ଏପରି ୧୦ ଟି ସତ୍ୟତା ଯାହା ଆପଣ କେବେ ଜାଣି ନଥିବେ ନିଶ୍ଚୟ ଜାଣିରଖନ୍ତୁ – ଡାକ୍ତର କାହିଁକି ଏପରି ଅକ୍ଷର ଲେଖନ୍ତି…

ଆସନ୍ତୁ ଜାଣିବା କେତେକ ବିଚିତ୍ର ସତ୍ୟ ବିଷୟରେ ଯାହା ବିଷୟରେ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ।ତେବେ ଆସନ୍ତୁ ଆମେ ଜାଣିବା ବିଭିନ୍ନ ପ୍ରକାରର ଓ ସେ ଆଶ୍ଚର୍ଯ୍ୟ କାରୀ ସତ୍ୟତା ବିଷୟରେ।ଆସନ୍ତୁ ଜାଣିବା ସତ୍ୟ ଘଟଣା ବିଷୟରେ।
ସତ୍ୟ ଘଟଣା ୦୧:-ଆପଣ ଜାଣିଥିବେ ଜଣେ ଏମିତି ବ୍ୟକ୍ତି ଯାହାର ଛାତିରେ ମଟର ଗୋଟେ ଦାନା ଅଙ୍କୁରିତ ହୋଇଥିଲା।ଆଉ ଜଣେ ଏମିତି ଲୋକ ଯାହା ଶରୀରଜାଙ୍କ ଗଛ ଉଠି ଆସିଲା।ସେ ହେଉଛନ୍ତି ବାଙ୍ଗଳା ଦେଶର ରହୁଥିବା ଲୋକ ମିଷ୍ଟ୍ର ଆବୁଲ ବାଜାଣ୍ଡାର।ତାଙ୍କର ଅସୁବିଧା ଏହା ଥିଲା କି ତାଙ୍କ ଶରୀରରେ ଗଛ ଭଳି ସଂରଚନା ଉଠି ଆସିଥିଲା ଯାହାଫଳରେ ତାର ହାତରେ ୫ କିଲୋରୁ ଅଧିକ ଓଜନ ଉଠେଇବାକୁ ପଡୁଛି।ସେ ୧୦ ବର୍ଷରୁ ହିଁ ଏପିଡ଼ର୍ମିସପିଆ ଭେରୁକୀଫୋରସିସ ରୋଗରେ ସେ ଆକ୍ରାନ୍ତ ଥିଲେ।ସେ ପ୍ରଥମରୁ ନିଜ ଶରୀରରେ ଥିବା ସଂରଚନାକୁ କାଟି ଫୋପାଡ଼ି ଦେଉଥିଲେ।ତାପରେ ଏହା ତାଙ୍କ ଶରୀରର ଚାରି ପାଖରେ ବ୍ୟାପିଗଲା।ସେ ବିବାହିତ ଅଟନ୍ତି,ଏହି ରୋଗରେ ନାମ ଟ୍ରି ମ୍ୟାନ ସିଣ୍ଡ୍ରୋମ।ଏହି ଦୁନିଆରେ ମାତ୍ର ୬ ଜଣ ରୋଗୀ ଏହିଠାରେ।
ସତ୍ୟ ଘଟଣା ୦୨:-ବେଳେ ବେଳେ ଜାଣତ ଓ ଅଜାଣତରେ ସେତେବେଳେ ଆମକୁ ଏକ ଝଟକା ଭଳି ଲାଗିଥାଏ।ଏହି ଝଟକା ଲାଗିବାର ମୁଖ୍ୟ କାରଣ ହୋଇଥାଏ ଆସନ୍ତୁ ସେ ବିଷୟରେ ବିସ୍ତାରରେ ଜାଣିବା।ଏହା ଅନ୍ୟ କେଉଁ ଅଙ୍ଗରେ କାଇଁ ହୋଇନଥାଏ ସେ ବିଷୟରେ ମଧ୍ୟ ଜାଣିବା।ଏହା କେବଳ ସେହି ଅଙ୍ଗରେ କାହିଁ ହୋଇଥାଏ ଅନ୍ୟ ଅଙ୍ଗରେ କାହିଁ ହୋଇନଥାଏ।ଅଲନର ନର୍ଭ ବୋଲି ଗୋଟେ ସିରା,ଯାହା ଆମ ଶରୀରର ସବୁଠାରୁ ଲମ୍ବା ସିରା ଏହା ଆମ ଶରୀରର ହାଡ଼ ଉପରେ କହୁଣି ଦେଇ ଆସିଥାଏ ସେଥିପାଇଁ ଏଥିରେ ଇଲେକଟ୍ରିକ ପଲର ଅଚାନକ ବାଧା ପାପ୍ତ ଯୋଗୁ ଆମକୁ ଏହି ଝଟକା ଲାଗିଥାଏ।
ସତ୍ୟ ଘଟଣା ୦୩:-ଆପଣ ମାନେ ଦେଖିଥିବେ ଆପଣ ଯେତେବେଳେ କୌଣସି ଡାକ୍ତର ପାଖରୁ ପ୍ରେସକ୍ୟୁସନ ନେଇଥାନ୍ତି,ସେଥିରେ ଲେଖା ହୋଇଥିବା ଔଷଧ ଆପଣ ଜମା ବୁଝି ପାରନ୍ତି ନାହିଁ।ତାକୁ କେବଳ ଔଷଧ ଦୋକାନରେ ଥିବା କେମିଷ୍ଟ ହିଁ ବୁଝି ପାରେ।ଆପଣ କଣ କେବେ ଚିନ୍ତା କରିଛନ୍ତି ଆପଣ କାହିଁକି ସେ ଲେଖା ବୁଝି ପାରନ୍ତି ସେ କାଇଁ ବୁଝି ପାରନ୍ତି।ତାଙ୍କର ଅକ୍ଷର ଖରାପ ଖରାପ ହେବାର ମୁଖ୍ୟ କାରଣ ହେଲା ତାଙ୍କର ଜୀବନରେ ସେ ବହୁତ ଅଭ୍ୟାସ କରିଥାନ୍ତି ଆଉ ସେ ବହୁତ ଲେଖିଥାନ୍ତି ଲମ୍ବା ଲମ୍ବା ମେସିସିନର ନାଁ ମନେରଖିବା ପାଇଁ ସେମାନେ ଏ ଛୋଟ ଛୋଟ ଶବ୍ଦରେ ଲେଖିଥାନ୍ତି।ସେ ଏତେ ଲେଖୁଥିବା କାରଣରୁ ତାଙ୍କର ହସ୍ତାକ୍ଷର ବହୁତ ଖରାପ ହୋଇଥାଏ।
ସତ୍ୟ ଘଟଣା ୦୪:-କୌଣସି ଦୋକାନ କିମ୍ବା ସୁପର ମାର୍କେଟରେ ଆପଣ ଜିନିଷ କିଣିଲା ବେଳେ ଆପଣ ଦେଖିଥିବେ ବିଲ କାଉଣ୍ଟରରେ ଗୋଟେ ଲୋକ ଜଲଦି ଜଲଦି ବିଲ ପ୍ରସ୍ତୁତ କରିଥାଏ।ଆଉ ସେ ବିଲରେ ମିଶି ମିଶି ଯାଏ।ଆପଣ କେବେ ଭାବିଛନ୍ତିକି କମ୍ପ୍ୟୁଟର କିପରି ଜାଣେ ଏ କେଉଁ ଜିନିଷ ଅଟେ ଆଉ ଏହାର ଦାମ କେତେ?ସବୁ ଜିନିଷ ପଛରେ ଗୋଟେ ବାରକୋଡ଼ ଥାଏ ଆଉସେ ବାରକୋଡ଼ରେ ମେସିନ ବୁଝିଲା ଭଳି ଭାଷାରେ ପ୍ରଡ଼କଟର ନାମ,ତାର ତିଆରି ତାରିଖ,ଖରାପ ହେବା ତାରିଖ ଆଦି ସବୁ ଲେଖା ହୋଇଥାଏ।ଆଉ ଏହି ଲାଇନ ଓ ଏହା ତଳେଥିବା ନମ୍ବର ସବୁ ଜିନିଷ ଉପରେ ଅଲଗା ଅଲଗା ଥାଏ।
ସତ୍ୟ ଘଟଣା ୦୫:-ଆପଣ ଜାଣିଥିବେ ରାଡାର ଶତ୍ରୁ ଜାହାଜର ନିଜ ଇଲାକାରେ ଆସିବାର ସୂଚନା ଉପର ଅଫିସରଙ୍କୁ ଦିଆଯାଉ ଥିଲା।ଆପଣ ଜାଣିଛନ୍ତିକି ଆଗକାଳରେ ଯେତେବେଳେ ରାଡାର ନଥିଲା ଶତ୍ରୁ ଆସିବାର ସୂଚନା ସେମାନେ କିପରି ପାଉଥିଲେ।ଯେତେବେଳେ ଦ୍ଵିତୀୟ ବିଶ୍ଵଯୁଦ୍ଧ ସମୟରେ ରାଡ଼ାରର ଆବିଷ୍କାର ହୋଇନଥିଲା ସେ ସମୟରେ ଆକୁଷ୍ଟିକ ମିରର ଆଉ ଶୁଣିବା ଯନ୍ତ୍ର ସାହାଯ୍ୟରେ ଶତ୍ରୁ ଜାହାଜର ଶବ୍ଦ ବହୁତ ଦୁରରୁ ଜାଣି ନେଉଥିଲେ।ତାପରେ ଚେନ ହୋମ ରେଡ଼ାର ସିଷ୍ଟମର ଡେଭଲପ ପରେ ଏ ଆକୁଷ୍ଟିକ ଆଇନାର କୌଣସି କାମ ଆଉ ରହିଲା ନାହିଁ।
ସତ୍ୟ ଘଟଣା ୦୬:-ଆପଣ ଜାଣିଛନ୍ତୁ ଦୁନିଆରେ ଏମିତି ଲୋକ ଅଛନ୍ତି ଯେଉଁମାନଙ୍କୁ ବିଶାକ୍ତ ସାପ କାମୁଡିବା ଦ୍ୱାରା ସେ ଲୋକଙ୍କୁ କୌଣସି ଅସୁବିଧା ହୋଇନଥାଏ।ଆଉ ସେ ବିଶ୍ୱରେକର୍ଡ ପାଇଁ ନିଜକୁ ୧୭୨ ଥର ଭିନ୍ନ ଭିନ୍ନ ସାପଙ୍କ ଦ୍ୱାରା ନିଜକୁ କାମୁଡେଇଲେ।ସେ ହେଉଛନ୍ତି ଆମେରିକାରେ ବାସକରୁଥିବା ନାଗରିକ ବିଲ ହାସିଷ୍ଟ।ସେ ସାପ ପରିକ୍ଷଣ ସଂସ୍ଥାରେ କାମ କରୁଥିଲେ।ସେ ନିଜକୁ ଶକ୍ତ କରେଇବା ପାଇଁ ନିଜ ଶରୀରରେ ସାପ ବିଷ ଦେବା ଆରମ୍ଭ କଲେ।ଯାହାଦ୍ୱାରା ତାଙ୍କର ଧୀରେ ଧୀରେ ସାପଙ୍କ ପ୍ରତି ରୋଗ ପ୍ରତିରୋଧ ଶକ୍ତି ବଢିବାକୁ ଲାଗିଲେ।
ସତ୍ୟ ଘଟଣା ୦୭:-ଦୁନିଆର ସବୁଠାରୁ ଲମ୍ବା ବସ ଯାତ୍ରା କଲିକତାରୁ ଲଣ୍ଡନ ପର୍ଯ୍ୟନ୍ତ ଥିଲା।ଆଉ ଏହା ସେଠାରେ ପହଞ୍ଚିବାକୁ ୪୫ ଦିନ ସମୟ ନିଏ।ଆଉ ସେ ପ୍ରାୟ ୭୯୦୦ କି.ମିର ଦୂରତା ଅତିକ୍ରମ କରୁଥିଲା।ଆଉ ଏହା ୧୫ ଏପ୍ରିଲ ୧୯୫୭ ରେ ଆରମ୍ଭ ହୋଇଥିଲା ଆଉ ଜଣକା ୮୫ ପାଉଣ୍ଡ ଦେଉଥିଲେ ମାନେ ଏବେକାର ୮୦୦୦ ଟଙ୍କା ଥିଲା।ଆଉ ବନ୍ଦ ହେଲା ବେଳକୁ ୧୯୭୩ରେ ବନ୍ଦ ହୋଇଥିଲା ଆଉ ସେତେବେଳେ ବଢ଼ି ୧୪୫ ପାଉଣ୍ଡ ମାନେ ୧୩୫୦୦ ଟଙ୍କା ହୋଇଥିଲା
ସତ୍ୟ ଘଟଣା ୦୮:-ଆମ ଭାରତରେ ଏକ ଏମିତି ଦେଶ ଅଛି ଯାହା ସାମାଜିକ ନିତିନିୟମ ଓ ସରକାର ନିୟମ ଠାରୁ ସମ୍ପୂର୍ଣ୍ଣ ଦୁରେଇ ରହିଥାଏ।ଏହାର ନାଁ ହେଲା ଅରୋଭିଲ ଏହା ତାମିଲ ନାଡୁର ଭେଲୁ ପୁରମ ସ୍ଥାନରେ ଅଛି।ଏହି ସହର ଅରବିନ୍ଦଙ୍କ ଇଛା ପୂର୍ଣ୍ଣ ପାଇଁ ନିର୍ମିତ ହୋଇଥିଲା ଓ ଏହାର ଯେତେବେଳେ ସ୍ଥାପନ ହେଲା ଏଠି ୪୦୦ ଲୋକ ବସବାସ କରନ୍ତି କିନ୍ତୁ ଏବେ ୨୯୦୦ ଲୋକ ବସବାସ କରନ୍ତି।
ସତ୍ୟ ଘଟଣା ୦୯:-ଜଣେ ଅଷ୍ଟ୍ରେଳିଆନ ସ୍କାଇ ଡାଇଭର ମିଷ୍ଟ୍ର ଫ୍ଲେକ୍ସି ବଉମ ଗ୍ରାଟନର ଯିଏ ଗୋଟେ ହିଲିୟମ ବେଲୁନ ସାହାଯ୍ୟରେ ପୃଥିବୀ ପୃଷ୍ଠରୁ ୧୨୮୦୦୦ ଉଚ୍ଚରେ ପହଞ୍ଚି ଡେଇଁ ପଡ଼ିଥିଲେ ଆଉ ସେ ୩ ମିନିଟରେ ଶବ୍ଦର ବେଗକୁ କାଟି ଦେଇଥିଲେ ଓ ତାପରେ ପାରାସୁଟ ଖୋଲି ଭଲ ଭାବରେ ସୁରକ୍ଷିତ ଲ୍ୟାଣ୍ଡ କଲେ।
ସତ୍ୟ ଘଟଣା ୧୦:-ଦୁନିଆର ୪୧ ଟି ଦେଶରେ ମୁକ ବିଧିରା ମାନଙ୍କର ଭାଷାକୁ କାର୍ଯ୍ୟକାରୀ ଭାଷା ଭାବରେ ଏହା ଘୋଷିତ ହୋଇସାରିଚି ଏଠାରେ ୨୬ ଟି ଦେଶ କେବଳ ୟୁରୋପର ହୋଇଥାଏ।ଦୁନିଆରେ ୭ ,କୋଟିରୁ ଅଧିକ ଏମିତି କହିପାରୁନଥିବା ଆଉ ଶୁଣି ପାରୁନଥିବେ ଲୋକ ଅଛନ୍ତି।