ଏହା ହେଲା ନାକରୁ ସିଙ୍ଗାଣି ବୋହିବା ଅଟକାଇବା ପାଇଁ ରାମବାଣ ଉପାୟ – କିଛି ମିନିଟ୍ ମଧ୍ୟରେ ନାକ ବନ୍ଦ ହୋଇଯିବ ଦୁର ଏବେ ପଢନ୍ତୁ ଏହି ଖବର..

ମଣିଷ ଶରୀରରେ ରୋଗ ହେବା ଏକ ସାଧାରଣ କଥା ଅଟେ , କିନ୍ତୁ କିଛି ରୋଗ ଅଛି ଯାହା ମଣିଷର ଜୀବନ ଉପରେ ବହୁତ ଅଧିକା ହଇରାଣ କରିଥାଏ , ଏମାନଙ୍କ ମଧ୍ୟରୁ ହେଲା ଥଣ୍ତା ଜ୍ୱର, ଏହା ଏକ ପ୍ରକାର ଭାଇରସ୍ ଅଟେ ଯାହା ଭଲ ଥିବା ମଣିଷକୁ ବି ହଇରାଣ କରିଦେଇଥାଏ , ଅଧିକାଂଶ ଲୋକେ ନାକରୁ ସିଙ୍ଗାଣି ବୋହିବାକୁ ନେଇ ଚିନ୍ତାରେ ରୁହନ୍ତି , ଯେବେ ବିଜ୍ଞାନ ଓ ନାକରେ ସିଙ୍ଗାଣି ଜମା ହୋଇଯାଇଥାଏ ତେବେ ଅଧିକାଂଶ ଏହା ଥଣ୍ତାଜ୍ୱର, ଫ୍ଲୁ, ଆଲର୍ଜୀର ରୁପ ନେଇଯାଏ , ବହୁତଥର ପାଗ ପରିବର୍ତ୍ତନ ହେବାଯୋଗୁଁ ଏହିପରି ଥଣ୍ତାଜ୍ୱର ହୋଇଥାଏ,
ଏମିତିରେ ଏହାର ଚିକିତ୍ସା କରିବାପାଇଁ ଲୋକ ନାନାପ୍ରକାରର ଦାମିକା ଔଷଧମାନ ସେବନ କରିଥାନ୍ତି । ଆଜି ଆମେ ଆପଣଙ୍କୁ ଏହି ଥଣ୍ତାଜ୍ୱର ଓ ନାକ ବନ୍ଦ ହେବା ଅସୁବିଧାର କିଛି ଘରୋଇ ଉପାୟ କହିବାକୁ ଯାଉଛୁ , ଯାହାର ବ୍ୟବହାରରେ ଆପଣଙ୍କୁ ନା କେବଳ ନାକରୁ ସିଙ୍ଗାଣି ବୋହିବା କମ୍ କରିବ ବରଂ ଆପଣଙ୍କ ଥକାପଣ ଓ ଦୁର୍ବଳତା ବି ଦୁର କରିଦେବ ।
୧) ତେଲର ବ୍ୟବହାରରେ : ଏହି ଦୁନିଆଁରେ ଏମିତି ବହୁତ ଆବଶ୍ୟକ ତେଲ ଅଛି ଯାହାର ବ୍ୟବହାରରେ ଆମେ ନାକରୁ ସିଙ୍ଗାଣୀକୁ ବୋହିବାରୁ ଅଟକାଇପାରିବା , ଏହାପାଇଁ ଆମେ ତିନି ବୁନ୍ଦା ପେପରମିଣ୍ଟ ତେଲ ନେଇଯିବା ଓ ସେଥିରେ ୫ ବୁନ୍ଦା ଲାଭେଣ୍ତର ତେଲ ମିଶାଇଦେବା, ଦୁହେଁକୁ ଭଲରେ ମିଶାଇବାପରେ ତାହାକୁ ଛାତି, ଗଳା, ଓ ନାକର ଉପରେ ଭଲ ଭାବରେ ଲଗାଇଦେବା, ଏବେ ତେଲ ଲଗାଇବାପରେ ଏମିତି ଛାଡିଦେବେ , ଏହି ଉପାୟକୁ ଦିନରେ ତିନିଥର ଦୋହରାଇବାକୁ ପଡିବ, ଏହାଦ୍ୱାରା ଆପଣଙ୍କୁ ଆଶ୍ୱସ୍ତି ଲାଗିବ , ପିପରମିଣ୍ଟ ତେଲରେ ମେନ୍ଥୋଲ୍ ଥାଏ , ଯାହା ଥଣ୍ତାକୁ ବାହାର କରିଦିଏ , ଓ ସିଙ୍ଗାଣିକୁ ପତଳା କରିଦିଏ , ଏମିତିରେ ସିଙ୍ଗାଣି ସହଜରେ ବାହାରକୁ ବାହାରିଯାଏ ,
୨) ଲୁଣର ପାଣି : ବୋହୁଥିବା ନାକ ପାଇଁ ଲୁଣ ପାଣି ବି ରାମବାଣ ଚିକିତ୍ସା ହୋଇଥାଏ , ଏହାପାଇଁ ଦୁଇକପ୍ ଗରମ ପାଣି ନିଅନ୍ତୁ, ଓ ସେଥିରେ ଦୁଇ ଚାମଚ ଲୁଣ ମିଶାଇଦିଅନ୍ତୁ , ଏବେ ଏହି ପାଣିରେ ଡ୍ରପର୍ ମାଧ୍ୟମରେ ନାକରେ ପକାନ୍ତୁ , ଏହି ବିଧିକୁ ଦିନରେ ସେତେ ପର୍ଯ୍ୟନ୍ତ କରନ୍ତୁ ଯେବେ ଆପଣଙ୍କୁ ଆରାମ ନ ଲାଗିବ, ଏମିତି କରିଲେ ଆପଣଙ୍କ ନାକରେ ଜମା ହୋଇଥିବା ସିଙ୍ଗାଣି ପତଳା ହୋଇଯୀବ, ସହଜରେ ବାହାରି ବି ଯିବ, ଓ ନାକରେ ହେଉଥିବା ଇରିଟେସନ୍ ବି ଦୂର ହୋଇଯିବ
୩) ଗରମ ପାଣିର ବାମ୍ପର ବ୍ୟବହାର : ଥଣ୍ତା ହେଲେ ସବୁଠାରୁ ଉତ୍ତମ ତରିକା ଏହା ଅଟେ, ଏଥିରେ ଆପଣଙ୍କୁ ଗୋଟିଏ ଗୀନାରେ କିଛି ଗରମ ପାଣି ନେବାର ଅଛି ଓ ନିଜ ମୁଣ୍ତକୁ ତଉଲିଆରେ ଗୁଡାଇ ତାହାପରେ ଗୀନାର ପାଣିରେ ବାମ୍ପ ନିଅନ୍ତୁ ଏହି ପ୍ରକିୟାକୁ ଆପଣ ଲଗାତାର ୧୦ମିନିଟ୍ ଯାଏଁ ଦୋହରାଇବେ , ଯେବେ ପର୍ଯ୍ୟନ୍ତ ସିଙ୍ଗାଣି ନାକରୁ ବାହାରିନଆସେ , ଏମିତି ଦିନରେ ତିନି ଚାରିଥର କରନ୍ତୁ , ପାଣିର ଗରମ ଯୋଗୁଁ ସିଙ୍ଗାଣି ପତଳା ହୋଇଯାଏ , ଓ ଯାହା ସହ ଏହା ବାହାର୍ କରିବାକୁ ସାହାଯ୍ୟ କରେ ।
୪) ଲାଲ ଲଙ୍କା : ଲାଲ ଲଙ୍କା ଏକ ପ୍ରକାରର ଆଣ୍ଟିହିଷ୍ଟୋମିନ୍ ପରି କାମ କରିଥାଏ, ଏହା ନାକରୁ ସିଙ୍ଗାଣି ବାହାର କରିବାରେ ସହାୟତା କରିଥାଏ , ଏହା ଛଡା ଏହା ଶରୀରରେ ବିଷାକ୍ତ ପଦାର୍ଥକୁ ବାହାର କରିବାରେ ସାହାଯ୍ୟ କରେ, ତେବେ ଆପଣଙ୍କ ନାକ ବୋହିବାର ସମସ୍ୟା ହେଲେ ଲାଲ ଲଙ୍କାର ପ୍ରୟୋଗ କରନ୍ତୁ ।
୫) ଗରମ ଚାହା : ବହୁତଥର ଥଣ୍ତା ହେଲେ କିମ୍ବା ନାକରୁ ସିଙ୍ଗାଣୀ ବାହାରିଲେ ଆମେ ଗରମ ଜୀନିଷର ସେବନ କରନ୍ତି , ଯେପରି ଗରମ ଚାହା ବୋହୁଥିବା ନାକ ପାଇଁ ରାମବାଣ ଚିକିତ୍ସା ଅଟେ, ସେମିତି ଚାହାରେ ହୋଇପାରିବ ଯଦି ଅଦା,ପୁଦିନା, ବ୍ୟବହାର ବି କରନ୍ତୁ ଏହାର ବାମ୍ପ ନାକରେ ବାଜିଲେ ସବୁ ସିଙ୍ଗାଣୀ ବାହାର କରିଦେବ ।