March 17, 2025

Odia Express

Leading Odia News Portal of Odisha

ଆଜିର ସବୁଠୁ ମଜାଦାର୍ ଜୋକ୍ସ – ସ୍ୱାମୀ ସ୍ତ୍ରୀଙ୍କୁ ପିକନିକ୍ ପାଇଁ ଶ୍ମଶାନଘାଟ ନେଇକରି ଗଲା ଆଉ କହିଲେ ଏଭଳି କଥା ଯେ ହସି ହସି ଗଡ଼ିଯିବେ ଆପଣ..

ସ୍ୱାସ୍ଥ୍ୟ ପାଇଁ ହସିବା ବହୁତ ଭଲ ମାନାଯାଏ , ଓ ଏହା ବହୁତ ବର୍ଷରୁ ନେଇ ସ୍ୱାସ୍ଥ୍ୟ ସହ ଯୋଡି ହୋଇଥିବା ଏକ ଗୁରୁତ୍ୱପୁର୍ଣ୍ଣ ଭାଗ ହୋଇଥାଏ , ଆପଣ ହସିକରି ଆପଣ ନିଜ ମନ ମସ୍ତିଷ୍କ ଓ ହୃଦୟକୁ ସୁସ୍ଥ୍ୟ ବନାଇପାରିବେ ହସ ଏପରି ଏକ ମେଡିସିନ୍ ଅଟେ ଯାହା ବିନା ପଇସା ଖର୍ଚ୍ଚ କରି ମିଳିଯାଇଥାଏ ।ଆଜି କାଲି ଚିନ୍ତା ଓ ଷ୍ଟ୍ରେସ୍ ବହୁତ ଅଧିକା ବଢିଯିବା କାରଣରୁ ଲୋକଙ୍କ ଚିନ୍ତାର ସ୍ତରରେ ଦିନ ପ୍ରତିଦିନ ବୃଦ୍ଧି ଦେଖାଯାଉଛି ଏହାଠାରୁ ବଞ୍ଚିବାପାଇଁ ଆପଣ ହସିକରି ନିଜ ଚିନ୍ତାକୁ ଦୁର କରିପାରିବେ , ଏଥିପାଇଁ ଆଜି ଆମେ କିଛି ଜୋକ୍ସ ନେଇକରି ଆସିଛୁ , ଯାହାକୁ ପଢିବାପରେ ଆପଣ ହସିହସି ବେଦମ୍ ହୋଇଯିବେ ।

ପେପର୍ ଦେବାପରେ ବନ୍ଧୁମାନେ ପଚାରିଲେ ପେପର୍ କିପରି ଗଲା ? ଦିଲ୍ଲୀ ବାଲା ସାଙ୍ଗ : ବହୁତ ଭଲ ଗଲା , ମୁମ୍ବାଇ ବାଲା ସାଙ୍ଗ : ଠିକ୍ ଥିଲା , ବିହାର ବାଲା ଠିକ୍ ଠାକ୍ ଥିଲା , ୟୁପି ବାଲା ସାଙ୍ଗ : ପେପରଖା ତୋ କୁଛ ନା ରହଲ୍ ମର୍ଦେ ଲେକିନ୍ ମେଣ୍ତବା ବହୁତ ଜୋରଦାର୍ ରହଲ୍ ଦେଖତେ ମନ ହରିୟାୟ ଗୟଲ୍

ମାର୍କେଟ୍ ରୁ ସ୍ତ୍ରୀ ଫେରିଲା ତେବେ ସ୍ୱାମୀ କହିଲା ଯଦି ମୋର ଅନ୍ଦାଜା ଠିକ୍ ଅଛି ତେବେ ତୁମେ ଆଜି ମୋର ପାଇଁ କିଛି ଖାଇବା ଜିନିଷ ନେଇକରି ଆସିଛ , ସ୍ତ୍ରୀ : କେତେ ଦିମାଗ୍ ଅଛି , ତୁମର ଭିତରେ ଆଜି ମୁଁ ଏକ ନୁଆ ସାଣ୍ତେଲ୍ ନେଇକରି ଆସିଛି ।

ପ୍ରଥମ ସାଙ୍ଗର ମୁନ୍ନି କହିଲା : ରାତିରେ ମୋର ସ୍ୱାମୀ ମୋତେ ବିଲକୁଲ୍ ଶୋଇବାକୁ ଦେଉନି , ଦ୍ୱିତୀୟ ସାଙ୍ଗ ଚୁନ୍ନି କାହିଁକି ? ପ୍ରଥମ ସାଙ୍ଗ ମୁନ୍ନୀ : କାରଣ ସେ ରୋଗାଗ୍ରସ୍ତ ରହୁଛନ୍ତି , ସେଥିପାଇଁ ମୋତେ ମେଡିସିନ୍ ଦେବାକୁ ପଡୁଛି , ଚୁନ୍ନୀ କହିଲା ତେବେ ତୁ ନର୍ସ ରଖିଦେ ପ୍ରଥମ ସାଙ୍ଗ ମୁନ୍ନୀ : ନର୍ସ ରଖିଥିଲି ତେବେ ତ ମୋତେ ଅନେଇବାକୁ ପଡୁଛି ।

ସ୍ତ୍ରୀ : ଦେଖ୍ ହୋ ସେ ଲୋକ ମଦ ପିଇ ନାଚୁଛି । ବହୁତ ବର୍ଷ ପୁର୍ବରୁ ମୁଁ ତାକୁ ରିଜେକ୍ଟ କରିଦେଇଥିଲି , ସ୍ୱାମୀ : ଏହି କାରଣରୁ ସେ ଆଜି ସେଲିବ୍ରେଟ୍ କରୁଛି ,

ଝିଅ : ମୁଁ ତୁମକୁ ଭଲ ପାଇଁ ଲୁଟିଗଲି , ବର୍ବାଦ ହୋଇଗଲି, ବଦନାମ୍ ହୋଇଯାଇଛି , ପୁଅ : ତେବେ ମୁଁ କଉ ତୁମ ପ୍ରେମରେ କଲେକ୍ଟର ହୋଇଗଲି, ଚାହାର ଦୋକାନ ଅଛି ମୋର ।

ସ୍ତ୍ରୀ :ତୁମେ ମୋର ଜନ୍ମଦିନ କିପରି ଭୁଲିଗଲ , ସ୍ୱାମୀ : ସେମିତି ତୁମ ଜନ୍ମଦିନ କିପରି ମନେ ରଖିବି , ତୁମକୁ ଦେଖିକରି ଟିକିଏ ହେଲେ ବି ଲାଗୁନି କି ତୁମର ବୟସ ବଢିଯାଉଛି , ସ୍ତ୍ରୀ ଖୁସି ହୋଇକରି ସତ ! ତୁମ ପାଇଁ କ୍ଷୀରି ନେଇକରି ଆସୁଛି , ଏହାକୁ କହନ୍ତି ସ୍ମାର୍ଟ ସ୍ୱାମୀ ।

ସ୍ୱାମୀ : ଯଦି ମୋତେ ଲଟେରି ଲାଗିଯାଏ , ତେବେ ତୁମେ କଣ କରିବ , ସ୍ତ୍ରୀ : ଅଧା ପଇସା ନେଇକରି ସବୁଦିନ ପାଇଁ ବାପଘର ଚାଲିଯିବି , ମୁଁ ବି ଖୁସି ଓ ତୁମେ ବି ଖୁସି , ସ୍ୱାମୀ : ୨୦ ଟଙ୍କାର ଲାଗିଛି , ନିଅ ୧୦ ଟଙ୍କା ଓ ଚାଲି ଯା ।

ଅଧ୍ୟାପକ ତୁମେ କିପରି ପ୍ରମାଣ କରିପାରିବ କି ଶାଗ ଖାଇଲେ ଦୃଷ୍ଟିଶକ୍ତି ଅଧିକା ତେଜ୍ ହୋଇଥାଏ ? ଛାତ୍ର ସାର୍ , ଆପଣ ଆଜି ପର୍ଯ୍ୟନ୍ତ କେଉଁ ଛେଳି କିମ୍ବା ଘୋଡାର ଚଷମା ଲଗାଇଦେଖିଛନ୍ତି କି ?

ଜଣେ ମହିଳାଙ୍କ ସ୍ୱାମୀ ନିଖୋଜ ହୋଇଗଲେ , ସେ ନିଜ ବାନ୍ଧବୀ ସହ ଏଫ୍ ଆଇଆର୍ ଲେଖିବାକୁ ଗଲେ , ସ୍ୱାମିଙ୍କ ହୁଲିଆ ବୟାନରେ ଲେଖିଲେ ବହୁତ ହ୍ୟାଣ୍ତସମ୍ , ନୀଳ ଆଖି, ଛଅ ଫୁଟ୍ ଉଚ୍ଚା , ବାନ୍ଧବୀ କଥାକୁ ଅଟକାଇ କହିଲା ଆରେ ତୋର ସ୍ୱାମୀ ତ ଚନ୍ଦା ଓ ବୁଟା ଅଟେ , ତୁ ଏମିତି କଣ ପାଇଁ ଲେଖୁଛୁ , ମହିଳା ଜଣଙ୍କ କହିଲେ ଆରେ ଯିଏ ଗଲା ସେ ଗଲା ଆସିବ ତ ଗୋଟେ ଭଲ ଟେ ।

ଝିଅର ହନିମୁନ୍ ସରିବାପରେ ମା ପଚାରିଲେ ଜ୍ୱାଇଁପୁଅ କେମିତିକା , ଝିଅ ଛି, ତୁମକୁ ଲାଜ ଲାଗିବା କଥା ମା , ଏମିତି କଣ ପ୍ରଶ୍ନ କରୁଛ , ମା , ଆରେ ତୁମେ ଦୁହେଁ ହନିମୁନ୍ ପାଇଁ ଜମାଇକା ଯାଇଥିଲ ନା ସେଇ କଥା ପଚାରୁଛି ।

ଶିକ୍ଷକ ପପୁକୁ ପଚାରିଲେ ମଣିଷର ଛୁଆ ଓ ପଶୁର ଛୁଆ ମଧ୍ୟରେ କଣ ଫରକ ହୋଇଥାଏ , ପପୁ ଉତ୍ତର ଦେଲା ସାର୍ ଗଧର ଛୁଆ ଗଧ ହୋଇଥାଏ , ଓ ପେଚାର ଛୁଆ ପେଚା ହୋଇଥାଏ , କିନ୍ତୁ ମଣିଷର ଛୁଆ କେବଳ ଗଧ କିମ୍ବା ପେଚା ହୋଇପାରିବ , ପପୁକୁ କ୍ଲାସର ମନିଟର୍ କରିଦିଆଗଲା ତାପରେ ।

ସ୍ୱାମୀ ସ୍ତ୍ରୀକୁ ପିକନିକ୍ ପାଇଁ ଶ୍ମଶାନଘାଟ ନେଇକରି ଆସିଲା , ସ୍ତ୍ରୀ : ହେଇଟି ଏଇ କେଉଁ ଜାଗା ମୋତେ ନେଇ ଆସିଛ ? ସ୍ୱାମୀ : ଆରେ ପାଗଳି , ଲୋକେ ମରିଥାନ୍ତି ଏଠାକୁ ଆସିବାପାଇଁ ।

ସାହିତ୍ୟ ପ୍ରେମୀ ବର ଆଜି ଠାରୁ ତୁମେ ମୋର କବିତା ହେବ , ଭାବନା ହେବ , କାମନା ହେବ , କନ୍ୟା : ମୋର ପାଇଁ ଆଜି ତୁମେ ମୋର ଦିନେଶ ହେବ ,ସୁରେଶ ହେବ ଓ ରାକେଶ ହେବ

Leave a Reply

Your email address will not be published. Required fields are marked *