March 22, 2025

Odia Express

Leading Odia News Portal of Odisha

ଖାଦ୍ୟ ଖାଇସାରିବା ପରେ ପାଣି ପିଇଲେ କଣ ହୁଏ? ଜାଣନ୍ତୁ ପାଣି ପିଇବାରଠିକ ଉପାୟ…

ଶରୀର ମଧ୍ୟ ଭାଗରେ ଯେଉଁ ପେଟ ଥାଏ ତାହାର ସବୁଠାରୁ ବଡ଼ ଭୂମିକା ଏହାର ରହିଛି। ଯଦି ଶରୀର ଅନ୍ୟ ଅଙ୍ଗ ସହିତ ପେଟକୁ ତୁଳନା କରାଯାଏ ତାହେଲେ ୯୦% ରୋଗ ଶରୀର ପେଟ ପାଇଁ ହୋଇଥାଏ,୧୦% ରୋଗ ଯାହା ପେଟ ବାହାରେ ହୋଇଥାଏ।ସେ ୧୦% ରେ ହୃଦଘାତ,ପାରାଲିସିସ,ଅପସ୍ମାର ଆଉ ମସ୍ତିସ୍କର ଯାହା ରୋଗ ରହିଲା। ଆଉ ଯଦି ଏ ୯୦% ରୋଗକୁ ଗଣାଯାଏ ତାହେଲେ ତାର ସଂଖ୍ୟା ୧୪୮ ହେବ।ଆମେ ଆଜି ଆପଣଙ୍କୁ ଯାହା କହିବାକୁ ଯାଉଛୁ ଯଦି ଆପଣ ତାହା ପାଳନ କରୁଛନ୍ତି ତ ଆପଣ ୧୪୮ଟି ରୋଗରୁ ନିଜକୁ ରକ୍ଷା କରିପାରିବେ।

ଯଦି ଆପଣ ରୋଗରୁ ବଞ୍ଚୁଛନ୍ତି ସେଇଟା ତାହେଲେ ମହତ୍ତ୍ୱ ପୁର୍ଣ୍ଣ ଅଟେ। ଜୀବନରେ ଖାଦ୍ୟ ମହତ୍ଵ ପୁର୍ଣ୍ଣ ନୁହେଁ ଖାଦ୍ୟକୁ ହଜମ କରିବା ମହତ୍ୱପୂର୍ଣ୍ଣ ଅଟେ କାହିଁକି ନା ଭୋଜନ ହଜମ ହବ ରସତିଆରୀ ହେବ,ସେହି ରସରୁ ମାଂସ,ଖଞ୍ଜା,ରକ୍ତ,ହାଡ,ମଳ,ମୂତ୍ର,ବୀର୍ଯ୍ୟ ଆଦି ତିଆରି ହୋଇଥାଏ। ସେହି ଆଗକୁ ହିଁ ଅପଣଙ୍କ ଭାବିଷ୍ୟରେ କାମରେ ଆସିବ। ଖାଦ୍ୟ ଭଲ ସେ ହଜମ ହବାପାଇଁ ସେ ଲେଖିଲେ ‘ଭୋଜନାର୍ତେ ବିଷମ ଭାରି’ ଏହାର ମାନେ ହେଉଛି ଭୋଜନ ଶେଷରେ ପାଣି ପିଇବା ବିଶପିଇବା ସହ ସମାନ। ଆମ ଶରୀର ପେଟରେ ଥିବା ପାକସ୍ଥଳୀ କୁହନ୍ତି।ଏଥିରେ ନିଆଁ ଲାଗିଥାଏ ଯେତେବେଳେ ଖାଦ୍ୟ ଖାଇଥାଉ ସେ ପ୍ରଥମେ ପାକସ୍ଥଳୀ କୁ ଯାଇଥାଏ। ସେଠାରେ ଅଗ୍ନି ପ୍ରଦୀପ୍ତ ହୋଇଥାଏ ତାପରେ ସେ ଖାଦ୍ୟକୁ ପାଚନ କରିଥାଏ।

ପାଟିରେ ଗୋଟେ ଦାନା ଖାଦ୍ୟ ଖାଉ ଖାଉ ଏ ଅଗ୍ନି ପ୍ରସ୍ତୁତ ହୋଇଯାଏ ଯାହା ଫଳରେ ତୁରନ୍ତ ଖାଦ୍ୟ ପାଚନ କରିଥାଏ।ଯେମିଟି ରୁଟିର କୌଣସି ଖଣ୍ଡ ପାଟିରେ ପୁରାଇବା ଦ୍ୱାରା ଲାଳ ନିର୍ଗତ ହୋଇଥାଏ ଏହି ପ୍ରକ୍ରିୟା ଯାହା ଦ୍ୱାରା ଆପଣଙ୍କ ଖାଦ୍ୟ ହଜମ ହୋଇଥାଏ ପ୍ରଥମ ତ ଏ ଖାଦ୍ୟ ହଜମ ହେବ ତାପରେ ଗୋଟେ ପେଷ୍ଟରେ ପରିଣତ ହେବ ଏ କାମ ପାକସ୍ଥଳୀ ବା ପେଟରେ ଥିବା ଅଗ୍ନୀର କାମ ହୋଇଥାଏ।

ଆପଣ ପରେ ପାଣି ପିଇଗଲେ ଯାହାଦ୍ୱାରା ନିଆଁ ଶାନ୍ତ ହୋଇଗଲା ଅପଣଙ୍କ ରୋଷେଇ ଘରେ ଗ୍ୟାସ ଜଳୁଥିବା ସମୟରେ ଯେମିତି ପାଣି ପକାଇଲେ ତାହା ଲିଭି ଯାଏ ସେ ସମୟରେ ମଧ୍ୟ ପାଣି ପିଇବା ଦ୍ୱାରା ପେଟ ଭିତରେ ହଜମ କରୁଥିବା ଅଗ୍ନି ଲିଭିଯାଏ ଯାହାଫଳରେ ଖାଦ୍ୟ ହଜମ ହେବନାହିଁ ସେ ପଚିବାକୁ ଲାଗିବ।ଯଦି ଖାଦ୍ୟ ପଚିବାକୁ ଆରମ୍ଭ ହୁଏ ତେବେ ସର୍ବପ୍ରଥମେ ଗ୍ୟାସ ରେ ପରିଣତ ହେବ,ବାୟୁ ତିଆରି ହେବ ଯାହା ଆପଣଙ୍କ ପେଟପଡିବା,ବେକପୋଡିବା ଛାତିପୋଡିବା ଆଦି ଲକ୍ଷଣ ଦେଖାଯାଇଥାଏ।

ଯଦି ଏ ଗ୍ୟାସ ବଢି ସମସ୍ତ ଶରୀରରେ ଚଳପ୍ରଚଳ କରିବାକୁ ଲାଗେ ସେତେବେଳେ ମୁଁଣ୍ଡ ବୁଲାଏ,ପିଥିବିନ୍ଦା ହୁଏ,ଛାତିରେ ଭୟାନକ ବିନ୍ଧିବା ବେଳେବେଳେ ଅଟେ ବିନ୍ଧେ କି ଲାଗିବ କି ଅପଣଙ୍କୁ ହାର୍ଟଆଟାକ ଆସିଲା ଭଳିଆ ଲାଗିବ।ଖାଦ୍ୟ ପଚିବା ଦ୍ୱାରା ଯେଉଁ ବାୟୁ ସୃଷ୍ଟି ହୋଇଛି ତା ଦ୍ୱାରା ୧୦୩ ରୋଗ ସୃଷ୍ଟି ହେବ। ସବୁଠୁ ପ୍ରଥମେ ଆସିବ ଏସିଡିଟି,ହାଇପର ଏସିଡିଟି ଯଦି ଏହା ବେସି ଦିନଚାଲେ ତାହେଲେ ଅଲସର,କୋଷ୍ଠକାଠିନ୍ୟ,ପାଇଲସ ଇତ୍ୟାଦି ରୋଗ ହେବାର ସମ୍ପୂର୍ଣ୍ଣ ସମ୍ଭାବନା ବଢିଯାଏ।

ଆଉ ଶେଷରେ ଗୋଟେ ରୋଗ ହୋଇଥାଏ ଯାହା ହେଲା କର୍କଟ ଭଳି ରୋଗ ହୋଇଥାଏ। ଯେତେବେଳେ ଖାଦ୍ୟ ପଚିଥାଏ ସେତେବେଳେ କୋଲେଷ୍ଟ୍ରଲ ବଢିଥାଏ।ଯଦି ଭୋଜନ ଭଲ ଭାବରେ ହଜମ ହୋଇଥାଏ ତେବେ କୋଲେଷ୍ଟ୍ରଲର ବୃଦ୍ଧି ହୋଇନଥାଏ।ତାହେଲେ ଆମେ ପାଣି ପିଇବା କେତେବେଳେ ପାଣି ସବୁବେଳେ ଖାଦ୍ୟ ଗ୍ରହଣ ର ୪୦ ମିନିଟ ପୂର୍ବରୁ ଖାଦ୍ୟ ଗ୍ରହଣର ୧.୩୦ ମିନିଟ ପରେ ଗ୍ରହଣ କରିବା ଉଚିତ।ଖାଇବା ମଝିରେ ଯଦି ପିବାକୁ ଇଛହୁଏ ତେବେ ଆପଣ ଯେତେ ବେଳେ ଧର ୨ପ୍ରକାର ଖାଦ୍ୟ ଖାଉଛନ୍ତି ଯେମିତି ରୁଟି ଓ ଭାତ ଆପଣ ରୁଟି ଖାଇ ସରିବା ପରେ ପାଣି ପିଇ ଭାତ ଖାଇବେ ପୁଣି ପାଣି ୩-୪ ଢ଼ୋକ ମାତ୍ର ପିବେ।

ଏ ନିୟମ ପଶୁମାନଙ୍କ ଉପରେ ମଧ୍ୟ ଲାଗୁହୋଇଥାଏ ଯେମିତିକି ସେମାନେ ଖାଇବାର ୪ଘଣ୍ଟା ପରେ ପାଣି ପିବା ଉଚିତ।ଅପଣଙ୍କ ମନରେ ଆସିବ କି ଆମେ ଖାଇସାରିବା ପରେ କଣ ପାଇବା ସକାଳ ସମୟରେ ଆମେ ଯେମିତି ଯେଉଁ ଋତୁରେ ଯେଉଁ ଫଳ ହୁଏ ସେ ଫଳର ରସ ପିବା ଉଚିତ ଆଉ କେବେଳ ଫଳରସ ଟା ଏଥିପାଇଁ ସକଲବେଲା ପିବା କାରଣ ସେ ସମୟରେ ହିଁ କେବଳ ହଜମ କରିବାର ଶକ୍ତି ଥାଏ।ଖରାବେଳେ ଖାଇବା ପରେ ବଟରମିଲ୍କ ପୀଇବା ଉଚିତ।ଆଉ ରାତିବେଳେ କ୍ଷୀର ପିଇବା ଉଚିତ ଯାହା ଫଳରେ ସବୁ ରୋଗ ମଣିଷ ଠୁ ଦୂରେଇ ରହିବ।

Leave a Reply

Your email address will not be published. Required fields are marked *