ବାଛନ୍ତୁ ଗୋଟେ ଆକୃତିର ଚିତ୍ର ଆଉ ଜାଣନ୍ତୁ ଗୋଟେ କଥା ଯାହା ଆପଣଙ୍କୁ ଜାଣିବା ନିହାତି ଆବଶ୍ୟକ

ଆଧ୍ୟାତ୍ମିକ ବହି ଗୁଡିକରେ ଇଂରାଜିର ଗୋଟେ ଶବ୍ଦ ବହୁତ ଚର୍ଚ୍ଚିତ ଅଛି।ସେ ଶବ୍ଦ ଟି ହେଉଛି ସୋଲ କଣ୍ଟ୍ରାକ୍ଟ,ଏହାର ପରିଭାଷା କିଛି ଏପରି କରାଯାଇ ପାରିବ ଯାହା ହେଉଛି ଗୋଟେ ଅନୁବନ୍ଧ ଯାହା ଆଧାରରେ ଦୁଇଟି ଆତ୍ମା ପରସ୍ପର ସହିତ ଜଡିତ ଅଛି।ଅନୁବନ୍ଧ ବା କଣ୍ଟ୍ରାକ୍ଟ ଯାହାକୁ ଆତ୍ମା ମାନେ ଜନ୍ମ ହେବା ପୂର୍ବରୁ କରିଥାନ୍ତି ଏହାକୁ ସାକାର କରିବା ପାଇଁ ସେ ପୃଥିବୀ ପୃଷ୍ଠକୁ ଆସିଥାନ୍ତି ବୋଲି ଏପରି ମାନ୍ୟତା ଅଛି।ମନୁଷ୍ୟକୁ ମଝିରେ ମଝିରେ ୯ ଟି ଶରୀର ଧାରଣ କରିଥିବା ଆତ୍ମା ସହିତ ଭେଟ ହୋଇଥାଏ ଯାହା ସହିତ ତାଙ୍କ ଆତ୍ମା କୌଣସି କଣ୍ଟ୍ରାକ୍ଟ କରିଥିଲେ।
ଏହା କୌଣସି ବିଶେଷ ଉଦ୍ଦେଶ୍ୟର ପୂର୍ତ୍ତି ପାଇଁ କରାଯାଇଥାଏ।ଏହି କାରଣ ହୋଇଥାଏ ଯେତେବେଳେ ସେ ଆତ୍ମା ଆମ ଆଗକୁ ଆସିଥାଏ ତ ଆମକୁ ଆହ୍ୱାନର ଅନୁଭବ ହୋଇଥାଏ।ବର୍ତ୍ତମାନ ସମୟରେ ଆମ ଅନ୍ତର ଆତ୍ମା କେଉଁ ଭଳି ଅନୁବନ୍ଧର ଅନୁଭବ କରୁଛି ତାହାକୁ ଜାଣିବା ପାଇଁ ଆମେ ଆପଣଙ୍କୁ କହୁଥିବା ଚିତ୍ର ମାନଙ୍କ ଭିତରୁ ଗୋଟେ ଚିତ୍ରକୁ ବାଛିବାକୁ ପଡିବ।ଆପଣଙ୍କ ଚୟନ ହିଁ କହିପାରିବ ଆପଣଙ୍କ ପୂର୍ବ ଜନ୍ମର କେଉଁ କାର୍ଯ୍ୟ ଆପଣଙ୍କୁ ପୁର୍ଣ୍ଣ କରିବାର ଅଛି।୧.ପ୍ରଥମେ ଆପଣଙ୍କ ଆଗରେ ଅଛି ଗୋଟେ ଚିଲ୍ଲର ଚିତ୍ର।୨.ଦ୍ଵିତୀୟରେ ଆପଣଙ୍କ ଆଗରେ ଅଛି ଗୋଟେ ଡ୍ରାଗନର ଚିତ୍ର।୩.ତୃତୀୟରେ ଆପଣଙ୍କ ଆଗରେ ଅଛି ଏକ ଅଜଣା ପକ୍ଷୀର ଚିନ୍ହ ଅଛି ଆପଣ ଏହା ଭିତରୁ ଗୋଟେ ବାଛିବାର ଅଛି।
୧.ଯଦି ଆପଣ ପ୍ରଥମ ଆକୃତି ବା ଚିଲ୍ଲ ଚିତ୍ରର ଚୟନ କରିଛନ୍ତି ତାହେଲେ ଏହା ଦର୍ଶଉଛି କି ଆପଣ ସବୁବେଳେ ସେହି ପ୍ରଶ୍ନର ଉତ୍ତର ପାଇବା ପାଇଁ ଦୌଡା ଝାମ୍ପୁଡ଼ା କରନ୍ତି ଯାହାକୁ ଆପଣ ସ୍ୱୟଂ ନିଜେ ମଧ୍ୟ ଜାଣି ନାହାନ୍ତି।କହିବାକୁ ଗଲେ ପ୍ରାୟ ସମୟ ଆପଣଙ୍କୁ ବାସ୍ତବିକତାର ଅନୁଭବ ହୋଇଥାଏ କିନ୍ତୁ ତଥାପି ଆପଣ ଏକ ଅଜଣା ଖୋଜାରେ ବୁଡି ରୁହନ୍ତି।ଆପଣ ଏକ ଖଣ୍ଡାର ଧାରରେ ବଞ୍ଚୁଛନ୍ତି ଆପଣଙ୍କୁ ଗୋଟେ ଭୟ ରହୁଅଛିକି ଆପଣଙ୍କ ଜୀବନ ରାତା ରାତି ପରିବର୍ତ୍ତନ ହେବାର ଲାଗିଛି ନହେଲେ ଆପଣ ଧନ ହାନିର ସମସ୍ୟାକୁ ନେଇ ଭୟ ଭିତ ଅଛନ୍ତି।ଆପଣ ନିଜେ ଡ଼ରରେ ବଞ୍ଚି ଥାଆନ୍ତି ଆଉ ଆପଣ ଏହି ଭୁଲ କରିଥାନ୍ତି।ଆପଣ ଏହି ଭୟକୁ ଆପଣ ନିଜର ବିଶ୍ୱାସ ଓ ଶକ୍ତି ବନେଇ ପାରିବେ।ତାହେଲେ ଆପଣ ଯାଇଁ ପରେ ସେ ମହାନ ଶକ୍ତି ପାଖରୁ କିଛି ହାସଲ କରି ପାରିବେ।
୨.ଦ୍ୱିତୀୟ ଆକୃତି ବା ଯଦି ଆପଣ ଡ୍ରାଗନର ଚୟନ କରୁଛନ୍ତି ତାହେଲେ ଯାହାଫଳରେ ଆପଣ ବାସ୍ତ ବିକତା ସହିତ ସଂଘର୍ଶ ରଖି ପାରିବେ।ଆପଣଙ୍କୁ ଲାଗେ ଆପଣ ନିଜ ଜୀବନର ହେଉଥିବା ସଂଘର୍ଶକୁ ଆପଣ ସମ୍ଭାଳି ପାରିବେ ନାହିଁ।ସେଥିପାଇଁ ଆପଣ ନିଜକୁ ଅଲଗା ଅଲଗା ଉପାୟରେ ନିଜକୁ ଦ୍ଵନ୍ଦରେ ପକେଇ ଦିଅନ୍ତି।ଆପଣଙ୍କୁ ନିଜ ଜୀବନରେ ପ୍ରାୟ ସମୟରେ ଚିନ୍ହିବା ବା ପରିଚୟ ସମ୍ବନ୍ଧୀୟ ମାମଲାରେ ଆପଣଙ୍କୁ ଦୁଵିଧାର ସାମ୍ନା କରିବାକୁ ପଡି ପାରେ।ଆପଣଙ୍କୁ ଏହାବି ଲାଗେ ଆପଣ ଜୀବନରେ ଯାହା କରୁଛନ୍ତି ଆପଣ ତାର ଯୋଗ୍ୟ ନୁହେଁ।ଆପଣଙ୍କର ଏହି ନଜରକୁ ବଦଳେଇବାର ଆଵଶ୍ୟକତା ଅଛି।
୩.୩ୟ ଆକୃତି ଅନୁସାରେ ଆପଣ କାହାକୁ ଛାଡିବା ଡରରେ ଆପଣ ଏମିତି ଏକ ସମ୍ବନ୍ଧରେ ବାନ୍ଧି ହୋଇଯାଇଛନ୍ତି ଯାହା ଆପଣଙ୍କୁ ଭିତରୁ ଖାଇବାକୁ ଲାଗିବ ବା ଆପଣଙ୍କୁ କଷ୍ଟ ଦେବାରେ ଲାଗିଛି।ଆପଣ ନିଜ ସ୍ଥିତିକୁ ବଦଳିବାକୁ ଚାହୁଁ ନାହାନ୍ତି କାହିଁକି ନା ଆପଣ ବଦଳିବାକୁ ଡ଼ରୁଛନ୍ତି।ଆପଣଙ୍କୁ ସମସ୍ୟାରେ ରହିବା ଅଭ୍ୟାସ ହୋଇଗଲାଣି।ଆପଣ ଅନ୍ୟ ଲୋକଙ୍କୁ ନିଜ ଆଗକୁ ଯିବାକୁ ଅବସର ଦେଇ ଥାଆନ୍ତି।ଏହାର ଅର୍ଥ ହେଉଛି ବଦଳିବା ହିଁ ଆପଣଙ୍କ ବହୁତ ବଡ଼ ଭୟ ହୋଇଥାଏ।ଆପଣ ସବୁବେଳେ ଅଵସ୍ଥା ଓ ସମ୍ପର୍କକୁ ନିଜ ମୁଠିରେ ବନ୍ଦ କରିବାକୁ ଚାହୁଁଛନ୍ତି କିନ୍ତୁ ଆପଣଙ୍କୁ ଗୋଟେ କଥା ମନେରଖିବା ଅଛିକି ଆପଣ ମୁଠାକୁ ଯେତେ ଅଧିକ ଯୋରରେ ବନ୍ଦ କରିବେ ତାହେଲେ ବାଲି ସେତେ ଅଧିକ ବାହାରି ଆସିବ।ଆପଣଙ୍କୁ ଲାଗିବ ସ୍ଥିତି ନିୟନ୍ତ୍ରଣରେ ଅଛି କିନ୍ତୁ ଏହା ସମ୍ପୂର୍ଣ୍ଣ ଭାବରେ ଆପଣଙ୍କ ନିୟନ୍ତ୍ରଣ ବାହାରେ ଥାଏ।