March 22, 2025

Odia Express

Leading Odia News Portal of Odisha

ଆଜିର ସାଧାରଣଜ୍ଞାନ ପ୍ରଶ୍ନ ଓ ଉତ୍ତର – ତିଆରି କରିବା ଵାଲା ବିକି ଦିଏ କିଣିବା ଵାଲା ବ୍ୟବହାର କରିନଥାଏ ,ବ୍ୟବହାର କରିବା ଵାଲା ଜାଣିପାରି ନଥାଏ ?କିଏ ଅଟେ ସେ – ବୁଦ୍ଧି ଥିଲେ ଉତ୍ତର ଦିୟନ୍ତୁ..

ଆଜିକାଲି ସବୁ ପରୀକ୍ଷାରେ ସାଧାରଣଜ୍ଞାନ ପ୍ରଶ୍ନର ମହତ୍ତ୍ୱ ଅଧିକ ରହିଛି।ସେଥିପାଇଁ ସମସ୍ତଙ୍କୁ ଏହା ଜାଣିବା ଅତ୍ୟନ୍ତ ଆବଶ୍ୟକ। ଆଜି ଆମେ ଜାଣିବା ଓଡ଼ିଶାର କିଛି ପରୀକ୍ଷାରେ ପଚରାଯାଉଥିବା କିଛି ପ୍ରଶ୍ନ ଓ ଉତ୍ତର।ତେବେ ଆସନ୍ତୁ ଜାଣିବା। ଇଣ୍ଟରଭ୍ୟୁରେ ଅନେକ ପ୍ରଶ୍ନ ପଚାରାଯାଇଥାଏ କିନ୍ତୁ ତାହା ଶୁଣିବାକୁ ଯେତିକି ସରଳ ଲାଗିଥାଏ ତାହା କହିଲା ବେଳକୁ ବହୁତ କଠିନ ହୋଇଥାଏ , ଏହିପ୍ରକାରର କିଛି ପ୍ରଶ୍ନ ନେଇକରି ଆସିଛୁ ଯାହା ଆପଣ ଜାଣିବା ବହୁତ ଜରୁରୀ , କାରଣ ଏହି ପ୍ରଶ୍ନଗୁଡିକ ଆପଣଙ୍କ ଜୀବନରେ କେବେ ନା କେବେ ଦରକାରରେ ଆସିପାରେ, ଆସନ୍ତୁ ଜାଣିବା ଏହି ପ୍ରଶ୍ନଗୁଡିକ ବିଷୟରେ ।

ପ୍ରଶ୍ନ୧-ଏପରି କେଉଁ ଜିନିଷ ଯାହା ଖାଇବା ପୂର୍ବରୁ ଦିଶିନଥାଏ?

ଉତ୍ତର-ଧୋକା

ପ୍ରଶ୍ନ୨-ଆପଣଙ୍କ କେଉଁ ସିଷ୍ଟରଙ୍କ ସ୍ୱାମୀ ଆପଣଙ୍କ ଜିଜୁ ହୋଇନଥାନ୍ତି?

ଉତ୍ତର-ମେଡିକାଲ ସିଷ୍ଟର

ପ୍ରଶ୍ନ୩-ମୁଁ ପୁରୁଷ ଅଟେ କିନ୍ତୁ ଦୁଇଟି ଲୋକ କରେ ?ମୁଁ କଣ

ଉତ୍ତର-ଆଇନା

ପ୍ରଶ୍ନ୪-ମୁଣ୍ଡ ଅଛି ପାଦ ନାହିଁ ପେଟ ଅଛି ଆଖି ଅଛି କାନ ନାହିଁ ତାର?

ଉତ୍ତର-ସାପ

ପ୍ରଶ୍ନ୫- ପାରାସୁଟ ସର୍ଵ ପ୍ରଥମେ କେଉଁ ଦେଶରେ ତିଆରି ହୋଇଥିଲା ?

ଉତ୍ତର-ଫ୍ରାନ୍ସ

ପ୍ରଶ୍ନ୬-ରେଲଗାଡି ଇଞ୍ଜିନରେ ଶୌଚାଳୟ କଣ ପାଇଁ ନଥାଏ?

ଉତ୍ତର-୨୦୧୬ ପର୍ଯ୍ୟନ୍ତ ନଥିଲା ଏବେ ଅଛି।

ପ୍ରଶ୍ନ୭-ଭାରତରେ ଏପରି କେଉଁ ରେଳ ଷ୍ଟେସନ ଯେଉଁଠି କେବଳ ମହିଳା କର୍ମଚାରୀ ଅଛନ୍ତି ?

ଉତ୍ତର-ମନତୁଙ୍ଗା ରେଳ ଷ୍ଟେସନ

ପ୍ରଶ୍ନ୮-Wifi କେତେ ଦୂର ପର୍ଯ୍ୟନ୍ତ କନେଟ ହୋଇଥାଏ?

ଉତ୍ତର-୯୨ ମିଟର ପର୍ଯ୍ୟନ୍ତ

ପ୍ରଶ୍ନ୯-କ୍ଷୀରରେ କେଉଁ ଏସିଡ ମିଳିଥାଏ ?

ଉତ୍ତର-ଲେଟ୍ରିକ ଏସିଡ

ପ୍ରଶ୍ନ୧୦-ତାଜମହଲ କେଉଁ ବ୍ୟକ୍ତି ତିଆରି କରିଥିଲେ ?

ଉତ୍ତର-ସାହାଯାଆନ

ପ୍ରଶ୍ନ୧୧-ଅଣ୍ଟା ହାଡ଼ରେ କେତେ ହାଡ଼ ଥାଏ?

ଉତ୍ତର-୩୩ ହାଡ଼

ପ୍ରଶ୍ନ୧୨-ଭାରତରେ କେଉଁ ରାଜ୍ୟରେ ଅଧିକ ମନ୍ଦିର ଅଛି ?

ଉତ୍ତର-ତାମିଲନାଡୁ

ପ୍ରଶ୍ନ୧୩-ଚନ୍ଦ୍ରରେ ପାଣିର ସନ୍ଧାନ କେଉଁ ଦେଶ କରିଥିଲା?

ଉତ୍ତର-ଭାରତ

ପ୍ରଶ୍ନ୧୪-କେଉଁ ଜୀବର ରକ୍ତ ଧଳା ହୋଇଥାଏ?

ଉତ୍ତର-ଅସରପାର

ପ୍ରଶ୍ନ୧୫-ତିଆରି କରିବା ଵାଲା ବିକି ଦିଅ କିଣିବା ଵାଲା ବ୍ୟବହାର କରିନଥାଏ ,ବ୍ୟବହାର କରିବା ଵାଲା ଜାଣିପାରି ନଥାଏ ?କିଏ ଅଟେ ସେ!

ଉତ୍ତର-କବର – କବର ବା କଫନ କୁ ବନେଇବା ଵାଲା ବିକିଥାଏ ,କିଣିବା ଵାଲା ବ୍ୟବହାର କରିନଥାଏ ଓ ଏହାକୁ ବ୍ୟବହାର କରିବା ଲୋକ ଜାଣିପାରେନାହିଁ

ପ୍ରଶ୍ନ ୧୬ : କେଉଁ ଦେଶର ମହିଳା ବିଶ୍ୱ ଟି ଟ୍ୱେଣ୍ଟି କପ୍ ୨୦୧୮ ରେ ଦେଖାଦେଇଥିଲେ ? ଉତ୍ତର : ୱେଷ୍ଟଇଣ୍ତିଜ୍ ମହିଳା ବିଶ୍ୱକପ୍ ଟି ଟ୍ୱେଣ୍ଟି ୨୦୧୮ ରେ ନଜର ଆସିଥିଲେ ।

ପ୍ରଶ୍ନ : ୧୭ : ଜର୍ଜ ବି କେଉଁ ଦେଶର ନୁଆ ରାଷ୍ଟ୍ରପତି ରୁପରେ ଶପଥ ନେଇଥିଲେ ? ଜର୍ଜ ବି ଲାଇବେରିଆର ନୁଆ ରାଷ୍ଟ୍ରପତି ଭାବେ ଶପଥ ନେଇଥିଲେ ।

ପ୍ରଶ୍ନ ୧୮ : ଅଧିକାଂଶ ଇଂରାଜୀ ଶବ୍ଧରେ କେଉଁ ଅକ୍ଷରରୁ ଆରମ୍ଭ ହୋଇଥାଏ , ଉତ୍ତର : ଏହି ପ୍ରଶ୍ନ ଆପଣଙ୍କ ପାଇଁ ଏକ ଚ୍ୟାଲେଞ୍ଜ ଅଟେ ଏହାର ଜବାବ୍ ତଳେ କମେଣ୍ଟ ବକ୍ସରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *