March 25, 2025

Odia Express

Leading Odia News Portal of Odisha

ଜାଣନ୍ତୁ ଦାଢି କୁ ୧୦ଗୁଣା ଅଧିକା ଶିଘ୍ର ଲମ୍ବା ଓ ଘନ ବନାଇବାର ଘରୋଇ ଉପାୟ…

ଆଜିକାଲି ଯୁବା ପିଢିଙ୍କୁ ଲମ୍ବା ଓ ଘନ ଦାଢୀ ରଖିବାର ଫ୍ୟାସନ ଚାଳୁଛି , ଲମ୍ବା ଓ ଘନ ଦାଢି ନା କେବଳ ଆମର ଲୁକ୍ ଓ ପର୍ସନାଲିଟିକୁ ଆହୁରି ବଢାଇଥାଏ,  ବରଂ ଏଥିରେ କିଛି ସ୍ୱାସ୍ଥ୍ୟ ସହ ଯୋଡି ହୋଇଥିବାର ଫାଇଦା ବି ଅଛି , ଆପଣମାନେ ଦେଖିଥିବେ କି ମହିଳାଙ୍କ ବୟସର ପୁର୍ବରୁ ବୁଢାପାର ଦାଗ ଜଣାଯାଏ , ଯେପରି ବୟସ ଦାଗ ଆଦି ହୁଏ କିନ୍ତୁ ପୁରୁଷଙ୍କ ମଧ୍ୟରେ ଜିନିଷ  ବହୁତ ବୟସ ହେବାପରେ ଦେଖାଯାଏ , ଏଥିପାଇଁ ଅଧିକା ବୟସ ହେବା ପରେ ବି ପୁରୁଷ ଯୁବାବସ୍ଥା ପରି ଦେଖାଯାଆନ୍ତି ।ସେମିତି ଏହାର ବହୁତ ଗୁଡିଏ କାରଣ ଅଛି କିନ୍ତୁ ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ଚେହେରାରେ ଆସୁଥିବା ଦାଢି ଏହାର ମୁଖ୍ୟ କାରଣ ହୋଇଥାଏ , କାରଣ ଚେହେରାରେ ବାଳ ଆସିଲେ ଆମର ସ୍କିନ୍ ଲମ୍ବା ସମୟଯାଏଁ ସୁସ୍ଥ୍ୟ ରହିଥାଏ,  ଓ ତାହା ସହ ଖରା,ଧୁଳି ମାଟିରୁ ସ୍କିନ୍ ବଞ୍ଚାଇଥାଏ , ଏଥିପାଇଁ ଲମ୍ବା ଓ ଘନ ଦାଢୀ ରଖିବା ବହୁତ ଭଲ ନିର୍ଣ୍ଣୟ ଅଟେ ।

ଆଜି ଆମେ ଆପଣଙ୍କୁ ଦାଢୀ ଘନ ବନାଇବାର ଘରୋଇ ଉପାୟ ବିଷୟରେ କହିବୁ , ଆଜି ଆମେ ବିୟର୍ଡ ସିରମ୍ ବିଷୟରେ କହିବାକୁ ଯାଉଛୁ , ଯାହାପାଈଁ ଦରକାର ହେବ , କାଷ୍ଟର ଅୟେଲ୍, ବାଦାମ ତେଲ, ନିଳଗିରି ତେଲ ,ଓ ରୋଜମେରି ତେଲ ଏହି ଚାରୋଟି ତେଲ ମିଳିଯିବ କିନ୍ତୁ ରୋଜମେରି ତେଲ ଖୋଜିବାରେ ଅସୁବିଧା ହୋଇପାରେ,  କିନ୍ତୁ ଖୋଜିଲେ ବଡ ଦୋକାନରୁ ଏହା ମିଳିପାରିବ , ଯଦି ଜିନିଷ ମାର୍କେଟ୍ ରୁ ନ ମିଳେ ତେବେ ଅନଲାଇନ୍ ରୁ ଅର୍ଡର କରିପାରିବେ ।

ବନାଇବାର ବିଧି : ୫୦ ଏମ୍ ଏଲ୍ କାଷ୍ଟଲ ତେଲରେ ୨୫ ଏମ୍ ଏଲ୍ ବାଦାମ ତେଲ ମିଶାନ୍ତୁ , ତାହାପରେ ୧୦ ଏମ ଏଲ୍ ନିଳଗିରି ତେଲ ଓ ୧୦ ଏମ୍ ଏଲ୍ ରୋଜମେରି ତେଲ ମିଶାନ୍ତୁ , ଏଥିରେ ସବୁଗୁଡିକ ପରସ୍ପର ମିକ୍ସ କରିଦିଅନ୍ତୁ ।

୨) ଯଦି ଆପଣଙ୍କୁ ଏହାର ମାତ୍ରା ମାପିବାରେ ଅସୁବିଧା ହେଉଛି ତେବେ କାଷ୍ଟର ତେଲ ଯେତେ ନେଇଛନ୍ତି , ସେଥିରେ ଅଧା ବାଦାମ ତେଲ ନିଅନ୍ତୁ , ଓ ଏଇ ପ୍ରକାରର ବାଦାମ ତେଲ ମାତ୍ରା ବି ଅଧା ମାତ୍ରାରେ ରୋଜମେରି ଓ ନିଳଗିରି ତେଲ ନିଅନ୍ତୁ ।

୩) ଏହି ପରି ସିରମ୍ ପ୍ରସ୍ତୁତ ହୋଇଯିବ,  ବନାଇବାପରେ ସଫା ବୋତଲରେ ଭରିଦିଅନ୍ତୁ ।

ଖାଲି ଏହି ସହଜ ବିଧି ପ୍ରସ୍ତୁତ ଏହି ସିରମ୍ କୁ ସବୁଦିନ ବ୍ୟବହାର କରନ୍ତୁ , ଓ ବହୁତ ଜଲଦି ଏହାର ଭଲ ପରିଣାମ ମିଳିବ,  ଏହାର ବ୍ୟବହାର କରିବାପାଇଁ ସବୁଦିନ ରାତିରେ ୭-୮ ବୁନ୍ଦା ନିଜ ହାତରେ ନିଅନ୍ତୁ , ଓ ତାହାକୁ ଭଲ ଭାବେ ଦାଢୀରେ ଲଗାଇଦିଅନ୍ତୁ , ପରେ ୧୦ ମିନିଟ୍ ପର୍ଯ୍ୟନ୍ତ ନିଜ ଆଙ୍ଗୁଠି ମାଧ୍ୟମରେ ଗୋଲ ଗୋଲ ରାଉଣ୍ତରେ ନିଜ ଦାଢି ଭାଗରେ ମାଲିସ୍ କରନ୍ତୁ , ଯେଉଁ ପ୍ରକାରେ ବାଳ କମ୍ ଅଛି ସେଠାରେ ଅଧିକା ସମୟ ଯାଏଁ ମାଲିସ୍ କରନ୍ତୁ ।

ପରେ ଏହାକୁ ରାତି ସାରା ନିଜ ଚେହେରାରେ ଲଗାଇ ରହିବାକୁ ଦିଅନ୍ତୁ , ଓ ସକାଳୁ ଏହାକୁ ପାଣିରେ ଧୋଇଦିଅନ୍ତୁ , ଯଦି ଆପଣଙ୍କ ଚେହେରା ତେଲିଆ ଅଛି କେବଳ ୧୫-୨୦ ମିନିଟ୍ ପରେ ଏହାକୁ ସଫା ପାଣିରେ ଧୋଇଦିଅନ୍ତୁ , ଦିନରେ ଏହାର ବ୍ୟବହାର କରିବାକୁ ଚାହିଁଲେ କେବଳ ୩-୪ ବୁନ୍ଦା ନେଇକରି ବ୍ୟବହାର କରନ୍ତୁ । ୪-୫ ମିନିଟ୍ ମାଲିସ୍ କରିପାରେ ଏହା ଚେହେରାରେ ଅଲଗା ଦେଖାଦେବ ନାହିଁ , ଏହା ଆଲୋବେରା ଜେଲ୍ ସହ ମିକ୍ସ କରି ଲଗାଇପାରିବେ , ଲଗାତାର ଏହାକୁ ଏକ ମାସ ଯାଏଁ ବ୍ୟବହାର କରିଲେ ଆପଣ ଦେଖିବେ ବାଳ ଘନ ହୋଇଯିବ ।

Leave a Reply

Your email address will not be published. Required fields are marked *