ଆସନ୍ତୁ ଜାଣିବା ରାବଣ ଦ୍ୱାରା କୁହାଯାଇଥିବା ୩ଟି ଗୁରୁତ୍ୱପୂର୍ଣ୍ଣ କଥା..

ଆଜି ଆମେ ଜାଣିବା ରାବଣ ମରିବା ସମୟରେ କହିଥିବା ୩ ଟି ସତ କଥା ଯାହା ଏବେ ସତ ହେଉଛି।ଆପଣ ସମସ୍ତେ ନିଶ୍ଚିନ୍ତ ଭାବରେ ରାମାୟଣ କାହାଣୀ ଜାଣିଥିବେ,ଧାର୍ମିକ ଶାସ୍ତ୍ର ଅନୁସାରେ ରାବଣ ମାତା ସୀତାଙ୍କ ଅପହରଣ କରି ବହୁତ ବଡ଼ ଭୁଲ କରିଥିଲା ଆଉ ତା ସହିତ ଭଗବାନ ଶ୍ରୀ ରାମଙ୍କ ସହିତ ଶତ୍ରୁତା ଆଚରଣ କରିବାକୁ ଲାଗିଲା।ଦେଖିବାକୁ ଗଲେ ଏ ସମ୍ପୂର୍ଣ୍ଣ ଜଗତ ରାଵଣକୁ ଏକ ଖରାପ ମଣିଷ ବୋଲି ଭାବିଥାଏ।କଣ ଆପଣ ମାନେ ଜାଣିଛନ୍ତି ଭଗବାନ ରାମଙ୍କ ଠାରୁ ସେ ରାବଣ ବହୁତ ବଡ଼ ଜ୍ଞାନୀ ଥିଲା। କହିବାକୁ ଗଲେ ଏକଥା ସତ କି ସେ ନିଜେ ସୀତା ମାତାଙ୍କର ହରଣ କରି ସେ ନିଜେ ନିଜ ମୃତ୍ୟୁକୁ ଚୟନ ନିଜେ କରିଥିଲା।ସେ ନିଜେ ମାତା ସୀତାଙ୍କୁ ହରଣ କଲା ସତ କିନ୍ତୁ ଏଠାରେ ସନ୍ଦେହ କରିବାର କଥା କେଉଁଠାରେ ନାହିଁ କି ରାବଣର ସହନ ଶକ୍ତି ପାଇଁ ସୀତା ମାତାଙ୍କ ମର୍ଯ୍ୟାଦା ବଞ୍ଚିକି ଥିଲା।ସେ ଯେତେବେଳେ ତାଙ୍କୁ ହରଣ କଲା ତା ପରଠାରୁ ସେ ମାତା ସୀତାଙ୍କ ସହିତ କେବେ ଖରାପ ବ୍ୟବହାର କରି ନାହିଁ।ଆମେ ଏଠାରେ ରାଵଣକୁ ଭଲ କହୁ ନାହୁଁ।
କେବଳ ଆମେ ଏଠାରେ ଏହା କହିବାକୁ ଚାହୁଁଚୁକି ମଣିଷର କେବଳ ଗୋଟେ ଭୁଲ ଆମ ଜୀବନକୁ ବହୁତ ଶିଘ୍ର ନଷ୍ଟ କରି ପାରେ ଆମେ ଏହି କଥା କହିବାକୁ ଚାହୁଁଚୁ।ରାବଣର ଏହି ଛୋଟ ଭୁଲ ତାର ପ୍ରାଣ ନେଇ ଗଲା ଆଉ ସେ ମରିବା ବେଳେ ବହୁତ କିଛି କହି ନିଜ ଜୀବନ ତ୍ୟାଗ କରିଥିଲା।ସେ କଥା ଗୁଡିକ ଥିଲା ସ୍ତ୍ରୀ ମାନଙ୍କ ବିଷୟରେ ଯେଉଁ କଥା ଆଜି ସତ ହୋଇଗଲା ଓ ଯାହାକୁ ଆପନମାନେ ଜାଣି ଆଶ୍ଚର୍ଯ୍ୟଚକିତ ହୋଇଯିବେ।ଏବେ ଆସନ୍ତୁ ଜାଣିବା ସେ ୩ ଟି କଥା।
୧.ରାବଣ ଜଣେ ମହାନ ରାଜା ଥିଲେ। ରାବଣ କହିଛନ୍ତି ଯେ ମୁଁ ଜାଣେ ମହିଳାମାନେ ବହୁତ ସାହସୀ ଅଟନ୍ତି, କିନ୍ତୁ ସେମାନଙ୍କ ପାଇଁ ଏତେ ସାହସୀ ହେବା ମଧ୍ୟ ଠିକ୍ ନୁହେଁ କାରଣ ସେମାନେ ସାହସର ସଠିକ୍ ଏବଂ ଭୁଲ୍ ସ୍ଥିର କରିବାରେ ଅସମର୍ଥ ଏବଂ ପରେ ସେମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ।
୨.ରାବଣ ମନ୍ଦୋଦରୀ ଙ୍କୁ କହିଛନ୍ତି ଯେ ମହିଳାମାନଙ୍କ ମଧ୍ୟରେ ଦ୍ୱିତୀୟ ବିଘ୍ନ ହେଉଛି ଯେ ସେମାନେ ଅଧିକ ମିଛ କୁହନ୍ତି, ସେମାନେ କଥାବାର୍ତ୍ତା କରନ୍ତି ଏବଂ ସେହି ମିଥ୍ୟା ଦିନେ ସେମାନଙ୍କର ଶେଷ ହେବାର କାରଣ ହୋଇଯାଏ | ଏହା ହେଉଛି ମହିଳାମାନଙ୍କର ସବୁଠାରୁ ବଡ ଖରାପ ଗୁଣ | ଯେଉଁ କାରଣରୁ ପରିବାରରେ ଅନେକ ସମସ୍ୟା ଦେଖାଯାଏ |ମହିଳାମାନେ ପ୍ରାୟତଃ ଅସ୍ଥିର ଚିନ୍ତାଧାରା ଏବଂ ଚତୁର ମନ, ତେଣୁ ସେମାନଙ୍କୁ ବୁଝିବା ବହୁତ କଷ୍ଟକର |ମହିଳାମାନେ ଜିଦ୍ଖୋର ହେବା ସହିତ ସ୍ୱାର୍ଥପର ଏବଂ ସେମାନଙ୍କର ଜିଦ୍ ପୂରଣ କରିବାକୁ ଯେ କୌଣସି କାମ କରି ପାରନ୍ତି | ତାଙ୍କ ମନ କ୍ଷଣରୁ କ୍ଷଣକୁ ବଦଳିବାରେ ଲାଗେ |ଯେତେବେଳେ ବି ମହିଳାମାନେ କୌଣସି ଅଦ୍ଭୁତ ପରିସ୍ଥିତିର ସମ୍ମୁଖୀନ ହୁଅନ୍ତି, ସେମାନେ ନିଜ ବିବେକ ହରାନ୍ତି ଏବଂ ମୂର୍ଖ ପରି ବ୍ୟବହାର କରିବା ଆରମ୍ଭ କରନ୍ତି | ମହିଳାମାନେ ମୂର୍ଖ ଭାବରେ କାମ କରନ୍ତି ଏବଂ ସେମାନେ ନିଜ ପାଇଁ ବହୁତ ଗର୍ବିତ |
୩.ସ୍ତ୍ରୀ ଲୋକମାନେ ନିଜ କହିଥିବା କଥାରୁ ମୁହଁ ବୁଲେଇ ନିଅନ୍ତି ଓ ସେ କେବେ ସତ କୁହନ୍ତି ନାହିଁ।ଏଥିପାଇଁ ସ୍ତ୍ରୀ ଉପରେ ଭାବିଚିନ୍ତି ଭରସା କରିବା ଉଚିତ।ସେ ଏକଥା ନେଇ ଆ ପାଖରେ ସେ କଥାନେଇ ତା ପାଖରେ ସେମାନେ ଏହି ଭଳି କାର୍ଯ୍ୟ କରିଥାନ୍ତି।ଯାହାଦ୍ୱାରା ଝଗଡା ବଢି ପାରେ।ଯେଉଁ କାରଣରୁ କୋଟ କଚେରି ଓ ବିଭିନ୍ନ ପ୍ରକାରର ପୋଲିସ ମୋକଦ୍ଧମା ଚାଲି ପାରେ।ଆପଣ ନିଜେ ନିଜ ଜୀବନକୁ ଦେଖି ଅନୁମାନ ଲଗେଇ ପାରିବେ ସେ କହିଥିବା କଥା ସବୁ ସତ କି ମିଛ।