March 15, 2025

Odia Express

Leading Odia News Portal of Odisha

ବାଛନ୍ତୁ ନିଜ ଜନ୍ମ ବାର ଆଉ ଜାଣନ୍ତୁ ଏକ ରହସ୍ୟମୟ କଥା – ନିଶ୍ଚୟ ଦେଖନ୍ତୁ ଆପଣଙ୍କ ବିଷୟରେ ଏହି ବିଶେଷ କଥା..

ଆପଣଙ୍କ ଜନ୍ମ ତାରିଖ ଆପଣଙ୍କ ବାବଦରେ ଅନେକ କିଛି କହିଥାଏ। ଏହି ଜନ୍ମ ତାରିଖ ଦ୍ୱାରା ଆମେ ଜାଣିପାରିବା କି ଆମ ଜୀବନ ରେ ଆଗକୁ କଣ ହେବାକୁ ଯାଉଛି। ମାତ୍ର କଣ ଆପଣ ଜାଣନ୍ତି କି ଆପଣଙ୍କ ଜନ୍ମ ଯେଉଁ ବାର ରେ ହେଇଛି ତାହା ଆପଣଙ୍କ ବାବଦରେ କଣ ପ୍ରକାଶ କରିଛି। ଏହି ତଥ୍ୟ ବହୁତ ଦୁର୍ଲଭ ଅଟେ ମାତ୍ର ଏହା ଜାଣିବା ପରେ ଆପଣ ଜାଣି ପାରିବେ କି ଆପଣଙ୍କ ଜୀବନ ରେ କଣ ହେବାକୁ ଯାଉଛି। ପ୍ରକୃତରେ ଆମ ଜନ୍ମ ଯେଉଁ ବାର ରେ ହେଇଥାଏ ତାହା ଆମ ଗ୍ରହ ର ଚଲନ ଉପରେ ନିର୍ଭର କରିଥାଏ। ତ ଏହି ଗ୍ରହ ମାନଙ୍କର ଚଲନ ହି ଆମ ଭବିଷ୍ୟତ ବାବଦରେ ତଥ୍ୟ ପ୍ରକାଶ କରିଥାଏ। ତ ଆସନ୍ତୁ ଜାଣିବା କି ଜନ୍ମ ବାର ଦ୍ୱାରା ଆପଣଙ୍କ ବାବଦରେ କିପରି ଜାଣି ହେବ।

୧: ସୋମବାର: ସୋମବାର ଦିନ ଜନ୍ମ ହେଇଥିବା ଲୋକଙ୍କର ପ୍ରଧାନ ଗ୍ରହ ହେଇଥାଏ ଚନ୍ଦ୍ରମା। ଅର୍ଥାତ ତାଙ୍କ ଉପରେ ଚନ୍ଦ୍ରମା ର ପ୍ରଭାବ ରହିଥାଏ ଆଉ ତାଙ୍କ ଉପରେ କର୍କଟ ରାଶି ର ପ୍ରଭାବ ବି ବହୁତ ପରିମାଣ ରେ ରହିଥାଏ। ଏମାନେ ବହୁତ ସମ୍ବେଦନଶୀଳ ତଥା ପାରିବାରିକ ବ୍ୟକ୍ତି ହେଇଥାନ୍ତି। ଏମାନଙ୍କ ପାଇଁ ତାଙ୍କ ପରିବାର ହି ସବୁକିଛି ହେଇଥାଏ। ତାଙ୍କ ଉପରେ ଆପଣ ଆଖି ବୁଜି ଭରସା କରିପାରନ୍ତି।

୨: ମଙ୍ଗଳବାର: ମଙ୍ଗଳବାର ଦିନ ଜନ୍ମିଥିବା ଲୋକଙ୍କର ପ୍ରଧାନ ଗ୍ରହ ମଙ୍ଗଳ ଆଉ ପ୍ରଧାନ ରାଶି ବୃଷ ଆଉ ମେଶ ହେଇଥାଏ। ମଙ୍ଗଳ ଭଳି ବିଶାଳ ଗ୍ରହ ର ପ୍ରଭାବ ଥିବାରୁ ସେମାନେ ସର୍ବଦା ଜୋସ ତଥା ଶକ୍ତି ରେ ଭରା ରହିଥାନ୍ତି। ଏମାନଙ୍କ ଭିତରେ ଏନର୍ଜୀ ର ଭରପୁର ମାତ୍ରା ରହିଥାଏ।

୩: ବୁଧବାର: ଏହିଦିନ ଜନ୍ମିଥିବା ବ୍ୟକ୍ତି ବୁଧ ଗ୍ରହ ତଥା ମିଥୁନ ଆଉ କନ୍ୟା ରାଶି ଦ୍ୱାରା ପ୍ରଭାବିତ ହେଇଥାନ୍ତି। ଏହିଦିନ ଜନ୍ମିଥିବା ଲୋକଙ୍କର ଏକ ଖାସ ଗୁଣ କି ସେମାନେ ନିଜର କଥା ଦ୍ୱାରା କାହାର ବି ମନ ଜିତି ନେଇପାରନ୍ତି।

୪: ଗୁରୁବାର: ଏହିଦିନର ଲୋକ ବୃହଷ୍ପତ୍ତି ଗ୍ରହ ତଥା ମିନ ଆଉ ମକର ରାଶି ଦ୍ୱାରା ପ୍ରଭାବିତ ଥାଆନ୍ତି। ଏହିଦିନ ଜନ୍ମିଥିବା ଲୋକ ମାନଙ୍କୁ ନିଜକୁ ଭାଗ୍ୟଶାଳୀ ମାନିବା ଦରକାର କାରଣ ଏମାନଙ୍କ ଉପରେ ବୃହଷ୍ପତ୍ତି ଭଳି ବିଶାଳ ଗ୍ରହ ର ପ୍ରଭାବ ରହେ ଆଉ ତାହା ସେମାନଙ୍କ ଭିତରେ କିଛି ଗୁଣ ଭରି ଦେଇଥାଏ। ସେମାନେ ସବୁ କାମ ରେ ପାରଙ୍ଗମ ହେଇଥାନ୍ତି।

୫: ଶୁକ୍ରବାର: ଏହିଦିନ ଜନ୍ମିଥିବା ଲୋକ ଶୁକ୍ର ଗ୍ରହ ଦ୍ୱାରା ପ୍ରଭାବିତ ହେଇଥାନ୍ତି। ସମସ୍ତେ ତ ନୁହନ୍ତି ମାତ୍ର ଅଧିକାଂଶ ଲୋକ ଏହିଦିନ ଜନ୍ମିଥିବାରୁ ସେମାନେ ତାଙ୍କ ସ୍ବାମୀ ଗ୍ରହ ର ଦୁଇଟି ମୁଖ୍ୟ ଗୁଣ ସୌନ୍ଦର୍ଯ୍ୟ ଆଉ ଆକର୍ଷଣ ଦ୍ୱାରା ପ୍ରଭାବିତ ହୁଅନ୍ତି।

୬: ଶନିବାର: ଏହିଦିନ ଜନ୍ମିଥିବା ଲୋକ ଶନି ଗ୍ରହ ଦ୍ୱାରା ଡଭାବିତ ହେଇଥାନ୍ତି। ଏମାନଙ୍କର ପ୍ରଧାନ ରାଶି ମକର ଆଉ କୁମ୍ଭ ହେଇଥାଏ। ଯଦି ଆପଣ ଏହିଦିନ ଜନ୍ମିଛନ୍ତି ତ ଆପଣ ଜଣେ ବହୁତ ଆକର୍ଷଣୀୟ ବ୍ୟକ୍ତି ଅଟନ୍ତି ଆଉ ଆପଣଙ୍କୁ ନିଜ ଆଗ ପଛ ତଥା ଭାବିଷ୍ୟତ ବାବଦରେ ଜଣା ଅଛି।

୭: ରବିବାର: ରବିବାର ଜନ୍ମିଥିବା ଲୋକ ସୂର୍ଯ୍ୟ ଦ୍ୱାରା ପ୍ରଭାବିତ ଥାଆନ୍ତି। ସୂର୍ଯ୍ୟ ହେଉଛି ସୌର ଜଗତ ର ସବୁଠୁ ପ୍ରମୁଖ ତାରା ଯାହା ଚାରି ପାଖରେ ସମସ୍ତ ଗ୍ରହ ଭ୍ରମଣ କରନ୍ତି। ଏହିପରି ହି ହେଇଥାନ୍ତି ଏହିଦିନ ଜନ୍ମିଥିବା ଲୋକ। ଜୋର ମସ୍ତିଷ୍କ ତଥା ସାହାସ ଆଉ ବହୁତ ସକାରାତ୍ମକ ଭାବନା ରେ ଭରପୁର ଥାଆନ୍ତି ସେମାନେ।

Leave a Reply

Your email address will not be published. Required fields are marked *