କାମ ନ ମିଳିବାରୁ ପଇସା ପାଇଁ ଦାଣ୍ତର ଭିକାରୀ ହୋଇଯାଈଥିଲେ ଏହି ପାଞ୍ଚଜଣ ଅଭିନେତା ଏହି ସୁପରଷ୍ଟାର୍ ଙ୍କୁ ବିକ୍ରି କରିବାକୁ ପଡିଥିଲା ବଙ୍ଗଳା..

ଏବେ କିଛି ଦିନ ହେବ ନିନା ଗୁପ୍ତା କହିଥିଲେ କି ତାଙ୍କ ପାଖରେ କାମ ନାହିଁ ଓ ସେ କାମ ମାଗିବାକୁ ଲାଗ କରୁନାହାନ୍ତି , ପରେ ତାଙ୍କୁ କାମ ମିଳିଲା ନାହିଁ ବରଂ ବଧାଇ ଫିଲ୍ମରେ ସେ ୬୨ ବର୍ଷୀୟ ୟଙ୍ଗ୍ ଅଭିନେତ୍ରୀଙ୍କୁ ମାତ୍ ଦେଇଥିଲେ, ସଲମାନ ଓ ସରୋଜ୍ ଖାନ୍ ଙ୍କୁ କାମ ଦେବାପାଇଁ କଥା ଦେଇଥିଲେ, ଏହି ଷ୍ଟାର୍ ଙ୍କ ଭାଗରେ ତ କାମ ଆସିଗଲା , କିନ୍ତୁ କିଛି ଏପରି କଳାକାର ଅଛନ୍ତି ଯାହାଙ୍କ ଚମକ ପରଦାରେ ଲୋକେ ଭୁଲିଗଲେଣି , ଆର୍ଥିକ ସ୍ଥିତି ଖରାପ ହେବାକୁ ନେଇ ।
ସବି ସିଦ୍ଧୁ : କିଛି ସମୟ ପୂର୍ବରୁ ଅଭିନେତା ସବି ସିଦ୍ଧୁ ଗାର୍ଡର ଚାକିରି କରିବାକୁ ନେଇ ଚର୍ଚ୍ଚାରେ ଥିଲେ , ସବି ନିଜ କ୍ୟାରିୟରର ଆରମ୍ଭ ଅନୁରାଗ କଶ୍ୟପଙ୍କ ଫିଲ୍ମ ପାଞ୍ଚରୁ କରିଥିଲେ ଏହାପରେ ଗୁଲାଲ୍ , ଫ୍ରାଇଡେ, ପଟିଆଲା ହାଉସ୍ ପରି ଫିଲ୍ମରେ ନଜର ଆସିଥିଲେ, କାମ ମିଳିବାକୁ ଲାଗିଲା, କିନ୍ତୁ ସଫଳତା ମିଳିଲା ନାହିଁ ଓ ଗୋଟେ ସମୟ ଏପରି ଥିଲା ଯାହାକି କାମ ମିଳିବା ବନ୍ଦ ହୋଇଗଲା, ସେ ପର୍ଦାରୁ ଗାୟବ ହୋଇଗଲେ ଓ ଏବେ ଘର ଚଳାଇବାକୁ ଯାଇ ସେ ସିକ୍ୟୁରିଟି ଗାର୍ଡ କାମ କରିବାକୁ ପଡୁଛି ।
ମହେଶ ଆନନ୍ଦ : ବଲିଉଡ୍ ରେ ଭିଲେନ୍ ହିସାବରେ ଚର୍ଚ୍ଚିତ ଏହି ଚେହେରା ମହେଶ ଆନନ୍ଦଙ୍କର ଅଟେ, ସେମିତି ତାଙ୍କ ଚେହେରା ଆଉଥରେ ଚର୍ଚ୍ଚାକୁ ଆସିଥିଲା ଯେବେ ସେ ନିଧନ ହେଲେ , ସେ ୫୭ ବର୍ଷରେ ଆର୍ଥିକ ସ୍ଥିତି ଠିକ୍ ନହେବା ଯୋଗୂଁ ହାଲତ୍ ଖରାପ ହୋଇଗଲା, ଓ ତାଙ୍କର ମୃତ୍ୟୁ ଅଚାନକ ହୋଇଗଲା , ଭିଲେନ୍ ହିସାବରେ ବଡ ତାରକା ଭାବେ ନଜର ଆସିଥିଲେ । ତାଙ୍କୁ ୧୮ ବର୍ଷ ପର୍ଯ୍ୟନ୍ତ କାମ ମିଳିପାରିନଥିଲା ।
ପୂଜା ଡଡୱାଲ୍ : କେବେ ସଲମାନଙ୍କ ସହ ହିରୋଇନ୍ ହୋଇଥିବା ପୁଜା ଡଡୱାଲ୍ କାମ ନ ମୀଲିବାକୁ ନେଇ ମୃତ୍ୟୁର ସହ ଲଢେଇ କରିଥିଲେ, ତାଙ୍କର ଆର୍ଥିକ ସ୍ଥିତି ଏତେ ଖରାପ ହୋଇଗଲା କି ସେ ଚିକିତ୍ସା ନିଜର କରିପାରିଲେ ନାହିଁ , ତାଙ୍କୁ ସାହାଯ୍ୟ କରିବାପାଇଁ ସଲମାନ ହାତ ବଢାଇଥିଲେ, କିନ୍ତୁ କଥା ହୋଇପାରିଲା ନାହିଁ , ଯେବେ ସଲମାନଙ୍କୁ ଏହି ବିଷୟରେ ଜଣାପଡିଲା ତେବେ ସେ ପୁଜାଙ୍କୁ ସାହାଯ୍ୟ ପାଇଁ ଦୌଡିଆସିଲେ , ସେ ୧୯୯୫ ରେ ଫିଲ୍ମ ବିରଗତି ଫିଲ୍ମରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ, କିନ୍ତୁ ଆଗକୁ ଯାଇପାରିଲେ ନାହିଁ , ସେ ଟିବି ଓ ଫୁସଫୁସ୍ ଜନିତ ରୋଗରେ ପିଡିତ ଥିଲେ ।
ସତୀଶ କୌଲ୍ : ଇଣ୍ତଷ୍ଟ୍ରିରେ ବିଗ୍ ବି ଓ ଦିଲ୍ଲୀପ କୁମାର ପରି ଦିଗଜ୍ଜଙ୍କ ସହ କାମ କରିଥିବା ସତୀଶ କୌଲଙ୍କ ଉପରେ ଦାରିଦ୍ରର ପାହାଡ ଭାଙ୍ଗିପଡିଥିଲା ଫିଲ୍ମରେ ଆଉତାଙ୍କୁ କାମ ମିଳିଲା ନାହିଁ , ଓ ଘରର ଅବସ୍ଥା ଶୋଚନୀୟ ହୋଇଗଲା , ତାଙ୍କର ଖବର କିଛି ଦିନ ପୁର୍ବରୁ ଯେବେ ପଞ୍ଜାବ ସରକାର ଜାଣିଲେ ତେବେ ତାଙ୍କୁ ସାହାଯ୍ୟ ପାଇଁ ପାଞ୍ଚ ଲକ୍ଷ ଟଙ୍କା ପଠାଇଲେ , ତାଙ୍କ ପାଖରେ ଯାହା ବି ପଇସା ଥିଲା ସେ ଏକ ବ୍ୟବସାୟରେ ବୁଡାଇଦେଇଥିଲେ , ଏହି ଖବର ମିଳିବା ପରେ ଇଣ୍ତଷ୍ଟ୍ରିର ବହୁତ ଲୋକେ ତାଙ୍କୁ ସାହାଯ୍ୟ କଲେ ।
ରାଜେନ୍ଦ୍ର କୁମାର : ଗୋଟେ ସମୟ ଏପରି ଥିଲା ଯେବେ ରାଜେନ୍ଦ୍ର କୁମାରଙ୍କ୍ ଜଲୱା ଥିଲା , ତାଙ୍କର ରିଲିଜ୍ ହୋଇଥିବା ବହୁତ ଗୁଡିଏ ଫିଲ୍ମ ହିଟ୍ ହୋଇଥିଲା, ସେମିତି ତାଙ୍କ ଫିଲ୍ମ ଯେବେ ସିନେମା ଘରେ ଲାଗୁଥିଲା ତେବେ ସିଲଭର୍ ଜୁବୁଲି ମନାଯାଉଥିଲା ଏହି କାରଣରୁ ତାଙ୍କ ନାଁ ଜୁବୁଲି କୁମାର ହୋଇଯାଇଥିଲା କିନ୍ତୁ ବଦଳୁଥିବା ସମୟ ଅନୁସାରେ ତାଙ୍କୁ କାମ ମିଳିବା ବନ୍ଦ ହୋଇଗଲା ଓ ଏହାକୁ ନେଇ ସେ ନିଜ ବଙ୍ଗଳା ରାଜେଶ ଖାନ୍ନାଙ୍କୁ ବିକ୍ରି କରିବାକୁ ପଡିଲା , ଯାହା ଦ୍ୱାରା ସେ ପୁରା ଭାଙ୍ଗି ପଡିଥିଲେ ।