦୧୮ ଏଥର ମଧ୍ୟ ସେ ପ୍ରେସିଡେଣ୍ଟ ହେଲେ ଓ ଆଜି ପର୍ଯ୍ୟନ୍ତ ରୁଷିଆର ରାଷ୍ଟ୍ରପତି ଭାବେ କାର୍ଯ୍ୟଭାର ତୁଲାଇ ଆସୁଛନ୍ତି।ସେ ଜଣେ ବିବାଦୀୟ ନେତା ଥିଲେ।

ତାଙ୍କ ବିରୁଦ୍ଧରେ ଆଲେକ୍ସି ନେବିଲ ୨୦୧୬ ରେ ପୁତିନଙ୍କ ବିରୁଦ୍ଧରେ ଲଢ଼ିବା ପାଇଁ ନିଶ୍ଚିନ୍ତ କଲେ।ତାପରେ ତାଙ୍କୁ ସମର୍ଥନ ମିଳିଲା ଯେଉଁ କାରଣରୁ ତାଙ୍କୁ ଜେଲ ହେଲା ଓ ତାପରେ ପୁଟିନଙ୍କ ସମର୍ଥକ ତାଙ୍କ ଉପରକୁ ରାସାୟନିକ ପଦାର୍ଥ ଫୋପାଡିବାକୁ ପ୍ରୟାସ କଲେ ଯାହାଫଳରେ ସେ ଅନ୍ଧ ହେଉ ହେଉ ବଞ୍ଚିତ ହୋଇଥିଲେ।ସେ ଭୁଲ ଅବା ଠିକ ଯାହା ହୁଅନ୍ତୁ ସେ ନିଜକୁ ଦୁନିଆ ଆଗରେ ଜଣେ ଟାଣୁଆ ନେତା ଭାବେ ଗଢି ତୋଳିଛନ୍ତି।ଯାହା ଆମେରିକାକୁ ଚ୍ୟାଲେଞ୍ଜ କଲା ଓ କାରଖାନା ମାନଙ୍କୁ ବଢ଼େଇଲା ଓ ତାପରେ ସୁପର ପାୱାର ରୂପରେ ରୁଷିଆକୁ ନେଇ କରି ଆସିଲେ।ବର୍ତ୍ତମାନ ରୁଷିଆ ପାଖରେ ସବୁଠାରୁ ବେଶି ନ୍ୟୁକ୍ଲିଅର ଆରସେନାଲ ଅବସ୍ତିତ ଅଛି।ସେଥିପାଇଁ ରୁଷିଆ କୁ ସବୁଠାରୁ ବଡ଼ ପରମାଣୁ ଶକ୍ତି କେନ୍ଦ୍ର ବୋଲି କୁହାଯାଏ।

Leave a Reply

Your email address will not be published. Required fields are marked *