ଲିଭର୍ ଖରାପ ହେଲେ ଶରୀର ଦେଇଥାଏ ଏହି ୮ ଟି ସଙ୍କେତ, ଜାଣନ୍ତୁ ଏହାର କାରଣ ଓ ସଠିକ୍ ଉପଚାର

ଯେବେ ଆମକୁ କେବେ କେଉଁ ଶାରରୀକ ସମସ୍ୟା ବିଷୟରେ ଜଣାପଡେ ତେବେ ଆମର ଚିନ୍ତା ମାଡିବସେ , କିଛି ବୁଝାପଡେ ନାହିଁ କି ମନରେ ବାରମ୍ବାର କଣ ଚିନ୍ତା ଆସିଥାଏ , ଅଚାନକ ଏପରି କେମିତି ହେଲା, ତେବେ ଆପଣଙ୍କୁ କହିଦେବୁ କି ସେମିତି କିଛି ହୋଇନଥାଏ , ପ୍ରଥମେ ଆମ ଶରୀର କିଛି ସଙ୍କେତ ଦେଇଥାଏ , ଏହି ସଙ୍କେତ ଜରିଆରେ ଶାରରୀକ ସମସ୍ୟାକୁ ଚିହ୍ନିବା ଜରୁରୀ ହୋଇଥାଏ , ଯାହା ଦ୍ୱାରା ସମୟ ଥିବା ସମୟରେ ତାହା ଉପରେ ନିୟନ୍ତ୍ରଣ ମିଳିପାରିବ , ଯେପରି ଲିଭର ଦୁର୍ବଳା ହେଲେ ଶରୀରରେ କିଛି ଲକ୍ଷଣ ଦେଖାଦିଏ , ଯେଉଁଥିରେ ଲିଭର ଖରାପ ହେବାର ବିପଦ ଥାଏ, ଆଜି ଆମେ ଲିଭର୍ ସହ୍ କିଛି କ୍ଷତି ହେବାର ସଙ୍କେତ ବିଷୟରେ କହିବାକୁ ଯାଉଛୁ ।
ସେମିତି ଦେଖିବାକୁ ଗଲେ ମାନବ ଶରୀରରେ ଲିଭର୍ ଦ୍ୱିତୀୟ ସବୁଠାରୁ ମହତ୍ତ୍ୱପୁର୍ଣ୍ଣ ଅଙ୍ଗ ହୋଇଥାଏ । ଦେଖିବାକୁ ଗଲେ ଶରୀରର ଅଙ୍ଗ ସୁଚାରୁ ରୁପେ କାମ କରିବା ଜରୁରୀ , ଯଦି ଶରୀରର ସବୁ ଅଙ୍ଗ ମଧ୍ୟରେ ଲିଭରର କାର୍ଯ୍ୟପ୍ରଣାଳୀ ବିଗଡିଯିବ ତେବେ ଶରିରରେ ସବୁ ରୋଗ୍ ଘେରାଇ ହୋଇଯାଏ , ଲିଭର ଅସୁସ୍ଥ୍ୟ ହେବାର ମୁଖ୍ୟ କାରଣ ଜୀବନଶୈଳୀ ପୁର୍ଣ୍ଣରୁପରେ ଯାଇଥାଏ , ଏମିତିରେ ଜୀବନଶୈଳୀରେ ମଜବୁତ୍ କରିବାପାଇଁ ତାହାର ଦାୟିତ୍ୱ୍ ରଖିବା ଜରୁରୀ ।
ଲିଭର ଖରାପ ହେବାର ସଙ୍କେତ :
୧) ମୁହଁରେ ଆମୋନିଆ ଅଧିକା ହେଲେ ମୁହଁରେ ଦୁର୍ଗନ୍ଧ ଆସିଥାଏ ।
୨) ତ୍ୱଚା କ୍ଷତିଗ୍ରସିତ ହେବାର ଲାଗିଥାଏ, ତଥା ଆଖିର ତଳେ ସ୍କିନ୍ ବହୁତ କୋମଳ ହୋଇଯାଇଥାଏ ।
୩) ଲିଭରରେ ଅଧିକା ମାଂସ ଜମା ହୋଇଯିବା , ଲିଭର୍ ବଢିଯିବା ଦ୍ୱାରା ପାଚନ କ୍ରିୟା ବହୁତ ପ୍ରଭାବିତ ହୋଇଥାଏ ।
୪) ତ୍ୱଚାର ରଙ୍ଗ ଫିକା କିମ୍ବା ତାଉପରେ ଧଳା ରଙ୍ଗର ଦାଗ ପଡିବାର ଲାଗିଥାଏ ।
୫) ସବୁ ଦିନ ମୁତ୍ର କିମ୍ବା ମଳର ରଙ୍ଗ ହଳଦିଆ ଦେଖାଯାଏ ।
୬) ଆଖିରେ ଧଳା ଭାଗ ଓ ନଖ ହଳଦିଆ ଦେଖାଯିବାକୁ ଲାଗେ ।
୭) ଲିଭର ବାଇଲ୍ ନାମକ ଏନଜାଇମ୍ ଉତ୍ପନ୍ନ କରିଥାଏ , ଯିଏ ସ୍ୱାଦକୁ ଖରାପ କରିଥାଏ , ଯଦି ମୁହଁରେ କଡା ପଣ ରହିଥାଏ , ତେବେ ଏହାର ମତଲବ ବାଇଲ୍ ଆପଣଙ୍କ ମୁହଁରେ ପହଞ୍ଚିଯାଈଛି ।
୮) ଯଦି ଆପଣଙ୍କ ପେଟର ତଳ ଭାଗରେ ଫୁଲା କିମ୍ବା ପୀଡା ଅନୁଭବ ହୋଇଥାଏ , ଲିଭର୍ ଉପରେ ବିପଦ ସଙ୍କେତ ହୋଇଥାଏ , ଏମିତିରେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ ନିଅନ୍ତୁ ।
ଲିଭର୍ ଖରାପ ହେବାର କାରଣ : ୧) ସିଗାରେଟ୍ ଅଧିକା ମାତ୍ରାରେ ଓ ମଦ ବି ଅଧିକା ମାତ୍ରାରେ ଉପଯୋଗ କଲେ ଲିଭରରେ ସିରୋସିସ୍ ବିପଦ ଆସିଥାଏ ,
୨) ୬ ଘଣ୍ଟାରୁ କମ୍ ନିଦ ଶରୀରରେ ମେଟାବୋଲିଜିମ୍ ପ୍ରଭାବିତ କରିଥାଏ , ତଥା ଲିଭର ସହ ଯୋଡି ହୋଇଥିବା ବିପଦ ବଢିଯାଇଥାଏ ,
୩) ବିଳମ୍ବରେ ଉଠିବା ଓ ଡେରିକରି ଶୋଇବା ଲିଭର୍ କୁ ପ୍ରଭାବିତ କରିଥାଏ ।
୪) ଅଧିକା ଚିନ୍ତା ଲିଭରକୁ ପ୍ରଭାବିତ କରିଥାଏ , ଯାହାର ସିଧା ପ୍ରଭାବ ପାଚନ କ୍ରିୟାକୁ ପଡିଥାଏ ।
ଲିଭରକୁ ସୁସ୍ଥ ରଖିବା ଆୟୁର୍ବେଦୀକ ଉପାୟ :- ୧) ରାତିରେ ଶୋଇବା ପୁର୍ବରୁ କ୍ଷିରରେ ହଳଦୀ ମିଶାଇକରି ପିଅନ୍ତୁ କାରଣ ଏହା ଇମ୍ୟୁନିଟି ବୁଷ୍ଟର୍ ହୋଇଥାଏ , ଓ ଏହା ହେପାଟାଇଟିସ୍ ବି ସି କାରଣରୁ ଭାଇରସ୍ କୁ ବଢିବାକୁ ରୋକିଥାଏ ।
୨) ଏକ ଗିଲାସ ପାଣିରେ ଏକ ଚାମଚ ସିରକା ଓ ମହୁ ମିଶାଇକରି ଦିନରେ ଦୁଇ ତିନିଥର ନିଅନ୍ତୁ , ଏହା ଶରୀରରେ ମହଜୁଦ୍ ବିଷାକ୍ତ ପଦାର୍ଥ ବାହାର କରିବାରେ ଯାହା ଦ୍ୱାରା ଆପଣଙ୍କ ହେଲଦି ରହିଥାଏ ।
୩) ଅଁଳାରେ ଭିଟାମିନ୍ ସି ସବୁଠାରୁ ଭଲ ସ୍ରୋତ ହୋଇଥାଏ । ଏହା ଲିଭରକୁ କାର୍ଯ୍ୟଶୀଳ ବନାଇବାରେ ସାହାଯ୍ୟ କରିଥାଏ , ହେଲଦି ଲିଭର ପାଇଁ ଦିନରେ ୪-୫ ଟି ଅଁଳାର ସେବନ କରନ୍ତୁ ।
୪) ଏହି କଥା ତ ସମସ୍ତେ ଜାଣିଛନ୍ତି କି ଅମୃତଭଣ୍ତା ପେଟପାଈଁ ସବୁ ରୋଗ ଠିକ୍ କରିଥାଏ , ପ୍ରତିଦିନ ଦୁଇ ଚାମଚ ଅମୃତଭଣ୍ତାର ରସ ଅଧା ଚାମଚ ଲେମ୍ବୁର ଜୁସ୍ ମିଶାଇକରି ପିଅନ୍ତୁ , ଏହା ପେଟପାଇଁ କୌଣସି ଅସୁବିଧାକୁ ଦୂର କରିଦେବ , ଖାସ୍ କରି ଲିଭର ସିରୋସିସ୍ ପାଇଁ ବହୁତ ଲାଭକାରୀ ହୋଇଥାଏ ।
୫) ପାଳଙ୍ଗ ଓ ଗାଜରର ରସରେ ମିଶ୍ରଣ ଲିଭର ସିରୋସିସ୍ ପାଇଁ ଘରୋଇ ଉପଚାର ହୋଇଥାଏ ,
୬) ସେଓ ଓ ସବୁଜ ପତ୍ର ବାଲା ଶାଗ ଲିଭର ସିରୋସିସ୍ ପାଇଁ ଉପସ୍ଥିତ ବିଷାକ୍ତ ପଦାର୍ଥକୁ ବାହାର କରିବାରେ ଓ ଲିଭରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ ।
୭) ଅଁଳା ବିଷୟରେ ଆପଣ ଶୁଣିଥିବେ କି ଏହା ଏପରି ଏକ ଔଷଧୀ ଅଟେ ଯାହା ଲିଭରକୁ ପୁର୍ଣ୍ଣ ସୁରକ୍ଷା ଦେଇଥାଏ , ଏହା ପ୍ରତିଦିନ ସେବନ କରିବା ଉଚିତ୍ ।
୮) ମୁଲେଠି ଲିଭରର ରୋଗ ଯେପରି ହେପାଟାଇସିସ୍ ଓ କ୍ୟାନ୍ସର୍ ଦୂର କରିବାରେ ସାହାଯ୍ୟ କରିଥାଏ , ଏଥିରେ ମହଜୁଦ୍ କେମିକାଲ୍ ଗ୍ଲାମସାଇରଜିନ୍ ଲିଭରକୁ ମଜବୁତ୍ କରିବାରେ କାମ କରିଥାଏ ।