ପୂର୍ବରୁ ମୋଟି ଓ ଅଜବ ହେୟାର୍ ଷ୍ଟାଇଲ୍ ବାଲି ନେହା କାକ୍କର ସମୟର ସାଥେ କିପରି ବଦଳାଇଲେ ନିଜ ଲୁକ୍ ଜାଣନ୍ତୁ ପୁରା କାହାଣୀ..

ଏହି କଥାରେ କୌଣସି ରାୟ ନାହିଁ କି ଏହି ଦିନରେ ନେହା କାକ୍କର ବଲିଉଡ୍ ର ସବୁଠାରୁ ଲୋକପ୍ରିୟ ମହିଳା ଗାୟିକା ହିସାବରେ ଜଣାଯାଆନ୍ତି , ନେହା ନିଜ ଲୋକପ୍ରିୟତା କାରଣରୁ ନୁହେଁ ବରଂ ନିଜ ଆବାଜ୍ କାରଣରୁ ବି ନୁହେଁ ନିଜ ଲୁକ୍ ଓ ଷ୍ଟାଇଲ୍ କୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି , ନେହା ସୋସିଆଲ୍ ମିଡିଆରେ ଆକ୍ଟିଭ୍ ରୁହନ୍ତି , ତାଙ୍କର ଫ୍ୟାନ୍ ଫଲୋଇଙ୍ଗ୍ କୋଟିଏ ଉପରେ ଅଛି , ନେହା ବହୁତଥର ନିଜ ଫଟୋ ସୋସିଆଲ୍ ମିଡିଆରେ ଦେଇଥାନ୍ତି , ଲୋକେ ତାଙ୍କ ଫଟୋ ଦେଖିକରି ଦିୱାନା ହୋଇଯାଆନ୍ତି , ବହୁତ ଲୋକେ ନେହା କାକ୍କରଙ୍କ ଉପରେ ଫିଦା ହୋଇଛନ୍ତି , କିନ୍ତୁ କଣ ଆପଣ ଜାଣିଛନ୍ତି କି ସୋସିଆଲ୍ ମିଡିଆରେ ଏହି ଦିନରେ ସୁନ୍ଦର ଦେଖାଯାଉଥିବା ନେହା କାକ୍କର ପ୍ରଥମ ଅପେକ୍ଷା ଅଲଗା ନଜର ଆସୁଛନ୍ତି ।
ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ନେହା କାକ୍କର ପୁର୍ବରୁ ଓ ଏବେ ଦେଖାଯାଉଥିବା ଲୁକ୍ ମଧ୍ୟରେ ଆକାଶ ପାତାଳ ଫରକ ନଜର ଆସୁଛି , ପ୍ରଥମରୁ ନେହା କାକ୍କର ମୋଟା ଓ କଳା ଦେଖାଯାଉଥିଲେ , ସେହି ସମୟରେ ନେହାଙ୍କ ଲୁକ୍ ଅଧିକା ଆକର୍ଷକ ନଥିଲା , ପରେ ଯେବେ ସେ ଧିରେ ଧିରେ ଫେମସ୍ ହେଲେ ଓ ପଇସା ଆସିବାକୁ ଲାଗିଲା ତେବେ ସେ ନିଜ ଲୁକ୍ ପରିବର୍ତ୍ତନ କଲେ , ଯଦି ଆପଣ ନେହାଙ୍କ ଏବେ ଓ ପୁରୁଣା ଫଟୋକୁ ତୁଳନା କରିବେ ତେବେ ନିଜେ ଚିହ୍ନିପାରିବେ ନାହିଁ , ନେହା ଫେମସ୍ ହେବାପରେ ନିଜ ଶାନଦାର୍ ଲୁକ୍ ବଦଳାଇବାପାଇଁ ବହୁତ ପଇସା ଖର୍ଚ୍ଚ କରିଛନ୍ତି ।
ଆପଣଙ୍କୁ ଜଣେଇଦେବୁ କି ନେହା ଫେମସ୍ ହେବାପୁର୍ବରୁ ଇଣ୍ତିଆନ୍ ଆଇଡଲ୍ ଶୋରେ ଜଣେ ପ୍ରତିଯୋଗୀ ହିସାବରେ ନଜର ଆସିଛନ୍ତି , ସେହି ସମୟରେ ନେହା +୨ ରେ ପଢୁଥିଲେ , ନେହା ସେହି ଶୋରେ ଅଧିକା ଆଗକୁ ଯାଇପାରିଲେ ନାହିଁ କିନ୍ତୁ ସେହି ସମୟରେ ସେ ଉଦାସ ନହୋଇ ପରିଶ୍ରମ କରିଥିଲେ, ତାଙ୍କର ଲଗାତାର୍ ରିୟାସ ଓ ପରିଶ୍ରମର ଫଲ ଆଜି ସେ ବଲିଉଡ୍ ର ଆଗ ଧାଡିର ଗାୟିକା ହୋଇଛନ୍ତି , ନେହା କହନ୍ତି କି ସେ ୪ ବର୍ଷର ବୟସରୁ ସଙ୍ଗୀତ ଶିଖିବା ଆରମ୍ଭ କରିଥିଲେ , ନେହା ଏହି ସଂଙ୍ଗୀତର ଟ୍ରେନିଙ୍ଗ୍ ତାଙ୍କ ଭାଇ ଟୋନି କାକ୍କର ଓ ଭଉଣୀ ସୋନୁ କାକ୍କରଙ୍କ ଠାରୁ ପାଇଛନ୍ତି , ଏତିକି ନୁହେଁ ସେ ନିଜ କ୍ୟାରିୟରର ଆରମ୍ଭରୁ ଭାଇ ଭଉଣୀଙ୍କ ସହ ବହୁତ ମାତାଙ୍କ ଜଗରାତାରେ ଭଜନ ଗାଇଛନ୍ତି ।
ନେହାଙ୍କୁ ଲୋକପ୍ରିୟତା ଅଧିକା ୟୁଟ୍ୟୁବ୍ ରୁ ମିଳିଥିଲା, ଏହି କଥା ୨୦୦୮ ମସିହାରେ ଅଟେ ଯେବେ ତାଙ୍କର ଆଲବମ୍ ନେହା ଦି ରକ୍ ଷ୍ଟାର୍ ରିଲିଜ୍ ହୋଇଥିଲା, ଏହାକୁ ଲୋକେ ବହୁତ ପସନ୍ଦ କରିଥିଲେ, ଏହାପରେ ନା ହେଲା ବଲିଉଡ୍ ରେ ବି ଅଫର୍ ଆସିବାକୁ ଲାଗିଲା, ଏହି ପରି ସେ ଟପ୍ ର ସିଙ୍ଗର୍ ହୋଇଗଲେ, ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିପାରେ ଭଜନ ଗାଉଥିବା ନେହା କାକ୍କର ଆଜି ଏକ ଗୀତ ପାଇଁ ପ୍ରାୟ ୧୦ରୁ ୧୫ ଲକ୍ଷ ଟଙ୍କା ଫିସ୍ ନେଉଛନ୍ତି , ଯେପରି ଆପଣ ସମସ୍ତେ ଜାଣିଥିବେ କି ଗତ ବର୍ଷ ନଭେମ୍ବରରେ ନେହା ବୟଫ୍ରେଣ୍ତ ହିମାଂଶୁ କୋହଲିଙ୍କ ସହ ବ୍ରେକ୍ ଅଫ୍ କରିଦେଇଥିଲେ , ଯାହାର କାରଣରୁ ସେ ଡ୍ରିପେସନ୍ କୁ ଚାଲିଯାଇଥିଲେ , ଏମିତିରେ ସୋସିଆଲ୍ ମିଡିଆରେ ସେ ନିଜ ଦୂଃଖ ଜାହିର୍ କରିଥିଲେ, କିନ୍ତୁ ଏବେ ସେ ଡ୍ରିପେସନ୍ ରୁ ବାହାରିଯାଇଛନ୍ତି , ଓ ସିଙ୍ଗଲ୍ ଲାଇଫ୍ ରେ ମଜା ନେଉଛନ୍ତି ,
ସେମିତି ଆପଣଙ୍କୁ ନେହାଙ୍କ କେଉଁ ଗୀତ ଅଧିକା ପସନ୍ଦ ଲାଗେ କମେଣ୍ଟ ବକ୍ସରେ ନିଶ୍ଚିତ ଲେଖି ଜଣାଇବେ ।