ଯଦି ଆପଣଙ୍କୁ ଥାଇରଏଡ଼ର ସମସ୍ୟା ଅଛି ତାହେଲେ ଆପଣାନ୍ତୁ ଏହି ଉପାୟ ଓ ସୁରକ୍ଷିତ ରୁହନ୍ତୁ – ଥାଇରଏଡ଼ର ସମସ୍ୟା ଠାରୁ ବହୁତ ଦୂରରେ…

ସୁସ୍ୱାଗତ ବନ୍ଧୁଗଣ ଆଜି ଆମେ ଜାଣିବା ଥାଇରଏଡ଼ ବିଷୟରେ।ଆଜିକାଲି ଜୀବନସୈଳି ରେ ଥାଇରଏଡ଼ ଗୋଟେ ସାଧାରଣ ସମସ୍ୟା ହୋଇଗଲାଣି ଯାହାକୁ ନେଇ ଲୋକମାନେ ବହୁତ ଚିନ୍ତିତ ଅଟନ୍ତି।ଥାଇରଏଡ଼ ଗୋଟେ ପ୍ରକାରର ହରମୋନ ହୋଇଥାଏ,ଯାହା ଆମ ଶରିରରୁ ଆୟୋଡିନ ନେଇ ଏହାକୁ ବନେଇ ଥାଆନ୍ତି।ମେଟାବୋଲିଯିମକୁ ସଠିକ ରଖିବା ପାଇଁ ହରମୋନ ନିହାତି ଆଵଶ୍ୟକ ହୋଇଥାଏ।ଯେତେବେଳେ ଗ୍ଲାଣ୍ଡ କୌଣସି କାରଣରୁ ଅଧିକ ହରମୋନ ବନେଇବାକୁ ଲାଗେ ତାହାକୁ ଆମେ ଥାଇରଏଡ଼ ରୋଗ ବୋଲି କହିଥାଉ ଏହା ଆମର ବହୁତ ଅସୁବିଧା କରେଇ ଥାଏ।ଏହାର ସବୁଠାରୁ ବେସି ଶିକାର ମହିଳାମାନେ ହୋଇଥାନ୍ତି।ଏହାଦ୍ୱାରା ଓଜନ ବଢିଯାଏ ବେଳେ ବେଳେ ଅଧିକ ମୋଟା ହୋଇଯାନ୍ତି ଓ ବେଳେ ବେଳେ ବହୁତ ପତଳା ହୋଇଯାନ୍ତି ଓ ଅସ୍ତବ୍ୟସ୍ତ ଲାଗେ ଓ ନିଦ ହୋଇନଥାଏ,ହୃଦ ସ୍ପନ୍ଦନ ବଢିବା,ଆଣ୍ଠୁ ଗଣ୍ଠି ବିନ୍ଧିବା ଇତ୍ୟାଦି ସମସ୍ୟା ଦେଖାଯାଏ।ଆଜି ଆମେ ଆପଣଙ୍କ ପାଇଁ ଏକ ଘରୋଇ ଉପାୟ ଆଣିଛୁ ଯାହାଦ୍ୱାରା ଆପଣଙ୍କ ଥାଇରଏଡ଼ର ସମସ୍ୟା ମୂଳରୁ ଭଲ ହୋଇଯିବ।
ଏହି ଉପାୟକୁ ପ୍ରସ୍ତୁତ କରିବା ପାଇଁ ଆମକୁ ଦୁଇଟି ଜିନିଷ ଦରକାର ସେଗୁଡିକ ହେଲା ମୂଳା ଓ ଲେମ୍ବୁ।ଆପଣ ନେବେ ଗୋଟେ ମୂଳା ଯାହାର ଉପର ସ୍ତର କାଢ଼ିନେବେ ଓ ତାପରେ ନେବେ ୫ଟି ଲେମ୍ଭୁ।ଆପଣ ଧ୍ୟାନରଖି ସେ ମୂଳାର ଗଣି ଗଣି ୩୦ ଖଣ୍ଡ କରିବେ।ତାପରେ ସେ ଲେମ୍ଭୁର ମଝିରୁ ଦୁଇ ଖଣ୍ଡ କରି ନେବେ।ଗୋଟି ଗୋଟି କରି ସବୁ ଲେମ୍ଭୁକୁ ସେ ମୂଳା ଉପରେ ଚୁପୁଡି ନେବେ।
ଏହା ଏକ ବହୁତ ବଢିଆ ଘରୋଇ ଉପାୟ ଅଟେ,ଆପଣଙ୍କୁ ଜମାବି ପଇସା ଖର୍ଚ୍ଚ କରିବାକୁ ପଡିବ ନାହିଁ କାରଣ ଏଗୁଡିକ ଆପଣଙ୍କ ରୋଷେଇ ଘରେ ସବୁବେଳେ ଉପସ୍ଥିତ ଥାଏ।ଆପଣ ସବୁ ଲେମ୍ବୁର ରସ କାଢ଼ିବା ପରେ ସେ ମୂଳାକୁ ଭଲ ଭାବରେ ଚାମୁଚ ସାହାର୍ଯ୍ୟରେ ଗୋଳେଇ ନେବେ।ଆପଣ ଏହାକୁ ଭଲ ଭାବରେ ଗୋଳେଇବା ପରେ ଏହା ଆପଣଙ୍କ ପାଇଁ ବହୁତ ବଢିଆ ଘରୋଇ ଉପାୟ ତିଆରି ହୋଇଯିବ।
ଆସନ୍ତୁ ଜାଣିବା ଏହାକୁ କିପରି ସେବନ କରି ପାରିବା।ଆପଣ ସକାଳେ ଓ ସନ୍ଧ୍ୟାରେ ଖାଲି ପେଟରେ ମୂଳାର ଦୁଇ ଖଣ୍ଡକୁ ଭଲ ଭାବରେ ସେ ଲେମ୍ଭୁ ରସରେ ବୁଡେଇ ସକାଳ ଓ ସନ୍ଧ୍ୟାରେ ଦୁଇ ଦୁଇ ଖଣ୍ଡ ଖାଇ ବାର ଅଛି।ଆପଣ ବିଶ୍ଵାସ କରିବେନି ସାଙ୍ଗମାନେ ଆପଣଙ୍କ ଥାଇରଏଡ଼ ମୂଳରୁ ଭଲ ହୋଇଯିବ।ଆଉ ଯାହାକୁ ଥାଇରଏଡ଼ ଅଛି ସେମାନେ ଘିଅ,ଚା,ଲୁଣ ଖାଇବା ଅନୁଚିତ ଅଟେ।ଆପଣ ଏହାର ବ୍ୟବହାର ପରେ ଆପଣ ଡାକ୍ତର ପାଖରେ ଯାଇ ନିଜର ଥାଇରଏଡ଼ର ପରୀକ୍ଷା କରେଇ ନିଅନ୍ତୁ।
ଆପଣ ଏହାର ସେବନ କରିବା ଦ୍ୱାରା ଆପଣଙ୍କୁ ବହୁତ ଶିଘ୍ର ଏହାର ଲାଭ ଦେଖାଯିବ ଓ ଆପଣ ଥାଇରଏଡ଼ ସମସ୍ୟାରୁ ଲାଭ ପାଇ ପାରିବେ।ଆପଣ ଧ୍ୟାନ ରଖିବେ ମାତ୍ର ସକାଳ ସନ୍ଧ୍ୟାରେ ଦୁଇ ଦୁଇଟି ଖାଇବାର ଅଛି ମାନେ ଦିନରେ ୪ ଟି।ବାକି ବଳିଥିବା ମୂଳାକୁ ଆପଣ ଭଲ ଭାବରେ ଢ଼ାଙ୍କି ଦେଇ ତାକୁ ବହୁତ ଦିନ ପର୍ଯ୍ୟନ୍ତ ବ୍ୟବହାର ଯୋଗୀ କରି ପାରିବା।ଆଉ ଆପଣଙ୍କୁ ଅଧିକ ପଇସା ଖର୍ଚ୍ଚ କରିବାକୁ ପଡିବ ନାହିଁ ଆପଣଙ୍କୁ ସବୁ ସହଜରେ ନିଜ ରୋଷେଇ ଘରେ ମିଳିଯିବ।ଏହା ବହୁତ ପ୍ରଭାବସାଳି ଉପାୟ ଅଟେ ଓ ଏହାର ବ୍ୟବହାର ଦ୍ୱାରା ଆପଣଙ୍କୁ ଅଳ୍ପ ଦିନରେ ଏହାର ଲାଭ ମିଳିବ।