ଝାଡୁ ଦ୍ୱାରା କରାଯାଇଥିବା ଏହି ଛୋଟ କାମ , ଆପଣଙ୍କୁ ବନାଇଦେବ ଧନବାନ, ମା ଲକ୍ଷ୍ମୀଙ୍କର ବହୁତ ହିଁ ପ୍ରିୟ ଅଟେ ଏହି ଉପାୟ..

ଯେପରି ଆପଣ ସମସ୍ତେ ଜାଣିଥିବେ କି ମା ଲକ୍ଷ୍ମିଙ୍କୁ ସ୍ୱଚ୍ଚତା ବହୁତ ଅଧିକା ପ୍ରିୟ ଅଟେ , ଯେଉଁଠି ସ୍ୱଚ୍ଚତା ରହିଥାଏ ସେଠାରେ ମା ଲକ୍ଷ୍ମୀଙ୍କର ବାସ ହୋଇଥାଏ , ଝାଡୁର ବ୍ୟବହାର ଆମେ ଘରର ସଫାସଫି କରିବାରେ ବ୍ୟବହାର କରିଥାଉ , କିନ୍ତୁ ଝାଡୁ ଘରେ ରଖିଲେ କିଛି ସାବଧନତା ରଖିବାକୁ ପଡିଥାଏ , କାରଣ ଆମର ପୌରାଣିକ ଗ୍ରନ୍ଥରେ ଝାଡୁ ସହ କିଛି ଶୁଭ ଲକ୍ଷଣ ଓ ଅଶୁଭ ଲକ୍ଷଣ କୁହାଯାଇଛି , ଆଜି ଆମେ ଆପଣଙ୍କୁ ଝାଡୁ ସହ ଯୋଡି ହୋଇଥିବା କିଛି କଥା କହିବାକୁ ଯାଊଛୁ ଯାହାକୁ ଆପଣ ଜାଣିନଥିବେ ।
ଏହିକଥାକୁ ରଖିବେ ଧ୍ୟାନ : – ଯଦି ଆପଣ ଝାଡୁ ଲଗାଇବାପରେ ସେହି ଘରରୁ ବାହାର କିମ୍ବା ଛାତରେ ରଖିଦିଅନ୍ତି , ତେବେ ଆପଣଙ୍କୁ ସମ୍ଭାଳିକରି ରହିବାକୁ ହେବ , ଏହାକୁ ଅଶୁଭ ବୋଲି ଜଣାଯାଏ , ଝାଡୁ ଛାତ କିମ୍ବା ବାହାର ରଖିଲେ ଘରେ ଚୋରି ହେବାର ଆଶଙ୍କା ବୃଦ୍ଧି ପାଏ , ଏଥିପାଇଁ ଝାଡୁ ଘରର ଭିତରେ ରଖିବା ଦରକାର ।ଝାଡୁକୁ କେବେ ବି ଏମିତି ଜାଗାରେ ରଖନ୍ତୁ ନାହିଁ । ଯାହାର ନଜର ପଡିଯିବ , ଝାଡୁକୁ ସବୁବେଳେ ଏମିତି କେଉଁ କୋଣରେ ରଖିଦିଅନ୍ତୁ ଯେଉଁଠି କେହି ବି ଦେଖିପାରିବେ ନାହିଁ , ବାହାର ସଦସ୍ୟଙ୍କ ଛଡା ଘରର ସଦସ୍ୟ କେହି ଝାଡୁକୁ ଦେଖିନପାରିବେ
ଯଦି ଆପଣ ନୁଆ ଘର ତିଆରି କରିବା କିମ୍ବା ନେବାର ଅଛି ତେବେ ପୁରୁଣା ଝାଡୁ ବିଷୟରେ ବିଲକୁଲ୍ ଭାବନ୍ତୁ ନାହିଁ , କାରଣ ନୁଆ ଘରେ ପୁରୁଣା ଝାଡୁ ରଖିବା ଅଶୁଭ ହୋଇଥାଏ । ଯଦି ଆପଣଙ୍କ ଘରେ କେଉଁ ଛୋଟ ଛୁଆ ଝାଡୁ ଉଠାଇ ତାହାକୁ ଓଳାଇବାକୁ ଲାଗେ ତେବେ ତାହା କେଉଁ ଅତିଥି ଆସିବାର ଇସାରା ଦେଇଥାଏ , ଝାଡୁକୁ କେବେ ପାଦରେ ଛୁଅନ୍ତୁ ନାହିଁ , ସବୁବେଳେ ଝାଡୁକୁ ସମ୍ମାନ କରନ୍ତୁ , କାରଣ ଝାଡୁକୁ ସମ୍ମାନ କରିବା ମହାଲକ୍ଷ୍ମୀଙ୍କର ପ୍ରସନ୍ନତାର ସଙ୍କେତ ହୋଇଥାଏ , ପରିବାରର କେଉଁ ବି ସଦସ୍ୟ ବାହାର ଯିବା ସମୟରେ ଝାଡୁ ଲଗାନ୍ତୁ ନାହିଁ , ଏହା ଅଶୁଭ ହୋଇଥାଏ,
ଯଦି ଦୁର ସ୍ଥାନ ଯାତ୍ରା ହେଉଛି ତେବେ ତାଙ୍କୁ ମୃତ୍ୟୁତୁଲ୍ୟ କଷ୍ଟ ହେବାର ଯୋଗ ହେବ , ସେ ଯିବାପରେ ୧ ଘଣ୍ଟା କିମ୍ବା ୨ ଘଣ୍ଟା ପରେ ଝାଡୁ କରିବେ , ଝାଡୁକୁ ପାଦରେ ବାଜିବାରୁ ଦୁରେଇ ରହିବେ , କାରଣ ଆପଣ ଝାଡୁକୁ ପାଦରେ ବାଜିଲେ ଲକ୍ଷ୍ମୀଙ୍କୁ ଅସମ୍ମ୍ନାନ ହେବା ସମାନ ହୋଇଥାଏ , ଯେଉଁ ବ୍ୟକ୍ତିର ସ୍ୱପ୍ନରେ ନୁଆ ଝାଡୁ ନେଇକରି ଠିଆ ହୋଇଥାଏ, ତେବେ ତାହା ସୌଭାଗ୍ୟର ପ୍ରତୀକ ବୋଲି ଜଣାଯାଏ ।
ବହୁତ ଲୋକଙ୍କୁ ଦେଖାଯାଇଛି କି ସେମାନେ ସୂର୍ଯ୍ୟାସ୍ତ ପରେ ଝାଡୁ ଲଗାନ୍ତି କିନ୍ତୁ ଶାସ୍ତ୍ରନୁସାରେ ଏହା ଠିକ୍ ନୁହେଁ ସୁର୍ଯ୍ୟାସ୍ତ ପରେ କେବେ ଝାଡୁ ଲଗାଇବେ ନାହିଁ କାରଣ ଏମିତି ମାନାଯାଇଛି କି ଏହା ଦ୍ୱାରା ମାତା ଲକ୍ଷ୍ମୀ ଅଭିମାନ କରିଥାନ୍ତ୍ , ଯଦି କେଉଁ ବ୍ୟକ୍ତିର କେଉଁ ଦାମିକା ଜିନିଷ ପଡିଯାଇଛି ତେବେ ସୁର୍ଯ୍ୟାସ୍ତ ପରେ ଝାଡୁ ଲଗାଇଲେ ଆପଣଙ୍କ ନଜର ଆଉ ଯିବ ନାହିଁ ଓ ତାହା ଅଳିଆଗଦାକୁ ଚାଲିଯିବ , ଶାସ୍ତ୍ରରେ ଏହି କଥା ଉଲ୍ଲେଖ କରାଯାଈଛି କି ଝାଡୁ ଲଗାଇବାର ସବୁଠାରୁ ଭଲ ସମୟ ବ୍ରହ୍ମ ମୁହୁର୍ତ୍ତ ହୋଇଥାଏ , ଯଦି ଆପଣ ଏହି ସମୟରେ ଝାଡୁ ଲଗାଉଛନ୍ତି ତେବେ ଧନର ଦେବି ମା ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ , ଓ ଘରେ ସୁଖ ସମୃଦ୍ଧି ବୃଦ୍ଧିପାଏ , ଯଦି ଆପଣ ସକାଳ ୪ ଟାରୁ ୫ ଟା ମଧ୍ୟରେ ଝାଡୁ ଲଗାଉଛନ୍ତି ତେବେ ଏହା ଦ୍ୱାରା ଘରେ ସକରାତ୍ମକ ଉର୍ଜା ରହିଥାଏ , ଓ ଆପଣଙ୍କ ଘରେ ସୁଖିମୟ ହୁଏ ।