March 25, 2025

Odia Express

Leading Odia News Portal of Odisha

ଆସନ୍ତୁ ଜାଣିବା M ଓ K ନାମକ ବ୍ୟକ୍ତି ମାନଙ୍କ ଭିତରେ ଥିବା ଯୋଡି କିପରି ହୋଇଥାଏ..

ନମସ୍କାର ଆମେ ଆପଣଙ୍କୁ ସ୍ୱାଗତ ଜଣାଉଛୁ,ଆଜି ଆମେ ଜାଣିବା ଏମ ନାମକ ବ୍ୟକ୍ତିଙ୍କ ସହ କେ ନାମ ଧାରୀ ବ୍ୟକ୍ତିଙ୍କ ଯୋଡି କିପରି ହୋଇଥାଏ ଆଜି ଆମେ ଜାଣିବା।ଯଦି ସେ ବୈବ୍ୟବାହିକ ଜୀବନରେ ସାଥିରେ ଆସିଥାନ୍ତିତ ସେମାନଙ୍କୁ କେଉଁ ସବୁ ସୁବିଧା ଓ ଅସୁବିଧାର ସମ୍ମୁଖୀନ କରିବାକୁ ପଡିଥାଏ ଆସନ୍ତୁ ଜାଣିବା। ଆଜିର ସମ୍ପୂର୍ଣ୍ଣ କଥା ଆମେ ୬ଟି ପଏଣ୍ଟ ମାଧ୍ୟମରେ ଦେଖିବା ସେ ଗୁଡିକ ହେଉଛି :-

୧.ବ୍ୟକ୍ତିତ୍ୱ:-M ନାମକ ବ୍ୟକ୍ତି ବହୁତ ସାହାସି ଓ ବୁଦ୍ଧିର ପ୍ରତିମା ବୋଲି ଆମେ ଜାଣିଥାଉ।ବେଳେ ବେଳେ ସେ ନିଜ ପାଦ ଭୁଲ ବାଟରେ ପକେଇ ଦେଇଥାଆନ୍ତି।ଆପଣ ଭାବିଚିନ୍ତି ନିଜର ଜୀବନରେ କିଛି ପଦକ୍ଷପ ନିଅନ୍ତୁ।ସେଠାରେ କେ ନାମକ ଲୋକ ନିଜ ଇଚ୍ଛା ଶକ୍ତି ଓ ବହୁତ ପ୍ରଭାବ ଶାଳୀର ହୋଇଥାନ୍ତି।ଏମାନେ ଏତେ ସହଜରେ ହାରି ଯାଆନ୍ତି ନାହିଁ।ଦୁହେଁ ଦୁହିଁଙ୍କ ଠାରୁ ବିପରୀତ ହୋଇଥିବାରୁ ସେନାନଙ୍କୁ ବହୁତ ଦୁଃଖ ଆସିପାରେ।

୨.ଗୁଣ:-M ନାମକ ଲୋକ ବହୁତ ଗମ୍ଭୀର ସ୍ୱଭାବର ହୋଇଥାନ୍ତି ଓ ବହୁତ ବ୍ୟବହାରିକ ହୋଇଥାନ୍ତି।ସେ ନିଜର କାର୍ଯ୍ୟ ଗୁଡିକୁ ବହୁତ ସୁନ୍ଦର ଭାବରେ ଓ ସଠିକ ଉପାୟରେ ନିଜ କାର୍ଯ୍ୟ ସବୁ କରିଥାନ୍ତି।ସେଠାରେ କେ ନାମକ ଲୋକଙ୍କ ଭିତରେ ବହୁତ ଯୋଶ ଭରି ରହିଥାଏ।ଏମାନଙ୍କ ଭିତରେ ସବୁ ଜିନିଷକୁ ନେଇ ବହୁତ ଉତ୍ସହ ଭରିରହିଥାଏ।ଏଠି ଗୁଣ ତୁଳନାରେ ସେମାନଙ୍କୁ କୌଣସି ଅସୁବିଧା ହୋଇନଥାଏ।

୩.ଆର୍ଥିକ:-M ନାମକ ଲୋକ ବହୁତ ଅନୁଶାସିତ ପୁର୍ଣ୍ଣ ହୋଇଥାନ୍ତି।ସେ କେବେ କାହାସହିତ କେବେବି ସଚ୍ଚୋଟ ପଣିଆରେ ବୁଝାବଣା କରନ୍ତି ନାହିଁ।ଏମାନେ ପରିଶ୍ରମି ଓ ଭବିଷ୍ୟତକୁ ନେଇ ବହୁତ ଚିନ୍ତିତ ରହିଥାନ୍ତି।ସେଥିପାଇଁ ଏମାନେ ପଇସାକୁ କେଉଁଠାରୁ ଖୋଜି ବାହାର କରିଥାନ୍ତି ଓ ନିଜ ସଚ୍ଚୋଟ ପଣିଆ ପାଇଁ ମଧ୍ୟ ବହୁତ ଭଲ ପଇସା ରୋଜଗାର କରନ୍ତି।ସେଠାରେ କେ ନାମକ ଲୋକ ହୋଇଥାନ୍ତିତ ବହୁତ ପଇସା ଵାଲା ହୋଇଥାନ୍ତି ନହେଲେ ସେ ସମ୍ପୂର୍ଣ୍ଣ କାଙ୍ଗାଳ ହୋଇଥାନ୍ତି।ସେଥିପାଇଁ ଏ ସ୍ଥାନରେ ଦୁଇଜଣଙ୍କୁ କିଛି ଅସୁବିଧା ହୋଇନଥାଏ।

୪.ବ୍ୟବହାର:-M ନାମକ ଲୋକ ଏତେ ସହଜରେ କାହା ପ୍ରେମରେ ପଡି ନଥାନ୍ତି।ସେ ଅନ୍ୟ ସାମ୍ନାରେ ନିଜକୁ ପରିପ୍ରକାଶ କରିବାକୁ ପସନ୍ଦ କରନ୍ତି ନାହିଁ।ଏମାନେ ଯାହା ସହିତ ଥରେ ମିଶନ୍ତି ସେ ତାଙ୍କୁ କେବେ ତାଙ୍କୁ ଏକୁଟିଆ ଛାଡ଼ନ୍ତି ନାହିଁ।ସେଠାରେ କେ ନାମକ ଲୋକ ଗୋଟେ ବହୁତ ଭଲ ସାଥି ଓ ବହୁତ ଭଲ ସାଙ୍ଗ ଭାବରେ ବିବେଚିତ ହୋଇଥାନ୍ତି।ସେ ନିଜ ସମ୍ପର୍କକୁ ବହୁତ ସମ୍ବେଦନଶୀଳ ଭାବରେ ନେଇଥାନ୍ତି।ତେଣୁ ଏହି ବ୍ୟବହାର ତୁଳନାରେ ଦୁଇ ଜଣଙ୍କ ଭିତରେ ବହୁତ ଭଲ ସମ୍ପର୍କ ହୋଇଥାଏ।

୫.ଜୀବନ:-M ନାମକ ଲୋକ ଜୀବନକୁ ବହୁତ ସୁନ୍ଦର ନଜରରେ ଓ କର୍ତ୍ତବ୍ୟର ସହିତ ଦେଖିଥାନ୍ତି।ସେ ନିଜ ଜୀବନରେ କାହାସହିତ ସମ୍ପର୍କରେ ଆସିଲେ ତାଙ୍କ ପ୍ରତି ବହୁତ ଦାୟିତ୍ୱ ବାନ ହୋଇଥାନ୍ତି।ସେଥିପାଇଁ ନିଜ ଜୀବନକୁ ଏକ ଦାୟିତ୍ୱ ଭାବରେ ନେଇଥାନ୍ତି।ସେଠାରେ କେ ନାମକ ଲୋକ ନିଜ ଜୀବନଠାରୁ ବହୁତ ଅସନ୍ତୁଷ୍ଟ ହୋଇଯାନ୍ତି ବେଳେ ବେଳେ ଏତେ ହତାସୟ ହୋଇଯାନ୍ତି ଅନ୍ୟଉପରେ ରାଗକାଢ଼ିଥାନ୍ତି।ସେଥିପାଇଁ ଜୀବନ ଠାରୁ ବହୁତ ଅସନ୍ତୁଷ୍ଟ ହୋଇଥାନ୍ତି।ଏଠି ଜୀବନ ସୈଳିରେ କିଛି ଅସୁବିଧା ଆସିପାରେ।

୬.ଆଧ୍ୟାତ୍ମିକତା:-ଏମ ନାମକ ଲୋକ ବହୁତ ଧାର୍ମିକ ହୋଇଥାନ୍ତି।ସେ ଭଗବାନଙ୍କ ସାଥି ଛାଡିବାକୁ କେବେ ଚାହାନ୍ତିନି,ସେ କେବେ କାହାର ଅମଙ୍ଗଳ ଓ ଅନିଷ୍ଟ ଚିନ୍ତା କରନ୍ତି ନାହିଁ।ସେ ସମସ୍ତ ଭଗବାନଙ୍କ ସାମ୍ନାରେ ନଇଁ ଥାଆନ୍ତି।ସେଥିପାଇଁ ସେ ବହୁତ ଧାର୍ମିକ ହୋଇଥାନ୍ତି।କେ ନାମକ ଲୋକ ମଧ୍ୟ ବହୁତ ଧାର୍ମିକ ହୋଇଥାନ୍ତି।ସେ ସବୁବେଳେ କୌଣସି କାର୍ଯ୍ୟ ନିଜ ଭଗବାନଙ୍କୁ ଅର୍ପଣ କରି କରିଥାଆନ୍ତି।ଏମାନେ ମଧ୍ୟ ବହୁତ ଧାର୍ମିକ ହୋଇଥାନ୍ତି।ସେଥିପାଇଁ ଏଠାରେ ଦୁଇଜଣଙ୍କୁକୌଣସି ଅସୁବିଧା ଆହୋଇନଥାଏ।

Leave a Reply

Your email address will not be published. Required fields are marked *