March 15, 2025

Odia Express

Leading Odia News Portal of Odisha

ଏହାକୁ ଜଳେଇ ଦେବା ମାତ୍ରେ ଆପଣଙ୍କ ଘରେ ଗୋଟେବି ମଶା ରହିବ ନାହିଁ – ବର୍ଷା ଦିନେ ଏହାକୁ ନିଶ୍ଚୟ ଜାଣିରଖନ୍ତୁ..

ନମସ୍କାର ବନ୍ଧୁଗଣ ଆଜି ଆମେ ଆପଣଙ୍କ ପାଇଁ ଗୋଟେ ପ୍ରଭାବ କାରୀ ଉପାୟ ଆଣି ଆସିଅଛୁ।ଯାହାର ବ୍ୟବହାର କରି ଆପଣ ମାନେ ନିଜ ଘରେ ଜଳେଇବା ଦ୍ୱାରା ନିଜ ଘରେ ଗୋଟେବି ମଶା ଆପଣମାନେ ନିଜ ଘରେ ପାଇବେ ନାହିଁ।ମଶାମାନଙ୍କୁ ଘରୁ ବାହାର କରିବାର ଗୋଟେ ବଢିଆ ଓ ସୁନ୍ଦର ଉପାୟ ଆମେ ଆପଣ ମାନଙ୍କ ସହିତ ବାଣ୍ଟିବାକୁ ଯାଉଛୁ।କାହିଁକି ଖରାଦିନେ ଝାଳ ଆସୁକି ନ ଆସୁ ମଶା ମାନେ ନିଶ୍ଚିନ୍ତ ଆସନ୍ତି ଓ ସୁଖ ଶାନ୍ତି ଛଡେ଼ଇ ନିଅନ୍ତି।ଆଜି ଆମେ ଆଣି ଆସିଥିବା ଉପାୟ ଯଦି ଆପଣ ନିଜ ଘରେ ପ୍ରୟୋଗ କରୁଛନ୍ତି ଆପଣଙ୍କ ଘରେ ଗୋଟେବି ମଶା ରହିବେ ନାହିଁ।ଆପଣ ମଶାଧୁପ ଲଗେଇବା ଦ୍ୱାରା ଛୁଆଙ୍କ ଉପରେ ବହୁତ ଖରାପ ପ୍ରଭାବ ପଡିଥାଏ।ବଜାରରେ ମିଳୁଥିବା ରାସାୟନିକ ଉପକରଣ ସେମାନଙ୍କ ପାଇଁ ଆଦୌବି ଲାଭ ଦାଇ ହୋଇନଥାଏ।

ଆଜିର ଏହି ଉପାୟ ଆପଣଙ୍କ ଛୁଆଙ୍କ ଉପରେ ଆଦୌ କୌଣସି ଖରାପ ପ୍ରଭାବ ପକେଇ ନଥାଏ।ଆପଣ ଯଦି ଏହାକୁ ଆପଣଙ୍କ ଘରେ ଜଳଉଛନ୍ତିତ ଆପଣଙ୍କ ଘରେ କୌଣସି ଗୋଟେ ମଶା ଆସି ନଥାଏ।ଏହି ଉପାୟକୁ କରିବା ପାଇଁ ଆପଣଙ୍କୁ ଦରକାର ମାଟିର ପାତ୍ର,ଯଦି ମାଟିର ପାତ୍ର ନଥାଏ ଓ ଲଣ୍ଠଣ ଥାଏ ଏହାର ଉପଯୋଗ କିପରି କରିବା ସେ ବିଷୟରେ ଆମେ ଜାଣିବା।ମାଟି ପାତ୍ର ନିଅନ୍ତୁ ଓ ପୂଜା ପାଠ କରୁଥିବା କର୍ପୁର ୫ ଟି ନିଅନ୍ତୁ ଓ ତାର ଚୂର୍ଣ୍ଣ ପ୍ରସ୍ତୁତ କରି ନିଅନ୍ତୁ

ତାପରେ ସାଙ୍ଗମାନେ ଆମକୁ ନେବାର ଅଛି ସୋରିଷ ତେଲ ଦୁଇ ଚାମୁଚ।ଯଦି ଆପଣ ୪-୫ ପର୍ଯ୍ୟନ୍ତ ଜଳେଇବାକୁ ଚାହୁଁଛନ୍ତି ଆପଣ ସେ ଦୀପକୁ ଅଧା ପର୍ଯ୍ୟନ୍ତ ଭରି ଦିଅନ୍ତୁ।ଏହା ଯଦି କେବଳ ୫-୧୦ ଆପଣଙ୍କ ଘରେ ଜଳିବ ଆପଣଙ୍କ ଘରୁ ସବୁ ପ୍ରକାରର ମଶା ଦୂରକୁ ପଳେଇବେ।ତାପରେ ଆପଣଙ୍କୁ ନେବାର ଅଛି କିରାସିନି ତେଲ,ଆପଣ ସେଥିରେ ମାତ୍ର ଗୋଟେ ଚାମୁଚ ପକାନ୍ତୁ।

ଏଥିରେ ଆଉ ଗୋଟେ ଜିନିଷ ମିଶିଵ ସେ ହେଉଛି ନିମ୍ବ ତେଲ,କାରଣ ଏ ଲିମ୍ବ ତେଲ ଯେତେବେଳେବି ମିସେଇବେ ମଶା ମାନଙ୍କୁ ଏହାର ଗନ୍ଧ ଆଦୌ ସହ୍ୟକର ହେବ ନାହିଁ ଓ ସେମାନେ ଆପଣଙ୍କ ଘରୁ ବାହାରକୁ ଚାଲି ଯାଆନ୍ତି।ଆପଣ ଏଥିରେ ଅତିକମରେ ଗୋଟେ ଚାମୁଚ ପକାନ୍ତୁ।ତାପରେ ଆପଣ ଭଲ ଭାବରେ ସେ ତେଲ ସବୁକୁ ମିଶେଇ ନିଅନ୍ତୁ।ତାପରେ ଆପଣ ଗୋଟେ ବଳିତା ଆଣନ୍ତୁ ଓ ତାଭିତରେ ଭଲ ଭାବରେ ବୁଡ଼େଇ ଦିଅନ୍ତୁ।

ଆପଣ ଯଦି ଚାହୁଁଛନ୍ତିତ ଆପଣ ସେ ସବୁକୁ ଲଣ୍ଠଣରେ ପୁରେଇ ଦେଇ ଜଳେଇ ପାରିବେ।ଆମେ ଆପଣଙ୍କୁ ୧୦୦% ଦାବି କରୁଛୁକି ଆପଣଙ୍କ ଘରେ ଗୋଟେବି ମଶା ରହିବେ ନାହିଁ।ସେ ବଳିତା ଭଲ ଭାବରେ ତେଲ ପିଗଲେ ଆପଣ ସେଥିରେ ଦିଆସିଲୀ ସାହାର୍ଯ୍ୟରେ ସେ ବଳିତାକୁ ଜଳେଇ ନେବେ।ଯେଉଁଠାରେ କିଛି କପଡା ଥିବ ଓ କୌଣସି ପ୍ରକାରର ଦରକାରୀ ଵସ୍ତୁ ଥିବ ଆପଣ ସେଠାରେ ଜଳେଇବ ନାହିଁ।

ଆପଣ ଏ ଦୀପକୁ ଲଗେଇ ନିଜ ଘରକୁ କିଛି ସମୟ ପାଇଁ ବନ୍ଦ କରି ଦିଅନ୍ତୁ।ଆପଣ ବେଶୀରେ ବେଶୀ ୫ ମିନିଟ ପର୍ଯ୍ୟନ୍ତ ଜଳେଇ ରଖନ୍ତୁ ଓ ତାପରେ ଘର କବାଟ ଖୋଲି ଦିଅନ୍ତୁ।ତାପରେ ଆପଣ ଘର କବାଟ ଖୋଲିଲା ପରେ ଦେଖିବେ କୌଣସି ଗୋଟେ ମଶା ଆପଣଙ୍କ ଘରେ ରହିବ ନାହିଁ।ଏହା ଜଳିବା ଦ୍ୱାରା ଆପଣଙ୍କ ଛୁଆ ଉପରେ କି ଆପଣଙ୍କ ଉପରେ କୌଣସି ଖରାପ ପ୍ରଭାବ ପଡିବ ନାହିଁ ଓ ଆପଣ ଏହାକୁ ଭଲ ଭାବରେ ଓ ସହଜରେ କରି ପାରିବେ।

Leave a Reply

Your email address will not be published. Required fields are marked *