March 11, 2025

Odia Express

Leading Odia News Portal of Odisha

ବଲିଉଡ୍ ର ଏହି ଅଭିନେତ୍ରୀ କେବେ ଥିଲେ ସନି ଦେଓଲଙ୍କ ଗାର୍ଲଫ୍ରେଣ୍ତ, ଆଜି ଦୁଇଟି ଝିଅଙ୍କ ସହ କଟାଉଛନ୍ତି ଏପରି ଜୀବନ..

ବଲିଉଡ୍ ଷ୍ଟାର୍ ଙ୍କ ପ୍ରେମ କାହାଣୀ କେଉଁ ଫିଲ୍ମର କାହାଣୀ ଠାରୁ କମ୍ ନୁହେଁ , ବଲିଉଡ୍ ରେ ବହୁତ ସାରା ପ୍ରେମ କାହାଣୀ ଆମେ ଜାଣିଛେ , ଆଜି ଆମେ ଆପଣଙ୍କୁ ବଲିଉଡ୍ ର ଏମିତି ଏକ ପ୍ରେମ କାହାଣୀ ବିଷୟରେ କହିବୁ ଯାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ , ଅଭିନେତା ସନିଦେଓଲ ସବୁବେଳେ ନିଜ ଅଭିନୟ ପାଇଁ ଜଣାଯାଆନ୍ତି । ତାଙ୍କ ଅସଲ ଜୀବନ କେଉଁ ରୋମାଣ୍ଟୀକ୍ ହିରୋ ଠାରୁ କମ୍ ନୁହେଁ , କହିଦେବୁ କି ସନି ଦେଓଲଙ୍କ ପ୍ରେମ ଜୀବନ କେଉଁ ଫିଲ୍ମ କାହାଣୀ ଠାରୁ କମ୍ ନଥିଲା,  ସେ ବଲିଉଡ୍ ରେ ବହୁତ ସାରା ଅଭିନେତ୍ରୀଙ୍କ ସହ କାମ କରିଛନ୍ତି , ଆଜି ଆମେ ତାଙ୍କ କ୍ୟାରିୟର ବିଷୟରେ ନୁହେଁ ବରଂ ତାଙ୍କର ଏକ ପ୍ରେମିକାଙ୍କ ବିଷୟରେ କହିବାକୁ ଯାଊଛୁ , ସେହି ପ୍ରେମିକା ଆଜି ବିଧବା ହୋଇସାରିଛନ୍ତି , ଓ ତାଙ୍କ ଦୁଇଟି ଝିଅଙ୍କ ସହ ଜୀବନ ଅତିବାହିତ କରୁଛନ୍ତି । ସନି ଦେଓଲଙ୍କ ପ୍ରେମିକା ଆଉ କେହି ନୁହେଁ ବରଂ ଡିମ୍ପଲ୍ କାପାଡିଆ ଅଟନ୍ତି ।

୮୦ ଦଶକରେ ସନିଦେଓଲ ଓ ଡିମ୍ପଲ୍ କାପାଡିଆ ବହୁତ ସାରା ଫିଲ୍ମ କରିଥିଲେ , କିନ୍ତୁ ରିୟଲ୍ ଲାଇଫ୍ ରେ ଦୁହେଁ ପାଖାପାଖି ହେବାକୁ ଲାଗିଲେ , ସନି ଦେଓଲ ଅଭିନେତ୍ରୀ ଡିମ୍ପଲ୍ କାପାଡିଆଙ୍କ ପ୍ରେମରେ ଅଧିକା ପାଗଳ ଥିଲେ,  ସେ ଦୁହେଁ ଲଣ୍ତନ ପଳାଇଥିଲେ , ଏହି ଫଟୋରେ ଆପଣ ଦେଖିପାରୁଥିବେ କି ଡିମ୍ପଲ୍ କାପାଡିଆଙ୍କ ସହ ସନି ଦେଓଲ ନଜର ଆସୁଛନ୍ତି । ଓ ସେମାନେ ରିଲେସନସିପ୍ ରେ ଅଛନ୍ତି ।

ସନି ଦେଓଲ ଓ ଡିମ୍ପଲ୍ ମଞ୍ଜିଲ୍ ମଞ୍ଜିଲ୍, ଗୁନାହ୍, ଆଗ ବାଲା ଗୋଲା,  ଅର୍ଜୁନ୍ ପରି ଫିଲ୍ମରେ ଏକା ସାଙ୍ଗରେ କାମ କଲେ , କୁହାଯାଉଛି କି ଫିଲ୍ମ ମଞ୍ଜିଲ୍ ମଞ୍ଜିଲ୍ ରେ ଦୁହେଁ ପ୍ରେମ କରି ବସିଲେ , କିନ୍ତୁ ପୁର୍ବରୁ ସନି ଦେଓଲ ବିବାହିତ ଥିଲେ, କିନ୍ତୁ ଦୁଃର୍ଭାଗ୍ୟ ବଶତଃ ତାଙ୍କ ପ୍ରେମ କାହାଣି ପୁରା ହୋଇପାରିଲା ନାହିଁ , ସନି ଦେଓଲ ଜୀବନରୁ ବାହାରିଯିବାପରେ ୧୯୭୩ କୁ ବଲିଉଡ୍ ଅଭିନେତା ରାଜେଶ ଖାନ୍ନାଙ୍କୁ ସେ ବିବାହ କରିନେଲେ , ଯେଉଁଠି ବିବାହିତ ଜୀବନରେ ଡିମ୍ପଲ୍ ଦୁଇଟି ଛୁଆଙ୍କ ମା ଥିଲେ ଜଣେ ହେଲେ ରିଙ୍କଲ୍ ଓ ଟ୍ୱିଙ୍କଲ୍ ଯିଏ ଏବେ ବହୁତ ବଡ ଓ ଅଭିନେତ୍ରୀ ହୋଇସାରିଲେଣି ।

୧୧ ବର୍ଷ ଚାଲିଥିବା ଏହି ପ୍ରେମ କାହାଣୀ ତେବେ ଅନ୍ତ ହେଲା ଯେବେ ସନି ଦେଓଲଙ୍କ ଜୀବନରେ ବଲିଉଡ୍ ଅଭିନେତ୍ରୀ ରବିନା ଟଣ୍ତନ୍ ଆସିଥିଲେ , ୯୦ ଦଶକରେ ସନି ରବିନାଙ୍କ ପ୍ରେମରେ ପଡିଲେ , ସନିଦେଓଲ ଗୋଟେରୁ ଅଧିକା ସୁପରହିଟ୍ ଫିଲ୍ମ ଦେଲେ , ଏହି ଫିଲ୍ମ ମଧ୍ୟରେ ଜିଦ୍ଦି ଗୋଟେ ଥିଲା,  ଯେଉଁଥିରେ ରବିନା କାମ କରିଥିଲେ  ଦୁହେଁଙ୍କ ଯୋଡି ଦର୍ଶକମାନେ ବହୁତ ପସନ୍ଦ କଲେ , କିଛି ସମୟ ପରେ ଖବର ପକ୍କା ହୋଇଗଲା କି ସନି ଓ ରବିନା ରିଲେସନସିପ୍ ରେ ଅଛନ୍ତି , କିନ୍ତୁ ଦୁହେଁ ଏହି ବିଷୟରେ କେବେ ଖୋଲିକରି କଥା ହୋଇନଥିଲେ , କିନ୍ତୁ ଖବର ଅନୁସାରେ ସନିଦେଓଲ ରବିନାଙ୍କ ପ୍ରେମରେ ପଡିଯାଈଥିଲେ ୨୦୧୨ ରେ ଡିମ୍ପଲ୍ ଙ୍କ ସ୍ୱାମୀ ରାଜେଶ ଖାନ୍ନାଙ୍କ ମୃତ୍ୟୁ ହୋଇଥିଲା<  ଯାହା ପରେ ଡିମ୍ପଲ୍ ନିଜ ଦୁଇଟି ଛୁଆଙ୍କ ସହ ବିଧବା ଜୀବନ ଅତିବାହିତ କରୁଛନ୍ତି ।

Leave a Reply

Your email address will not be published. Required fields are marked *